Guru Granth Sahib Translation Project

guru granth sahib odia page-381

Page 381

ਨਿੰਦਕ ਕੀ ਗਤਿ ਕਤਹੂੰ ਨਾਹੀ ਖਸਮੈ ਏਵੈ ਭਾਣਾ ॥ ନିନ୍ଦୁକର କେଉଁଠି ମଧ୍ୟ ଗତି ନଥାଏ, ପ୍ରଭୁଙ୍କ ଏହା ଇଚ୍ଛା ଅଟେ।
ਜੋ ਜੋ ਨਿੰਦ ਕਰੇ ਸੰਤਨ ਕੀ ਤਿਉ ਸੰਤਨ ਸੁਖੁ ਮਾਨਾ ॥੩॥ ଯେଉଁ ଯେଉଁ ସନ୍ଥଙ୍କ ନିନ୍ଦା ହୋଇଥାଏ, ସେହି ସେହି ସନ୍ଥ ମନରେ ସୁଖ ଅନୁଭବ କରିଥାଏ॥3॥
ਸੰਤਾ ਟੇਕ ਤੁਮਾਰੀ ਸੁਆਮੀ ਤੂੰ ਸੰਤਨ ਕਾ ਸਹਾਈ ॥ ହେ ସ୍ଵାମୀ! ସନ୍ଥଙ୍କୁ ତୋର ହିଁ ସାହାରା ଅଛି ଆଉ ତୁ ହିଁ ସନ୍ଥଙ୍କ ସହାୟକ ଅଟୁ।
ਕਹੁ ਨਾਨਕ ਸੰਤ ਹਰਿ ਰਾਖੇ ਨਿੰਦਕ ਦੀਏ ਰੁੜਾਈ ॥੪॥੨॥੪੧॥ ହେ ନାନକ! ପ୍ରଭୁ ସ୍ଵୟଂ ସନ୍ଥଙ୍କୁ ରକ୍ଷା କରିଥାନ୍ତି ଆଉ ନିନ୍ଦୁକକୁ ନିନ୍ଦାର ବନ୍ୟାର ବୁହାଇ ଦେଇଥାଏ॥4॥2॥41॥
ਆਸਾ ਮਹਲਾ ੫ ॥ ଆଶା ମହଲା 5॥
ਬਾਹਰੁ ਧੋਇ ਅੰਤਰੁ ਮਨੁ ਮੈਲਾ ਦੁਇ ਠਉਰ ਅਪੁਨੇ ਖੋਏ ॥ ଯେଉଁ ବ୍ୟକ୍ତି ବାହାରୁ ଶରୀର ଧୋଇଥାଏ, କିନ୍ତୁ, ଭିତରୁ ମନ ମଇଳା ଥାଏ, ସେ ଲୋକ ପରଲୋକ ଦୁଇଟି ହରାଇ ଦେଇଥାଏ।
ਈਹਾ ਕਾਮਿ ਕ੍ਰੋਧਿ ਮੋਹਿ ਵਿਆਪਿਆ ਆਗੈ ਮੁਸਿ ਮੁਸਿ ਰੋਏ ॥੧॥ ମୃତ୍ୟୁଲୋକରେ ସେ କାମ, କ୍ରୋଧ ଏବଂ ମୋହରେ ଲୀନ ରହିଥାଏ ଆଉ ପରଲୋକରେ ଅଶ୍ରୁ ବୁହାଇ ଥାଏ॥1॥
ਗੋਵਿੰਦ ਭਜਨ ਕੀ ਮਤਿ ਹੈ ਹੋਰਾ ॥ ଗୋବିନ୍ଦଙ୍କ ଭଜନର ମତି ଅନ୍ୟ ପ୍ରକାରର ହୋଇଥାଏ।
ਵਰਮੀ ਮਾਰੀ ਸਾਪੁ ਨ ਮਰਈ ਨਾਮੁ ਨ ਸੁਨਈ ਡੋਰਾ ॥੧॥ ਰਹਾਉ ॥ ସାପର ବିଷ ନଷ୍ଟ କରିଲେ ସାପ ମରେ ନାହିଁ, ବଧିର ମନୁଷ୍ୟ ପ୍ରଭୁଙ୍କ ନାମ ଶୁଣିନଥାଏ॥1॥ରୁହ॥
ਮਾਇਆ ਕੀ ਕਿਰਤਿ ਛੋਡਿ ਗਵਾਈ ਭਗਤੀ ਸਾਰ ਨ ਜਾਨੈ ॥ ସେ ଜୀବନ ଯାପନ ପାଇଁ ଧନ ଅର୍ଜ୍ଜନର ଉଦ୍ୟମ ତ୍ୟାଗ କରିଥାଏ ଆଉ ସେ ପ୍ରଭୁ ଭକ୍ତିର ମହତ୍ତ୍ଵ ଜାଣେ ନାହିଁ।
ਬੇਦ ਸਾਸਤ੍ਰ ਕਉ ਤਰਕਨਿ ਲਾਗਾ ਤਤੁ ਜੋਗੁ ਨ ਪਛਾਨੈ ॥੨॥ ସେ ବେଦ ଏବଂ ଶାସ୍ତ୍ରର ଉପଦେଶ ଛାଡିବାକୁ ଲାଗିଯାଏ ଆଉ ପରମ ତତ୍ତ୍ଵ ପ୍ରଭୁଙ୍କ ବିଧିକୁ ଜାଣିନଥାଏ॥2॥
ਉਘਰਿ ਗਇਆ ਜੈਸਾ ਖੋਟਾ ਢਬੂਆ ਨਦਰਿ ਸਰਾਫਾ ਆਇਆ ॥ ଯେତେବେଳେ ଏକ ନକଲି ଟଙ୍କା ଦୃଷଟିକୁ ଆସିଥାଏ, ତାହା ସ୍ପଷ୍ଟ ଦେଖାଯାଇ ଥାଏ।
ਅੰਤਰਜਾਮੀ ਸਭੁ ਕਿਛੁ ਜਾਨੈ ਉਸ ਤੇ ਕਹਾ ਛਪਾਇਆ ॥੩॥ ସେପରି ହିଁ କୌଣସି ପ୍ରାଣୀ ଭିତରେ ଅବଗୁଣ ଲୁଚି ରହେ ପାରେ ନାହିଁ, ଅନ୍ତର୍ଯାମୀ ପ୍ରଭୁ ସବୁକିଛି ଜାଣିଥାନ୍ତି।॥3॥
ਕੂੜਿ ਕਪਟਿ ਬੰਚਿ ਨਿੰਮੁਨੀਆਦਾ ਬਿਨਸਿ ਗਇਆ ਤਤਕਾਲੇ ॥ ମିଥ୍ୟା, କପଟ ଏବଂ ଛଳରେ ଲୀନ ମନୁଷ୍ୟ ତତ୍କାଳ ନଷ୍ଟ ହୋଇଯାଏ।
ਸਤਿ ਸਤਿ ਸਤਿ ਨਾਨਕਿ ਕਹਿਆ ਅਪਨੈ ਹਿਰਦੈ ਦੇਖੁ ਸਮਾਲੇ ॥੪॥੩॥੪੨॥ (ହେ ଭାଇ! ) ନାନକ ଏହି ସବୁ ସତ୍ୟ ହିଁ କହିଛନ୍ତି, ନିଜ ହୃଦୟରେ ସେହି ତଥ୍ୟକୁ ଦେଖ ଏବଂ ସ୍ମରଣ କର॥4॥3॥42॥
ਆਸਾ ਮਹਲਾ ੫ ॥ ଆଶା ମହଲା 5॥
ਉਦਮੁ ਕਰਤ ਹੋਵੈ ਮਨੁ ਨਿਰਮਲੁ ਨਾਚੈ ਆਪੁ ਨਿਵਾਰੇ ॥ ନାମ-ସ୍ମରଣ ଉଦ୍ୟମ କରିଲେ ମନ ନିର୍ମଳ ହୋଇଯାଏ ଆଉ ପୁଣି ମନୁଷ୍ୟ ନିଜ ଅହଂକାର ଛାଡି ପ୍ରଭୁଙ୍କ ଇଚ୍ଛାରେ ଚାଲିବା ନୃତ୍ୟ କରିଥାଏ।
ਪੰਚ ਜਨਾ ਲੇ ਵਸਗਤਿ ਰਾਖੈ ਮਨ ਮਹਿ ਏਕੰਕਾਰੇ ॥੧॥ ଏପରି ମନୁଷ୍ୟ ପାଞ୍ଚ ବିକାର କାମ, କ୍ରୋଧ, ଲୋଭ, ମୋହ ଏବଂ ଅହଙ୍କାରକୁ ବଶରେ ରଖିଥାଏ ଆଉ ନିଜ ମନରେ ଏକ ଈଶ୍ଵରଙ୍କୁ ସ୍ମରଣ କରିଥାଏ ॥1॥
ਤੇਰਾ ਜਨੁ ਨਿਰਤਿ ਕਰੇ ਗੁਨ ਗਾਵੈ ॥ ହେ ପ୍ରଭୁ! ତୋର ଭକ୍ତ ତୋର ଖୁସିରେ ନାଚିଥାଏ ଏବଂ ତୋର ଗୁଣଗାନ କରିଥାଏ।
ਰਬਾਬੁ ਪਖਾਵਜ ਤਾਲ ਘੁੰਘਰੂ ਅਨਹਦ ਸਬਦੁ ਵਜਾਵੈ ॥੧॥ ਰਹਾਉ ॥ ସେ ପ୍ରଭୁନାମକୁ ବିଭିନ୍ନ ବାଦ୍ୟଯନ୍ତ୍ର ମାଧ୍ୟମରେ ଶୁଣିଥାଏ ଏବଂ ବଜାଇଥାଏ ॥1॥ରୁହ॥
ਪ੍ਰਥਮੇ ਮਨੁ ਪਰਬੋਧੈ ਅਪਨਾ ਪਾਛੈ ਅਵਰ ਰੀਝਾਵੈ ॥ ସର୍ବ ପ୍ରଥମେ, ପ୍ରଭୁ-ଭକ୍ତ ନିଜ ମନକୁ ଉପଦେଶ ଦେଇଥାଏ, ପୁଣି ଅନ୍ୟକୁ ବୁଝାଇଥାଏ।
ਰਾਮ ਨਾਮ ਜਪੁ ਹਿਰਦੈ ਜਾਪੈ ਮੁਖ ਤੇ ਸਗਲ ਸੁਨਾਵੈ ॥੨॥ ସେ ନିଜ ହୃଦୟରେ ନାମ ରାମର ଜପ କରିଥାଏ ଓ ଅନ୍ୟକୁ ଜପ ଶୁଣାଇଥାଏ॥2॥
ਕਰ ਸੰਗਿ ਸਾਧੂ ਚਰਨ ਪਖਾਰੈ ਸੰਤ ਧੂਰਿ ਤਨਿ ਲਾਵੈ ॥ ସେ ସନ୍ଥଙ୍କ ଚରଣ ଧୋଇଥାଏ, ସନ୍ଥଙ୍କ ଚରଣ ଧୂଳି ସେ ନିଜ ଶରୀରରେ ଲଗାଇଥାଏ।
ਮਨੁ ਤਨੁ ਅਰਪਿ ਧਰੇ ਗੁਰ ਆਗੈ ਸਤਿ ਪਦਾਰਥੁ ਪਾਵੈ ॥੩॥ ସେ ନିଜ ମନ ଓ ତନ ଗୁରୁଙ୍କ ସମ୍ମୁଖରେ ସମର୍ପିତ କରିଦେଇଥାଏ ଆଉ ସତ୍ୟ ନାମ ପଦାର୍ଥକୁ ପ୍ରାପ୍ତ କରିନେଇଥାଏ॥3॥
ਜੋ ਜੋ ਸੁਨੈ ਪੇਖੈ ਲਾਇ ਸਰਧਾ ਤਾ ਕਾ ਜਨਮ ਮਰਨ ਦੁਖੁ ਭਾਗੈ ॥ ଯିଏ ଶ୍ରଦ୍ଧା ପୂର୍ବକ ଗୁରୁଙ୍କ ଦର୍ଶନ କରିଥାଏ ଆଉ ତାହାଙ୍କ ଠାରୁ ହରିନାମ ଶୁଣିଥାଏ, ତାହାର ଜନ୍ମ-ମରଣର ଦୁଃଖ ଦୂର ହୋଇଯାଇଥାଏ।
ਐਸੀ ਨਿਰਤਿ ਨਰਕ ਨਿਵਾਰੈ ਨਾਨਕ ਗੁਰਮੁਖਿ ਜਾਗੈ ॥੪॥੪॥੪੩॥ ହେ ନାନକ! ଏପରି ନୃତ୍ୟ ନର୍କ ଦୂର କରିଦିଏ ଆଉ ଗୁରୁମୁଖୀ ସର୍ବଦା ଜାଗି ରହିଥାଏ॥4॥4॥43॥
ਆਸਾ ਮਹਲਾ ੫ ॥ ଆଶା ମହଲା 5॥
ਅਧਮ ਚੰਡਾਲੀ ਭਈ ਬ੍ਰਹਮਣੀ ਸੂਦੀ ਤੇ ਸ੍ਰੇਸਟਾਈ ਰੇ ॥ ହେ ଭାଇ! ନାମାମୃତର ଅନୁକମ୍ପାରୁ ଅଧମ ଚାଣ୍ଡାଳ ବୃତ୍ତି ବାଲା ବ୍ରାହ୍ମଣ ବନିଯାଇଛି ଆଉ ଏକ ଶୂଦ୍ର ଜାତିରୁ କୁଳୀନ ବନିଯାଇଛି।
ਪਾਤਾਲੀ ਆਕਾਸੀ ਸਖਨੀ ਲਹਬਰ ਬੂਝੀ ਖਾਈ ਰੇ ॥੧॥ ମୋର ଲୋଭ ବୃତ୍ତି ପ୍ରଥମରୁ ପାତାଳ ଠାରୁ ଆରମ୍ଭ କରି ଆକାଶ ପର୍ଯ୍ୟନ୍ତ ଥିଲା, ଏବେ ତାହାର ତୃଷ୍ଣାଗ୍ନି ଲିଭିଯାଇଛି॥1॥
ਘਰ ਕੀ ਬਿਲਾਈ ਅਵਰ ਸਿਖਾਈ ਮੂਸਾ ਦੇਖਿ ਡਰਾਈ ਰੇ ॥ ସନ୍ତୋଷହୀନ ବୃତ୍ତି ଘରର ବିଲେଇକୁ ଏବେ ଗୁରୁଙ୍କ ଠାରୁ ଅଲଗା ଉପଦେଶ ମିଳିଥାଏ ଆଉ ସେ ଦୁନିଆର ପଦାର୍ଥ ରୂପୀ ମୂଷାକୁ ଦେଖି ଭୟଭୀତ ହୋଇଯାଏ।
ਅਜ ਕੈ ਵਸਿ ਗੁਰਿ ਕੀਨੋ ਕੇਹਰਿ ਕੂਕਰ ਤਿਨਹਿ ਲਗਾਈ ਰੇ ॥੧॥ ਰਹਾਉ ॥ ଗୁରୁ ତାହାର ଅହଂକାର ରୂପୀ ବାଘକୁ ବିନମ୍ର ଛାଗର ଅଧୀନ କରିଦେଇଛନ୍ତି, ତାହାର ତମଗୁଣୀ ଇନ୍ଦ୍ରିୟ ରୂପୀ କୁକୁରକୁ ସତଗୁଣୀ ଦିଗରେ ଲଗାଇ ଦେଇଛନ୍ତି। ॥1॥ରୁହ॥
ਬਾਝੁ ਥੂਨੀਆ ਛਪਰਾ ਥਾਮ੍ਹ੍ਹਿਆ ਨੀਘਰਿਆ ਘਰੁ ਪਾਇਆ ਰੇ ॥ ହେ ଭାଇ! ପ୍ରଭୁ ଭକ୍ତର ଚିତ୍ତ ରୂପୀ ଛାତ ସାଂସାରିକ ପଦାର୍ଥର ତୃଷ୍ଣାର ସ୍ତମ୍ଭ ବିନା ରହିଛି, ତାହାର ପଥଭ୍ରଷ୍ଟ ଚିତ୍ତ ଈଶ୍ଵରଙ୍କ ଚରଣରେ ନିବାସ ପ୍ରାପ୍ତ କରିଛି।
ਬਿਨੁ ਜੜੀਏ ਲੈ ਜੜਿਓ ਜੜਾਵਾ ਥੇਵਾ ਅਚਰਜੁ ਲਾਇਆ ਰੇ ॥੨॥ ସ୍ବର୍ଣ୍ଣକାର ବିନା ହିଁ ଚିତ୍ତର ରତ୍ନ ଜଡିତ ଆଭୁଷଣ ପ୍ରସ୍ତୁତ ହୋଇଯାଇଛି ତଥା ସେହି ଚିତ୍ତର ଆଭୁଷଣରେ ପ୍ରଭୁ ନାମର ଅଦ୍ଭୁତ ଚିଜ ରହିଛି॥2॥
ਦਾਦੀ ਦਾਦਿ ਨ ਪਹੁਚਨਹਾਰਾ ਚੂਪੀ ਨਿਰਨਉ ਪਾਇਆ ਰੇ ॥ ହେ ଭାଇ! ଅଭିଯୋକକାରୀ ନ୍ୟାୟ କଦାପି ପ୍ରାପ୍ତ କରିପାରିବ ନାହିଁ, କିନ୍ତୁ ଏବେ ପ୍ରଭୁଙ୍କ ଠାରେ ଲୀନ ହେବା ଦ୍ଵାରା ଶାନ୍ତଚିତ୍ତକୁ ନ୍ୟାୟ ମିଳୁଅଛି।
ਮਾਲਿ ਦੁਲੀਚੈ ਬੈਠੀ ਲੇ ਮਿਰਤਕੁ ਨੈਨ ਦਿਖਾਲਨੁ ਧਾਇਆ ਰੇ ॥੩॥ ଇଶ୍ଵର ନାମର ଅନୁକମ୍ପାରୁ ମନୁଷ୍ୟକୁ ଲୌକିକ ପଦାର୍ଥ ଏବେ ଏପରି ଦେଖିବାକୁ ଲାଗନ୍ତି, ଭାବ, ମୂଲ୍ୟବାନ ଗାଲିଚାରେ ବସିଥିବା ମୃତକ ଯିଏ କିଛି ଦେଖିପାରେ ନାହିଁ॥3॥


© 2017 SGGS ONLINE
Scroll to Top