Guru Granth Sahib Translation Project

guru granth sahib odia page-175

Page 175

ਵਡਭਾਗੀ ਮਿਲੁ ਸੰਗਤੀ ਮੇਰੇ ਗੋਵਿੰਦਾ ਜਨ ਨਾਨਕ ਨਾਮ ਸਿਧਿ ਕਾਜੈ ਜੀਉ ॥੪॥੪॥੩੦॥੬੮॥ ହେ ମୋର ପ୍ରିୟ ଗୋବିନ୍ଦ! କିଛି ଭାଗ୍ୟଶାଳୀ ମନୁଷ୍ୟ ହିଁ ସତସଙ୍ଗରେ ଯୋଡି ରହିଥାନ୍ତି, ହେ ନାନକ! ପ୍ରଭୁଙ୍କ ନାମ ଦ୍ଵାରା ତାହାର ଜୀବନ ମନୋରଥ ସଫଳ ହୋଇଯାଇଛି ॥4॥4॥30॥68॥
ਗਉੜੀ ਮਾਝ ਮਹਲਾ ੪ ॥ ଗଉଡି ମାଝ ମହଲା 4 ॥
ਮੈ ਹਰਿ ਨਾਮੈ ਹਰਿ ਬਿਰਹੁ ਲਗਾਈ ਜੀਉ ॥ ହେ ଭଦ୍ରପୁରୁଷ! ହରି-ନାମର ପ୍ରେମ-ତୃଷ୍ଣା ହରି ମୋତେ ଦେଇଛନ୍ତି।
ਮੇਰਾ ਹਰਿ ਪ੍ਰਭੁ ਮਿਤੁ ਮਿਲੈ ਸੁਖੁ ਪਾਈ ਜੀਉ ॥ ଯଦି ମୋର ମିତ୍ର ହରି-ପ୍ରଭୁ ମୋତେ ମିଳିଯାନ୍ତି, ତାହାହେଲେ ମୋତେ ବଡ ସୁଖ ଉପଲବ୍ଧ ହେବ।
ਹਰਿ ਪ੍ਰਭੁ ਦੇਖਿ ਜੀਵਾ ਮੇਰੀ ਮਾਈ ਜੀਉ ॥ ହେ ମୋର ମା’ ! ମୁଁ ହାରୀଙ୍କୁ ଦେଖି ହିଁ ଜୀବିତ ରହିଛି।
ਮੇਰਾ ਨਾਮੁ ਸਖਾ ਹਰਿ ਭਾਈ ਜੀਉ ॥੧॥ ହରିଙ୍କ ନାମ ମୋର ସଖା ଏବଂ ଭାଇ ଅଟେ।
ਗੁਣ ਗਾਵਹੁ ਸੰਤ ਜੀਉ ਮੇਰੇ ਹਰਿ ਪ੍ਰਭ ਕੇਰੇ ਜੀਉ ॥ ହେ ପୂଜ୍ୟ ସନ୍ଥ! ମୋର ହରି-ପ୍ରଭୁଙ୍କ ଯଶ ଗାନ କର।
ਜਪਿ ਗੁਰਮੁਖਿ ਨਾਮੁ ਜੀਉ ਭਾਗ ਵਡੇਰੇ ਜੀਉ ॥ ଗୁରୁଙ୍କ ମାଧ୍ୟମରୁ ପ୍ରଭୁଙ୍କ ନାମର ଜପ କରିବା ଦ୍ଵାରା ଭାଗ୍ୟ ଉତ୍ପନ୍ନ ହୋଇଯାଏ।
ਹਰਿ ਹਰਿ ਨਾਮੁ ਜੀਉ ਪ੍ਰਾਨ ਹਰਿ ਮੇਰੇ ਜੀਉ ॥ ହରି-ପରମେଶ୍ଵରଙ୍କ ନାମ ଆଉ ହରି ମୋର ପ୍ରାଣ ଏବଂ ଆତ୍ମା ଅଟନ୍ତି।
ਫਿਰਿ ਬਹੁੜਿ ਨ ਭਵਜਲ ਫੇਰੇ ਜੀਉ ॥੨॥ ନାମର ଜପ କରିଲେ ମୋତେ ପୁଣି ଭବସାଗରରୁ ପାର କରିବାକୁ ପଡିବ ନାହିଁ ॥2॥
ਕਿਉ ਹਰਿ ਪ੍ਰਭ ਵੇਖਾ ਮੇਰੈ ਮਨਿ ਤਨਿ ਚਾਉ ਜੀਉ ॥ ମୋର ମନ ଏବଂ ତନରେ ବଡ ଇଚ୍ଛା ରହିଛି ଯେ ମୁଁ କିପରି ହରି-ପ୍ରଭୁଙ୍କୁ ଦର୍ଶନ କରିବି?
ਹਰਿ ਮੇਲਹੁ ਸੰਤ ਜੀਉ ਮਨਿ ਲਗਾ ਭਾਉ ਜੀਉ ॥ ହେ ସନ୍ଥଜନ! ମୋତେ ହରିଙ୍କ ସହିତ ମିଳନ କରାଇ ଦିଅ, ମୋର ମନରେ ହରିଙ୍କ ପାଇଁ ପ୍ରେମ ଉତ୍ପନ୍ନ ହୋଇଛି।
ਗੁਰ ਸਬਦੀ ਪਾਈਐ ਹਰਿ ਪ੍ਰੀਤਮ ਰਾਉ ਜੀਉ ॥ ଗୁରୁଙ୍କ ଶବ୍ଦ ଦ୍ଵାରା ପ୍ରିୟତମ ପ୍ରଭୁ ପ୍ରାପ୍ତ ହୋଇଛନ୍ତି।
ਵਡਭਾਗੀ ਜਪਿ ਨਾਉ ਜੀਉ ॥੩॥ ହେ ସୌଭାଗ୍ୟଶାଳୀ ପ୍ରାଣୀ! ତୁ ପ୍ରଭୁଙ୍କ ନାମର ଜପ କର ॥3॥
ਮੇਰੈ ਮਨਿ ਤਨਿ ਵਡੜੀ ਗੋਵਿੰਦ ਪ੍ਰਭ ਆਸਾ ਜੀਉ ॥ ମୋର ମନ ଏବଂ ତନରେ ଗୋବିନ୍ଦ ପ୍ରଭୁଙ୍କ ମିଳନର ବଡ ଲାଳସା ଅଛି।
ਹਰਿ ਮੇਲਹੁ ਸੰਤ ਜੀਉ ਗੋਵਿਦ ਪ੍ਰਭ ਪਾਸਾ ਜੀਉ ॥ ହେ ସନ୍ଥଜନ! ମୋତେ ଗୋବିନ୍ଦ ପ୍ରଭୁଙ୍କୁ ମିଳନ କରାଇ ଦିଅ, ଯିଏ ମୋର ପାଖରେ ରହିଛନ୍ତି।
ਸਤਿਗੁਰ ਮਤਿ ਨਾਮੁ ਸਦਾ ਪਰਗਾਸਾ ਜੀਉ ॥ ସଦଗୁରୁଙ୍କ ଶିକ୍ଷା ଦ୍ଵାରା ସର୍ବଦା ଜୀବର ହୃଦୟରେ ନାମର ପ୍ରକାଶ ହୋଇଥାଏ।
ਜਨ ਨਾਨਕ ਪੂਰਿਅੜੀ ਮਨਿ ਆਸਾ ਜੀਉ ॥੪॥੫॥੩੧॥੬੯॥ ହେ ନାନକ! ମୋର ମନର ଅଭିଳାଷ ପୁରା ହୋଇଯାଇଛି। ॥4॥5॥31॥69॥
ਗਉੜੀ ਮਾਝ ਮਹਲਾ ੪ ॥ ଗଉଡି ମାଝ ମହଲା 4 ॥
ਮੇਰਾ ਬਿਰਹੀ ਨਾਮੁ ਮਿਲੈ ਤਾ ਜੀਵਾ ਜੀਉ ॥ ଯଦି ମୋ’ଠାରୁ ବିଛେଦ ହୋଇଥିବା ପ୍ରିୟ ନାମ ମୋତେ ମିଳିଯାନ୍ତି, ତାହାହେଲେ ମୁଁ ଜୀବିତ ରହିପାରିବି।
ਮਨ ਅੰਦਰਿ ਅੰਮ੍ਰਿਤੁ ਗੁਰਮਤਿ ਹਰਿ ਲੀਵਾ ਜੀਉ ॥ ମୋର ମନରେ ନାମ ରୂପୀ ଅମୃତ ଅଛି, ଗୁରୁଙ୍କ ଉପଦେଶ ଦ୍ଵାରା ମୁଁ ହରିଙ୍କ ଠାରୁ ଏହି ନାମ ନେଇଛି।
ਮਨੁ ਹਰਿ ਰੰਗਿ ਰਤੜਾ ਹਰਿ ਰਸੁ ਸਦਾ ਪੀਵਾ ਜੀਉ ॥ ମୋର ମନ ହରିଙ୍କ ପ୍ରେମରେ ଅନୁରକ୍ତ ଅଛି,
ਹਰਿ ਪਾਇਅੜਾ ਮਨਿ ਜੀਵਾ ਜੀਉ ॥੧॥ ମୁଁ ପ୍ରଭୁଙ୍କୁ ହୃଦୟରେ ପାଇଛି, ଏଥିପାଇଁ ମୁଁ ଜୀବିତ ଅଛି॥1॥
ਮੇਰੈ ਮਨਿ ਤਨਿ ਪ੍ਰੇਮੁ ਲਗਾ ਹਰਿ ਬਾਣੁ ਜੀਉ ॥ ହରିଙ୍କ ପ୍ରେମ ରୂପୀ ତୀର ମୋର ମନ ଏବଂ ତନରେ ଲାଗି ଯାଇଛି।
ਮੇਰਾ ਪ੍ਰੀਤਮੁ ਮਿਤ੍ਰੁ ਹਰਿ ਪੁਰਖੁ ਸੁਜਾਣੁ ਜੀਉ ॥ ମୋର ପ୍ରିୟ ମିତ୍ର ହରି ପୁରୁଷ ବହୁତ ଚତୁର ଅଟେ।
ਗੁਰੁ ਮੇਲੇ ਸੰਤ ਹਰਿ ਸੁਘੜੁ ਸੁਜਾਣੁ ਜੀਉ ॥ କେହି ସନ୍ଥ ଗୁରୁ ହିଁ ଜୀବକୁ ଚତୁର ଏବଂ ଦକ୍ଷ ହରିଙ୍କ ସହିତ ମିଳନ କରାଇ ପାରନ୍ତି।
ਹਉ ਨਾਮ ਵਿਟਹੁ ਕੁਰਬਾਣੁ ਜੀਉ ॥੨॥ ମୁଁ ହରିଙ୍କ ନାମ ପ୍ରତି ସମର୍ପିତ ଯାଇଥାଏ।
ਹਉ ਹਰਿ ਹਰਿ ਸਜਣੁ ਹਰਿ ਮੀਤੁ ਦਸਾਈ ਜੀਉ ॥ ମୁଁ ନିଜ ସଜ୍ଜନ ଏବଂ ମିତ୍ର ହରି-ପରମେଶ୍ଵରଙ୍କ ଠିକଣା ପଚାରି ଥାଏ।
ਹਰਿ ਦਸਹੁ ਸੰਤਹੁ ਜੀ ਹਰਿ ਖੋਜੁ ਪਵਾਈ ਜੀਉ ॥ ହେ ସନ୍ଥଜନ! ହରିଙ୍କ ବିଷୟରେ କୁହ, ମୁଁ ହରିଙ୍କ ସନ୍ଧାନ କରିଥାଏ।
ਸਤਿਗੁਰੁ ਤੁਠੜਾ ਦਸੇ ਹਰਿ ਪਾਈ ਜੀਉ ॥ ଯଦି ସଦଗୁରୁ ପ୍ରସନ୍ନ ହୋଇ ମୋତେ କହି ଦିଅନ୍ତି, ମୁଁ ହରିଙ୍କୁ ପ୍ରାପ୍ତ କରି ପାରିବି।
ਹਰਿ ਨਾਮੇ ਨਾਮਿ ਸਮਾਈ ਜੀਉ ॥੩॥ ଏବଂ ହରିଙ୍କ ନାମ ଦ୍ଵାରା ହରିନାମରେ ହିଁ ରହି ପାରିବି॥3॥
ਮੈ ਵੇਦਨ ਪ੍ਰੇਮੁ ਹਰਿ ਬਿਰਹੁ ਲਗਾਈ ਜੀਉ ॥ ହରି ମୋର ଅନ୍ତର୍ମନରେ ପ୍ରେମ ବେଦନା ଲଗାଇ ଦେଇଛନ୍ତି।
ਗੁਰ ਸਰਧਾ ਪੂਰਿ ਅੰਮ੍ਰਿਤੁ ਮੁਖਿ ਪਾਈ ਜੀਉ ॥ ଗୁରୁ ମୋର ଶ୍ରଦ୍ଧା ପୁରା କରି ଦେଇଛନ୍ତି ଏବଂ ମୋର ମୁଖରେ ନାମ ରୂପୀ ଅମୃତ ଢାଳି ଦେଇଛନ୍ତି।
ਹਰਿ ਹੋਹੁ ਦਇਆਲੁ ਹਰਿ ਨਾਮੁ ਧਿਆਈ ਜੀਉ ॥ ହେ ହରି! ମୋ' ଉପରେ ଦୟାଳୁ ହୁଅ, ଯେପରି ମୁଁ ହରିନାମର ଧ୍ୟାନ କରି ପାରିବି।
ਜਨ ਨਾਨਕ ਹਰਿ ਰਸੁ ਪਾਈ ਜੀਉ ॥੪॥੬॥੨੦॥੧੮॥੩੨॥੭੦॥ ନାନକ ହରିରସ ପ୍ରାପ୍ତ କରିଛନ୍ତି ||4||6||20||18||32||70||
ਮਹਲਾ ੫ ਰਾਗੁ ਗਉੜੀ ਗੁਆਰੇਰੀ ਚਉਪਦੇ ମହଲା 5 ରାଗ ଗଉଡୀ ଗୁଆରେରୀ ଚଉପଦୀ
ੴ ਸਤਿਗੁਰ ਪ੍ਰਸਾਦਿ ॥ ଈଶ୍ଵର ଏକ ଅଟନ୍ତି, ଯାହାଙ୍କୁ ସଦଗୁରୁଙ୍କ କୃପାରୁ ପ୍ରାପ୍ତ କରାଯାଇ ପାରେ।
ਕਿਨ ਬਿਧਿ ਕੁਸਲੁ ਹੋਤ ਮੇਰੇ ਭਾਈ ॥ ହେ ମୋର ଭାଇ! କେଉଁ ବିଧିରେ ଆତ୍ମିକ ସୁଖ ଉପଲବ୍ଧି ହୋଇ ପାରିବ।
ਕਿਉ ਪਾਈਐ ਹਰਿ ਰਾਮ ਸਹਾਈ ॥੧॥ ਰਹਾਉ ॥ ସେହି ସହାୟକ ହରିଙ୍କୁ କିପରି ପ୍ରାପ୍ତ କରାଯାଇ ପାରିବ?
ਕੁਸਲੁ ਨ ਗ੍ਰਿਹਿ ਮੇਰੀ ਸਭ ਮਾਇਆ ॥ ଯଦି ମନୁଷ୍ୟ ଘରକୁ ଦୁନିଆର ସବୁ ଦୌଲତ ଆସିଯିବ ଏବଂ ସେ ସାରା ଦୌଲତ ତାହାର ବୋଲି ଭବିବ, କଦାପି ସୁଖ ଉପଲବ୍ଧ ହେବ ନାହିଁ।
ਊਚੇ ਮੰਦਰ ਸੁੰਦਰ ਛਾਇਆ ॥ ଯଦି ମନୁଷ୍ୟ ପାଖରେ ଉଚ୍ଚ ମହଲ ଏବଂ ଛାୟା ବାଲା ସୁନ୍ଦର ବୃକ୍ଷ ଥାଏ, ତାହାହେଲେ
ਝੂਠੇ ਲਾਲਚਿ ਜਨਮੁ ਗਵਾਇਆ ॥੧॥ ସେ ଏହାର ମିଥ୍ୟା ଲାଳସାରେ ଫସି ନିଜ ଜୀବନ ବ୍ୟର୍ଥରେ ହରାଇ ଦେଇଥାଏ||1||
Scroll to Top
jp1131 https://login-bobabet.net/ https://sugoi168daftar.com/ https://login-domino76.com/
https://e-learning.akperakbid-bhaktihusada.ac.id/storages/gacor/
https://siakba.kpu-mamuju.go.id/summer/gcr/
jp1131 https://login-bobabet.net/ https://sugoi168daftar.com/ https://login-domino76.com/
https://e-learning.akperakbid-bhaktihusada.ac.id/storages/gacor/
https://siakba.kpu-mamuju.go.id/summer/gcr/