Guru Granth Sahib Translation Project

guru granth sahib odia page-1070

Page 1070

ਗੁਰਮੁਖਿ ਨਾਮਿ ਸਮਾਇ ਸਮਾਵੈ ਨਾਨਕ ਨਾਮੁ ਧਿਆਈ ਹੇ ॥੧੨॥ ଗୁରୁମୁଖୀ ନାମରେ ଲୀନ ରହି ପରମାତ୍ମାଙ୍କ ଠାରେ ହିଁ ବିଲୀନ ହୋଇଯାଏ, ହେ ନାନକ! ସେ ପରମାତ୍ମାଙ୍କ ନାମର ହିଁ ମନନ କରିଥାଏ||12||
ਭਗਤਾ ਮੁਖਿ ਅੰਮ੍ਰਿਤ ਹੈ ਬਾਣੀ ॥ ଭକ୍ତର ମୁଖରେ ସବୁ ସମୟରେ ଅମୃତ-ବାଣୀ ହିଁ ରହିଥାଏ,
ਗੁਰਮੁਖਿ ਹਰਿ ਨਾਮੁ ਆਖਿ ਵਖਾਣੀ ॥ ଗୁରୁ ନିଜର ମୁଖାରବିନ୍ଦରେ ହରିନାମ କହି ଶୁଣାଇ ଅଛନ୍ତି।
ਹਰਿ ਹਰਿ ਕਰਤ ਸਦਾ ਮਨੁ ਬਿਗਸੈ ਹਰਿ ਚਰਣੀ ਮਨੁ ਲਾਈ ਹੇ ॥੧੩॥ ପରମାତ୍ମାଙ୍କ ନାମ ଜପିବା ଦ୍ଵାରା ମନ ସଦା ଖୁସି ରହିଥାଏ, ଏଣୁ ପରମାତ୍ମାଙ୍କ ଚରଣରେ ମନ ଲଗାଇଥାଏ||13||
ਹਮ ਮੂਰਖ ਅਗਿਆਨ ਗਿਆਨੁ ਕਿਛੁ ਨਾਹੀ ॥ ଆମେ ମୂର୍ଖ ଓ ଅଜ୍ଞାନ ଅଟୁ।
ਸਤਿਗੁਰ ਤੇ ਸਮਝ ਪੜੀ ਮਨ ਮਾਹੀ ॥ ଏବଂ ସଦଗୁରୁଙ୍କ ଠାରୁ ମନ ବୁଝି ପାରିଛି।
ਹੋਹੁ ਦਇਆਲੁ ਕ੍ਰਿਪਾ ਕਰਿ ਹਰਿ ਜੀਉ ਸਤਿਗੁਰ ਕੀ ਸੇਵਾ ਲਾਈ ਹੇ ॥੧੪॥ ହେ ପ୍ରଭୁ! ଦୟାଳୁ ହୁଅ ଆଉ କୃପା କରି ସଦଗୁରୁଙ୍କ ସେବାରେ ଲଗାଇ ରଖ||14||
ਜਿਨਿ ਸਤਿਗੁਰੁ ਜਾਤਾ ਤਿਨਿ ਏਕੁ ਪਛਾਤਾ ॥ ଯିଏ ସଦଗୁରୁଙ୍କୁ ଜାଣି ନେଇଥାଏ, ସେ ଏକ ପରମେଶ୍ଵରଙ୍କୁ ମଧ୍ୟ ଜାଣି ନେଇଥାଏ।
ਸਰਬੇ ਰਵਿ ਰਹਿਆ ਸੁਖਦਾਤਾ ॥ ଜୀବକୁ ସୁଖ ଦେବା ବାଲା ପରମେଶ୍ଵର ସର୍ବବ୍ୟାପକଅଟନ୍ତି।
ਆਤਮੁ ਚੀਨਿ ਪਰਮ ਪਦੁ ਪਾਇਆ ਸੇਵਾ ਸੁਰਤਿ ਸਮਾਈ ਹੇ ॥੧੫॥ ଯେଉଁ ଜୀବ ନିଜର ଆତ୍ମ-ଜ୍ୟୋତିକୁ ଜାଣି ପାରି ପରମ-ପଦ ପ୍ରାପ୍ତ କରିଛି, ତାହାର ସୁରତି ପ୍ରଭୁ-ସେବାରେ ହିଁ ଲୀନ ରହିଥାଏ||15||
ਜਿਨ ਕਉ ਆਦਿ ਮਿਲੀ ਵਡਿਆਈ ॥ ଯାହାକୁ ପ୍ରାରମ୍ଭରୁ ହିଁ ବଡିମା ମିଳିଥାଏ,
ਸਤਿਗੁਰੁ ਮਨਿ ਵਸਿਆ ਲਿਵ ਲਾਈ ॥ ସଦଗୁରୁ ତାହାର ମନରେ ବାସ କରିଥାନ୍ତି ଏବଂ ତାହାର ଲଗ୍ନ ସେଥିରେ ହିଁ ଲାଗି ରହିଥାଏ।
ਆਪਿ ਮਿਲਿਆ ਜਗਜੀਵਨੁ ਦਾਤਾ ਨਾਨਕ ਅੰਕਿ ਸਮਾਈ ਹੇ ॥੧੬॥੧॥ ହେ ନାନକ! ସଂସାରକୁ ଜୀବନ ଦେବା ବାଲା ନିରଙ୍କାର ପ୍ରଭୁ ସ୍ଵୟଂ ହିଁ ତାହାକୁ ମିଲିଛନ୍ତି ଏବଂ ସେ ତାହାଙ୍କ ଚରଣରେ ଲୀନ ରହିଥାଏ||16||1||
ਮਾਰੂ ਮਹਲਾ ੪ ॥ ମାରୁ ମହଲା 4॥
ਹਰਿ ਅਗਮ ਅਗੋਚਰੁ ਸਦਾ ਅਬਿਨਾਸੀ ॥ ମନ-ବାଣୀରୁ ଉର୍ଦ୍ଧ୍ଵରେ ରହି ପରମେଶ୍ଵର ସଦା ଅନଶ୍ଵର ଅଟନ୍ତି,
ਸਰਬੇ ਰਵਿ ਰਹਿਆ ਘਟ ਵਾਸੀ ॥ ସର୍ବବ୍ୟାପ୍ତ ସବୁଠାରେ ରମଣ କରୁଛନ୍ତି।
ਤਿਸੁ ਬਿਨੁ ਅਵਰੁ ਨ ਕੋਈ ਦਾਤਾ ਹਰਿ ਤਿਸਹਿ ਸਰੇਵਹੁ ਪ੍ਰਾਣੀ ਹੇ ॥੧॥ ତାହାଙ୍କ ଅତିରିକ୍ତ ଅନ୍ୟ କେହି ମଧ୍ୟ ଦେବା ବାଲା ନାହାନ୍ତି, ହେ ପ୍ରାଣୀ! ଏପରି ପ୍ରଭୁଙ୍କ ଉପାସନାକର||1||
ਜਾ ਕਉ ਰਾਖੈ ਹਰਿ ਰਾਖਣਹਾਰਾ ॥ ਤਾ ਕਉ ਕੋਇ ਨ ਸਾਕਸਿ ਮਾਰਾ ॥ ଈଶ୍ଵର ସଂପୂର୍ଣ୍ଣ ସଂସାରର ରକ୍ଷାକାରୀ ଅଟନ୍ତି, ଏଣୁ ଯାହାର ମଧ୍ୟ ରକ୍ଷା କରିଥାନ୍ତି, ତାହାକୁ କମାରିପାରିବ ନାହିଁ||1||
ਸੋ ਐਸਾ ਹਰਿ ਸੇਵਹੁ ਸੰਤਹੁ ਜਾ ਕੀ ਊਤਮ ਬਾਣੀ ਹੇ ॥੨॥ ହେ ଭକ୍ତଜନ! ଏପରି ଈଶ୍ଵରଙ୍କ ଅର୍ଚ୍ଚନା କର, ଯାହାଙ୍କ ବାଣୀ ସବୁଠାରୁ ଉତ୍ତମ ଅଟେ||2||
ਜਾ ਜਾਪੈ ਕਿਛੁ ਕਿਥਾਊ ਨਾਹੀ ॥ ଯେଉଁଠି ଜଣା ଯାଇଥାଏ ଯେ କୌଣସି ସ୍ଥାନରେ କିଛି ମଧ୍ୟ ନାହିଁ,
ਤਾ ਕਰਤਾ ਭਰਪੂਰਿ ਸਮਾਹੀ ॥ ସେଠାରେ ଈଶ୍ଵର ସର୍ବବ୍ୟାପୀ ଅଟନ୍ତି।
ਸੂਕੇ ਤੇ ਫੁਨਿ ਹਰਿਆ ਕੀਤੋਨੁ ਹਰਿ ਧਿਆਵਹੁ ਚੋਜ ਵਿਡਾਣੀ ਹੇ ॥੩॥ ଯିଏ ଶୁଷ୍କତାରେ ମଧ୍ୟ ସବୁଜିମା ଭରି ଦେଇଥାନ୍ତି, ତାହାଙ୍କ ଲୀଳା ବଡ ଅଦ୍ଭୁତ ଅଟେ, ସେପରମେଶ୍ଵରଙ୍କ ଭଜନ କର||3||
ਜੋ ਜੀਆ ਕੀ ਵੇਦਨ ਜਾਣੈ ॥ ଯିଏ ସବୁ ଜୀବଙ୍କ ଦୁଃଖ-ଯନ୍ତ୍ରଣା ଜାଣିଥାନ୍ତି,
ਤਿਸੁ ਸਾਹਿਬ ਕੈ ਹਉ ਕੁਰਬਾਣੈ ॥ ମୁଁ ସେହି ମାଲିକଙ୍କ ପ୍ରତି ସମର୍ପିତ ଯାଇଥାଏ।
ਤਿਸੁ ਆਗੈ ਜਨ ਕਰਿ ਬੇਨੰਤੀ ਜੋ ਸਰਬ ਸੁਖਾ ਕਾ ਦਾਣੀ ਹੇ ॥੪॥ ହେ ଭକ୍ତଜନ! ତାହାଙ୍କ ସମ୍ମୁଖରେ ହିଁ ବିନତି କର ଯିଏ ସର୍ବ ସୁଖର ଦଅଟନ୍ତି||4||
ਜੋ ਜੀਐ ਕੀ ਸਾਰ ਨ ਜਾਣੈ ॥ ଯିଏ ହୃଦୟର ଭାବନା ବୁଝି ପାରେନାହିଁ,
ਤਿਸੁ ਸਿਉ ਕਿਛੁ ਨ ਕਹੀਐ ਅਜਾਣੈ ॥ ସେହି ଅବୁଝା ମନୁଷ୍ୟକୁ କିଛି ମଧ୍ୟ କହିବା ଉଚିତନୁହେଁ।
ਮੂਰਖ ਸਿਉ ਨਹ ਲੂਝੁ ਪਰਾਣੀ ਹਰਿ ਜਪੀਐ ਪਦੁ ਨਿਰਬਾਣੀ ਹੇ ॥੫॥ ହେ ପ୍ରାଣୀ! ମୂର୍ଖ ମନୁଷ୍ୟ ସହିତ କେବେ ଝଗଡା କର ନାହିଁ, ଏଣୁ ଭଗବାନଙ୍କ ଜପ କରିବା ଉଚିତ, ଯାହାଦ୍ୱାରା ନିର୍ବାଣ ପଦ ମିଳିଥାଏ||5||
ਨਾ ਕਰਿ ਚਿੰਤ ਚਿੰਤਾ ਹੈ ਕਰਤੇ ॥ ହେ ମାନବ! କୌଣସି କଥାର ଚିନ୍ତା କର ନାହିଁ, କାରଣ ସବୁଙ୍କ ଚିନ୍ତା ପରମାତ୍ମାଙ୍କ ଠାରେ ଥାଏ।
ਹਰਿ ਦੇਵੈ ਜਲਿ ਥਲਿ ਜੰਤਾ ਸਭਤੈ ॥ ସେ ସବୁ ଜୀବଙ୍କୁ ଆହାର ଦେଇଥାନ୍ତି।
ਅਚਿੰਤ ਦਾਨੁ ਦੇਇ ਪ੍ਰਭੁ ਮੇਰਾ ਵਿਚਿ ਪਾਥਰ ਕੀਟ ਪਖਾਣੀ ਹੇ ॥੬॥ ମୋର ପ୍ରଭୁ ପଥରର ଚଟାଣରେ ରହୁଥିବା କୀଟକୁ ମଧ୍ୟ ଦାନ ଦେଇଥାନ୍ତି||6||
ਨਾ ਕਰਿ ਆਸ ਮੀਤ ਸੁਤ ਭਾਈ ॥ ନିଜ ମିତ୍ର, ପୁତ୍ର ଏବଂ ଭାଇ ପାଖରେ ମଧ୍ୟ କୌଣସି ଆଶା ରଖ ନାହିଁ ଏବଂ
ਨਾ ਕਰਿ ਆਸ ਕਿਸੈ ਸਾਹ ਬਿਉਹਾਰ ਕੀ ਪਰਾਈ ॥ ନା କୌଣସି ସାହୁକାର, ନା କେହି ବ୍ୟାପାରୀ ଉପରେ ଆଶା ରଖ।
ਬਿਨੁ ਹਰਿ ਨਾਵੈ ਕੋ ਬੇਲੀ ਨਾਹੀ ਹਰਿ ਜਪੀਐ ਸਾਰੰਗਪਾਣੀ ਹੇ ॥੭॥ ପରମାତ୍ମାଙ୍କ ନାମ ବିନା କେହି ମଧ୍ୟ ତୋହର ସଚ୍ଚା ସାଥି ନୁହନ୍ତି, ତାହାଙ୍କ ନାମ ଜପିଉଚିତ||7||
ਅਨਦਿਨੁ ਨਾਮੁ ਜਪਹੁ ਬਨਵਾਰੀ ॥ ପ୍ରତିଦିନ ପରମାତ୍ମାଙ୍କ ନାମ ଜପ କର;
ਸਭ ਆਸਾ ਮਨਸਾ ਪੂਰੈ ਥਾਰੀ ॥ ସେ ତୋର ସବୁ ଆଶା ଓ ମନୋରଥ ପୁରା କରିଦେବେ।
ਜਨ ਨਾਨਕ ਨਾਮੁ ਜਪਹੁ ਭਵ ਖੰਡਨੁ ਸੁਖਿ ਸਹਜੇ ਰੈਣਿ ਵਿਹਾਣੀ ਹੇ ॥੮॥ ହେ ନାନକ! ଜନ୍ମ-ମରଣର ଚକ୍ର ଦୂର କରିବା ବାଲା ପ୍ରଭୁଙ୍କ ନାମ ଜପ କର; ଏହାଦ୍ୱାରା ତୋର ଜୀବନ ରୂପୀ ରାତ୍ରି ସୁଖମୟ ଏବଂ ପରମାନନ୍ଦରେ ଅତିବାହିତ ହେବ||8||
ਜਿਨਿ ਹਰਿ ਸੇਵਿਆ ਤਿਨਿ ਸੁਖੁ ਪਾਇਆ ॥ ଯିଏ ମଧ୍ୟ ଈଶ୍ଵରଙ୍କ ଉପାସନା କରିଛି, ସେ ସୁଖ ପ୍ରାପ୍ତ କରିଛି ଏବଂ
ਸਹਜੇ ਹੀ ਹਰਿ ਨਾਮਿ ਸਮਾਇਆ ॥ ସେ ସ୍ଵାଭାବିକ ଅବସ୍ଥାରେ ପ୍ରଭୁ-ନାମରେ ବିଲୀନ ହୋଇ ଯାଇଛି।
ਜੋ ਸਰਣਿ ਪਰੈ ਤਿਸ ਕੀ ਪਤਿ ਰਾਖੈ ਜਾਇ ਪੂਛਹੁ ਵੇਦ ਪੁਰਾਣੀ ਹੇ ॥੯॥ ଯିଏ ମଧ୍ୟ ତାହାଙ୍କ ଶରଣରେ ପଡି ରହିଛି, ପ୍ରଭୁ ତାହାର ସମ୍ମାନ ରକ୍ଷା କରିଛନ୍ତି॥9॥
ਜਿਸੁ ਹਰਿ ਸੇਵਾ ਲਾਏ ਸੋਈ ਜਨੁ ਲਾਗੈ ॥ ଭଗବାନ ଯାହାକୁ ନିଜ ଆରାଧନାରେ ଲଗାଇ ଥାଆନ୍ତି, ସେହି ଭାଗ୍ୟବାନ ତାହାଙ୍କ ଆରାଧନାରେ ଲୀନ ରହିଥାଏ।
ਗੁਰ ਕੈ ਸਬਦਿ ਭਰਮ ਭਉ ਭਾਗੈ ॥ ଗୁରୁଙ୍କ ଉପଦେଶ ଦ୍ଵାରା ଭ୍ରମ ଓ ଭୟ ଦୂର ହୋଇଯାଏ।
ਵਿਚੇ ਗ੍ਰਿਹ ਸਦਾ ਰਹੈ ਉਦਾਸੀ ਜਿਉ ਕਮਲੁ ਰਹੈ ਵਿਚਿ ਪਾਣੀ ਹੇ ॥੧੦॥ ଯେପରି ପାଣିରେ କମଳ ଫୁଲ ନିର୍ଲିପ୍ତ ରହିଥାଏ, ସେପରି ହିଁ ମନୁଷ୍ୟ ଗୃହସ୍ଥରେ ସଦା ମାୟା ଠାରୁ ନିର୍ଲିପ୍ତ ରହିବା ଉଚିତ||10||
error: Content is protected !!
Scroll to Top