Page 472
                    ਨੀਲ ਵਸਤ੍ਰ ਪਹਿਰਿ ਹੋਵਹਿ ਪਰਵਾਣੁ ॥
                   
                    
                                          
                        ବ୍ରାହ୍ମଣ ନୀଳ ବସ୍ତ୍ର ପିନ୍ଧି ମୁସଲମାନଙ୍କ ନଜରରେ ସ୍ଵୀକୃତ ହେବାକୁ ଚାହିଁ ଥାଏ,     
                                            
                    
                    
                
                                   
                    ਮਲੇਛ ਧਾਨੁ ਲੇ ਪੂਜਹਿ ਪੁਰਾਣੁ ॥
                   
                    
                                          
                        ମୁସଲମାନଙ୍କ ଠାରୁ ଧନ ନେଇଥାଏ, ଯାହାକୁ ମ୍ଳେଚ୍ଛ କୁହାଯାଏ ଆଉ ପୁରାଣକୁ ମଧ୍ୟ ପୂଜା କରିଥାଏ।     
                                            
                    
                    
                
                                   
                    ਅਭਾਖਿਆ ਕਾ ਕੁਠਾ ਬਕਰਾ ਖਾਣਾ ॥
                   
                    
                                          
                        ଏକ ପକ୍ଷରେ ଅଭାଷା ଆରବୀ-ପାର୍ସି ପଢି ହଲାଲ କରି ଛେଳି ମାଂସ ଖାଇଥାଏ,    
                                            
                    
                    
                
                                   
                    ਚਉਕੇ ਉਪਰਿ ਕਿਸੈ ਨ ਜਾਣਾ ॥
                   
                    
                                          
                        ପରନ୍ତୁ ଅନ୍ୟ ପକ୍ଷରେ ନିଜ ରୋଷେଇ ଭିତରେ କାହାକୁ ପ୍ରବେଶ କରାଇ ନଥାଏ,    
                                            
                    
                    
                
                                   
                    ਦੇ ਕੈ ਚਉਕਾ ਕਢੀ ਕਾਰ ॥
                   
                    
                                          
                        ସେ ରୋଷେଇର ଲେପ କରି ସେଥିରେ ଏକ ସୀମା ଟାଣିଥାଏ ଆଉ 
                                            
                    
                    
                
                                   
                    ਉਪਰਿ ਆਇ ਬੈਠੇ ਕੂੜਿਆਰ ॥
                   
                    
                                          
                        ରୋଷେଇ ଘରେ ସେ ମିଥ୍ୟାରେ ଆସି ବସିଥାଏ।      
                                            
                    
                    
                
                                   
                    ਮਤੁ ਭਿਟੈ ਵੇ ਮਤੁ ਭਿਟੈ ॥ ਇਹੁ ਅੰਨੁ ਅਸਾਡਾ ਫਿਟੈ ॥
                   
                    
                                          
                        ଅନ୍ୟକୁ ସେ କହିଥାଏ ଯେ, ରୋଷେଇ ନିକଟକୁ ଆସ ନାହିଁ, ତାହା ସ୍ପର୍ଶ କର ନାହିଁ, ଅନ୍ୟଥା ଆମର ଭୋଜନ ଭ୍ରଷ୍ଟ ହୋଇଯିବ। 
                                            
                    
                    
                
                                   
                    ਤਨਿ ਫਿਟੈ ਫੇੜ ਕਰੇਨਿ ॥
                   
                    
                                          
                        ଭ୍ରଷ୍ଟ ମଳିନ ଶରୀର ଦ୍ଵାରା ଦୁଷ୍କର୍ମ କରିଥାଏ,      
                                            
                    
                    
                
                                   
                    ਮਨਿ ਜੂਠੈ ਚੁਲੀ ਭਰੇਨਿ ॥
                   
                    
                                          
                        ଅପବିତ୍ର ମନ ସହିତ ସେ ପାଟି ଧୋଇଥାଏ।             
                                            
                    
                    
                
                                   
                    ਕਹੁ ਨਾਨਕ ਸਚੁ ਧਿਆਈਐ ॥
                   
                    
                                          
                        ହେ ନାନକ! ସତ୍ୟର ଧ୍ୟାନ କରିବା ଦ୍ଵାରା            
                                            
                    
                    
                
                                   
                    ਸੁਚਿ ਹੋਵੈ ਤਾ ਸਚੁ ਪਾਈਐ ॥੨॥
                   
                    
                                          
                        ଯେବେ ମନ ଶୁଦ୍ଧ ହୋଇଯାଏ, ସେତେବେଳେ ସତ୍ୟ (ପ୍ରଭୁ) ପ୍ରାପ୍ତ ହୋଇଯାନ୍ତି॥2॥        
                                            
                    
                    
                
                                   
                    ਪਉੜੀ ॥
                   
                    
                                          
                        ପଉଡି ॥ 
                                            
                    
                    
                
                                   
                    ਚਿਤੈ ਅੰਦਰਿ ਸਭੁ ਕੋ ਵੇਖਿ ਨਦਰੀ ਹੇਠਿ ਚਲਾਇਦਾ ॥
                   
                    
                                          
                        ପରମାତ୍ମା ସବୁ ଜୀବଙ୍କୁ ନିଜ ଚିତ୍ତରେ ମନେ ରଖିଥାନ୍ତି ଆଉ ସେ ସବୁଙ୍କୁ ଦେଖି ନିଜ ଦାୟିତ୍ଵରେ ରଖି ନିଜ ଇଚ୍ଛାରେ ଚଳାଇ ଥାଆନ୍ତି। 
                                            
                    
                    
                
                                   
                    ਆਪੇ ਦੇ ਵਡਿਆਈਆ ਆਪੇ ਹੀ ਕਰਮ ਕਰਾਇਦਾ ॥
                   
                    
                                          
                        ସେ ନିଜେ ହିଁ ଜୀବଙ୍କୁ ପ୍ରଶଂସା କରିଥାନ୍ତି ଆଉ ନିଜେ ହିଁ ତାହାଙ୍କ ଦ୍ଵାରା କର୍ମ କରାଇ ଥାଆନ୍ତି।     
                                            
                    
                    
                
                                   
                    ਵਡਹੁ ਵਡਾ ਵਡ ਮੇਦਨੀ ਸਿਰੇ ਸਿਰਿ ਧੰਧੈ ਲਾਇਦਾ ॥
                   
                    
                                          
                        ପ୍ରଭୁ ମହାନ ଅଟନ୍ତି ଆଉ ତାହାଙ୍କ ସୃଷ୍ଟି ମଧ୍ୟ ଅନନ୍ତ ଅଟେ, ସେ ସମସ୍ତଙ୍କୁ କାର୍ଯ୍ୟରେ ଲଗାଇ ଥାଆନ୍ତି।   
                                            
                    
                    
                
                                   
                    ਨਦਰਿ ਉਪਠੀ ਜੇ ਕਰੇ ਸੁਲਤਾਨਾ ਘਾਹੁ ਕਰਾਇਦਾ ॥
                   
                    
                                          
                        ଯଦି ପ୍ରଭୁ କୋପ-ଦୃଷ୍ଟି ଧାରଣ କରନ୍ତି, ତାହାହେଲେ ସେ ରାଜା ଓ ମହାରାଜାଙ୍କୁ ମଧ୍ୟ ଘାସ ତୃଣ ଭଳି କାଙ୍ଗାଳ ବନାଇ ଥାଆନ୍ତି।     
                                            
                    
                    
                
                                   
                    ਦਰਿ ਮੰਗਨਿ ਭਿਖ ਨ ਪਾਇਦਾ ॥੧੬॥
                   
                    
                                          
                        ସେ ଦ୍ଵାର ଦ୍ଵାର ମାଗିଲେ ମଧ୍ୟ ତାହାକୁ ଭିକ୍ଷା ମିଳେନାହିଁ॥16॥         
                                            
                    
                    
                
                                   
                    ਸਲੋਕੁ ਮਃ ੧ ॥
                   
                    
                                          
                        ଶ୍ଳୋକ ମହଲା 1 ॥ 
                                            
                    
                    
                
                                   
                    ਜੇ ਮੋਹਾਕਾ ਘਰੁ ਮੁਹੈ ਘਰੁ ਮੁਹਿ ਪਿਤਰੀ ਦੇਇ ॥
                   
                    
                                          
                        ଯଦି କେହି ଚୋର ପର ଘର ଲୁଟିଥାଏ ଆଉ ସେହି ପଦାର୍ଥରେ ପିତୃ ଶ୍ରାଦ୍ଧ କରିଥାଏ, ତାହାହେଲେ 
                                            
                    
                    
                
                                   
                    ਅਗੈ ਵਸਤੁ ਸਿਞਾਣੀਐ ਪਿਤਰੀ ਚੋਰ ਕਰੇਇ ॥
                   
                    
                                          
                        ପରଲୋକରେ ବସ୍ତୁ ଚିହ୍ନା ପଡିଯାଏ, ଏହିପରି ସେ ପିତୃକୁ ଚୋର ବନାଇ ଦେଇଥାଏ, ଅର୍ଥାତ ଚୋରୀ ବସ୍ତୁ ଦ୍ଵାରା ପୂଣ୍ୟ ମିଳେନାହିଁ। 
                                            
                    
                    
                
                                   
                    ਵਢੀਅਹਿ ਹਥ ਦਲਾਲ ਕੇ ਮੁਸਫੀ ਏਹ ਕਰੇਇ ॥
                   
                    
                                          
                        ପ୍ରଭୁ ପରେ ଏହି ନ୍ୟାୟ କରିଥାନ୍ତି ଯେ ଯେଉଁ ବ୍ରାହ୍ମଣ ନିଜ ଯଜମାନ ଦ୍ଵାରା ସେହି ଚୋରୀ ବସ୍ତୁ ପିତୃ ନିମିତ୍ତ ଦାନ କରାଇ ଥାଏ, ସେହି ଦଲାଲ ବ୍ରାହ୍ମଣର କାଟି ଦିଆଯାଏ। 
                                            
                    
                    
                
                                   
                    ਨਾਨਕ ਅਗੈ ਸੋ ਮਿਲੈ ਜਿ ਖਟੇ ਘਾਲੇ ਦੇਇ ॥੧॥
                   
                    
                                          
                        ହେ ନାନକ! ପରେ ପରଲୋକରେ କେବଳ ଏହା ପ୍ରାପ୍ତ ହୋଇଥାଏ, ଯାହା ମନୁଷ୍ୟ ନିଜ ପରିଶ୍ରମ ଦ୍ଵାରା ଅର୍ଜ୍ଜନ କରିଥାଏ॥1॥           
                                            
                    
                    
                
                                   
                    ਮਃ ੧ ॥
                   
                    
                                          
                        ମହଲା 1 ॥ 
                                            
                    
                    
                
                                   
                    ਜਿਉ ਜੋਰੂ ਸਿਰਨਾਵਣੀ ਆਵੈ ਵਾਰੋ ਵਾਰ ॥
                   
                    
                                          
                        ଯେପରି ସ୍ତ୍ରୀର ବାରମ୍ବାର ମାସିକ ଧର୍ମ ହୋଇଥାଏ,
                                            
                    
                    
                
                                   
                    ਜੂਠੇ ਜੂਠਾ ਮੁਖਿ ਵਸੈ ਨਿਤ ਨਿਤ ਹੋਇ ਖੁਆਰੁ ॥
                   
                    
                                          
                        ଏପରି ମିଥ୍ୟା ମନୁଷ୍ୟ ମୁହଁରେ ମିଥ୍ୟା ହିଁ ରହିଥାଏ, ଏପରି ମିଥ୍ୟା ମନୁଷ୍ୟ ସର୍ବଦା ଦୁଃଖୀ ରହିଥାଏ।          
                                            
                    
                    
                
                                   
                    ਸੂਚੇ ਏਹਿ ਨ ਆਖੀਅਹਿ ਬਹਨਿ ਜਿ ਪਿੰਡਾ ਧੋਇ ॥
                   
                    
                                          
                        ଏପରି ମିଥ୍ୟା ମନୁଷ୍ୟକୁ ପବିତ୍ର କୁହାଯାଏ ନାହିଁ, ଯିଏ ନିଜ ଶରୀରକୁ ଶୁଦ୍ଧ କରି ବସିଥାଏ। 
                                            
                    
                    
                
                                   
                    ਸੂਚੇ ਸੇਈ ਨਾਨਕਾ ਜਿਨ ਮਨਿ ਵਸਿਆ ਸੋਇ ॥੨॥
                   
                    
                                          
                        ହେ ନାନକ! ପବିତ୍ର ଲୋକ ସେ ଅଟେ, ଯାହାର ମନରେ ପ୍ରଭୁ ନିବାସ କରିଥାଏ ॥2॥ 
                                            
                    
                    
                
                                   
                    ਪਉੜੀ ॥
                   
                    
                                          
                        ପଉଡି ॥ 
                                            
                    
                    
                
                                   
                    ਤੁਰੇ ਪਲਾਣੇ ਪਉਣ ਵੇਗ ਹਰ ਰੰਗੀ ਹਰਮ ਸਵਾਰਿਆ ॥
                   
                    
                                          
                        ଯେଉଁ ଲୋକ ପାଖରେ ପବନ-ବେଗ ଭଳି ତେଜରେ ଚାଲୁଥିବା ସୁନ୍ଦର ଘୋଡା ଅଛି,
                                            
                    
                    
                
                                   
                    ਕੋਠੇ ਮੰਡਪ ਮਾੜੀਆ ਲਾਇ ਬੈਠੇ ਕਰਿ ਪਾਸਾਰਿਆ ॥
                   
                    
                                          
                        ଯିଏ ନିଜ ରାଣୀର ନିବାସକୁ ସବୁ ପ୍ରକାର ରଙ୍ଗରେ ସଜାଇ ଥାଏ, ଯିଏ ଘର, ମଣ୍ଡପ ଏବଂ ମନ୍ଦିରରେ ରହିଥାଏ ଆଉ ଆଡମ୍ବର କରିଥାଏ,
                                            
                    
                    
                
                                   
                    ਚੀਜ ਕਰਨਿ ਮਨਿ ਭਾਵਦੇ ਹਰਿ ਬੁਝਨਿ ਨਾਹੀ ਹਾਰਿਆ ॥
                   
                    
                                          
                        ଯିଏ ନିଜ ମନଲୋଭା କଥା କରିଥାଏ, ପରନ୍ତୁ ପ୍ରଭୁଙ୍କୁ ଜାଣି ନଥାଏ, ଏଏଥିପାୟନ ସେ ନିଜ ଜୀବନର ବାଜି ହାରିଥାଏ। 
                                            
                    
                    
                
                                   
                    ਕਰਿ ਫੁਰਮਾਇਸਿ ਖਾਇਆ ਵੇਖਿ ਮਹਲਤਿ ਮਰਣੁ ਵਿਸਾਰਿਆ ॥
                   
                    
                                          
                        ଯେଉଁ ବ୍ୟକ୍ତି ଅନ୍ୟ ଉପରେ ହୁକୁମ ଚଳାଇ ଭୋଜନ ଖାଇଥାଏ ଆଉ ନିଜ ମହଲକୁ ଦେଖି ମୃତ୍ୟୁକୁ ଭୁଲିଯାଏ, 
                                            
                    
                    
                
                                   
                    ਜਰੁ ਆਈ ਜੋਬਨਿ ਹਾਰਿਆ ॥੧੭॥
                   
                    
                                          
                        ଯେବେ ତାହା ଉପରେ ବାର୍ଦ୍ଧକ୍ୟ ଆସିଥାଏ, ସେତେବେଳେ ତାହା ପାଖରେ ତାହାର ଯୌବନ ହାରି ଯାଇଥାଏ, ଅର୍ଥାତ ବାର୍ଦ୍ଧକ୍ୟ ତାହାର ଯୌବନ ନଷ୍ଟ କରି ଦେଇଥାଏ ॥17॥ 
                                            
                    
                    
                
                                   
                    ਸਲੋਕੁ ਮਃ ੧ ॥
                   
                    
                                          
                        ଶ୍ଳୋକ ମହଲା 1 ॥ 
                                            
                    
                    
                
                                   
                    ਜੇ ਕਰਿ ਸੂਤਕੁ ਮੰਨੀਐ ਸਭ ਤੈ ਸੂਤਕੁ ਹੋਇ ॥
                   
                    
                                          
                        ଯଦି ଛୁତ୍ରିକା ରୂପୀ ବିଚାରକୁ ସତ୍ୟ ମାନ ମିଳିଯାଏ, ତାହାହେଲେ ଛୁତ୍ରିକା ସବୁଙ୍କ ଠାରେ ଥାଏ। 
                                            
                    
                    
                
                                   
                    ਗੋਹੇ ਅਤੈ ਲਕੜੀ ਅੰਦਰਿ ਕੀੜਾ ਹੋਇ ॥
                   
                    
                                          
                        ଗୋବର ଏବଂ କାଠରେ ମଧ୍ୟ କୀଡା ଥାଏ।          
                                            
                    
                    
                
                                   
                    ਜੇਤੇ ਦਾਣੇ ਅੰਨ ਕੇ ਜੀਆ ਬਾਝੁ ਨ ਕੋਇ ॥
                   
                    
                                          
                        ଯେତେ ଶାସ୍ୟର ଦାନା ବ୍ୟବହାର କରାଯାଇଥାଏ, କୌଣସି ଦାନା ଜୀବ ବିନା ନାହିଁ।        
                                            
                    
                    
                
                                   
                    ਪਹਿਲਾ ਪਾਣੀ ਜੀਉ ਹੈ ਜਿਤੁ ਹਰਿਆ ਸਭੁ ਕੋਇ ॥
                   
                    
                                          
                        ସର୍ବପ୍ରଥମେ ଜଳ ହିଁ ଜୀବନ ଅଟେ, ଯାହା ଦ୍ଵାରା ସବୁ କିଛି ସବୁଜିମାରେ ଭରି ହୋଇଥାଏ।  
                                            
                    
                    
                
                                   
                    ਸੂਤਕੁ ਕਿਉ ਕਰਿ ਰਖੀਐ ਸੂਤਕੁ ਪਵੈ ਰਸੋਇ ॥
                   
                    
                                          
                        ଛୁତ୍ରିକାକୁ କିପରି ଦୂରରେ ରଖା ଯାଇପାରିବ? ଏହି ଛୁତ୍ରିକା ଆମର ରୋଷେଇ ଘରେ ମଧ୍ୟ ରହିଥାଏ।       
                                            
                    
                    
                
                                   
                    ਨਾਨਕ ਸੂਤਕੁ ਏਵ ਨ ਉਤਰੈ ਗਿਆਨੁ ਉਤਾਰੇ ਧੋਇ ॥੧॥
                   
                    
                                          
                        ହେ ନାନକ! ଭ୍ରମରେ ଥିବା ଛୁତ୍ରିକା ଏହିପରି କେବେ ଦୂର ହୁଏନାହିଁ, ଏହାକୁ ଜ୍ଞାନ ଦ୍ଵାରା ହିଁ ଶୁଦ୍ଧ କରି ଦୂର କରାଯାଇ ପାରିବ॥1॥    
                                            
                    
                    
                
                                   
                    ਮਃ ੧ ॥
                   
                    
                                          
                        ମହଲା 1 ॥ 
                                            
                    
                    
                
                                   
                    ਮਨ ਕਾ ਸੂਤਕੁ ਲੋਭੁ ਹੈ ਜਿਹਵਾ ਸੂਤਕੁ ਕੂੜੁ ॥
                   
                    
                                          
                        ମନର ଛୁତ୍ରିକା ଲୋଭ ଅର୍ଥାତ ଲୋହ ରୂପୀ ହକ୍ତୃକି ମାନକୁ ଲୋଭୟିତ କରିଥାଏ ଆଉ ଜୀବର ଚୁତ୍ରିକ ମିଥ୍ୟା ଅଟେ ଅର୍ଥାତ ମିଥ୍ୟା ରୂପୀ ଛୁତ୍ରିକା ଜିଭରେ ଲାଗିଥାଏ।     
                                            
                    
                    
                
                                   
                    ਅਖੀ ਸੂਤਕੁ ਵੇਖਣਾ ਪਰ ਤ੍ਰਿਅ ਪਰ ਧਨ ਰੂਪੁ ॥
                   
                    
                                          
                        ଆଖିର ଛୁତ୍ରିକା ପର ନାରୀ, ପର ଧନ ଏବଂ ରୂପ ଯୌବନ ଦେଖିବା ଅଟେ।            
                                            
                    
                    
                
                                   
                    ਕੰਨੀ ਸੂਤਕੁ ਕੰਨਿ ਪੈ ਲਾਇਤਬਾਰੀ ਖਾਹਿ ॥
                   
                    
                                          
                        କାନର ସୁତକ ପରର ନିନ୍ଦା ଶୁଣିବା ଅଟେ।     
                                            
                    
                    
                
                                   
                    ਨਾਨਕ ਹੰਸਾ ਆਦਮੀ ਬਧੇ ਜਮ ਪੁਰਿ ਜਾਹਿ ॥੨॥
                   
                    
                                          
                        ହେ ନାନକ! ଏହି ସୂତକ କାରଣରୁ ମନୁଷ୍ୟର ଆତ୍ମା ଯମପୁରୀ ଯାଇଥାଏ॥2॥        
                                            
                    
                    
                
                                   
                    ਮਃ ੧ ॥
                   
                    
                                          
                        ମହଲା 1 ॥ 
                                            
                    
                    
                
                                   
                    ਸਭੋ ਸੂਤਕੁ ਭਰਮੁ ਹੈ ਦੂਜੈ ਲਗੈ ਜਾਇ ॥
                   
                    
                                          
                        ଏହି ଜୀବନ-ମୃତ୍ୟୁ ବାଲା ସୂତକ କେବଳ ଧର୍ମ ଅଟେ, ଯାହା ଦୈତ୍ୟଭାବ କାରଣରୁ ସବୁଙ୍କ ଠାରେ ଲାଗିଅଛି।    
                                            
                    
                    
                
                                   
                    ਜੰਮਣੁ ਮਰਣਾ ਹੁਕਮੁ ਹੈ ਭਾਣੈ ਆਵੈ ਜਾਇ ॥
                   
                    
                                          
                        ଜନ୍ମ ଏବଂ ମରଣ ପ୍ରଭୁଙ୍କ ହୁକୁମ ଅଟେ ଆଉ ତାହାଙ୍କ ଇଚ୍ଛା ଦ୍ଵାରା ହିଁ ମନୁଷ୍ୟ ଜନ୍ମ ନେଇଥାଏ ଆଉ ପ୍ରାଣ ତ୍ୟାଗ କରିଥାଏ।                         
                                            
                    
                    
                
                                   
                    ਖਾਣਾ ਪੀਣਾ ਪਵਿਤ੍ਰੁ ਹੈ ਦਿਤੋਨੁ ਰਿਜਕੁ ਸੰਬਾਹਿ ॥
                   
                    
                                          
                        ଖାଇବା ପିଇବା ପବିତ୍ର ଅଟେ, କାରଣ ପ୍ରଭୁ ସବୁ ଜୀବଙ୍କୁ ଭୋଜନ ଦେଇଛନ୍ତି।     
                                            
                    
                    
                
                                   
                    ਨਾਨਕ ਜਿਨ੍ਹ੍ਹੀ ਗੁਰਮੁਖਿ ਬੁਝਿਆ ਤਿਨ੍ਹ੍ਹਾ ਸੂਤਕੁ ਨਾਹਿ ॥੩॥
                   
                    
                                          
                        ହେ ନାନକ! ଯିଏ ଗୁରୁମୁଖୀ ବନି ଏହି ଭେଦକୁ ବୁଝିନିଏ, ତାହାକୁ ସୂତକ ଲାଗେ ନାହିଁ॥3॥