Guru Granth Sahib Translation Project

guru granth sahib odia page-997

Page 997

ਗੁਰਮੁਖਾ ਮਨਿ ਪਰਤੀਤਿ ਹੈ ਗੁਰਿ ਪੂਰੈ ਨਾਮਿ ਸਮਾਣੀ ॥੧॥ ଗୁରୁମୁଖୀଙ୍କ ମନରେ ପୁର୍ଣ୍ଣ ନିଷ୍ଠା ଅଛି, ପୂର୍ଣ୍ଣ ଗୁରୁ ଦ୍ଵାରା ସେ ନାମ ସ୍ମରଣରେ ହି ବିଲୀନ ରହନ୍ତି।।1।।
ਮਨ ਮੇਰੇ ਮੈ ਹਰਿ ਹਰਿ ਕਥਾ ਮਨਿ ਭਾਣੀ ॥ ହେ ମୋର ମନ ! ମତେ ହରିଙ୍କ କଥା ହି ପ୍ରିୟ ଲାଗେ।
ਹਰਿ ਹਰਿ ਕਥਾ ਨਿਤ ਸਦਾ ਕਰਿ ਗੁਰਮੁਖਿ ਅਕਥ ਕਹਾਣੀ ॥੧॥ ਰਹਾਉ ॥ ମୁଁ ନିତ୍ୟ ହରି କଥା ଜପ କରୁଛି,ଏବଂ ଏହି ଅକଥନୀୟ କଥା ହିଁ ମତେ ପ୍ରିୟ ଅଟେ।। 1 ।।
ਮੈ ਮਨੁ ਤਨੁ ਖੋਜਿ ਢੰਢੋਲਿਆ ਕਿਉ ਪਾਈਐ ਅਕਥ ਕਹਾਣੀ ॥ ମୁଁ ତନ-ମନ ଦ୍ଵାରା ଖୋଜି ଦେଖିଛି ଯେ ଅକଥନୀୟ କଥା କିପରି ପ୍ରାପ୍ତ ହୋଇଥାଏ।
ਸੰਤ ਜਨਾ ਮਿਲਿ ਪਾਇਆ ਸੁਣਿ ਅਕਥ ਕਥਾ ਮਨਿ ਭਾਣੀ ॥ "(ଉତ୍ତର-)ସତ୍ଜନଙ୍କସହ ମିଶିକରି ହିଁ ଏହାକୁ ପ୍ରାପ୍ତ କରିହେବ, ଅକଥନୀୟ କଥା ହିଁ ମନକୁ ଭଲ ଲାଗେ।
ਮੇਰੈ ਮਨਿ ਤਨਿ ਨਾਮੁ ਅਧਾਰੁ ਹਰਿ ਮੈ ਮੇਲੇ ਪੁਰਖੁ ਸੁਜਾਣੀ ॥੨॥ ମୋର ମନ ତନରେ ହରି ନାମର ହିଁ ଆଧାର ଅଟେ ଏବଂ ଏହା ମତେ ଚତୁର, ପରମପୁରୁଷ ପ୍ରଭୁଙ୍କ ସହ ମିଶାଇଦିଏ।। 2 ।।
ਗੁਰ ਪੁਰਖੈ ਪੁਰਖੁ ਮਿਲਾਇ ਪ੍ਰਭ ਮਿਲਿ ਸੁਰਤੀ ਸੁਰਤਿ ਸਮਾਣੀ ॥ ମହାପୁରୁଷ ଗୁରୁ ମତେ ପରମପୁରୁଷ ପରମାତ୍ମଙ୍କ ସହ ମିଶାଇଦେଲେ ଏବଂ ମୋର ଆତ୍ମଜ୍ୟୋତି ପରମଜ୍ୟୋତି ସହ ବିଲୀନ ହୋଇ ଗଲା ।
ਵਡਭਾਗੀ ਗੁਰੁ ਸੇਵਿਆ ਹਰਿ ਪਾਇਆ ਸੁਘੜ ਸੁਜਾਣੀ ॥ ଅହୋଭାଗ୍ୟରୁ ଗୁରୁଙ୍କ ସେବା କରିଛି, ଯାହାର ଫଳସ୍ୱରୁପ ଚତୁର, ସର୍ଵଜ୍ଞାତା ଇଶ୍ଵରଙ୍କୁ ପାଇଗଲି।
ਮਨਮੁਖ ਭਾਗ ਵਿਹੂਣਿਆ ਤਿਨ ਦੁਖੀ ਰੈਣਿ ਵਿਹਾਣੀ ॥੩॥ ମନମୁଖ ଦୁର୍ଭାଗ୍ୟଶାଳୀ ଅଟେ, ଯାହାର ଜୀବନ ରାତ୍ରି ଦୁଃଖରେ କଟିଛି।। 3 ।।
ਹਮ ਜਾਚਿਕ ਦੀਨ ਪ੍ਰਭ ਤੇਰਿਆ ਮੁਖਿ ਦੀਜੈ ਅੰਮ੍ਰਿਤ ਬਾਣੀ ॥ ହେ ଭଗବାନ! ଆମେ ତୋର ଦିନଦରିଦ୍ର, କୃପା କରି ମୁଖରେ ଅମୃତ ବାଣୀ ଢାଳିଦିଅ।
ਸਤਿਗੁਰੁ ਮੇਰਾ ਮਿਤ੍ਰੁ ਪ੍ਰਭ ਹਰਿ ਮੇਲਹੁ ਸੁਘੜ ਸੁਜਾਣੀ ॥ ହେ ସଦଗୁରୁ ମିତ୍ର! ମତେ ଚତୁର ପ୍ରଭୁଙ୍କ ସହ ମିଶାଇଦିଅ।
ਜਨ ਨਾਨਕ ਸਰਣਾਗਤੀ ਕਰਿ ਕਿਰਪਾ ਨਾਮਿ ਸਮਾਣੀ ॥੪॥੩॥੫॥ ଦାସ ନାନକ ତୋର ଶରଣ ରେ ଆସିଛି, ସେଥିପାଇଁ କୃପା କର ଯାହାଦ୍ଵାରା ସେ ହରି ନାମ ସ୍ମରଣରେ ଲୀନ ରହିବ।।4।। 3।। 5 ।।
ਮਾਰੂ ਮਹਲਾ ੪ ॥ ମାରୁ ମହଲା 4 ।।
ਹਰਿ ਭਾਉ ਲਗਾ ਬੈਰਾਗੀਆ ਵਡਭਾਗੀ ਹਰਿ ਮਨਿ ਰਾਖੁ ॥ ଯେଉଁ ଭାଗ୍ୟଶାଳୀକୁ ଇଶ୍ଵରଙ୍କ ବୈରାଗ୍ୟପୂର୍ଣ୍ଣ ପ୍ରେମ ମିଳିଥାଏ, ସେ ମନରେ ହିଁ ତାକୁ ବସାଇ ଥାଏ।
ਮਿਲਿ ਸੰਗਤਿ ਸਰਧਾ ਊਪਜੈ ਗੁਰ ਸਬਦੀ ਹਰਿ ਰਸੁ ਚਾਖੁ ॥ ସୁସଂଗତି ରେ ମିଶିବା ଦ୍ଵାରା ହିଁ ଶ୍ରଦ୍ଧା ଉତ୍ପନ୍ନ ହୁଏ, ଗୁରୁଙ୍କ ଶବ୍ଦ ଦ୍ଵାରା ହରି ନାମର ସ୍ଵାଦ ଚାଖି ହୋଇଥାଏ।
ਸਭੁ ਮਨੁ ਤਨੁ ਹਰਿਆ ਹੋਇਆ ਗੁਰਬਾਣੀ ਹਰਿ ਗੁਣ ਭਾਖੁ ॥੧॥ ଗୁରୁଙ୍କ ବାଣୀ ଦ୍ଵାରା ପ୍ରଭୁଙ୍କ ଗୁଣ ଅନୁବାଦ କରିବା ଦ୍ୱାରା ତନ ମନ ବିକଶିତ ହୋଇଯାଇଛି।।1।।
ਮਨ ਪਿਆਰਿਆ ਮਿਤ੍ਰਾ ਹਰਿ ਹਰਿ ਨਾਮ ਰਸੁ ਚਾਖੁ ॥ ହେ ପ୍ରିୟର ମିତ୍ର ମନ ! ହରି ନାମ ଅମୃତର ସ୍ଵାଦ ଚାଖ।
ਗੁਰਿ ਪੂਰੈ ਹਰਿ ਪਾਇਆ ਹਲਤਿ ਪਲਤਿ ਪਤਿ ਰਾਖੁ ॥੧॥ ਰਹਾਉ ॥ ପୂର୍ଣ୍ଣ ଗୁରୁଙ୍କ ଦ୍ଵାରାହିଁ ପରମାତ୍ମାଙ୍କ ପ୍ରାପ୍ତି ହୋଇଥାଏ ଏବଂ ଲୋକ ପରଲୋକରେ ସେ ହିଁ ଲଜ୍ୟା ରଖିଥାଏ। 1।।ରୁହ॥
ਹਰਿ ਹਰਿ ਨਾਮੁ ਧਿਆਈਐ ਹਰਿ ਕੀਰਤਿ ਗੁਰਮੁਖਿ ਚਾਖੁ ॥ ଗୁରୁମୁଖୀ ବନି ଇଶ୍ଵରଙ୍କ ଧ୍ୟାନ କର, ହରି ଭଜନର ଆନ୍ଦୋଳନ କର।
ਤਨੁ ਧਰਤੀ ਹਰਿ ਬੀਜੀਐ ਵਿਚਿ ਸੰਗਤਿ ਹਰਿ ਪ੍ਰਭ ਰਾਖੁ ॥ ତନ ରୂପୀ ପୃଥିବୀରେ ହରି ନାମ ବୁଣିବା ଦରକାର, ସତସଙ୍ଗ ରେ ପ୍ରଭୁଙ୍କୁ ମନେପକାଅ।
ਅੰਮ੍ਰਿਤੁ ਹਰਿ ਹਰਿ ਨਾਮੁ ਹੈ ਗੁਰਿ ਪੂਰੈ ਹਰਿ ਰਸੁ ਚਾਖੁ ॥੨॥ ହରିଙ୍କ ନାମ ଅମୃତ ସହିତ ସମାନ ଅଟେ ଏବଂ ପୂର୍ଣ୍ଣ ଗୁରୁଙ୍କ ଦ୍ଵାରା ହରି ନାମ ରସର ସ୍ଵାଦ ପ୍ରାପ୍ତ କର।। 2 ।।
ਮਨਮੁਖ ਤ੍ਰਿਸਨਾ ਭਰਿ ਰਹੇ ਮਨਿ ਆਸਾ ਦਹ ਦਿਸ ਬਹੁ ਲਾਖੁ ॥ ସ୍ଵେଚ୍ଛାଚାରୀ ତୃଷ୍ଣା ରେ ଭରି ରହିଥାଏ,ତାଙ୍କ ମନ ରେ ଲକ୍ଷ୍ୟ ଲକ୍ଷ୍ୟ ତୀବ୍ର ଲାଳସା ରହିଥାଏ, ସେଥିପାଇଁ ସେମାନେ ଦଶ ଦିଗରେ ଧାଇଥାନ୍ତି।
ਬਿਨੁ ਨਾਵੈ ਧ੍ਰਿਗੁ ਜੀਵਦੇ ਵਿਚਿ ਬਿਸਟਾ ਮਨਮੁਖ ਰਾਖੁ ॥ ନାମର ବିନା ଜୀବିତ ରହିବା ଧିକ୍କାର ଯୋଗ୍ୟ ଅଟେ, ସ୍ୱେଛାଚାରୀ ବିଷ୍ଟା ରେ ପଡ଼ି ରହିଥାନ୍ତି।
ਓਇ ਆਵਹਿ ਜਾਹਿ ਭਵਾਈਅਹਿ ਬਹੁ ਜੋਨੀ ਦੁਰਗੰਧ ਭਾਖੁ ॥੩॥ ସେ ପଥଭ୍ରଷ୍ଟ ରହିଥାଏ ଆଉ ବିବିଧ ଯୋନିର ଦୁର୍ଗନ୍ଧ ସେବନ କରିଥାଏ।
ਤ੍ਰਾਹਿ ਤ੍ਰਾਹਿ ਸਰਣਾਗਤੀ ਹਰਿ ਦਇਆ ਧਾਰਿ ਪ੍ਰਭ ਰਾਖੁ ॥ ହେ ପରମାତ୍ମା, ତ୍ରାହିମାମ୍! ତ୍ରାହିମାମ୍!! ମୁଁ ତୋର ଶରଣ ରେ ଆସିଛି, ଦୟା କରି ମୋର ରକ୍ଷା କର।
ਸੰਤਸੰਗਤਿ ਮੇਲਾਪੁ ਕਰਿ ਹਰਿ ਨਾਮੁ ਮਿਲੈ ਪਤਿ ਸਾਖੁ ॥ ମୋତେ ସନ୍ଥମାନଙ୍କ ସଙ୍ଗତରେ ମିଶାଇଦିଅ, ଯାହାଦ୍ଵାରା କି ହରି ନାମ ମିଳିଯିବ ଏବଂ ଦୁନିଆରେ ମୋର ସମ୍ମାନ ରହିବ।
ਹਰਿ ਹਰਿ ਨਾਮੁ ਧਨੁ ਪਾਇਆ ਜਨ ਨਾਨਕ ਗੁਰਮਤਿ ਭਾਖੁ ॥੪॥੪॥੬॥ ହେ ନାନକ ! ଗୁରୁ ମତ ଅନୁସାରେ ହରି ନାମ ରୂପୀ ଧନ ପ୍ରାପ୍ତ ହୋଇଯାଇଛି।।4।।4।।6।।
ਮਾਰੂ ਮਹਲਾ ੪ ਘਰੁ ੫ ମାରୁ ମହଲା ୪ ଘରୁ ୫
ੴ ਸਤਿਗੁਰ ਪ੍ਰਸਾਦਿ ॥ ଇଶ୍ଵର ଏକ ଅଟନ୍ତି, ଯାହାଙ୍କୁ ସଦଗୁରୁଙ୍କ କୃପାରୁ ପ୍ରାପ୍ତ ହୋଇଥାଏ।
ਹਰਿ ਹਰਿ ਭਗਤਿ ਭਰੇ ਭੰਡਾਰਾ ॥ ଇଶ୍ଵରଙ୍କ ଭକ୍ତିର ଭଣ୍ଡାର ଭରି ହୋଇଅଛି,
ਗੁਰਮੁਖਿ ਰਾਮੁ ਕਰੇ ਨਿਸਤਾਰਾ ॥ ପରମାତ୍ମା ଗୁରୁମୁଖୀଙ୍କ ହି ଉଦ୍ଧାର କରନ୍ତି।
ਜਿਸ ਨੋ ਕ੍ਰਿਪਾ ਕਰੇ ਮੇਰਾ ਸੁਆਮੀ ਸੋ ਹਰਿ ਕੇ ਗੁਣ ਗਾਵੈ ਜੀਉ ॥੧॥ ଯାହା ଉପରେ ମୋ ସ୍ବାମୀ କୃପା କରନ୍ତି,ସେ ହିଁ ତାର ଗୁଣ ଗାଆନ୍ତି।। 1 ।।
ਹਰਿ ਹਰਿ ਕ੍ਰਿਪਾ ਕਰੇ ਬਨਵਾਲੀ ॥ ଇଶ୍ଵର ହିଁ କୃପାକରନ୍ତି,
ਹਰਿ ਹਿਰਦੈ ਸਦਾ ਸਦਾ ਸਮਾਲੀ ॥ ଏଣୁ ସବୁବେଳେ ତାହାଙ୍କୁ ସ୍ମରଣ କର,
ਹਰਿ ਹਰਿ ਨਾਮੁ ਜਪਹੁ ਮੇਰੇ ਜੀਅੜੇ ਜਪਿ ਹਰਿ ਹਰਿ ਨਾਮੁ ਛਡਾਵੈ ਜੀਉ ॥੧॥ ਰਹਾਉ ॥ ହେ ମୋର ମନ! ହରି ନାମ ଜପ, ହରି ନାମ ଜପିବା ଦ୍ଵାରା ବନ୍ଧନ ରୁ ମୁକ୍ତି ହୋଇଥାଏ ।।1।।
error: Content is protected !!
Scroll to Top