Guru Granth Sahib Translation Project

guru granth sahib odia page-181

Page 181

ਇਸ ਹੀ ਮਧੇ ਬਸਤੁ ਅਪਾਰ ॥ ଏହି ମନ୍ଦିରରେ ଅନନ୍ତ ପ୍ରଭୁଙ୍କ ନାମ ରୂପୀ ବସ୍ତୁ ବିଦ୍ୟମାନ ଅଛି।
ਇਸ ਹੀ ਭੀਤਰਿ ਸੁਨੀਅਤ ਸਾਹੁ ॥ ସନ୍ଥଙ୍କ ଠାରୁ ଶୁଣିଛି ଯେ ଏହି ମନ୍ଦିରରେ ହିଁ ନାମ ଦେବା ବାଲା ସାହୁକାର ପ୍ରଭୁ ନିବାସ କରିଥାନ୍ତି।
ਕਵਨੁ ਬਾਪਾਰੀ ਜਾ ਕਾ ਊਹਾ ਵਿਸਾਹੁ ॥੧॥ ସେ କେଉଁ ବ୍ୟାପାରୀ ଅଟେ ଯାହାକୁ ବିଶ୍ଵାସ କରାଯାଇପାରେ? ॥1॥
ਨਾਮ ਰਤਨ ਕੋ ਕੋ ਬਿਉਹਾਰੀ ॥ କେହି ବିରଳ ବ୍ୟାପାରୀ ଯିଏ ନାମ ରତ୍ନ ବ୍ୟାପାର କରିଥାଏ।
ਅੰਮ੍ਰਿਤ ਭੋਜਨੁ ਕਰੇ ਆਹਾਰੀ ॥੧॥ ਰਹਾਉ ॥ ସେହି ବ୍ୟାପାରୀ ନାମ ରୂପୀ ଅମୃତକୁ ନିଜ ଆହାର ବନାଇ ଥାଏ ॥1॥ରୁହ॥
ਮਨੁ ਤਨੁ ਅਰਪੀ ਸੇਵ ਕਰੀਜੈ ॥ ମୁଁ ନିଜ ମନ ଏବଂ ତନ ତାହାକୁ ଅର୍ପଣ କରି ତାହାର ସେବା କରିବି,
ਕਵਨ ਸੁ ਜੁਗਤਿ ਜਿਤੁ ਕਰਿ ਭੀਜੈ ॥ ଯିଏ ମୋତେ ଏହା ବତାଇବ ଯେ ଏହା କେଉଁ ଯୁକ୍ତି ଯାହା ଦ୍ଵାରା ପରମାତ୍ମା ହର୍ଷିତ ହୋଇଥାନ୍ତି।
ਪਾਇ ਲਗਉ ਤਜਿ ਮੇਰਾ ਤੇਰੈ ॥ ନିଜର ଅହଂ, ମୋର-ତୋର ତ୍ୟାଗ କରି ମୁନ୍ତହଙ୍କ ଚରଣ ସ୍ପର୍ଶ କରିଥାଏ।
ਕਵਨੁ ਸੁ ਜਨੁ ਜੋ ਸਉਦਾ ਜੋਰੈ ॥੨॥ ସେ କେଉଁ ମନୁଷ୍ୟ, ଯିଏ ମୋତେ ମଧ୍ୟ ନାମର ବ୍ୟାପାରରେ ଲଗାଇ ଦେଇଛି ॥2॥
ਮਹਲੁ ਸਾਹ ਕਾ ਕਿਨ ਬਿਧਿ ਪਾਵੈ ॥ କେଉଁ ବିଧିରେ ମୁଁ ସେହି ବ୍ୟାପାରିର ମନ୍ଦିରରେ ପହଞ୍ଚି ପାରିବି?
ਕਵਨ ਸੁ ਬਿਧਿ ਜਿਤੁ ਭੀਤਰਿ ਬੁਲਾਵੈ ॥ ତାହା କେଉଁ ବିଧି ଯାହାଦ୍ୱାରା ସେ ମୋତେ ଭିତରକୁ ନେବ?
ਤੂੰ ਵਡ ਸਾਹੁ ਜਾ ਕੇ ਕੋਟਿ ਵਣਜਾਰੇ ॥ ହେ ପ୍ରଭୁ!ତୁ ବଡ ବ୍ୟାପାରୀ ଅଟୁ, ଯାହାର କୋଟି କୋଟି ଦୋକାନ ଅଛି।
ਕਵਨੁ ਸੁ ਦਾਤਾ ਲੇ ਸੰਚਾਰੇ ॥੩॥ ସେ କେଉଁ ଦାତା ଅଟେ ଯିଏ ମୋର ହାତ ଧରି ମନ୍ଦିରରେ ପହଞ୍ଚାଇବ? ॥3॥
ਖੋਜਤ ਖੋਜਤ ਨਿਜ ਘਰੁ ਪਾਇਆ ॥ ଖୋଜି ଖୋଜି ମୁଁ ନିଜ ଧାମ (ଗୃହ) ପାଇଯାଇଛି।
ਅਮੋਲ ਰਤਨੁ ਸਾਚੁ ਦਿਖਲਾਇਆ ॥ ସତ୍ୟସ୍ଵରୂପ ପ୍ରଭୁ ମୋତେ ଅମୂଲ୍ୟ ରତ୍ନ ଦେଇଛନ୍ତି।
ਕਰਿ ਕਿਰਪਾ ਜਬ ਮੇਲੇ ਸਾਹਿ ॥ ଯେବେ ବ୍ୟାପାରୀ(ପ୍ରଭୁ0 କୃପା କରନ୍ତି, ସେ ପ୍ରାଣୀକୁ ନିଜ ସାଥିରେ ମିଳନ କରାନ୍ତି।
ਕਹੁ ਨਾਨਕ ਗੁਰ ਕੈ ਵੇਸਾਹਿ ॥੪॥੧੬॥੮੫॥ ହେ ନାନକ! ଏହା ସେତେବେଳେ ହେବ, ଯେତେବେଳେ ଗୁରୁଜୀ ପ୍ରାତି ବିଶ୍ଵାସ ଧାରଣ କରିନେବ ॥4॥16॥85॥
ਗਉੜੀ ਮਹਲਾ ੫ ਗੁਆਰੇਰੀ ॥ ଗଉଡି ମହଲା 5 ଗୁଆରେରୀ ॥
ਰੈਣਿ ਦਿਨਸੁ ਰਹੈ ਇਕ ਰੰਗਾ ॥ ଯେଉଁ ବ୍ୟକ୍ତି ଦିନ-ରାତି ଭଗବାନଙ୍କ ପ୍ରେମରେ ମଗ୍ନ ରହିଥାଏ,
ਪ੍ਰਭ ਕਉ ਜਾਣੈ ਸਦ ਹੀ ਸੰਗਾ ॥ ଆଉ ପ୍ରଭୁଙ୍କୁ ସର୍ବଦା ନିଜ ନିକଟରେ ଭାବେ,
ਠਾਕੁਰ ਨਾਮੁ ਕੀਓ ਉਨਿ ਵਰਤਨਿ ॥ ସେ ଠାକୁରଙ୍କ ନାମକୁ ନିଜର ଜୀବନ-ଆଚରଣ ବନାଇ ଦେଇଛି।
ਤ੍ਰਿਪਤਿ ਅਘਾਵਨੁ ਹਰਿ ਕੈ ਦਰਸਨਿ ॥੧॥ ସେ ଈଶ୍ବରଙ୍କ ଦର୍ଶନ ଦ୍ଵାରା ସନ୍ତୁଷ୍ଟ ଏବଂ ତୃପ୍ତ ହୋଇଯାଇଛି ॥1॥
ਹਰਿ ਸੰਗਿ ਰਾਤੇ ਮਨ ਤਨ ਹਰੇ ॥ ଈଶ୍ବରଙ୍କ ପ୍ରତି ଅନୁରକ୍ତ ରହିଲେ ତାହାର ମନ ଏବଂ ତନ ପ୍ରଫୁଲ୍ଲିତ ହୋଇଯାଏ।
ਗੁਰ ਪੂਰੇ ਕੀ ਸਰਨੀ ਪਰੇ ॥੧॥ ਰਹਾਉ ॥ ସେ ପୂର୍ଣ୍ଣ ଗୁରୁଙ୍କ ଶରଣ ନେଇଥାଏ ॥1॥ରୁହ॥
ਚਰਣ ਕਮਲ ਆਤਮ ਆਧਾਰ ॥ ଈଶ୍ବରଙ୍କ ଚରଣ କମଳ ତାହାର ଆତ୍ମାର ଆଧାର ହୋଇଯାଏ।
ਏਕੁ ਨਿਹਾਰਹਿ ਆਗਿਆਕਾਰ ॥ ସେ ଏକ ଈଶ୍ଵରଙ୍କୁ ହିଁ ଦେଖିଥାଏ ଆଉ ତାହାଙ୍କ ଆଜ୍ଞାକାରୀ ବନିଯାଏ।
ਏਕੋ ਬਨਜੁ ਏਕੋ ਬਿਉਹਾਰੀ ॥ ସେ ଏକ ନାମର ହିଁ ବ୍ୟାପାର କରିଥାଏ ଆଉ ନାମ-ସ୍ମରଣ ହିଁ ତାହାର ବ୍ୟବସାୟ ହୋଇଥାଏ।
ਅਵਰੁ ਨ ਜਾਨਹਿ ਬਿਨੁ ਨਿਰੰਕਾਰੀ ॥੨॥ ନିରଙ୍କାର ପରମେଶ୍ଵରଙ୍କ ବିନା ସେ କାହାକୁ ମଧ୍ୟ ଜାଣେ ନାହିଁ ॥2॥
ਹਰਖ ਸੋਗ ਦੁਹਹੂੰ ਤੇ ਮੁਕਤੇ ॥ ସେ ହର୍ଷ ଏବଂ ଶୋକ ଦୁଇଟି ଠାରୁ ମୁକ୍ତ ଅଟେ।
ਸਦਾ ਅਲਿਪਤੁ ਜੋਗ ਅਰੁ ਜੁਗਤੇ ॥ ସର୍ବଦା ହିଁ ସଂସାର ଠାରୁ ନିର୍ଲିପ୍ତ ଆଉ ପ୍ରଭୁଙ୍କ ସହିତ ଯୋଡି ରହିବାର ବିଧି ତାହାକୁ ଆସିଥାଏ।
ਦੀਸਹਿ ਸਭ ਮਹਿ ਸਭ ਤੇ ਰਹਤੇ ॥ ସେ ସମସ୍ତଙ୍କ ସହିତ ପ୍ରେମ କରିଥାଏ ଆଉ ସମସ୍ତଙ୍କ ଠାରୁ ଅଲଗା ମଧ୍ୟ ଦେଖାଦିଏ।
ਪਾਰਬ੍ਰਹਮ ਕਾ ਓਇ ਧਿਆਨੁ ਧਰਤੇ ॥੩॥ ସେ ପରଂବ୍ରହ୍ମ-ପ୍ରଭୁଙ୍କ ସ୍ମରଣରେ ବୃତ୍ତି ଲଗାଇ ରଖିଥାଏ ॥3॥
ਸੰਤਨ ਕੀ ਮਹਿਮਾ ਕਵਨ ਵਖਾਨਉ ॥ ସନ୍ଥଙ୍କ ମହିମାର କଣ କଣ ମୁଁ ବର୍ଣ୍ଣନା କରିପାରିବି?
ਅਗਾਧਿ ਬੋਧਿ ਕਿਛੁ ਮਿਤਿ ਨਹੀ ਜਾਨਉ ॥ ତାହାର ବିଧି ଅନନ୍ତ ଅଟେ, କିନ୍ତୁ, ମୁଁ ତାହାର ମୂଲ୍ୟ ଜାଣେ ନାହିଁ।
ਪਾਰਬ੍ਰਹਮ ਮੋਹਿ ਕਿਰਪਾ ਕੀਜੈ ॥ ହେ ପରଂବ୍ରହ୍ମ-ପରମେଶ୍ଵର! ମୋତେ କୃପା କର,
ਧੂਰਿ ਸੰਤਨ ਕੀ ਨਾਨਕ ਦੀਜੈ ॥੪॥੧੭॥੮੬॥ ନାନକଙ୍କୁ ସନ୍ଥଙ୍କ ଚରଣ ଧୁଳି ପ୍ରଦାନ କର ॥4॥17॥86॥
ਗਉੜੀ ਗੁਆਰੇਰੀ ਮਹਲਾ ੫ ॥ ଗଉଡି ଗୁଆରେରୀ ମହଲା 5 ॥
ਤੂੰ ਮੇਰਾ ਸਖਾ ਤੂੰਹੀ ਮੇਰਾ ਮੀਤੁ ॥ ହେ ଇଶ୍ଵର! ତୁ ହିଁ ମୋର ସାଥି ଅଟୁ ଆଉ ତୁ ହିଁ ମୋର ମିତ୍ର ଅଟୁ।
ਤੂੰ ਮੇਰਾ ਪ੍ਰੀਤਮੁ ਤੁਮ ਸੰਗਿ ਹੀਤੁ ॥ ତୁ ହିଁ ମୋର ପ୍ରିୟତମ ଆଉ ତୁ ହିଁ ମୋରପ୍ରେମ ଅଟୁ।
ਤੂੰ ਮੇਰੀ ਪਤਿ ਤੂਹੈ ਮੇਰਾ ਗਹਣਾ ॥ ତୁ ହିଁ ମୋର ପ୍ରତିଷ୍ଠା ଆଉ ତୁ ହିଁ ମୋର ଆଭୁଷଣ ଅଟୁ।
ਤੁਝ ਬਿਨੁ ਨਿਮਖੁ ਨ ਜਾਈ ਰਹਣਾ ॥੧॥ ତୋର ବିନା ମୁଁ ଏକ କ୍ଷଣ ମଧ୍ୟ ରହିପାରିବି ନାହିଁ ॥1॥
ਤੂੰ ਮੇਰੇ ਲਾਲਨ ਤੂੰ ਮੇਰੇ ਪ੍ਰਾਨ ॥ ହେ ପ୍ରଭୁ! ତୁ ହିଁ ମୋର ସୁନ୍ଦର ଲାଲ ଆଉ ତୁ ହିଁ ମୋର ପ୍ରାଣ ଅଟୁ।
ਤੂੰ ਮੇਰੇ ਸਾਹਿਬ ਤੂੰ ਮੇਰੇ ਖਾਨ ॥੧॥ ਰਹਾਉ ॥ ତୁ ହିଁ ମୋର ସ୍ଵାମୀ ଆଉ ତୁ ହିଁ ମୋର ସାମନ୍ତ ଅଟୁ ॥1॥ରୁହ॥
ਜਿਉ ਤੁਮ ਰਾਖਹੁ ਤਿਵ ਹੀ ਰਹਨਾ ॥ ହେ ଠାକୁର! ତୁମେ ମୋତେ ଯେପରି ରଖିଅଛ, ସେପରି ହିଁ ମୁଁ ରହିଥାଏ।
ਜੋ ਤੁਮ ਕਹਹੁ ਸੋਈ ਮੋਹਿ ਕਰਨਾ ॥ ତୁମେ ଯାହା କହୁଛ, ମୁଁ ତାହା କରିଥାଏ।
ਜਹ ਪੇਖਉ ਤਹਾ ਤੁਮ ਬਸਨਾ ॥ ଯେଉଁଠି ମୁଁ ଦେଖୁଅଛି, ସେଠାରେ ହିଁ ମୁଁ ତୋର ନିବାସ ପାଉଛି।
ਨਿਰਭਉ ਨਾਮੁ ਜਪਉ ਤੇਰਾ ਰਸਨਾ ॥੨॥ ହେ ନିର୍ଭୟ ପ୍ରଭୁ! ନିଜ ଜିହ୍ଵାରେ ମୁଁ ତୋର ନାମ ଜପ କରୁଅଛି ॥2॥
ਤੂੰ ਮੇਰੀ ਨਵ ਨਿਧਿ ਤੂੰ ਭੰਡਾਰੁ ॥ ହେ ପ୍ରଭୁ! ତୁ ହିଁ ମୋର ନବନିଧି ଆଉ ତୁ ହିଁ ମୋର ଭଣ୍ଡାର ଅଟୁ।
ਰੰਗ ਰਸਾ ਤੂੰ ਮਨਹਿ ਅਧਾਰੁ ॥ ହେ ସ୍ଵାମୀ! ତୁ ହିଁ ମୋର ଖୁସି ଆଉ ତୁ ହିଁ ମୋର ମନର ଆଧାର ଅଟୁ।
ਤੂੰ ਮੇਰੀ ਸੋਭਾ ਤੁਮ ਸੰਗਿ ਰਚੀਆ ॥ ତୁ ହିଁ ମୋର ଶୋଭା ଆଉ ତୋ’ ସାଥିରେ ହିଁ ମୁଁ ସୁରତି ଲଗାଇଥାଏ।
ਤੂੰ ਮੇਰੀ ਓਟ ਤੂੰ ਹੈ ਮੇਰਾ ਤਕੀਆ ॥੩॥ ତୁ ହିଁ ମୋର ଶରଣ ଆଉ ତୁ ହିଁ ମୋର ଆଶ୍ରୟ ଅଟୁ ॥3॥
ਮਨ ਤਨ ਅੰਤਰਿ ਤੁਹੀ ਧਿਆਇਆ ॥ ହେ ପ୍ରଭୁ! ମୁଁ ନିଜ ମନ ଏବ ତନରେ ତୋର ହିଁ ଧ୍ୟାନ କରିଥାଏ।
ਮਰਮੁ ਤੁਮਾਰਾ ਗੁਰ ਤੇ ਪਾਇਆ ॥ ତୋର ଭେଦ ମୁଁ ଗୁରୁଜୀଙ୍କ ଠାରୁ ପ୍ରାପ୍ତ କରିଅଛି।
ਸਤਿਗੁਰ ਤੇ ਦ੍ਰਿੜਿਆ ਇਕੁ ਏਕੈ ॥ ସଦଗୁରୁଙ୍କ ଠାରୁ ମୁଁ ଏକ ଈଶ୍ବରଙ୍କ ନାମ-ସ୍ମରଣ ହିଁ ଦୃଢ କରିଛି।
ਨਾਨਕ ਦਾਸ ਹਰਿ ਹਰਿ ਹਰਿ ਟੇਕੈ ॥੪॥੧੮॥੮੭॥ ହେ ନାନକ! ହରି-ପରମେଶ୍ଵରଙ୍କ ନାମ ହିଁ ମୋର ଏକ ଆଧାର ଅଟେ ॥4॥18॥87॥
ਗਉੜੀ ਗੁਆਰੇਰੀ ਮਹਲਾ ੫ ॥ ଗଉଡି ଗୁଆରେରୀ ମହଲା 5


© 2017 SGGS ONLINE
Scroll to Top