Guru Granth Sahib Translation Project

guru granth sahib odia page-852

Page 852

ਗੁਰਮੁਖਿ ਵੇਖਣੁ ਬੋਲਣਾ ਨਾਮੁ ਜਪਤ ਸੁਖੁ ਪਾਇਆ ॥ ଗୁରୁମୁଖୀ ସତ୍ୟକୁ ହିଁ ଦେଖିଥାଏ, ସତ୍ୟ ହିଁ ବୋଲିଥାଏ ଏବଂ ନାମ ଜପ କରି ସୁଖ ପ୍ରାପ୍ତ କରିଥାଏ।
ਨਾਨਕ ਗੁਰਮੁਖਿ ਗਿਆਨੁ ਪ੍ਰਗਾਸਿਆ ਤਿਮਰ ਅਗਿਆਨੁ ਅੰਧੇਰੁ ਚੁਕਾਇਆ ॥੨॥ ହେ ନାନକ! ଗୁରୁମୁଖୀର ମନରେ ଜ୍ଞାନର ପ୍ରକାଶ ହୋଇ ଯାଇଛି ଏବଂ ଅଜ୍ଞାନ ରୂପୀ ଘୋର ଅନ୍ଧକାର ଦୂର ହୋଇ ଯାଇଛି॥2॥
ਮਃ ੩ ॥ ମହଲା 3॥
ਮਨਮੁਖ ਮੈਲੇ ਮਰਹਿ ਗਵਾਰ ॥ ମନମୁଖୀ ଜୀବ ମନରେ ମଇଳା ରହିଥାଏ ଏବଂ ଏପରି ମୂର୍ଖ ମୃତ ସମାନ ଅଟେ।
ਗੁਰਮੁਖਿ ਨਿਰਮਲ ਹਰਿ ਰਾਖਿਆ ਉਰ ਧਾਰਿ ॥ କିନ୍ତୁ ଗୁରୁମୁଖୀ ନିର୍ମଳ ଅଟେ ଏବଂ ସେ ଭଗବାନଙ୍କୁ ନିଜ ହୃଦୟରେ ସ୍ଥାପନ କରିଥାଏ।
ਭਨਤਿ ਨਾਨਕੁ ਸੁਣਹੁ ਜਨ ਭਾਈ ॥ ନାନକ କହନ୍ତି ଯେ ହେ ମୋର ଭାଇ, ଭକ୍ତଜନ! ଶୁଣ;
ਸਤਿਗੁਰੁ ਸੇਵਿਹੁ ਹਉਮੈ ਮਲੁ ਜਾਈ ॥ ସଦଗୁରୁଙ୍କ ସେବା କର, ଏହା ଦ୍ଵାରା ଅହଂତ୍ଵ ରୂପୀ ମଇଳା ଦୂର ହୋଇଯାଏ।
ਅੰਦਰਿ ਸੰਸਾ ਦੂਖੁ ਵਿਆਪੇ ਸਿਰਿ ਧੰਧਾ ਨਿਤ ਮਾਰ ॥ ମନମୁଖୀର ମନରେ ସଂଶୟ ବନି ରହିଥାଏ, ଏଥିପାଇଁ ତାହାକୁ ଦୁଖ ହିଁ ପ୍ରଭାବିତ କରିଥାଏ ଏବଂ ଛନ୍ଦି ହୋଇ ରହିଥାଏ।
ਦੂਜੈ ਭਾਇ ਸੂਤੇ ਕਬਹੁ ਨ ਜਾਗਹਿ ਮਾਇਆ ਮੋਹ ਪਿਆਰ ॥ ଯେଉଁ ଜୀବ ଦୈତ୍ୟଭାବରେ ରହିଥାଏ, ସେ କେବେ ମଧ୍ୟ ଜାଗ୍ରତ ହୁଏନାହିଁ, ଏଣୁ ମୋହ-ମାୟା ସହିତ ତାହାର ପ୍ରେମ ବନି ରହିଥାଏ।
ਨਾਮੁ ਨ ਚੇਤਹਿ ਸਬਦੁ ਨ ਵੀਚਾਰਹਿ ਇਹੁ ਮਨਮੁਖ ਕਾ ਬੀਚਾਰ ॥ ମନମୁଖୀର ବିଚାର ଏହା ଯେ ନା ସେ ପରମାତ୍ମାଙ୍କ ନାମ ସ୍ମରଣ କରିଥାଏ ଆଉ ନା ଶବ୍ଦର ଚିନ୍ତନ କରିଥାଏ।
ਹਰਿ ਨਾਮੁ ਨ ਭਾਇਆ ਬਿਰਥਾ ਜਨਮੁ ਗਵਾਇਆ ਨਾਨਕ ਜਮੁ ਮਾਰਿ ਕਰੇ ਖੁਆਰ ॥੩॥ ତାହାକୁ ହରିଙ୍କ ନାମ କେବେ ମଧ୍ୟ ଭଲ ଲାଗେ ନାହିଁ ଏବଂ ସେ ନିଜର ଜନ୍ମ ବ୍ୟର୍ଥରେ ହିଁ ହରାଇ ଥାଏ, ହେ ନାନକ! ଏପରି ଜୀବକୁ ଯମ ମାରି ମାରି ଧ୍ଵଂସ କରିଥାଏ॥3॥
ਪਉੜੀ ॥ ପଉଡୀ॥
ਜਿਸ ਨੋ ਹਰਿ ਭਗਤਿ ਸਚੁ ਬਖਸੀਅਨੁ ਸੋ ਸਚਾ ਸਾਹੁ ॥ ସେ ହିଁ ସଚ୍ଚା ଶାହ ଅଟନ୍ତି, ଯାହାକୁ ଇଶ୍ଵର ଭକ୍ତି ଓ ସତ୍ୟର ଦାନ ଦେଇଥାନ୍ତି।
ਤਿਸ ਕੀ ਮੁਹਤਾਜੀ ਲੋਕੁ ਕਢਦਾ ਹੋਰਤੁ ਹਟਿ ਨ ਵਥੁ ਨ ਵੇਸਾਹੁ ॥ ସାରା ଦୁନିଆ ହିଁ ତାହାଙ୍କୁ ମାନି ଥାଏ ଏବଂ ଅନ୍ୟ କୌଣସି ଦୋକାନରେ ନାମ ରୂପୀ ବସ୍ତୁ ମିଳେନାହିଁ, ନା ଏହାର ବ୍ୟାପାର ହୋଇଥାଏ।
ਭਗਤ ਜਨਾ ਕਉ ਸਨਮੁਖੁ ਹੋਵੈ ਸੁ ਹਰਿ ਰਾਸਿ ਲਏ ਵੇਮੁਖ ਭਸੁ ਪਾਹੁ ॥ ଯେଉଁ ବ୍ୟକ୍ତି ଭକ୍ତଜନ୍ନ୍କ ସମ୍ମୁଖରେ ରହିଥାଏ, ତାହାକୁ ହରିନାମ ରୂପୀ ରାଶି ମିଳିଥାଏ, କିନ୍ତୁ ବିମୁଖ ଜୀବକୁ ଭସ୍ମ ହିଁ ପ୍ରାପ୍ତ ହୋଇଥାଏ।
ਹਰਿ ਕੇ ਨਾਮ ਕੇ ਵਾਪਾਰੀ ਹਰਿ ਭਗਤ ਹਹਿ ਜਮੁ ਜਾਗਾਤੀ ਤਿਨਾ ਨੇੜਿ ਨ ਜਾਹੁ ॥ ହରିଙ୍କ ଭକ୍ତ ହରିନାମର ବ୍ୟାପାରୀ ଅଟେ ଆଉ ଯମ ରୂପୀ ଦୂତ ତାହାଙ୍କ ନିକଟକୁ ଆସେ ନାହିଁ।
ਜਨ ਨਾਨਕਿ ਹਰਿ ਨਾਮ ਧਨੁ ਲਦਿਆ ਸਦਾ ਵੇਪਰਵਾਹੁ ॥੭॥ ଦାସ ନାନକ ମଧ୍ୟ ହରି-ନାମ ରୂପୀ ଧନ ଆଣିଛନ୍ତି, ଏଥିପାଇଁ ସ୍ଵେ ସର୍ବଦା ନିଶ୍ଚିନ୍ତ ଅଛନ୍ତି॥7॥
ਸਲੋਕ ਮਃ ੩ ॥ ଶ୍ଳୋକ ମହଲା 3 ॥
ਇਸੁ ਜੁਗ ਮਹਿ ਭਗਤੀ ਹਰਿ ਧਨੁ ਖਟਿਆ ਹੋਰੁ ਸਭੁ ਜਗਤੁ ਭਰਮਿ ਭੁਲਾਇਆ ॥ ଏହି ଯୁଗରେ ଭକ୍ତ ହିଁ ହରିଧନର ଲାଭ ପ୍ରାପ୍ତ କରିଛି ତଥା ଅନ୍ୟ ସମସ୍ତେ ଭ୍ରମରେ ଅଛନ୍ତି।
ਗੁਰ ਪਰਸਾਦੀ ਨਾਮੁ ਮਨਿ ਵਸਿਆ ਅਨਦਿਨੁ ਨਾਮੁ ਧਿਆਇਆ ॥ ଗୁରୁଙ୍କ କୃପାରୁ ଯାହାର ମନରେ ନାମ ସ୍ଥିତ ହୋଇ ଯାଇଛି, ସେ ରାତିଦିନ ନାମର ହିଁ ମନନ କରିଛି।
ਬਿਖਿਆ ਮਾਹਿ ਉਦਾਸ ਹੈ ਹਉਮੈ ਸਬਦਿ ਜਲਾਇਆ ॥ ସେ ବିଷ ରୂପୀ ମାୟାରୁ ନିର୍ଲିପ୍ତ ବନି ରହିଥାଏ ଏବଂ ଆଉ ଶବ୍ଦ ଦ୍ଵାରା ସେ ନିଜ ଅହଂକାରକୁ ଜଳାଇ ଦେଇଛି।
ਆਪਿ ਤਰਿਆ ਕੁਲ ਉਧਰੇ ਧੰਨੁ ਜਣੇਦੀ ਮਾਇਆ ॥ ସେ ସ୍ଵୟଂ ଭବସାଗରରୁ ପାର ହୋଇ ଯାଇଛି ଆଉ ତାହାର ସଂପୂର୍ଣ୍ଣ କୁଳ ମଧ୍ୟ ଉଦ୍ଧାର ହୋଇ ଯାଇଛି, ତାହାକୁ ଜନ୍ମ ଦେବା ବାଲା ମାତା ଧନ୍ୟ ଅଟେ।
ਸਦਾ ਸਹਜੁ ਸੁਖੁ ਮਨਿ ਵਸਿਆ ਸਚੇ ਸਿਉ ਲਿਵ ਲਾਇਆ ॥ ତାହାଙ୍କ ମନରେ ସ୍ଵାଭାବିକ ସୁଖ ରହିଥାଏ ଏବଂ ସତ୍ୟରେ ହିଁ ଲଗ୍ନ ଲଗାଇ ରଖିଥାଏ।
ਬ੍ਰਹਮਾ ਬਿਸਨੁ ਮਹਾਦੇਉ ਤ੍ਰੈ ਗੁਣ ਭੁਲੇ ਹਉਮੈ ਮੋਹੁ ਵਧਾਇਆ ॥ ତୃଦେବ ବ୍ରହ୍ମା, ବିଷ୍ଣୁ ଏବଂ ଶିବଶଙ୍କର ତଥା ରଜ ଗୁଣୀ ମନୁଷ୍ୟ, ତମ ଗୁଣୀ ଦୈତ୍ୟ ତଥା ସତ ଗୁଣୀ ଦେବତା ମଧ୍ୟ ଭ୍ରମରେ ରହିଛନ୍ତି ଏବଂ ସେ ନିଜ ଅହଂକାର ମାୟାର ମୋହ ବୃଦ୍ଧି କରିଛନ୍ତି।
ਪੰਡਿਤ ਪੜਿ ਪੜਿ ਮੋਨੀ ਭੁਲੇ ਦੂਜੈ ਭਾਇ ਚਿਤੁ ਲਾਇਆ ॥ ଧର୍ମ ଗ୍ରନ୍ଥକୁ ପଢି ପଣ୍ଡିତ ଏବଂ ମୌନଧାରୀ ମୁନି ମଧ୍ୟ ଭ୍ରମରେ ଅଛନ୍ତି ଏବଂ ସେ ଦୈତ୍ୟଭାବରେ ନିଜ ଚିତ୍ତ ଲଗାଇଛନ୍ତି।
ਜੋਗੀ ਜੰਗਮ ਸੰਨਿਆਸੀ ਭੁਲੇ ਵਿਣੁ ਗੁਰ ਤਤੁ ਨ ਪਾਇਆ ॥ ଯୋଗୀ, ଜଙ୍ଗମ ଏବଂ ସ୍ଵନ୍ନ୍ୟାସୀ ମଧ୍ୟ ପଥଭ୍ରଷ୍ଟ ହୋଇଛନ୍ତି ଏବଂ ଗୁରୁଙ୍କ ବିନା କାହାକୁ ମଧ୍ୟ ପରମ ତତ୍ତ୍ଵ ପ୍ରାପ୍ତ ହୋଇନାହିଁ।
ਮਨਮੁਖ ਦੁਖੀਏ ਸਦਾ ਭ੍ਰਮਿ ਭੁਲੇ ਤਿਨ੍ਹ੍ਹੀ ਬਿਰਥਾ ਜਨਮੁ ਗਵਾਇਆ ॥ ମନମୁଖୀ ଜୀବ ଭ୍ରମରେ ଫସି ଭ୍ରମରେ ଅଛି, ସର୍ବଦା ଦୁଃଖୀ ରହିଥାଏ ଏବଂ ସେ ନିଜ ଜନ୍ମ ବ୍ୟର୍ଥରେ ହରାଇ ଥାଏ।
ਨਾਨਕ ਨਾਮਿ ਰਤੇ ਸੇਈ ਜਨ ਸਮਧੇ ਜਿ ਆਪੇ ਬਖਸਿ ਮਿਲਾਇਆ ॥੧॥ ହେ ନାନକ! ନାମରେ ଲୀନ ରହିବା ବାଲା ଜୀବ ସର୍ବଦା ସ୍ଥିର ରହିଥାଏ ଏବଂ ଇଶ୍ଵର କୃପା କରି ତାହାକୁ ସ୍ଵୟଂ ମିଳାଇ ନେଇଛନ୍ତି॥1॥
ਮਃ ੩ ॥ ମହଲା 3॥
ਨਾਨਕ ਸੋ ਸਾਲਾਹੀਐ ਜਿਸੁ ਵਸਿ ਸਭੁ ਕਿਛੁ ਹੋਇ ॥ ହେ ନାନକ! ତାହାଙ୍କ ସ୍ତୁତି କରିବା ଉଚିତ, ଯାହାଙ୍କ ବଶରେ ସବୁକିଛି ରହିଛି।
ਤਿਸਹਿ ਸਰੇਵਹੁ ਪ੍ਰਾਣੀਹੋ ਤਿਸੁ ਬਿਨੁ ਅਵਰੁ ਨ ਕੋਇ ॥ ହେ ପ୍ରାଣୀ! ପରମାତ୍ମାଙ୍କୁ ସ୍ମରଣ କର; ତାହାଙ୍କ ବିନା ଆଉ କେହି ନାହାନ୍ତି।
ਗੁਰਮੁਖਿ ਅੰਤਰਿ ਮਨਿ ਵਸੈ ਸਦਾ ਸਦਾ ਸੁਖੁ ਹੋਇ ॥੨॥ ଗୁରୁମୁଖୀର ଅନ୍ତର୍ମନରେ ଇଶ୍ଵର ବାସ କରିଥାନ୍ତି ଏବଂ ସେ ସର୍ବଦା ସୁଖୀ ରହିଥାଏ॥2॥
ਪਉੜੀ ॥ ପଉଡୀ॥
ਜਿਨੀ ਗੁਰਮੁਖਿ ਹਰਿ ਨਾਮ ਧਨੁ ਨ ਖਟਿਓ ਸੇ ਦੇਵਾਲੀਏ ਜੁਗ ਮਾਹਿ ॥ ଯିଏ ଗୁରୁଙ୍କ ଠାରୁ ହରିନାମର ଧନ ପ୍ରାପ୍ତ କରିନାହିଁ, ସେ ଏହି ଜଗତରେ ଦେବାଳିଆ ବନି ରହିଥାଏ।
ਓਇ ਮੰਗਦੇ ਫਿਰਹਿ ਸਭ ਜਗਤ ਮਹਿ ਕੋਈ ਮੁਹਿ ਥੁਕ ਨ ਤਿਨ ਕਉ ਪਾਹਿ ॥ ସେ ସାରା ଜଗତରେ ମାଗି ରହିଥାଏ, ପରନ୍ତୁ କେହି ତାହାର ମୁହଁ ଉପରେ ଛେପ ମଧ୍ୟ ପକାନ୍ତି ନାହିଁ।
ਪਰਾਈ ਬਖੀਲੀ ਕਰਹਿ ਆਪਣੀ ਪਰਤੀਤਿ ਖੋਵਨਿ ਸਗਵਾ ਭੀ ਆਪੁ ਲਖਾਹਿ ॥ ସେ ପର ନିନ୍ଦା କରିଥାଏ, କିନ୍ତୁ ନିଜ ଭରସା ମଧ୍ୟ ହରାଇ ଥାଏ, ଏଣୁ ଅନ୍ୟ ପାଖରେ ଅପଦସ୍ତ ହୋଇଥାଏ।
ਜਿਸੁ ਧਨ ਕਾਰਣਿ ਚੁਗਲੀ ਕਰਹਿ ਸੋ ਧਨੁ ਚੁਗਲੀ ਹਥਿ ਨ ਆਵੈ ਓਇ ਭਾਵੈ ਤਿਥੈ ਜਾਹਿ ॥ ଯେଉଁ ଧନ ପାଇଁ ସେ ଚୁଗଲି କରିଥାଏ, କିନ୍ତୁ ସେ ଚୁଗୁଲି କରିବା ଦ୍ଵାରା ମଧ୍ୟ ସେହି ଧନ ପ୍ରାପ୍ତ କରେନାହିଁ।


© 2025 SGGS ONLINE
error: Content is protected !!
Scroll to Top