Guru Granth Sahib Translation Project

guru granth sahib odia page-174

Page 174

ਸੰਤ ਜਨਾ ਮਿਲਿ ਪਾਇਆ ਮੇਰੇ ਗੋਵਿਦਾ ਮੇਰਾ ਹਰਿ ਪ੍ਰਭੁ ਸਜਣੁ ਸੈਣੀ ਜੀਉ ॥ ହେ ମୋର ପ୍ରିୟ ଗୋବିନ୍ଦ! ସନ୍ଥଙ୍କ ସହିତ ମିଶି ମୁଁ ନିଜ ମିତ୍ର ଏବଂ ସଜ୍ଜନ ହରି-ପ୍ରଭୁଙ୍କୁ ପାଇଯାଇଛି।
ਹਰਿ ਆਇ ਮਿਲਿਆ ਜਗਜੀਵਨੁ ਮੇਰੇ ਗੋਵਿੰਦਾ ਮੈ ਸੁਖਿ ਵਿਹਾਣੀ ਰੈਣੀ ਜੀਉ ॥੨॥ ହେ ମୋର ପ୍ରିୟ ଗୋବିନ୍ଦ!ମୋତେ ଜଗଜୀବନ ହରି ମିଳିଯାଇଛନ୍ତି ଆଉ ଏବେ ମୋର ଜୀବନ ରୂପୀ ରାତ୍ରି ସୁଖରେ ବିତୁଅଛି ॥2॥
ਮੈ ਮੇਲਹੁ ਸੰਤ ਮੇਰਾ ਹਰਿ ਪ੍ਰਭੁ ਸਜਣੁ ਮੈ ਮਨਿ ਤਨਿ ਭੁਖ ਲਗਾਈਆ ਜੀਉ ॥ ହେ ସନ୍ଥଜନ! ମୋତେ ମୋର ସଜ୍ଜନ ହରି-ପ୍ରଭୁଙ୍କ ସହିତ ମିଳନ କରାଇଦିଅ, ମୋର ମନ ଏବଂ ତନକୁ ମିଳନର ଭୋକ ଲାଗୁଅଛି।
ਹਉ ਰਹਿ ਨ ਸਕਉ ਬਿਨੁ ਦੇਖੇ ਮੇਰੇ ਪ੍ਰੀਤਮ ਮੈ ਅੰਤਰਿ ਬਿਰਹੁ ਹਰਿ ਲਾਈਆ ਜੀਉ ॥ ମୁଁ ନିଜର ପ୍ରିୟତମର ଦର୍ଶନ ବିନା ଜୀବିତ ରହିପାରିବି ନାହିଁ, ମୋର ମନରେ ପ୍ରଭୁ ବିଚ୍ଛେଦ ପୀଡା ବିଦ୍ୟମାନ ଅଛି।
ਹਰਿ ਰਾਇਆ ਮੇਰਾ ਸਜਣੁ ਪਿਆਰਾ ਗੁਰੁ ਮੇਲੇ ਮੇਰਾ ਮਨੁ ਜੀਵਾਈਆ ਜੀਉ ॥ ସମ୍ରାଟ ପ୍ରଭୁ ମୋର ସର୍ବ ପ୍ରିୟ ମିଟର ଅଟନ୍ତି, ଗୁରୁଦେବ ମୋତେ ତାଙ୍କ ସହିତ ମିଶାଇଛନ୍ତି ଆଉ ମୋର ମନ ପୁଣି ଜୀବିତ ହୋଇ ଇଶ୍ଵର ପରାୟଣ ହୋଇଯାଇଛି।
ਮੇਰੈ ਮਨਿ ਤਨਿ ਆਸਾ ਪੂਰੀਆ ਮੇਰੇ ਗੋਵਿੰਦਾ ਹਰਿ ਮਿਲਿਆ ਮਨਿ ਵਾਧਾਈਆ ਜੀਉ ॥੩॥ ମୋର ମନ ଏବଂ ତନର ଆଶା ପୂର୍ଣ୍ଣ ହୋଇଯାଇଛି, ହେ ମୋର ପ୍ରିୟ ଗୋବିନ୍ଦ! ଈଶ୍ଵରଙ୍କୁ ମିଳନ କରିବା ଦ୍ଵାରା ମୋର ମନକୁ ଶୁଭକାମନା ମିଳୁଅଛି ॥3॥
ਵਾਰੀ ਮੇਰੇ ਗੋਵਿੰਦਾ ਵਾਰੀ ਮੇਰੇ ਪਿਆਰਿਆ ਹਉ ਤੁਧੁ ਵਿਟੜਿਅਹੁ ਸਦ ਵਾਰੀ ਜੀਉ ॥ ହେ ମୋର ପ୍ରିୟ ଗୋବିନ୍ଦ! ମୁନତୁମ ଉପରେ ତନ ଏବଂ ମନରେ ସମର୍ପିତ ଅଟେ।
ਮੇਰੈ ਮਨਿ ਤਨਿ ਪ੍ਰੇਮੁ ਪਿਰੰਮ ਕਾ ਮੇਰੇ ਗੋਵਿਦਾ ਹਰਿ ਪੂੰਜੀ ਰਾਖੁ ਹਮਾਰੀ ਜੀਉ ॥ ହେ ମୋର ପ୍ରିୟ ଗୋବିନ୍ଦ! ମୋର ମନ ଏବଂ ତନ ମୋର ପ୍ରିୟତମ ପ୍ରଭୁଙ୍କ ପ୍ରୀତି ଅଟେ, ହେ ପ୍ରଭୁ! ମୋର ପ୍ରେମ ରୂପୀ ପୁଞ୍ଜିକୁ ରକ୍ଷା କରନ୍ତୁ।
ਸਤਿਗੁਰੁ ਵਿਸਟੁ ਮੇਲਿ ਮੇਰੇ ਗੋਵਿੰਦਾ ਹਰਿ ਮੇਲੇ ਕਰਿ ਰੈਬਾਰੀ ਜੀਉ ॥ ହେ ମୋର ପ୍ରିୟ ଗୋବିନ୍ଦ! ମୋତେ ମୋର ମଧ୍ୟସ୍ଥ ସଦଗୁରୁଙ୍କ ସହିତ ମିଳନ କରାଇଦିଅ, ଯିଏ ନିଜର ମାର୍ଗଦର୍ଶନ ଦ୍ଵାରା ମୋତେ ପରମେଶ୍ଵରଙ୍କ ସହିତ ମିଳନ କରାଇବେ।
ਹਰਿ ਨਾਮੁ ਦਇਆ ਕਰਿ ਪਾਇਆ ਮੇਰੇ ਗੋਵਿੰਦਾ ਜਨ ਨਾਨਕੁ ਸਰਣਿ ਤੁਮਾਰੀ ਜੀਉ ॥੪॥੩॥੨੯॥੬੭॥ ହେ ମୋର ପ୍ରିୟ ଗୋବିନ୍ଦ! ତୋର ଦୟାରୁ ମୁଁ ହରିଙ୍କ ନାମ ପ୍ରାପ୍ତ କରିଅଛି, ନାନକ ତୋର ହିଁ ଶରଣ ନେଇଛନ୍ତି। ॥4॥3॥29॥67॥
ਗਉੜੀ ਮਾਝ ਮਹਲਾ ੪ ॥ ଗଉଡି ମାଝ ମହଲା 4 ॥
ਚੋਜੀ ਮੇਰੇ ਗੋਵਿੰਦਾ ਚੋਜੀ ਮੇਰੇ ਪਿਆਰਿਆ ਹਰਿ ਪ੍ਰਭੁ ਮੇਰਾ ਚੋਜੀ ਜੀਉ ॥ ହେ ମୋର ପ୍ରିୟ ଗୋବିନ୍ଦ! ତୁ ବଡ ବିନୋଦୀ ଅଟୁ, ମୋର ପ୍ରଭୁ-ପରମେଶ୍ଵର ବିନୋଦୀ ଅଟନ୍ତି।
ਹਰਿ ਆਪੇ ਕਾਨ੍ਹ੍ਹੁ ਉਪਾਇਦਾ ਮੇਰੇ ਗੋਵਿਦਾ ਹਰਿ ਆਪੇ ਗੋਪੀ ਖੋਜੀ ਜੀਉ ॥ ପରମେଶ୍ଵର ସ୍ଵୟଂ ହିଁ କୃଷ୍ଣଙ୍କୁ ଉତ୍ପନ୍ନ କରିଛନ୍ତି, ହଋ ସ୍ଵୟଂ ହିଁ କୃଷ୍ଣଙ୍କୁ ଖୋଜିବା ବାଲା ଗୋପୀ ଅଟନ୍ତି।
ਹਰਿ ਆਪੇ ਸਭ ਘਟ ਭੋਗਦਾ ਮੇਰੇ ਗੋਵਿੰਦਾ ਆਪੇ ਰਸੀਆ ਭੋਗੀ ਜੀਉ ॥ ହେ ମୋର ପ୍ରିୟ ଗୋବିନ୍ଦ! ଇଶ୍ଵର ସ୍ଵୟଂ ହିଁ ସମସ୍ତ ଶରୀରରେ ପଦାର୍ଥକୁ ଭୋଗ କରନ୍ତି, ସେ ସ୍ଵୟଂ ହିଁ ରସ ଭୋଗିବା ବାଲା ଭୋଗୀ ଅଟେ।
ਹਰਿ ਸੁਜਾਣੁ ਨ ਭੁਲਈ ਮੇਰੇ ਗੋਵਿੰਦਾ ਆਪੇ ਸਤਿਗੁਰੁ ਜੋਗੀ ਜੀਉ ॥੧॥ ହେ ମୋର ପ୍ରିୟ ଗୋବିନ୍ଦ! ହରି ସ୍ଵୟଂ ହିଁ ଚତୁର ଏବଂ ନିର୍ଭୁଲ ଅଟନ୍ତି, ସେ ସ୍ଵୟଂ ହିଁ ଭୋଗରୁ ନିର୍ଲିପ୍ତ ସଦଗୁରୁ ଅଟନ୍ତି ॥1॥
ਆਪੇ ਜਗਤੁ ਉਪਾਇਦਾ ਮੇਰੇ ਗੋਵਿਦਾ ਹਰਿ ਆਪਿ ਖੇਲੈ ਬਹੁ ਰੰਗੀ ਜੀਉ ॥ ହେ ମୋର ପ୍ରିୟ ଗୋବିନ୍ଦ! ଇଶ୍ଵର ସ୍ଵୟଂ ହିଁ ସୃଷ୍ଟିର ରଚନା କରିଥାନ୍ତି ଆଉ ସ୍ଵୟଂ ହିଁ ଅନେକ ବିଧି ଦ୍ଵାରା ଖେଳନ୍ତି।
ਇਕਨਾ ਭੋਗ ਭੋਗਾਇਦਾ ਮੇਰੇ ਗੋਵਿੰਦਾ ਇਕਿ ਨਗਨ ਫਿਰਹਿ ਨੰਗ ਨੰਗੀ ਜੀਉ ॥ ହେ ମୋର ପ୍ରିୟ ଗୋବିନ୍ଦ! ଅନେକ ପ୍ରାଣୀଙ୍କୁ ସେ ଆଶୀର୍ବାଦ ପ୍ରଦାନ କରନ୍ତି, ଯାହା ଠାରୁ ସେ ଆନନ୍ଦ ପ୍ରାପ୍ତ କରନ୍ତି ଆଉ ପ୍ରାଣୀ ନଗ୍ନ ହୋଇ ପଥଭ୍ରଷ୍ଟ ହୋଇଥାଏ।
ਆਪੇ ਜਗਤੁ ਉਪਾਇਦਾ ਮੇਰੇ ਗੋਵਿਦਾ ਹਰਿ ਦਾਨੁ ਦੇਵੈ ਸਭ ਮੰਗੀ ਜੀਉ ॥ ହେ ମୋର ପ୍ରିୟ ଗୋବିନ୍ଦ! ଇଶ୍ଵର ସ୍ଵୟଂ ହିଁ ସୃଷ୍ଟିର ରଚନା କରିଥାନ୍ତି ଆଉ ମାଗିବା ବାଲା ସମସ୍ତ ପ୍ରାଣୀକୁ ଦାନ ପ୍ରଦାନ କରିଥାନ୍ତି,
ਭਗਤਾ ਨਾਮੁ ਆਧਾਰੁ ਹੈ ਮੇਰੇ ਗੋਵਿੰਦਾ ਹਰਿ ਕਥਾ ਮੰਗਹਿ ਹਰਿ ਚੰਗੀ ਜੀਉ ॥੨॥ ହେ ମୋର ପ୍ରିୟ ଗୋବିନ୍ଦ! ପ୍ରଭୁ-ନାମ ହିଁ ଭକ୍ତର ଆଧାର ଅଟେ , ସେ ଶ୍ରେଷ୍ଠ ହରିକଥା ଚାହିଁ ଥାଏ ॥2॥
ਹਰਿ ਆਪੇ ਭਗਤਿ ਕਰਾਇਦਾ ਮੇਰੇ ਗੋਵਿੰਦਾ ਹਰਿ ਭਗਤਾ ਲੋਚ ਮਨਿ ਪੂਰੀ ਜੀਉ ॥ ହେ ମୋର ପ୍ରିୟ ଗୋବିନ୍ଦ! ଇଶ୍ଵର ସ୍ଵୟଂ ହିଁ ନିଜ ଭକ୍ତି କରାଇଥାନ୍ତି ଆଉ ନିଜ ଭକ୍ତଙ୍କ ମନୋକମନା ପୁରା କରନ୍ତି।
ਆਪੇ ਜਲਿ ਥਲਿ ਵਰਤਦਾ ਮੇਰੇ ਗੋਵਿਦਾ ਰਵਿ ਰਹਿਆ ਨਹੀ ਦੂਰੀ ਜੀਉ ॥ ହେ ମୋର ପ୍ରିୟ ଗୋବିନ୍ଦ! ହରି ଜଳ ସ୍ଥଳ ସର୍ବତ୍ର ବିଦ୍ୟମାନ ଅଟନ୍ତି, ସେ ସର୍ବବ୍ୟାପକ ଆଉ ଦୂରରେ ରହନ୍ତି ନାହିଁ।
ਹਰਿ ਅੰਤਰਿ ਬਾਹਰਿ ਆਪਿ ਹੈ ਮੇਰੇ ਗੋਵਿਦਾ ਹਰਿ ਆਪਿ ਰਹਿਆ ਭਰਪੂਰੀ ਜੀਉ ॥ ହେ ମୋର ପ୍ରିୟ ଗୋବିନ୍ଦ! ଭିତରେ ଏବଂ ବାହାରେ ପ୍ରଭୁ ସ୍ଵୟଂ ହିଁ ବିଦ୍ୟମାନ ଅଟନ୍ତି, ଇଶ୍ଵର ସ୍ଵୟଂ ହିଁ ସମସ୍ତ ସ୍ଥାନରେ ପରିପୂର୍ଣ୍ଣ ରହିଛନ୍ତି।
ਹਰਿ ਆਤਮ ਰਾਮੁ ਪਸਾਰਿਆ ਮੇਰੇ ਗੋਵਿੰਦਾ ਹਰਿ ਵੇਖੈ ਆਪਿ ਹਦੂਰੀ ਜੀਉ ॥੩॥ ହେ ମୋର ପ୍ରିୟ ଗୋବିନ୍ଦ! ରାମ ସ୍ଵୟଂ ହିଁ ଏହି ଜଗତର ପ୍ରସାର କରିଛନ୍ତି, ପ୍ରଭୁ ସ୍ଵୟଂ ହିଁ ନିକଟରୁ ସମସ୍ତଙ୍କୁ ଦେଖନ୍ତୁ।॥3॥
ਹਰਿ ਅੰਤਰਿ ਵਾਜਾ ਪਉਣੁ ਹੈ ਮੇਰੇ ਗੋਵਿੰਦਾ ਹਰਿ ਆਪਿ ਵਜਾਏ ਤਿਉ ਵਾਜੈ ਜੀਉ ॥ ହେ ମୋର ପ୍ରିୟ ଗୋବିନ୍ଦ! ପ୍ରାଣିର ଭିତରେ ପବନର ନାଦ ବାଜୁଅଛି, ଯେପରି ଇଶ୍ଵର ସ୍ଵୟଂ ହିଁ ତାହାକୁ ବଜାଇଥାନ୍ତି, ସେପରି ତାହା ବାଜିଥାଏ।
ਹਰਿ ਅੰਤਰਿ ਨਾਮੁ ਨਿਧਾਨੁ ਹੈ ਮੇਰੇ ਗੋਵਿੰਦਾ ਗੁਰ ਸਬਦੀ ਹਰਿ ਪ੍ਰਭੁ ਗਾਜੈ ਜੀਉ ॥ ହେ ମୋର ପ୍ରିୟ ଗୋବିନ୍ଦ! ଆମ ଜୀବଙ୍କ ଅନ୍ତଃ ମନରେ ନାମ ରୂପୀ ଖଜଣା ଅଛି, ଗୁରୁଙ୍କ ଉପଦେଶ ଦ୍ଵାରା ହରି-ପ୍ରଭୁ ପ୍ରକଟ ହୋଇଯାନ୍ତି।
ਆਪੇ ਸਰਣਿ ਪਵਾਇਦਾ ਮੇਰੇ ਗੋਵਿੰਦਾ ਹਰਿ ਭਗਤ ਜਨਾ ਰਾਖੁ ਲਾਜੈ ਜੀਉ ॥ ହେ ମୋର ପ୍ରିୟ ଗୋବିନ୍ଦ! ଇଶ୍ଵର ସ୍ଵୟଂ ହିଁ ମନୁଷ୍ୟକୁ ନିଜ ଶରଣାଗତରେ ପ୍ରବେଶ କରାନ୍ତି ଆଉ ଭକ୍ତଙ୍କ ଲଜ୍ଜା ରଖିଥାନ୍ତି।


© 2025 SGGS ONLINE
error: Content is protected !!
Scroll to Top