Guru Granth Sahib Translation Project

guru granth sahib odia page-347

Page 347

ੴ ਸਤਿ ਨਾਮੁ ਕਰਤਾ ਪੁਰਖੁ ਨਿਰਭਉ ਨਿਰਵੈਰੁ ਅਕਾਲ ਮੂਰਤਿ ਅਜੂਨੀ ਸੈਭੰ ਗੁਰ ਪ੍ਰਸਾਦਿ ॥ 1 ଆ—ସେ ହିଁ ଏକ ନିରଙ୍କାର ଅଟନ୍ତି। ସତ୍ୟ ନାମ - ତାଙ୍କ ନାମ ସତ୍ୟ। କର୍ତ୍ତା - ସେ ବ୍ରହ୍ମାଣ୍ଡ ଏବଂ ଏହାର ପ୍ରାଣୀଙ୍କ ସୃଷ୍ଟିକର୍ତ୍ତା ଅଟନ୍ତି। ପୁରୁଖା - ସେ ଏହି ସବୁ କରିବାରେ ସିଦ୍ଧ (ଶକ୍ତିମାନ)। ନିର୍ଭୀକ - ତାଙ୍କ ଭିତରେ କୌଣସି ପ୍ରକାରର ଭୟ ନାହିଁ । ତାହା ହେଉଛି, ଅନ୍ୟ ଦେବତା, ଭୂତ ଏବଂ ସାଂସାରିକ ପ୍ରାଣୀମାନଙ୍କ ପରି, ଜନ୍ମ ଏବଂ ମୃତ୍ୟୁକୁ ଘୃଣା କିମ୍ବା ଭୟ ନାହିଁ; ସେ ଏସବୁ ବାହାରେ। ନିଃଶତ୍ରୁ - ସେ ଶତ୍ରୁତାଠାରୁ ଦୂରରେ । ଅକାଳ- ସେ କାଳ (ମୃତ୍ୟୁ) ବାହାରେ; ଅର୍ଥାତ୍ ସେ ଅବିନାଶୀ ଅଟନ୍ତି । ମୁର୍ତ୍ତୀ – ସେ ଅବିନାଶୀ ହେବା କାରଣରୁ ତାଙ୍କର ଅସ୍ତିତ୍ୱ ସର୍ବଦା ଥାଏ | ଅଯୋନି - ସେ କୌଣସି ଯୋନୀ ଧାରଣ କରନ୍ତି ନାହିଁ, କାରଣ ସେ ଜନ୍ମ ମରଣ ଚକ୍ରରୁ ବଞ୍ଚିତ ।ସ୍ଵୟଂଭୂ - ସେ ନିଜେ ଆଲୋକିତ ହୋଇଛନ୍ତି । ଗୁରୁ - ଯିଏ ଅନ୍ଧକାରରେ ଆଲୋକ (ଜ୍ଞାନ) ଆଣିଥାଏ (ଅଜ୍ଞତା) (ଗୁରୁ) । ପ୍ରସାଦ - ଅନୁଗ୍ରହର ଆଶୀର୍ବାଦ । ଅର୍ଥାତ୍ ଗୁରୁଙ୍କ କୃପା ଦ୍ୱାରା ଏହି ସବୁ ହାସଲ ହୋଇପାରିବ ।
ਰਾਗੁ ਆਸਾ ਮਹਲਾ ੧ ਘਰੁ ੧ ਸੋ ਦਰੁ ॥ ରାଗ ଆଶା ମହଲା 1 ଘର 1 ସୋ ଦର ॥
ਸੋ ਦਰੁ ਤੇਰਾ ਕੇਹਾ ਸੋ ਘਰੁ ਕੇਹਾ ਜਿਤੁ ਬਹਿ ਸਰਬ ਸਮ੍ਹ੍ਹਾਲੇ ॥ ହେ ଜଗତ ପାଳକ! ତୋର ସେହି ଘର ଦ୍ଵାର କିପରି ଅଟେ, ଯେଉଁଠି ବସି ତୁ ସାରା ଦୁନିଆକୁ ପାଳନ ପୋଷଣ କରୁ ଅଛୁ?
ਵਾਜੇ ਤੇਰੇ ਨਾਦ ਅਨੇਕ ਅਸੰਖਾ ਕੇਤੇ ਤੇਰੇ ਵਾਵਣਹਾਰੇ ॥ ତୋର ଦ୍ଵାରରେ ନାନା ପ୍ରକାରର ଅସଂଖ୍ୟ ନାଦ ଗୁଞ୍ଜନ କରୁଅଛି ଆଉ ତାହାକୁ ବଜାଇବା ବାଲା କେତେ ଅଛନ୍ତି।
ਕੇਤੇ ਤੇਰੇ ਰਾਗ ਪਰੀ ਸਿਉ ਕਹੀਅਹਿ ਕੇਤੇ ਤੇਰੇ ਗਾਵਣਹਾਰੇ ॥ ତୋର କୀତୀ ରାଗ ଅଛି, ଯାହା ରାଗିଣୀ ସହିତ ସେଠାରେ ଗାନ କରାଯାଉଛି ଆଉ ସେହି ରାଗକୁ ଗାନ କରିବା ବାଲା ତୋର କେତେ ଯଶ ଗାନ କରୁଛନ୍ତି।
ਗਾਵਨ੍ਹ੍ਹਿ ਤੁਧਨੋ ਪਉਣੁ ਪਾਣੀ ਬੈਸੰਤਰੁ ਗਾਵੈ ਰਾਜਾ ਧਰਮ ਦੁਆਰੇ ॥ ହେ ଜଗତର ରଚୟିତା! ପବନ, ଜଳ, ଏବଂ ଅଗ୍ନି ଦେବ ମଧ୍ୟ ତୋର ହିଁ ଗୁଣ ଗାନ କରୁଛନ୍ତି ତଥା ଜୀବର କର୍ମର ବିଶ୍ଳେଷକ ଧର୍ମରାଜ ମଧ୍ୟ ତୋର ଦ୍ଵାରରେ ତୋର ହିଁ ମହିମା ଗାନ କରୁଛନ୍ତି।
ਗਾਵਨ੍ਹ੍ਹਿ ਤੁਧਨੋ ਚਿਤੁ ਗੁਪਤੁ ਲਿਖਿ ਜਾਣਨਿ ਲਿਖਿ ਲਿਖਿ ਧਰਮੁ ਵੀਚਾਰੇ ॥ ଜୀବ ଦ୍ଵାରା କରାଯାଇଥିବା କର୍ମ ଲେଖିବା ବାଲା ଚିତ୍ରଗୁପ୍ତ ମଧ୍ୟ ତୋର ହିଁ ଗୁଣ ଗାନ କରୁଅଛି ତଥା ଧର୍ମରାଜ ଚିତ୍ରଗୁପ୍ତ ଦ୍ଵାରା ଲେଖାଯାଇଥିବା ଶୁଭାଶୁଭ କର୍ମର ବିଚାର କରିଥାଏ।
ਗਾਵਨ੍ਹ੍ਹਿ ਤੁਧਨੋ ਈਸਰੁ ਬ੍ਰਹਮਾ ਦੇਵੀ ਸੋਹਨਿ ਤੇਰੇ ਸਦਾ ਸਵਾਰੇ ॥ ହେ ପରମେଶ୍ଵର! ତୋ ଦ୍ଵାରା ପ୍ରତିପାଦିତ ଶିବ, ବ୍ରହ୍ମା ଓ ଅନେକ ଦେବୀ ତୋର ହିଁ ମହିମା ଗାନ କରୁଛନ୍ତି।
ਗਾਵਨ੍ਹ੍ਹਿ ਤੁਧਨੋ ਇੰਦ੍ਰ ਇੰਦ੍ਰਾਸਣਿ ਬੈਠੇ ਦੇਵਤਿਆ ਦਰਿ ਨਾਲੇ ॥ ସମସ୍ତ ଦେବତା ଓ ସ୍ଵର୍ଗର ଅଧିପତି ଇନ୍ଦ୍ର ନିଜ ସିଂହାସନ ଉପରେ ବସି ଅନ୍ୟ ଦେବତାଙ୍କ ସାଥିରେ ମିଶି ତୋର ଦ୍ଵାରରେ ଦଣ୍ଡାୟମାନ ରହି ତୋର ହିଁ ଯଶ ଗାନ କରିଥାନ୍ତି।
ਗਾਵਨ੍ਹ੍ਹਿ ਤੁਧਨੋ ਸਿਧ ਸਮਾਧੀ ਅੰਦਰਿ ਗਾਵਨ੍ਹ੍ਹਿ ਤੁਧਨੋ ਸਾਧ ਬੀਚਾਰੇ ॥ ଅନେକ ସିଦ୍ଧ ଲୋକ ସମାଧିରେ ରହି ତୋର ହିଁ ମହିମା ଗାନ କରୁଛନ୍ତି ଆଉ ବିଚାରବନ୍ତ ସାଧୁ ମଧ୍ୟ ତୋର ହିଁ ମହିମା ଗାନ କରୁଛନ୍ତି।
ਗਾਵਨ੍ਹ੍ਹਿ ਤੁਧਨੋ ਜਤੀ ਸਤੀ ਸੰਤੋਖੀ ਗਾਵਨਿ ਤੁਧਨੋ ਵੀਰ ਕਰਾਰੇ ॥ ଅନେକ ଯତି, ସତୀ ଏବଂ ସନ୍ତୋଷୀ ମଧ୍ୟ ତୋର ହିଁ ମହିମା ଗାନ କରୁଛନ୍ତି ଆଉ ପରାକ୍ରମୀ ଯୋଦ୍ଧା ମଧ୍ୟ ତୋର ହିଁ ମହିମା ଗାନ କରୁଛନ୍ତି।
ਗਾਵਨਿ ਤੁਧਨੋ ਪੰਡਿਤ ਪੜੇ ਰਖੀਸੁਰ ਜੁਗੁ ਜੁਗੁ ਬੇਦਾ ਨਾਲੇ ॥ ହେ ପ୍ରଭୁ! ଦୁନିଆର ସମସ୍ତ ବିଦ୍ଵାନ ଓ ମହାନ ଜିତେନ୍ଦ୍ରିୟ ଋଷି-ମୁନି ଯୁଗ ଯୁଗରେ ବେଦକୁ ପଢି ତୋର ହିଁ ମହିମା ଗାନ କରୁଛନ୍ତି।
ਗਾਵਨਿ ਤੁਧਨੋ ਮੋਹਣੀਆ ਮਨੁ ਮੋਹਨਿ ਸੁਰਗੁ ਮਛੁ ਪਇਆਲੇ ॥ ମନକୁ ମୁଗ୍ଧ କରିବା ବାଲା ସୁନ୍ଦର ଅପସରା ସ୍ଵର୍ଗ ଲୋକ, ମୃତ୍ୟୁ ଲୋକ ଏବଂ ପାତାଳ ଲୋକରେ ତୋର ହିଁ ମହିମା ଗାନ କରୁଛନ୍ତି।
ਗਾਵਨ੍ਹ੍ਹਿ ਤੁਧਨੋ ਰਤਨ ਉਪਾਏ ਤੇਰੇ ਜੇਤੇ ਅਠਸਠਿ ਤੀਰਥ ਨਾਲੇ ॥ ତୋ’ ଦ୍ଵାରା ଉତ୍ପନ୍ନ କରାଯାଇଥିବା ଚଉଦ ରତ୍ନ, ଜଗତର ଅଠଷଠି (68) ତୀର୍ଥ ତଥା ସେଥିରେ ଥିବା ସନ୍ଥମାନେ ମଧ୍ୟ ତୋର ହିଁ ମହିମା ଯଶ ଗାନ କରୁଛନ୍ତି
ਗਾਵਨ੍ਹ੍ਹਿ ਤੁਧਨੋ ਜੋਧ ਮਹਾਬਲ ਸੂਰਾ ਗਾਵਨ੍ਹ੍ਹਿ ਤੁਧਨੋ ਖਾਣੀ ਚਾਰੇ ॥ ବଡ ବଡ ପରାକ୍ରମୀ ଯୋଦ୍ଧା, ମହାବଳୀ ଏବଂ ସୁରବୀର ମଧ୍ୟ ତୋର ହିଁ ମହିମା ଗାନ କରୁଛନ୍ତି, ତଥା ଉତ୍ପତ୍ତିର ଚାରି ସ୍ରୋତ (ଅଣ୍ଡଜ, ଜରାୟୁଜ, ସ୍ଵେଦଜ ଓ ଉଦ୍ଭିଜ୍ଜ) ମଧ୍ୟ ତୋର ହିଁ ଉପମା ଗାନ କରୁଛନ୍ତି।
ਗਾਵਨ੍ਹ੍ਹਿ ਤੁਧਨੋ ਖੰਡ ਮੰਡਲ ਬ੍ਰਹਮੰਡਾ ਕਰਿ ਕਰਿ ਰਖੇ ਤੇਰੇ ਧਾਰੇ ॥ ହେ ବିଧାତା! ନବଖଣ୍ଡ, ମଣ୍ଡଲ ଏବଂ ସଂପୂର୍ଣ୍ଣ ବ୍ରହ୍ମାଣ୍ଡ ଯାହାକୁ ତୁ ବନାଇ ଧାରଣ କରି ରଖିଛୁ, ତାହା ମଧ୍ୟ ତୋର ହିଁ ମହିମା ଗାନ କରୁଛନ୍ତି।
ਸੇਈ ਤੁਧਨੋ ਗਾਵਨ੍ਹ੍ਹਿ ਜੋ ਤੁਧੁ ਭਾਵਨ੍ਹ੍ਹਿ ਰਤੇ ਤੇਰੇ ਭਗਤ ਰਸਾਲੇ ॥ ବାସ୍ତବରେ ସେମାନେ ହିଁ ତୋର କୀର୍ତ୍ତି ଗାନ କରିପାରିବେ, ଯିଏ ତୋର ଭକ୍ତିରେ ଲୀନ ଥାଏ, ତୋର ନାମର ରାଶିକ ଥାଏ ଆଉ ଯାହାକୁ ତୋତେ ଭଲ ଲାଗିଥାଏ।
ਹੋਰਿ ਕੇਤੇ ਤੁਧਨੋ ਗਾਵਨਿ ਸੇ ਮੈ ਚਿਤਿ ਨ ਆਵਨਿ ਨਾਨਕੁ ਕਿਆ ਬੀਚਾਰੇ ॥ ଗୁରୁ ନାନକ ଦେବ ଜୀ କହନ୍ତି ଯେ ଅନେକ ଆହୁରି ଜୀବ ଅଛନ୍ତି ମୋତେ ଯାହାର ସ୍ମରଣ ନାହିଁ, ତୋର ହିଁ ମହିମା ଗାନ କରୁଛନ୍ତି, ମୁଁ ସେମାନଙ୍କ ବିଚାର କେତେ ଦୂର କରିବି, ଅର୍ଥାତ ଯଶୋଗାନ କରୁଥିବା ଜୀବର ଗଣନା ମୁଁ କେଉ ପର୍ଯ୍ୟନ୍ତ କରିପାରିବି।
ਸੋਈ ਸੋਈ ਸਦਾ ਸਚੁ ਸਾਹਿਬੁ ਸਾਚਾ ਸਾਚੀ ਨਾਈ ॥ ସେହି ଶାହିବ ସଚ୍ଚା ଅଟନ୍ତି, ସର୍ବଦା ସଚ୍ଚା ରହିବେ।
ਹੈ ਭੀ ਹੋਸੀ ਜਾਇ ਨ ਜਾਸੀ ਰਚਨਾ ਜਿਨਿ ਰਚਾਈ ॥ ସେହି ସତ୍ୟସ୍ଵରୂପ ପରମାତ୍ମା ଅତୀତରେ ଥିଲେ। ସେହି ସଦଗୁଣୀ ପରମେଶ୍ଵର ବର୍ତ୍ତମାନ ମଧ୍ୟ ଅଛନ୍ତି। ସେ ଜଗତର ରଚୟିତା ଭବିଷ୍ୟତରେ ସର୍ବଦା ରହିବେ, ସେହି ପରମାତ୍ମା ଜନ୍ମ ନିଅନ୍ତି ନାହିଁ ଆଉ ନା ତାହାଙ୍କ ନାଶ ହୋଇଥାଏ।
ਰੰਗੀ ਰੰਗੀ ਭਾਤੀ ਜਿਨਸੀ ਮਾਇਆ ਜਿਨਿ ਉਪਾਈ ॥ ଯେଉଁ ସୃଷ୍ଟି ରଚୟିତା ଇଶ୍ଵର ରଙ୍ଗ ବେରଙ୍ଗ, ବିଭିନ୍ନ ପ୍ରକାର ଆକାରର ଏବଂ ଅନେକ ଅନେକ ଜୀବର ଉତ୍ପତ୍ତି ନିଜର ମାୟା ଦ୍ଵାରା କରିଛନ୍ତି,”
ਕਰਿ ਕਰਿ ਦੇਖੈ ਕੀਤਾ ਅਪਣਾ ਜਿਉ ਤਿਸ ਦੀ ਵਡਿਆਈ ॥ ନିଜର ଏହି ସୃଷ୍ଟି ରଚନାକୁ ସେ ନିଜ ରୁଚି ଅନୁସାରେ ଦେଖି ଥାଆନ୍ତି, ଅର୍ଥାତ ତାହାର ପାଳନ ପୋଷଣ ନିଜ ଇଚ୍ଛା ଅନୁସାରେ ହିଁ କରିଥାନ୍ତି।
ਜੋ ਤਿਸੁ ਭਾਵੈ ਸੋਈ ਕਰਸੀ ਫਿਰਿ ਹੁਕਮੁ ਨ ਕਰਣਾ ਜਾਈ ॥ ଜଗତର ରଚୟିତାକୁ ଯାହା କିଛି ମଧ୍ୟ ଭଲ ଲାଗିଥାଏ, ସେହି କାର୍ଯ୍ୟ ସେ କରିଥାନ୍ତି ଆଉ ଭବିଷ୍ୟତରେ ମଧ୍ୟ କରିବେ, ଏଥିପାଇଁ ତାହାଙ୍କୁ ଆଦେଶ କରିବା ବାଲା କେହି ନଥାନ୍ତି।
ਸੋ ਪਾਤਿਸਾਹੁ ਸਾਹਾ ਪਤਿ ਸਾਹਿਬੁ ਨਾਨਕ ਰਹਣੁ ਰਜਾਈ ॥੧॥੧॥ ଗୁରୁ ନାନକ ଜୀଙ୍କ ପ୍ରାର୍ଥନା ଯେ ହେ ମାନବ!ସେହି ପରମାତ୍ମା ଶାହାଙ୍କର ଶାହା, ଅର୍ଥାତ ସାରା ବିଶ୍ଵର ଶାହା ଅଟନ୍ତି, ଏଥିପାଇଁ ତାହାଙ୍କ ଇଚ୍ଛାରେ ରହିବା ହିଁ ଉଚିତ ଅଟେ ॥1॥1॥
Scroll to Top
https://keuangan.usbypkp.ac.id/user_guide/lgacor/ https://learning.poltekkesjogja.ac.id/lib/pear/ https://learning.poltekkesjogja.ac.id/lib/ situs slot gacor slot gacor hari ini https://pelatihan-digital.smesco.go.id/.well-known/sgacor/ https://biropemotda.riau.go.id/wp-content/ngg/modules-demo/ https://jurnal.unpad.ac.id/classes/core/appdemo/ slot gacor
jp1131 https://bobabet-asik.com/ https://sugoi168daftar.com/ https://76vdomino.com/ https://jurnal.unpad.ac.id/help/ez_JP/ https://library.president.ac.id/event/jp-gacor/ https://biropemotda.riau.go.id/menus/1131-gacor/ https://akuntansi.feb.binabangsa.ac.id/beasiswa/sijp/ https://pmursptn.unib.ac.id/wp-content/boba/
https://pti.fkip.binabangsa.ac.id/product/hk/ http://febi.uindatokarama.ac.id/wp-content/hk/
https://keuangan.usbypkp.ac.id/user_guide/lgacor/ https://learning.poltekkesjogja.ac.id/lib/pear/ https://learning.poltekkesjogja.ac.id/lib/ situs slot gacor slot gacor hari ini https://pelatihan-digital.smesco.go.id/.well-known/sgacor/ https://biropemotda.riau.go.id/wp-content/ngg/modules-demo/ https://jurnal.unpad.ac.id/classes/core/appdemo/ slot gacor
jp1131 https://bobabet-asik.com/ https://sugoi168daftar.com/ https://76vdomino.com/ https://jurnal.unpad.ac.id/help/ez_JP/ https://library.president.ac.id/event/jp-gacor/ https://biropemotda.riau.go.id/menus/1131-gacor/ https://akuntansi.feb.binabangsa.ac.id/beasiswa/sijp/ https://pmursptn.unib.ac.id/wp-content/boba/
https://pti.fkip.binabangsa.ac.id/product/hk/ http://febi.uindatokarama.ac.id/wp-content/hk/