Guru Granth Sahib Translation Project

guru granth sahib odia page-903

Page 903

ਆਖੁ ਗੁਣਾ ਕਲਿ ਆਈਐ ॥ ଉତ୍ତମ କର୍ମ ବିନା କିପରି ଭବସାଗରରୁ ପାର ହୋଇ ପାରିବୁ?||5||
ਤਿਹੁ ਜੁਗ ਕੇਰਾ ਰਹਿਆ ਤਪਾਵਸੁ ਜੇ ਗੁਣ ਦੇਹਿ ਤ ਪਾਈਐ ॥੧॥ ਰਹਾਉ ॥ ତୁ କାଚର ମୁଦ୍ରା ବନାଇ କାନରେ ପିନ୍ଧିଛୁ।
ਕਲਿ ਕਲਵਾਲੀ ਸਰਾ ਨਿਬੇੜੀ ਕਾਜੀ ਕ੍ਰਿਸਨਾ ਹੋਆ ॥ ସତ୍ୟର ବିଦ୍ୟା ଦ୍ଵାର ଅଜ୍ଞାନ ବନି ମୁକ୍ତି ମିଳେନାହିଁ।
ਬਾਣੀ ਬ੍ਰਹਮਾ ਬੇਦੁ ਅਥਰਬਣੁ ਕਰਣੀ ਕੀਰਤਿ ਲਹਿਆ ॥੫॥ ତୁ ଜିହ୍ଵା ଏବଂ ଇନ୍ଦ୍ରିୟର ସ୍ଵାଦରେ ଫସି ରହିଛୁ,
ਪਤਿ ਵਿਣੁ ਪੂਜਾ ਸਤ ਵਿਣੁ ਸੰਜਮੁ ਜਤ ਵਿਣੁ ਕਾਹੇ ਜਨੇਊ ॥ ଏଥିପାଇଁ ତୁ ପଶୁ ବନିଯାଇଛୁ ଆଉ ତୋର ଏହି ଚିହ୍ନ ଦୂର ହୁଏନାହିଁ||6||
ਨਾਵਹੁ ਧੋਵਹੁ ਤਿਲਕੁ ਚੜਾਵਹੁ ਸੁਚ ਵਿਣੁ ਸੋਚ ਨ ਹੋਈ ॥੬॥ ଯେପରି ଜଗତର ଲୋକମାନେ ମାୟାର ତିତନୀ ଗୁଣରେ ଫସି ରହିଛନ୍ତି, ସେପରି ହିଁ ଯୋଗୀ ତ୍ରିଗୁଣରେ ଫସି ରହିଥାଏ।
ਕਲਿ ਪਰਵਾਣੁ ਕਤੇਬ ਕੁਰਾਣੁ ॥ ଯେଉଁ ବ୍ୟକ୍ତି ଶବ୍ଦର ଚିନ୍ତନ କରିଥାଏ, ତାହାର ଚିନ୍ତା ଦୂର ହୋଇଯାଏ।
ਪੋਥੀ ਪੰਡਿਤ ਰਹੇ ਪੁਰਾਣ ॥ ସଚ୍ଚା ଶବ୍ଦ ଦ୍ଵାରା ମନ ଉଜ୍ଜଳ ହୋଇଯାଏ।
ਨਾਨਕ ਨਾਉ ਭਇਆ ਰਹਮਾਣੁ ॥ ସେହି ଯୋଗୀ ଏପରି ଯୁକ୍ତିର ବିଚାର କରିଥାଏ||7||
ਕਰਿ ਕਰਤਾ ਤੂ ਏਕੋ ਜਾਣੁ ॥੭॥ ହେ ପ୍ରଭୁ! ତୁ ସବୁକିଛି କରିବାରେ ସମର୍ଥ ଅଟୁ ଆଉ ତୋ' ପାଖରେ ହିଁ ନବନିଧି ଅଛୁ।
ਨਾਨਕ ਨਾਮੁ ਮਿਲੈ ਵਡਿਆਈ ਏਦੂ ਉਪਰਿ ਕਰਮੁ ਨਹੀ ॥ ତୁ ହିଁ ଜୀବକୁ ଜାତ କରି ତାହାକୁ ନଷ୍ଟ କରିଥାଉ, ତୁ ଯାହା କରୁ, ତାହା ହିଁ ହୋଇଥାଏ।
ਜੇ ਘਰਿ ਹੋਦੈ ਮੰਗਣਿ ਜਾਈਐ ਫਿਰਿ ਓਲਾਮਾ ਮਿਲੈ ਤਹੀ ॥੮॥੧॥ ଯିଏ ସଂଯମ ଓ ସଦାଚାର ଧାରଣ କରିଥାଏ, ସତ୍ୟ ତାହାର ହୃଦୟରେ ବାସ କରିଥାଏ।
ਰਾਮਕਲੀ ਮਹਲਾ ੧ ॥ ହେ ନାନକ! ଏପରି ଯୋଗୀ ତିନି ଲୋକର ମିତ୍ର ବନିଯାଇଥାଏ||8||2||
ਜਗੁ ਪਰਬੋਧਹਿ ਮੜੀ ਬਧਾਵਹਿ ॥ ରାଗ ରାମକଲୀ ମହଲା 1 ॥
ਆਸਣੁ ਤਿਆਗਿ ਕਾਹੇ ਸਚੁ ਪਾਵਹਿ ॥ ଛଅ ଚକ୍ର ବାଲା ଶରୀର ଏକ ମଠ ଅଟେ ଆଉ ଏଥିରେ ବୈରାଗୀ ମନ ସ୍ଥିତ ଅଛି।
ਮਮਤਾ ਮੋਹੁ ਕਾਮਣਿ ਹਿਤਕਾਰੀ ॥ ଅନାହତ ଶବ୍ଦର ଧ୍ୱନିକୁ ଶୁଣିବା ବାଲାର ଅନ୍ତର ଜାଗ୍ରତ ହୋଇ ଯାଇଛି।
ਨਾ ਅਉਧੂਤੀ ਨਾ ਸੰਸਾਰੀ ॥੧॥ ଅନାହତ ଶବ୍ଦ ବାଜୁଅଛି ଆଉ ମୋର ମନ ସେଥିରେ ଲୀନ ହୋଇ ଯାଇଛି।
ਜੋਗੀ ਬੈਸਿ ਰਹਹੁ ਦੁਬਿਧਾ ਦੁਖੁ ਭਾਗੈ ॥ ଗୁରୁଙ୍କ ବଚନ ଦ୍ଵାର ସତ୍ୟ-ନାମରେ ମନ ସନ୍ତୁଷ୍ଟ ହୋଇ ଯାଇଛି ||1||
ਘਰਿ ਘਰਿ ਮਾਗਤ ਲਾਜ ਨ ਲਾਗੈ ॥੧॥ ਰਹਾਉ ॥ ହେ ପ୍ରାଣୀ! ରାମଙ୍କ ଭକ୍ତି ଦ୍ଵାରା ହିଁ ସୁଖ ପ୍ରାପ୍ତ ହୋଇଥାଏ ଆଉ
ਗਾਵਹਿ ਗੀਤ ਨ ਚੀਨਹਿ ਆਪੁ ॥ ଗୁରୁମୁଖୀ ବନି ହିଁ ହରିନାମ ମିଠା ଲାଗିଥାଏ ଆଉ ମନ ହରି-ନାମରେ ହିଁ ବିଲୀନ ହୋଇଯାଏ॥1॥ରୁହ॥
ਕਿਉ ਲਾਗੀ ਨਿਵਰੈ ਪਰਤਾਪੁ ॥ ତୋର ମନରେ ଲାଗିଥିବା ତୃଷ୍ଣା କିପରି ମେଣ୍ଟି ପାରିବ?
ਗੁਰ ਕੈ ਸਬਦਿ ਰਚੈ ਮਨ ਭਾਇ ॥ ଯଦି ତୋର ମନରେ ଗୁରୁଙ୍କ ଶବ୍ଦ ସହିତ ପ୍ରେମ ବନିଯାଏ,
ਭਿਖਿਆ ਸਹਜ ਵੀਚਾਰੀ ਖਾਇ ॥੨॥ ସ୍ମରଣ ଦ୍ଵାରା ତୋତେ ପରମାନନ୍ଦଙ୍କ ଭିକ୍ଷା ମିଳିଯିବ||2||
ਭਸਮ ਚੜਾਇ ਕਰਹਿ ਪਾਖੰਡੁ ॥ ତୁ ନିଜ ଶରୀର ଉପରେ ଭସ୍ମ ଲଗାଇ ଗର୍ବ କରୁ ଏବଂ
ਮਾਇਆ ਮੋਹਿ ਸਹਹਿ ਜਮ ਡੰਡੁ ॥ ମୋହ-ମାୟାରେ ଫସି ଯମର ଦଣ୍ଡ ଭୋଗ କରିଥାଉ।
ਫੂਟੈ ਖਾਪਰੁ ਭੀਖ ਨ ਭਾਇ ॥ ତୋର ଭଙ୍ଗା ହୃଦୟ ରୂପୀ ଖପୁରୀରେ ପ୍ରଭୁ-ନାମର ଭିକ୍ଷା ମିଳେନାହିଁ
ਬੰਧਨਿ ਬਾਧਿਆ ਆਵੈ ਜਾਇ ॥੩॥ ଯେଉଁ କାରଣରୁ ଜନ୍ମ-ମରଣ ବନ୍ଧନରେ ରହୁ||3||
ਬਿੰਦੁ ਨ ਰਾਖਹਿ ਜਤੀ ਕਹਾਵਹਿ ॥ ତୁ ନିଜ ବୀର୍ଯ୍ୟ ରୋକିପାରୁ ନାହୁଁ ଆଉ ସ୍ଵୟଂକୁ ସତୀ କହିଥାଉ।
ਮਾਈ ਮਾਗਤ ਤ੍ਰੈ ਲੋਭਾਵਹਿ ॥ ମାୟାର ତିନି ଗୁଣରେ ମୁଗ୍ଧ ହୋଇ ମାଗିଥାଉ।
ਨਿਰਦਇਆ ਨਹੀ ਜੋਤਿ ਉਜਾਲਾ ॥ ତୋର ମନ ନିର୍ଦ୍ଦୟ ହୋଇଥାଏ, ଏଥିପାଇଁ ପ୍ରଭୁ-ଜ୍ୟୋତିର ଉଜ୍ଜଳ ହୁଏନାହିଁ ଏବଂ
ਬੂਡਤ ਬੂਡੇ ਸਰਬ ਜੰਜਾਲਾ ॥੪॥ ଜଗତର ସବୁ ଜଞ୍ଜାଳରେ ବୁଡି ରହିଛୁ ||4||
ਭੇਖ ਕਰਹਿ ਖਿੰਥਾ ਬਹੁ ਥਟੂਆ ॥ ନିଜର ବସ୍ତ୍ର ପିନ୍ଧି ବହୁତ ଆଡମ୍ବର କରି ତୁ ବେଶ ବନାଇଛୁ।
ਝੂਠੋ ਖੇਲੁ ਖੇਲੈ ਬਹੁ ਨਟੂਆ ॥ ତୁ ନଟ ଭଳି ବହୁତ ମିଥ୍ୟା ଖେଳ ଖେଳିଛୁ।
ਅੰਤਰਿ ਅਗਨਿ ਚਿੰਤਾ ਬਹੁ ਜਾਰੇ ॥ ଚିନ୍ତାର ଅଗ୍ନିରେ ତୋର ଅନ୍ତର୍ମନକୁ ଜଳାଇଛୁ।
ਵਿਣੁ ਕਰਮਾ ਕੈਸੇ ਉਤਰਸਿ ਪਾਰੇ ॥੫॥ ଉତ୍ତମ କର୍ମ ବିନା କିପରି ଭବସାଗରରୁ ପାର ହୋଇ ପାରିବୁ?||5||
ਮੁੰਦ੍ਰਾ ਫਟਕ ਬਨਾਈ ਕਾਨਿ ॥ ତୁ କାଚର ମୁଦ୍ରା ବନାଇ କାନରେ ପିନ୍ଧିଛୁ।
ਮੁਕਤਿ ਨਹੀ ਬਿਦਿਆ ਬਿਗਿਆਨਿ ॥ ସତ୍ୟର ବିଦ୍ୟା ଦ୍ଵାର ଅଜ୍ଞାନ ବନି ମୁକ୍ତି ମିଳେନାହିଁ।
ਜਿਹਵਾ ਇੰਦ੍ਰੀ ਸਾਦਿ ਲੋੁਭਾਨਾ ॥ ତୁ ଜିହ୍ଵା ଏବଂ ଇନ୍ଦ୍ରିୟର ସ୍ଵାଦରେ ଫସି ରହିଛୁ,
ਪਸੂ ਭਏ ਨਹੀ ਮਿਟੈ ਨੀਸਾਨਾ ॥੬॥ ଏଥିପାଇଁ ତୁ ପଶୁ ବନିଯାଇଛୁ ଆଉ ତୋର ଏହି ଚିହ୍ନ ଦୂର ହୁଏନାହିଁ||6||
ਤ੍ਰਿਬਿਧਿ ਲੋਗਾ ਤ੍ਰਿਬਿਧਿ ਜੋਗਾ ॥ ଯେପରି ଜଗତର ଲୋକମାନେ ମାୟାର ତିତନୀ ଗୁଣରେ ଫସି ରହିଛନ୍ତି, ସେପରି ହିଁ ଯୋଗୀ ତ୍ରିଗୁଣରେ ଫସି ରହିଥାଏ।
ਸਬਦੁ ਵੀਚਾਰੈ ਚੂਕਸਿ ਸੋਗਾ ॥ ଯେଉଁ ବ୍ୟକ୍ତି ଶବ୍ଦର ଚିନ୍ତନ କରିଥାଏ, ତାହାର ଚିନ୍ତା ଦୂର ହୋଇଯାଏ।
ਊਜਲੁ ਸਾਚੁ ਸੁ ਸਬਦੁ ਹੋਇ ॥ ସଚ୍ଚା ଶବ୍ଦ ଦ୍ଵାରା ମନ ଉଜ୍ଜଳ ହୋଇଯାଏ।
ਜੋਗੀ ਜੁਗਤਿ ਵੀਚਾਰੇ ਸੋਇ ॥੭॥ ସେହି ଯୋଗୀ ଏପରି ଯୁକ୍ତିର ବିଚାର କରିଥାଏ||7||
ਤੁਝ ਪਹਿ ਨਉ ਨਿਧਿ ਤੂ ਕਰਣੈ ਜੋਗੁ ॥ ହେ ପ୍ରଭୁ! ତୁ ସବୁକିଛି କରିବାରେ ସମର୍ଥ ଅଟୁ ଆଉ ତୋ' ପାଖରେ ହିଁ ନବନିଧି ଅଛୁ।
ਥਾਪਿ ਉਥਾਪੇ ਕਰੇ ਸੁ ਹੋਗੁ ॥ ତୁ ହିଁ ଜୀବକୁ ଜାତ କରି ତାହାକୁ ନଷ୍ଟ କରିଥାଉ, ତୁ ଯାହା କରୁ, ତାହା ହିଁ ହୋଇଥାଏ।
ਜਤੁ ਸਤੁ ਸੰਜਮੁ ਸਚੁ ਸੁਚੀਤੁ ॥ ଯିଏ ସଂଯମ ଓ ସଦାଚାର ଧାରଣ କରିଥାଏ, ସତ୍ୟ ତାହାର ହୃଦୟରେ ବାସ କରିଥାଏ।
ਨਾਨਕ ਜੋਗੀ ਤ੍ਰਿਭਵਣ ਮੀਤੁ ॥੮॥੨॥ ହେ ନାନକ! ଏପରି ଯୋଗୀ ତିନି ଲୋକର ମିତ୍ର ବନିଯାଇଥାଏ||8||2||
ਰਾਮਕਲੀ ਮਹਲਾ ੧ ॥ ରାଗ ରାମକଲୀ ମହଲା 1 ॥
ਖਟੁ ਮਟੁ ਦੇਹੀ ਮਨੁ ਬੈਰਾਗੀ ॥ ଛଅ ଚକ୍ର ବାଲା ଶରୀର ଏକ ମଠ ଅଟେ ଆଉ ଏଥିରେ ବୈରାଗୀ ମନ ସ୍ଥିତ ଅଛି।
ਸੁਰਤਿ ਸਬਦੁ ਧੁਨਿ ਅੰਤਰਿ ਜਾਗੀ ॥ ଅନାହତ ଶବ୍ଦର ଧ୍ୱନିକୁ ଶୁଣିବା ବାଲାର ଅନ୍ତର ଜାଗ୍ରତ ହୋଇ ଯାଇଛି।
ਵਾਜੈ ਅਨਹਦੁ ਮੇਰਾ ਮਨੁ ਲੀਣਾ ॥ ଅନାହତ ଶବ୍ଦ ବାଜୁଅଛି ଆଉ ମୋର ମନ ସେଥିରେ ଲୀନ ହୋଇ ଯାଇଛି।
ਗੁਰ ਬਚਨੀ ਸਚਿ ਨਾਮਿ ਪਤੀਣਾ ॥੧॥ ଗୁରୁଙ୍କ ବଚନ ଦ୍ଵାର ସତ୍ୟ-ନାମରେ ମନ ସନ୍ତୁଷ୍ଟ ହୋଇ ଯାଇଛି ||1||
ਪ੍ਰਾਣੀ ਰਾਮ ਭਗਤਿ ਸੁਖੁ ਪਾਈਐ ॥ ହେ ପ୍ରାଣୀ! ରାମଙ୍କ ଭକ୍ତି ଦ୍ଵାରା ହିଁ ସୁଖ ପ୍ରାପ୍ତ ହୋଇଥାଏ ଆଉ
ਗੁਰਮੁਖਿ ਹਰਿ ਹਰਿ ਮੀਠਾ ਲਾਗੈ ਹਰਿ ਹਰਿ ਨਾਮਿ ਸਮਾਈਐ ॥੧॥ ਰਹਾਉ ॥ ଗୁରୁମୁଖୀ ବନି ହିଁ ହରିନାମ ମିଠା ଲାଗିଥାଏ ଆଉ ମନ ହରି-ନାମରେ ହିଁ ବିଲୀନ ହୋଇଯାଏ॥1॥ରୁହ॥


© 2017 SGGS ONLINE
error: Content is protected !!
Scroll to Top