Odia Page 13

ਰਾਗੁ ਧਨਾਸਰੀ ਮਹਲਾ ੧ ॥ ରାଗ ଧନାସରି ମହଲା 1॥ ਗਗਨ ਮੈ ਥਾਲੁ ਰਵਿ ਚੰਦੁ ਦੀਪਕ ਬਨੇ ਤਾਰਿਕਾ ਮੰਡਲ ਜਨਕ ਮੋਤੀ ॥ (ଯେପରି) ସାରା ଆକାଶ ଥାଳି ଅଟେ। ସୂର୍ଯ୍ୟ ଆଉ ଚନ୍ଦ୍ର (ସେହି ଥାଳିରେ) ଦୀପ ଅଟେ, ତାରାମାନେ, ଯେପରି ଥାଳିରେ ମୋତି ରଖାଯାଇଛି। ਧੂਪੁ ਮਲਆਨਲੋ ਪਵਣੁ ਚਵਰੋ ਕਰੇ ਸਗਲ ਬਨਰਾਇ ਫੂਲੰਤ ਜੋਤੀ ॥੧॥ ମଳୟ ପରବତରୁ ଆସୁଥିବା ପବନ , ଯେପରି ଧୂପ

Odia Page 12

ਤੂ ਆਪੇ ਕਰਤਾ ਤੇਰਾ ਕੀਆ ਸਭੁ ਹੋਇ ॥ (ହେ ପ୍ରଭୁ!) ତୁମେ ସ୍ଵୟଂ ସବୁ କିଛି ସୃଷ୍ଟି କରିଛ, ସବୁ କିଛି ତୁମ ଦ୍ଵାରା ହିଁ ହୁଏ। ਤੁਧੁ ਬਿਨੁ ਦੂਜਾ ਅਵਰੁ ਨ ਕੋਇ ॥ ତୁମ ବିନା ( ତୁମ ଭଳି) ଆଉ କେହି ନାହାନ୍ତି। ਤੂ ਕਰਿ ਕਰਿ ਵੇਖਹਿ ਜਾਣਹਿ ਸੋਇ ॥ ଜୀବଙ୍କୁ ଜନ୍ମ ଦେଇ ତାକୁ ତୁମେ ସ୍ଵୟଂ ହିଁ ସମ୍ଭାଳୁଛ। ଆହୁରି, ସମସ୍ତଙ୍କ ହ୍ରୁଦୟର

Odia Page 475

ਮਹਲਾ ੨ ॥ ମହଲା 2 ॥ ਏਹ ਕਿਨੇਹੀ ਚਾਕਰੀ ਜਿਤੁ ਭਉ ਖਸਮ ਨ ਜਾਇ ॥ ଯେଉଁ ସେବା କରିବା ଦ୍ଵାରା (ସେବକର ହୃଦୟରୁ) ନିଜ ମାଲିକଙ୍କ ଡର ଦୂର ନ ହୁଏ, ସେହି ସେବା ଅସଲ ସେବା ନୁହେଁ। ਨਾਨਕ ਸੇਵਕੁ ਕਾਢੀਐ ਜਿ ਸੇਤੀ ਖਸਮ ਸਮਾਇ ॥੨॥ ହେ ନାନକ! (ସଚ୍ଚା) ସେବକ ତାହାକୁ କୁହାଯାଏ ଯିଏ ନିଜ ମାଲିକଙ୍କ ସାଥିରେ ଏକ-ରୂପ ହୋଇଯାଏ। ॥2॥ ਪਉੜੀ ॥

Odia Page 474

ਦੇਖਹਿ ਕੀਤਾ ਆਪਣਾ ਧਰਿ ਕਚੀ ਪਕੀ ਸਾਰੀਐ ॥ (ହେ ପ୍ରଭୁ!) ତୁମେ ନିଜେ ଏହି ସୃଷ୍ଟି ରଚନା କରିଛ ଆଉ ତୁମେ ନିଜେ ହିଁ ଏଥିରେ (ଜୀବାତ୍ମା) ସତ୍ତା ରଖିଛ। ਜੋ ਆਇਆ ਸੋ ਚਲਸੀ ਸਭੁ ਕੋਈ ਆਈ ਵਾਰੀਐ ॥ ଯିଏ ସଂସାରରେ ଜନ୍ମ ହୋଇଛି ସିଏ ନିଶ୍ଚିତ ରୂପରେ ମରି ଯାଏ। ସମସ୍ତଙ୍କ ପାଳି ଆସିବ। ਜਿਸ ਕੇ ਜੀਅ ਪਰਾਣ ਹਹਿ ਕਿਉ ਸਾਹਿਬੁ ਮਨਹੁ ਵਿਸਾਰੀਐ ॥

Odia Page 473

ਪਉੜੀ ॥ ପଉଡି ॥ ਸਤਿਗੁਰੁ ਵਡਾ ਕਰਿ ਸਾਲਾਹੀਐ ਜਿਸੁ ਵਿਚਿ ਵਡੀਆ ਵਡਿਆਈਆ ॥ ସଦଗୁରୁଙ୍କ ଗୁଣ ଗାଇବା ଉଚିତ ଆଉ କହିବା ଉଚିତ ଯେ ଗୁରୁ ବହୁତ ବଡ ଅଟେ, କାରଣ ଗୁରୁଙ୍କ ଠାରେ ବଡ ଗୁଣ ଅଛି। ਸਹਿ ਮੇਲੇ ਤਾ ਨਦਰੀ ਆਈਆ ॥ ଯେଉଁ ମନୁଷ୍ୟକୁ ପ୍ରଭୁ-ପତି (ଗୁରୁଙ୍କ ସହିତ) ମିଳାଇଛନ୍ତି,ସେ ଏହି ଗୁଣ ଆଖିରେ ଦେଖିଛି। ਜਾ ਤਿਸੁ ਭਾਣਾ ਤਾ ਮਨਿ ਵਸਾਈਆ ॥ ଆଉ

Odia Page 472

ਹਥਿ ਛੁਰੀ ਜਗਤ ਕਾਸਾਈ ॥ ହାତରେ ଯେପରି ଛୁରି ଧରିଛନ୍ତି ଆଉ ସୁଯୋଗ ମିଳିବା ମାତ୍ରେ ସବୁ ଜୀବଙ୍କ ଉପରେ ଜୁଲମ କରନ୍ତି। ਨੀਲ ਵਸਤ੍ਰ ਪਹਿਰਿ ਹੋਵਹਿ ਪਰਵਾਣੁ ॥ ନୀଳ ରଙ୍ଗର କପଡା ପିନ୍ଧିଲେ ସେମାନଙ୍କ(ମୁସଲମାନ ଶାସକ) ପାଖକୁ ଯିବାକୁ ଆଜ୍ଞା ମିଳେ। ਮਲੇਛ ਧਾਨੁ ਲੇ ਪੂਜਹਿ ਪੁਰਾਣੁ ॥ ଯାହାକୁ ମ୍ଳେଚ୍ଛ କୁହାଯାଏ ତାଙ୍କ ଠାରୁ ହିଁ ପ୍ରତିଦିନ ରୋଟି ନିଅନ୍ତି, ଆଉ ପୁଣି ମଧ୍ୟ ପୁରାଣକୁ ପୂଜା କରନ୍ତି

Odia Page 471

ਮੰਦਾ ਚੰਗਾ ਆਪਣਾ ਆਪੇ ਹੀ ਕੀਤਾ ਪਾਵਣਾ ॥ (ପ୍ରତ୍ୟେକ ଜୀବ) ନିଜ ନିଜ ଦ୍ଵାରା କରାଯାଇଥିବା ଭଲ ମନ୍ଦ କର୍ମର ଫଳ ନିଜେ ଭୋଗ କରେ । ਹੁਕਮ ਕੀਏ ਮਨਿ ਭਾਵਦੇ ਰਾਹਿ ਭੀੜੈ ਅਗੈ ਜਾਵਣਾ ॥ ଯେଉଁ ମନୁଷ୍ୟ ସ୍ଵଇଚ୍ଛାରେ ଚାଲେ, ତାହାକୁ ପରେ କଷ୍ଟ ଘାଟିରେ ଯିବାକୁ ପଡିବ (ଭାବ, ନିଜ ଦ୍ଵାରା କରାଯାଇଥିବା ଅତ୍ୟାଚାର ବଦଳରେ କଷ୍ଟ ସହ୍ୟ କରିବାକୁ ପଡିବ)। ਨੰਗਾ ਦੋਜਕਿ ਚਾਲਿਆ ਤਾ

Odia Page 470

ਸਲੋਕੁ ਮਃ ੧ ॥ ସଲୋକ ମହଲା 1 ॥ ਨਾਨਕ ਮੇਰੁ ਸਰੀਰ ਕਾ ਇਕੁ ਰਥੁ ਇਕੁ ਰਥਵਾਹੁ ॥ ହେ ନାନକ! ଚଉରାଶି ଲକ୍ଷ ଯୋନିରୁ ଶିରୋମଣି ମାନବ ଶରୀରର ଏକ ରଥ ଅଟେ ଆଉ ଏକ ରଥବାହକ ଅଟେ ਜੁਗੁ ਜੁਗੁ ਫੇਰਿ ਵਟਾਈਅਹਿ ਗਿਆਨੀ ਬੁਝਹਿ ਤਾਹਿ ॥ ପ୍ରତି ଯୁଗରେ ଏହି ରଥ ଆଉ ରଥବାହକ ବାରମ୍ବାର ବଦଳନ୍ତି, ଏହି ଭେଦକୁ ବୁଝିବାବାଲା ବୁଝିନିଏ। ਸਤਜੁਗਿ ਰਥੁ ਸੰਤੋਖ

Odia Page 469

ਕਾਮੁ ਨੇਬੁ ਸਦਿ ਪੁਛੀਐ ਬਹਿ ਬਹਿ ਕਰੇ ਬੀਚਾਰੁ ॥ (ଏଠାରେ ପାପର ଦରବାରରେ କାମ ନାଏବ ଅଟେ) ତାହାକୁ ବୋଲାଇ ପରାମର୍ଶ ନିଆଯାଏ, ସେ ତାଙ୍କରି ବଡ ଉପଦେଷ୍ଟା। ਅੰਧੀ ਰਯਤਿ ਗਿਆਨ ਵਿਹੂਣੀ ਭਾਹਿ ਭਰੇ ਮੁਰਦਾਰੁ ॥ (ତାଙ୍କରି) ପ୍ରଜା ଜ୍ଞାନହୀନ (ହେବା କାରଣରୁ), ଯେପରି ଅନ୍ଧ ହୋଇ ତୃଷ୍ଣା (ଅଗ୍ନି)ର କାମନା ଭରି ରଖେ (ବ୍ୟର୍ଥ ପରିଶ୍ରମରେ ଲାଗିରହେ)। ਗਿਆਨੀ ਨਚਹਿ ਵਾਜੇ ਵਾਵਹਿ ਰੂਪ ਕਰਹਿ ਸੀਗਾਰੁ ॥

Odia Page 468

ਸਤਿਗੁਰੁ ਭੇਟੇ ਸੋ ਸੁਖੁ ਪਾਏ ॥ ଯେଉଁ ମନୁଷ୍ୟକୁ ଗୁରୁ ମିଳିଯାଇଛି (ବାସ୍ତବ) ସୁଖ ସିଏ ହିଁ ପାଏ। ਹਰਿ ਕਾ ਨਾਮੁ ਮੰਨਿ ਵਸਾਏ ॥ ସେ (ଭାଗ୍ୟଶାଳୀ) ଇଶ୍ଵରଙ୍କ ନାମ ନିଜ ହୃଦୟରେ ଯୋଡି ରଖିଥାଏ। ਨਾਨਕ ਨਦਰਿ ਕਰੇ ਸੋ ਪਾਏ ॥ ହେ ନାନକ! ଗୁରୁ ମଧ୍ୟ ତାଙ୍କୁ ହିଁ ମିଳିଥାଏ ଯାହା ଉପରେ ଆପଣ ଦାନର କୃପା ନଜର ଦିଅନ୍ତି। ਆਸ ਅੰਦੇਸੇ ਤੇ ਨਿਹਕੇਵਲੁ ਹਉਮੈ ਸਬਦਿ