Odia Page 451

ਗੁਰਸਿਖਾ ਮਨਿ ਹਰਿ ਪ੍ਰੀਤਿ ਹੈ ਹਰਿ ਨਾਮ ਹਰਿ ਤੇਰੀ ਰਾਮ ਰਾਜੇ ॥
ହେ ହରି! ଗୁରୁଙ୍କ ଶିଖଙ୍କ ମନରେ ତୋର ପ୍ରୀତି ରହିଥାଏ ତୋର ନାମର ପ୍ରେମ ଲାଗି ରହିଥାଏ,

ਕਰਿ ਸੇਵਹਿ ਪੂਰਾ ਸਤਿਗੁਰੂ ਭੁਖ ਜਾਇ ਲਹਿ ਮੇਰੀ ॥
ସେ ନିଜ ଗୁରୁଙ୍କୁ ଅମୋଘ ଭାବି ତାଙ୍କ ଦ୍ଵାରା ବତା ଯାଇଥିବା ସେବା କରୁଥାନ୍ତି (ଯାହାର କୃପାରୁ ତାହାଙ୍କ ମନରୁ) ମାୟାର କ୍ଷୁଧା ଦୂର ହୋଇଯାଏ।

ਗੁਰਸਿਖਾ ਕੀ ਭੁਖ ਸਭ ਗਈ ਤਿਨ ਪਿਛੈ ਹੋਰ ਖਾਇ ਘਨੇਰੀ ॥
ତାଙ୍କରି ସଂଗତି କରି ମାୟାର କ୍ଷୁଧା ଦୂର ହୋଇଯାଏ, ଆଉ ବହୁତ ସାରା ଦୁନିଆ (ନାମ-ନାମ ଜପିବାର ଆତ୍ମୀୟ ଖାଦ୍ୟ) ଖାଇଥାନ୍ତି।

ਜਨ ਨਾਨਕ ਹਰਿ ਪੁੰਨੁ ਬੀਜਿਆ ਫਿਰਿ ਤੋਟਿ ਨ ਆਵੈ ਹਰਿ ਪੁੰਨ ਕੇਰੀ ॥੩॥
ହେ ଦାସ ନାନକ! ଯେଉଁ ମନୁଷ୍ୟ (ନିଜ ହୃଦୟ ଜମିରେ) ହରି-ନାମର ଉତ୍ତମ ବୀଜ ବୁଣେ, ତାହାର ଅନ୍ତରରୁ ଏହି ଭଲ କର୍ମର କେବେ ମଧ୍ୟ କମ୍ ହୁଏ ନାହିଁ।

ਗੁਰਸਿਖਾ ਮਨਿ ਵਾਧਾਈਆ ਜਿਨ ਮੇਰਾ ਸਤਿਗੁਰੂ ਡਿਠਾ ਰਾਮ ਰਾਜੇ ॥
(ହେ ଭାଇ!) ଯେଉଁ ଗୁରୁଶିଖମାନେ ପ୍ରିୟ ଗୁରୁଙ୍କ ଦର୍ଶନ କରିଛନ୍ତି, ତାଙ୍କରି ମନରେ ସର୍ବଦା ଆତ୍ମିକ ଉନ୍ନତି ରହିଥାଏ।

ਕੋਈ ਕਰਿ ਗਲ ਸੁਣਾਵੈ ਹਰਿ ਨਾਮ ਕੀ ਸੋ ਲਗੈ ਗੁਰਸਿਖਾ ਮਨਿ ਮਿਠਾ ॥
ଯଦି କୌଣସି ମନୁଷ୍ୟ ଆସି ପରମାତ୍ମାଙ୍କ ମହିମାର କଥା ଶୁଣାଏ ତାହାହେଲେ ସେହି ମନୁଷ୍ୟ ଗୁରୁଶିଖଙ୍କୁ ପ୍ରିୟ ଲାଗିବା ହୋଇଥାଏ।

ਹਰਿ ਦਰਗਹ ਗੁਰਸਿਖ ਪੈਨਾਈਅਹਿ ਜਿਨ੍ਹ੍ਹਾ ਮੇਰਾ ਸਤਿਗੁਰੁ ਤੁਠਾ ॥
(ହେ ଭାଇ!) ଯେଉଁ ଗୁରୁଶିଖଙ୍କ ଉପରେ ପ୍ରିୟ ସଦଗୁରୁ କୃପା କରିଥାନ୍ତି ତାଙ୍କୁ ପରମାତ୍ମାଙ୍କ ଦରବାରରେ ଆଦର-ମାନ ମିଳିଥାଏ।

ਜਨ ਨਾਨਕੁ ਹਰਿ ਹਰਿ ਹੋਇਆ ਹਰਿ ਹਰਿ ਮਨਿ ਵੁਠਾ ॥੪॥੧੨॥੧੯॥
ନାନକ କହନ୍ତି ଯେ ଗୁରୁଶିଖ ପରମାତ୍ମାଙ୍କ ରୂପ ହୋଇଯାଏ ପରମାତ୍ମା ତାଙ୍କରି ମନରେ ସର୍ବଦା ବାସ କରିଥାନ୍ତି।

ਆਸਾ ਮਹਲਾ ੪ ॥
ଆଶା ମହଲା 4 ॥

ਜਿਨ੍ਹ੍ਹਾ ਭੇਟਿਆ ਮੇਰਾ ਪੂਰਾ ਸਤਿਗੁਰੂ ਤਿਨ ਹਰਿ ਨਾਮੁ ਦ੍ਰਿੜਾਵੈ ਰਾਮ ਰਾਜੇ ॥
(ହେ ଭାଇ!) ଯେଉଁ ମନୁଷ୍ୟ ପ୍ରିୟ ଗୁରୁଙ୍କ ଆଶ୍ରୟ ନିଏ, ଗୁରୁ ତାଙ୍କରି ହୃଦୟରେ ପରମାତ୍ମାଙ୍କ ନାମ ପକ୍କା କରିଦିଅନ୍ତି।

ਤਿਸ ਕੀ ਤ੍ਰਿਸਨਾ ਭੁਖ ਸਭ ਉਤਰੈ ਜੋ ਹਰਿ ਨਾਮੁ ਧਿਆਵੈ ॥
ଯେଉଁ ମନୁଷ୍ୟ ପରମାତ୍ମାଙ୍କ ନାମ ସ୍ମରଣ କରେ ସେହି ମନୁଷ୍ୟର ମାୟା ରୂପୀ କ୍ଷୁଧା ତୃଷ୍ଣା ଆଦି ଦୂର ହୋଇଯାଏ।

ਜੋ ਹਰਿ ਹਰਿ ਨਾਮੁ ਧਿਆਇਦੇ ਤਿਨ੍ਹ੍ਹ ਜਮੁ ਨੇੜਿ ਨ ਆਵੈ ॥
ଯେଉଁ ମନୁଷ୍ୟ ସଦା ପରମାତ୍ମାଙ୍କ ନାମ ସ୍ମରଣ କରେ, ଯମ ତାହାର ନିକଟକୁ ଯାଏ ନାହିଁ ( ଆତ୍ମିକ ମୃତ୍ୟୁ ତାହା ଉପରେ ନିଜର ପ୍ରଭାବ ପକାଇ ପାରେ ନାହିଁ)।

ਜਨ ਨਾਨਕ ਕਉ ਹਰਿ ਕ੍ਰਿਪਾ ਕਰਿ ਨਿਤ ਜਪੈ ਹਰਿ ਨਾਮੁ ਹਰਿ ਨਾਮਿ ਤਰਾਵੈ ॥੧॥
ହେ ଦାସ ନାନକ! (କୁହ ଯେଉଁ ମନୁଷ୍ୟ ଉପରେ) ପରମାତ୍ମା କୃପା କରନ୍ତି, ସେ ସଦା ତାଙ୍କରି ନାମ ଜପେ, ଆଉ, ପରମାତ୍ମା ତାଙ୍କୁ ନିଜ ନାମରେ ଯୋଡି (ସଂସାର ସମୁଦ୍ରରୁ) ପାର କରାନ୍ତି।

ਜਿਨੀ ਗੁਰਮੁਖਿ ਨਾਮੁ ਧਿਆਇਆ ਤਿਨਾ ਫਿਰਿ ਬਿਘਨੁ ਨ ਹੋਈ ਰਾਮ ਰਾਜੇ ॥
(ହେ ଭାଇ!) ଯେଉଁ ମନୁଷ୍ୟ ଗୁରୁଙ୍କ ଶରଣ ପଡି ପରମାତ୍ମାଙ୍କ ନାମ ସ୍ମରଣ କରେ, ତାହାର ଜୀବନ ଯାତ୍ରାରେ ପୁନର୍ବାର (ବିକାର ଆଦିର) କୌଣସି ପ୍ରତିବନ୍ଧକ ପଡେ ନାହିଁ।

ਜਿਨੀ ਸਤਿਗੁਰੁ ਪੁਰਖੁ ਮਨਾਇਆ ਤਿਨ ਪੂਜੇ ਸਭੁ ਕੋਈ ॥
ଯେଉଁ ମନୁଷ୍ୟ (ନିଜ ଜୀବନ ସ୍ଵଚ୍ଛ ବନାଇ) ସମର୍ଥ ଗୁରୁଙ୍କୁ ପ୍ରସନ୍ନ କରାଏ, ପ୍ରତି ଜୀବ ତାଙ୍କରି ଆଦର-ସତ୍କାର କରିଥାଏ।

ਜਿਨ੍ਹ੍ਹੀ ਸਤਿਗੁਰੁ ਪਿਆਰਾ ਸੇਵਿਆ ਤਿਨ੍ਹ੍ਹਾ ਸੁਖੁ ਸਦ ਹੋਈ ॥
ଯେଉଁ ମନୁଷ୍ୟ ପ୍ରିୟ ଗୁରୁ ବତାଇଥିବା ସେବା କରିଥାଏ (ଗୁରୁଙ୍କ ଆଶ୍ରା ନିଏ) ତାହାର ସଦା ହିଁ ଆତ୍ମିକ ଆନନ୍ଦ ପ୍ରାପ୍ତ ରହିଥାଏ।

ਜਿਨ੍ਹ੍ਹਾ ਨਾਨਕੁ ਸਤਿਗੁਰੁ ਭੇਟਿਆ ਤਿਨ੍ਹ੍ਹਾ ਮਿਲਿਆ ਹਰਿ ਸੋਈ ॥੨॥
ନାନକ (କହନ୍ତି) ଯେଉଁ ମନୁଷ୍ୟ ଗୁରୁଙ୍କ ଆଶ୍ରୟ ନିଏ ତାଙ୍କୁ ପରମାତ୍ମା ନିଜେ ଆସି ମିଳନ୍ତି।

ਜਿਨ੍ਹ੍ਹਾ ਅੰਤਰਿ ਗੁਰਮੁਖਿ ਪ੍ਰੀਤਿ ਹੈ ਤਿਨ੍ਹ੍ਹ ਹਰਿ ਰਖਣਹਾਰਾ ਰਾਮ ਰਾਜੇ ॥
(ହେ ଭାଇ!) ଗୁରୁ ଦ୍ଵାରା ବତା ଯାଇଥିବା ରାସ୍ତାରେ ଚାଲ, ଯେଉଁ ମନୁଷ୍ୟର ହୃଦୟରେ ପରତମଙ୍କ ପ୍ରୀତି ଜାତ ହୋଇଯାଏ, ବଞ୍ଚାଇବାର ସାମର୍ଥ୍ୟ ଥିବା ପରମାତ୍ମା (ତାଙ୍କୁ ବିକାରରୁ ବଞ୍ଚାନ୍ତି),

ਤਿਨ੍ਹ੍ਹ ਕੀ ਨਿੰਦਾ ਕੋਈ ਕਿਆ ਕਰੇ ਜਿਨ੍ਹ੍ਹ ਹਰਿ ਨਾਮੁ ਪਿਆਰਾ ॥
ଯେଉଁ ମନୁଷ୍ୟକୁ ପରମାତ୍ମାଙ୍କ ନାମ ପ୍ରିୟ ଲାଗେ, କୌଣସି ମନୁଷ୍ୟ ତାଙ୍କରି ନିନ୍ଦା କରିପାରିବ ନାହିଁକାରଣ ନିନ୍ଦାଯୋଗ୍ୟ ମନ୍ଦ କାମ ତାଙ୍କରି ଜୀବନରେ ରହି ପାରିବ ନାହିଁ।

ਜਿਨ ਹਰਿ ਸੇਤੀ ਮਨੁ ਮਾਨਿਆ ਸਭ ਦੁਸਟ ਝਖ ਮਾਰਾ ॥
ଯେଉଁ ମନୁଷ୍ୟର ମନ ପରମାତ୍ମାଙ୍କ ସହିତ ଲାଗିଯାଏ, ମନ୍ଦ ମନୁଷ୍ୟ (ତାଙ୍କୁ ବଦନାମ କରିବା ପାଇଁ ଏପରି) ବ୍ୟର୍ଥ ଟକ୍କର ଦେଇଥାନ୍ତି।

ਜਨ ਨਾਨਕ ਨਾਮੁ ਧਿਆਇਆ ਹਰਿ ਰਖਣਹਾਰਾ ॥੩॥
ହେ ଦାସ ନାନକ! (କୁହ:) ଯେଉଁ ମନୁଷ୍ୟ ହରି-ନାମ ସ୍ମରଣ କରେ, ବଞ୍ଚାଇବାର ସାମର୍ଥ୍ୟ ଥିବା ହରି 9ତାହାଙ୍କୁ ବିକାରରୁ ବଞ୍ଚାନ୍ତି)॥3॥

ਹਰਿ ਜੁਗੁ ਜੁਗੁ ਭਗਤ ਉਪਾਇਆ ਪੈਜ ਰਖਦਾ ਆਇਆ ਰਾਮ ਰਾਜੇ ॥
ପରମାତ୍ମା ପ୍ରତି ଯୁଗରେ ହିଁ ଭକ୍ତ ଜନ୍ମ କରନ୍ତି, (ମନ୍ଦ ସମୟରେ) ତାଙ୍କରି ଇଜ୍ଜତ ରଖି ଆସୁଛନ୍ତି

ਹਰਣਾਖਸੁ ਦੁਸਟੁ ਹਰਿ ਮਾਰਿਆ ਪ੍ਰਹਲਾਦੁ ਤਰਾਇਆ ॥
(ଯେପରି କି, ପ୍ରହଲାଦର ଦୁଷ୍ଟ ପିତା) ହରଣାକ୍ଷସକୁ ପରମାତ୍ମା (ଶେଷ ଜୀବନରେ) ମାରି ଦେଲେ (ଆଉ ନିଜ ଭକ୍ତ) ପ୍ରହଲାଦକୁ (ପିତା ଦେଉଥିବା କଷ୍ଟରୁ) ବିନା ଆଘାତରେ ବଞ୍ଚାଇଦେଲେ

ਅਹੰਕਾਰੀਆ ਨਿੰਦਕਾ ਪਿਠਿ ਦੇਇ ਨਾਮਦੇਉ ਮੁਖਿ ਲਾਇਆ ॥
(ଯେପରି କି ମନ୍ଦିରରେ ଧକ୍କା ଦେଉଥିବା) ନିନ୍ଦୁକ ଆଉ (ଜାତି-) ଅଭିମାନୀଙ୍କୁ (ପରମାତ୍ମା) ପଛ କରି ନିଜ ଭକ୍ତଙ୍କୁ ନାମଦେବଙ୍କ ଦର୍ଶନ ଦେଇଥିଲେ।

ਜਨ ਨਾਨਕ ਐਸਾ ਹਰਿ ਸੇਵਿਆ ਅੰਤਿ ਲਏ ਛਡਾਇਆ ॥੪॥੧੩॥੨੦॥
ହେ ଦାସ ନାନକ! ଯେଉଁ ମନୁଷ୍ୟ ଏପରି ସାମର୍ଥ୍ୟ ଥିବା ପରମାତ୍ମାଙ୍କ ସେବା ଭକ୍ତି କରେ ପରମାତ୍ମା ତାହାକୁ (ସବୁ କଷ୍ଟରୁ) ଶେଷରେ ବଞ୍ଚାଇ ଦିଅନ୍ତି।॥44॥13॥20॥

ਆਸਾ ਮਹਲਾ ੪ ਛੰਤ ਘਰੁ ੫
ଆଶା ମହଲା 4ଛନ୍ତ ଘର 5

ੴ ਸਤਿਗੁਰ ਪ੍ਰਸਾਦਿ ॥
ଅକାଳ-ପୁରୁଷ ଏକ ଅଟେ ଆଉ ସଦଗୁରୁଙ୍କ କୃପାରୁ ମିଳନ୍ତି।

ਮੇਰੇ ਮਨ ਪਰਦੇਸੀ ਵੇ ਪਿਆਰੇ ਆਉ ਘਰੇ ॥
ହେ ସ୍ଥାନେ ସ୍ଥାନେ ପଥଭ୍ରଷ୍ଟ ମନ! ହେ ପ୍ରିୟ ମନ1 କେବେ ତ ପ୍ରଭୁ ଚରଣରେ ଯୋଡି ହୁଅ।

ਹਰਿ ਗੁਰੂ ਮਿਲਾਵਹੁ ਮੇਰੇ ਪਿਆਰੇ ਘਰਿ ਵਸੈ ਹਰੇ ॥
ହେ ମୋର ପ୍ରିୟ ମନ! ହରି-ରୂପ ଗୁରୁଙ୍କୁ ମିଳ (ତୋତେ ବୁଝା ପଡିଯିବ ଯେ ସବୁ ସୁଖର ଦାତା) ପରମାତ୍ମା ତୋର ଅନ୍ତରରେ ହିଁ ଅଛନ୍ତି।

ਰੰਗਿ ਰਲੀਆ ਮਾਣਹੁ ਮੇਰੇ ਪਿਆਰੇ ਹਰਿ ਕਿਰਪਾ ਕਰੇ ॥
ହେ ମୋର ପ୍ରିୟ ମନ! ପ୍ରଭୁଙ୍କ ପ୍ରେମରେ ମଗ୍ନ ରହି ଆତ୍ମିକ ଆନନ୍ଦ ନିଅ (ଅରଦାସ କରେ ଯେ ତୋ’ ଉପରେ) ପ୍ରଭୁ ଏହି କୃପା (ର ଉପହାର) ଦିଅନ୍ତୁ।

ਗੁਰੁ ਨਾਨਕੁ ਤੁਠਾ ਮੇਰੇ ਪਿਆਰੇ ਮੇਲੇ ਹਰੇ ॥੧॥
ନାନକ (କହନ୍ତି: ) ହେ ମୋର ପ୍ରିୟ ମନ! ଯେଉଁ ମନୁଷ୍ୟ ଉପରେ ଗୁରୁ ଦୟାବାନ ହୁଅନ୍ତି ତାହାକୁ ପରମାତ୍ମା ସହିତ ମିଳାଇ ଦିଅନ୍ତି। ॥1॥

ਮੈ ਪ੍ਰੇਮੁ ਨ ਚਾਖਿਆ ਮੇਰੇ ਪਿਆਰੇ ਭਾਉ ਕਰੇ ॥
ହେ ମୋର ପ୍ରିୟ ମନ! (ପ୍ରଭୁ ଚରଣରେ) ପ୍ରେମ ଯୋଡି ତାହାର ପ୍ରେମର ସ୍ଵାଦ (କେବେ ମଧ୍ୟ) ଚାଖ ନାହିଁ।

ਮਨਿ ਤ੍ਰਿਸਨਾ ਨ ਬੁਝੀ ਮੇਰੇ ਪਿਆਰੇ ਨਿਤ ਆਸ ਕਰੇ ॥
(କାରଣ) ହେ ମୋର ପ୍ରିୟ! ମୋର ମନରେ (ବାସ କରୁଥିବା ମାୟାର) ତୃଷ୍ଣା କେବେ ଶେଷ ହୋଇ ନାହିଁ, (ମୋର ମନ) ସଦା (ମାୟାର ହିଁ)ଆଶା କରୁଅଛି।