Guru Granth Sahib Translation Project

guru granth sahib odia page-1278

Page 1278

ਗੁਰ ਕੈ ਸਬਦਿ ਰਹਿਆ ਭਰਪੂਰਿ ॥੭॥ ଗୁରୁଙ୍କ ଉପଦେଶ ଦ୍ଵାରା ପ୍ରଭୁ ଭକ୍ତିରେ ଲୀନ ରହିଥାଏ||7||
ਆਪੇ ਬਖਸੇ ਦੇਇ ਪਿਆਰੁ ॥ ପ୍ରଭୁ କୃପା କରିଥାନ୍ତି, ନିଜ ପ୍ରେମ ପ୍ରଦାନ କରିଥାନ୍ତି।
ਹਉਮੈ ਰੋਗੁ ਵਡਾ ਸੰਸਾਰਿ ॥ ସଂସାରରେ ଅଭିମାନ ବହୁତ ବଡ ରୋଗ ଅଟେ ଏବଂ
ਗੁਰ ਕਿਰਪਾ ਤੇ ਏਹੁ ਰੋਗੁ ਜਾਇ ॥ ଗୁରୁଙ୍କ କୃପାରୁ ହିଁ ଏହି ରୋଗ ଦୂର ହୋଇଥାଏ।
ਨਾਨਕ ਸਾਚੇ ਸਾਚਿ ਸਮਾਇ ॥੮॥੧॥੩॥੫॥੮॥ ହେ ନାନକ! ଜୀବ ସତ୍ୟଶୀଳ ବନି ସତ୍ୟରେ ଲୀନ ରହିଥାଏ||8||1||3||5||8||
ਰਾਗੁ ਮਲਾਰ ਛੰਤ ਮਹਲਾ ੫ ॥ ରାଗ ମଲାର ଛନ୍ତ ମହଲା 5 ॥
ੴ ਸਤਿਗੁਰ ਪ੍ਰਸਾਦਿ ॥ ଈଶ୍ଵର ଏକ ଅଟନ୍ତି, ଯାହାଙ୍କୁ ସଦଗୁରୁଙ୍କ କୃପାରୁ ପ୍ରାପ୍ତ କରାଯାଇ ପାରେ।
ਪ੍ਰੀਤਮ ਪ੍ਰੇਮ ਭਗਤਿ ਕੇ ਦਾਤੇ ॥ ପ୍ରେମ ଓ ଭକ୍ତିର ଦାତା ଈଶ୍ଵର
ਅਪਨੇ ਜਨ ਸੰਗਿ ਰਾਤੇ ॥ ନିଜ ନିଜ ଭକ୍ତ ଠାରେ ଲୀନ ରହିଥାନ୍ତି।
ਜਨ ਸੰਗਿ ਰਾਤੇ ਦਿਨਸੁ ਰਾਤੇ ਇਕ ਨਿਮਖ ਮਨਹੁ ਨ ਵੀਸਰੈ ॥ ସେ ଦିନରାତି ଭକ୍ତର ଅନୁରାଗରେ ରତ ରହିଥାଏ ଏବଂ ଏକ କ୍ଷଣ ପାଇଁ ମଧ୍ୟ ମନରୁ ଭୁଲି ହୁଅନ୍ତି ନାହିଁ।
ਗੋਪਾਲ ਗੁਣ ਨਿਧਿ ਸਦਾ ਸੰਗੇ ਸਰਬ ਗੁਣ ਜਗਦੀਸਰੈ ॥ ସେ ସଂସାରର ପାଳକ ଅଟନ୍ତି, ସେହି ଗୁଣର ଭଣ୍ଡାର ସର୍ବଦା ସାଥିରେ ରହିଥାନ୍ତି, ସେହି ଜଗଦୀଶ୍ଵର ସର୍ବ
ਮਨੁ ਮੋਹਿ ਲੀਨਾ ਚਰਨ ਸੰਗੇ ਨਾਮ ਰਸਿ ਜਨ ਮਾਤੇ ॥ ତାହାଙ୍କ ଚରଣର ସଙ୍ଗତ ମନ ମୋହି ନେଇଛି, ଭକ୍ତ ହରିନାମ ରସରେ ମସ୍ତ ରହିଥାଏ।
ਨਾਨਕ ਪ੍ਰੀਤਮ ਕ੍ਰਿਪਾਲ ਸਦਹੂੰ ਕਿਨੈ ਕੋਟਿ ਮਧੇ ਜਾਤੇ ॥੧॥ ହେ ନାନକ! ସେହି ଅରିୟତମ ପ୍ରଭୁ କୃପାର ଘର ଅଟନ୍ତି, କୋଟି କୋଟି ମଧ୍ୟରେ କେହି ବିରଳ ହିଁ ତାହାଙ୍କ ମହିମାକୁ ଜାଣିଥାଏ||1||
ਪ੍ਰੀਤਮ ਤੇਰੀ ਗਤਿ ਅਗਮ ਅਪਾਰੇ ॥ ହେ ପ୍ରିୟତମ ପ୍ରଭୁ! ତୋର ମହିମା ଅଗମ୍ୟ ଅପାର ଅଟେ,
ਮਹਾ ਪਤਿਤ ਤੁਮ੍ਹ੍ਹ ਤਾਰੇ ॥ ମହା ପତିତ ଜୀବକୁ ମଧ୍ୟ ତୁ ସଂସାର-ସାଗରରୁ ପାର କରାଇ ଦେଇଛୁ।
ਪਤਿਤ ਪਾਵਨ ਭਗਤਿ ਵਛਲ ਕ੍ਰਿਪਾ ਸਿੰਧੁ ਸੁਆਮੀਆ ॥ ହେ ସ୍ଵାମୀ! ତୁ ପାପୀକୁ ପବିତ୍ର କରିବା ବାଲା ଅଟୁ, ଭକ୍ତ ସହିତ ପ୍ରେମ କରିବା ବାଲା ଏବଂ କୃପାର ସମୁଦ୍ର ଅଟୁ।
ਸੰਤਸੰਗੇ ਭਜੁ ਨਿਸੰਗੇ ਰਂਉ ਸਦਾ ਅੰਤਰਜਾਮੀਆ ॥ ହେ ଅନ୍ତର୍ଯାମୀ! ସନ୍ଥ-ପୁରୁଷଙ୍କ ସଙ୍ଗତରେ ନିଃସଙ୍କୋଚରେ ତୋର ଭଜନରେ ଲୀନ ରହିଥାଏ।
ਕੋਟਿ ਜਨਮ ਭ੍ਰਮੰਤ ਜੋਨੀ ਤੇ ਨਾਮ ਸਿਮਰਤ ਤਾਰੇ ॥ ଯିଏ କୋଟି କୋଟି ଜନ୍ମରେ ଯୋନିରେ ପଥଭ୍ରଷ୍ଟ ରହିଥିଲା, ନାମ-ସ୍ମରଣ କରି ସେ ମଧ୍ୟ ମୁକ୍ତ ହୋଇଗଲା।
ਨਾਨਕ ਦਰਸ ਪਿਆਸ ਹਰਿ ਜੀਉ ਆਪਿ ਲੇਹੁ ਸਮ੍ਹ੍ਹਾਰੇ ॥੨॥ ନାନକ ବିନତି କରନ୍ତି ଯେ ହେ ଶ୍ରୀହରି! ତୋର ଦର୍ଶନର ତୀବ୍ର ଲାଳସା ଅଛି, ସ୍ଵୟଂ ହିଁ ସମ୍ଭାଳି ରଖ||2||
ਹਰਿ ਚਰਨ ਕਮਲ ਮਨੁ ਲੀਨਾ ॥ ମୋର ମନ ପରମାତ୍ମାଙ୍କ ଚରଣ କମଳରେ ଲୀନ ରହିଛି।
ਪ੍ਰਭ ਜਲ ਜਨ ਤੇਰੇ ਮੀਨਾ ॥ ହେ ପ୍ରଭୁ! ତୁ ଜଳ ଭଳି ଅଟୁ ଏବଂ ଭକ୍ତ ତୋର ମାଛ ଅଟେ।
ਜਲ ਮੀਨ ਪ੍ਰਭ ਜੀਉ ਏਕ ਤੂਹੈ ਭਿੰਨ ਆਨ ਨ ਜਾਨੀਐ ॥ ଜଳ ଏବଂ ମାଛ ତୁ ହିଁ ଅଟୁ, ତାହାକୁ ଅଲଗା ମାନା ଯାଇ ପାରିବ ନାହିଁ।
ਗਹਿ ਭੁਜਾ ਲੇਵਹੁ ਨਾਮੁ ਦੇਵਹੁ ਤਉ ਪ੍ਰਸਾਦੀ ਮਾਨੀਐ ॥ ଆମର ବାହୁ ଧରି ନାମ ପ୍ରଦାନ କର, ତାହାହେଲେ ହିଁ ତୋର କୃପା ମାନିବା।
ਭਜੁ ਸਾਧਸੰਗੇ ਏਕ ਰੰਗੇ ਕ੍ਰਿਪਾਲ ਗੋਬਿਦ ਦੀਨਾ ॥ ସାଧୁଙ୍କ ସଙ୍ଗତରେ ଏକାଗ୍ରଚିତ୍ତ ହୋଇ କୃପାଳୁ ପରମେଶ୍ଵରଙ୍କ ଭଜନ କର,
ਅਨਾਥ ਨੀਚ ਸਰਣਾਇ ਨਾਨਕ ਕਰਿ ਮਇਆ ਅਪੁਨਾ ਕੀਨਾ ॥੩॥ ନାନକଙ୍କ ବିନତି ଯେ ହେ ପରମ ପିତା! ଆମେ ଅନାଥ ଓ ଦୀନ, ତୋର ଶରଣରେ ଆସିଛୁ, ଦୟା କରି ନିଜର ବନାଇ ନିଅ||3||
ਆਪਸ ਕਉ ਆਪੁ ਮਿਲਾਇਆ ॥ ଈଶ୍ଵର ନିଜକୁ ନିଜ ସହିତ ମିଳାଇ ଥାଆନ୍ତି ଏବଂ
ਭ੍ਰਮ ਭੰਜਨ ਹਰਿ ਰਾਇਆ ॥ ସେହି ହରି-ପ୍ରଭୁ ସବୁ ଭ୍ରମ ନାଶ କରିବା ବାଲା ଅଟନ୍ତି।
ਆਚਰਜ ਸੁਆਮੀ ਅੰਤਰਜਾਮੀ ਮਿਲੇ ਗੁਣ ਨਿਧਿ ਪਿਆਰਿਆ ॥ ସେହି ସ୍ଵାମୀଙ୍କ ଲୀଳା ଅଦ୍ଭୁତ ଅଟେ, ସେ ଅନ୍ତର୍ଯାମୀ, ଗୁଣର ଭଣ୍ଡାର, ପ୍ରିୟତମ ନିଜ କୃପା ଦ୍ଵାରା ହିଁ ମିଳାଇ ଥାଆନ୍ତି।
ਮਹਾ ਮੰਗਲ ਸੂਖ ਉਪਜੇ ਗੋਬਿੰਦ ਗੁਣ ਨਿਤ ਸਾਰਿਆ ॥ ହେ ପରମେଶ୍ଵର! ନିତ୍ୟ ତୋର ଗୁଣଗାନ କରିବା ଦ୍ଵାରା ମହାମଙ୍ଗଳ ଏବଂ ସୁଖ ଉତ୍ପନ୍ନ ହୋଇଥାଏ।
ਮਿਲਿ ਸੰਗਿ ਸੋਹੇ ਦੇਖਿ ਮੋਹੇ ਪੁਰਬਿ ਲਿਖਿਆ ਪਾਇਆ ॥ ତୋ' ସହିତ ମିଳନ କରି ହିଁ ଜୀବ ଶୋଭା ଦେଇଥାଏ, ତୋର ଦର୍ଶନ ମନକୁ ମୋହି ନେଇଥାଏ ଏବଂ ଉତ୍ତମ ଭାଗ୍ୟରୁ ହିଁ ପ୍ରାପ୍ତ ହୋଇଥାଏ।
ਬਿਨਵੰਤਿ ਨਾਨਕ ਸਰਨਿ ਤਿਨ ਕੀ ਜਿਨ੍ਹ੍ਹੀ ਹਰਿ ਹਰਿ ਧਿਆਇਆ ॥੪॥੧॥ ନାନକ ବିନତି କରନ୍ତି ଯେ ଆମେ ତାହାଙ୍କ ଶରଣ ଚାହିଁ ଥାଉ, ଯିଏ ପରମାତ୍ମାଙ୍କ ଧ୍ୟାନ କରିଛି||4||1||
ਵਾਰ ਮਲਾਰ ਕੀ ਮਹਲਾ ੧ ਰਾਣੇ ਕੈਲਾਸ ਤਥਾ ਮਾਲਦੇ ਕੀ ਧੁਨਿ ॥ ୱାର ମଲାର ମହଲା 1 ରାଣେ କୈଳାସ ତଥା ମାଲଦେ ଧ୍ୱନି॥
ੴ ਸਤਿਗੁਰ ਪ੍ਰਸਾਦਿ ॥ ଈଶ୍ଵର ଏକ ଅଟନ୍ତି, ଯାହାଙ୍କୁ ସଦଗୁରୁଙ୍କ କୃପାରୁ ପ୍ରାପ୍ତ କରାଯାଇ ପାରେ।
ਸਲੋਕ ਮਹਲਾ ੩ ॥ ଶ୍ଳୋକ ମଲାର 3॥
ਗੁਰਿ ਮਿਲਿਐ ਮਨੁ ਰਹਸੀਐ ਜਿਉ ਵੁਠੈ ਧਰਣਿ ਸੀਗਾਰੁ ॥ ଗୁରୁଙ୍କ ସହିତ ମିଶି ମନ ଏପରି ପ୍ରସନ୍ନ ହୋଇଥାଏ, ଯେପରି ବର୍ଷା ହେବା ଦ୍ଵାରା ଧରିତ୍ରୀରେ ହୋଇଥାଏ।
ਸਭ ਦਿਸੈ ਹਰੀਆਵਲੀ ਸਰ ਭਰੇ ਸੁਭਰ ਤਾਲ ॥ ପ୍ରତି ସ୍ଥାନରେ ସବୁଜିମା ଦେଖା ଯାଉଛି ଏବଂ ସରୋବର ଜଳରେ ଭରି ଉଠୁଛି।
ਅੰਦਰੁ ਰਚੈ ਸਚ ਰੰਗਿ ਜਿਉ ਮੰਜੀਠੈ ਲਾਲੁ ॥ ଅନ୍ତର୍ମନରେ ପ୍ରଭୁଙ୍କ ରଙ୍ଗରେ ଲୀନ ହୋଇ ମଞ୍ଜୁଆତି ଭଳି ଲାଲ ହୋଇଯାଏ।
ਕਮਲੁ ਵਿਗਸੈ ਸਚੁ ਮਨਿ ਗੁਰ ਕੈ ਸਬਦਿ ਨਿਹਾਲੁ ॥ ସତ୍ୟରେ ମନ ପଦ୍ମ ଫୁଲ ଭଳି ଫୁଟିଥାଏ ଆଉ ଗୁରୁଙ୍କ ଉପଦେଶ ଦ୍ଵାରା ପ୍ରସନ୍ନ ହୋଇଥାଏ।
error: Content is protected !!
Scroll to Top