Guru Granth Sahib Translation Project

guru granth sahib odia page-335

Page 335

ਥਿਰੁ ਭਈ ਤੰਤੀ ਤੂਟਸਿ ਨਾਹੀ ਅਨਹਦ ਕਿੰਗੁਰੀ ਬਾਜੀ ॥੩॥ ତାର ସ୍ଥିର ହୋଇଯାଇଛି ଆଉ ଛିଣ୍ଡୁ ନାହିଁ ତଥା (ମୋର ଭିତରେ) ସ୍ଵାଭାବିକ ଭାବରେ ଅନାହତ ଶବ୍ଦ ବାଜୁଅଛି ॥3॥
ਸੁਨਿ ਮਨ ਮਗਨ ਭਏ ਹੈ ਪੂਰੇ ਮਾਇਆ ਡੋਲ ਨ ਲਾਗੀ ॥ ତାହାକୁ ଶୁଣିବା ଦ୍ଵାରା ମୋର ମନ ମଗ୍ନ ହୋଇଯାଇଛି ଆଉ ତାହାକୁ ମୋହିନୀର ଧକ୍କା ଲାଗେ ନାହିଁ।
ਕਹੁ ਕਬੀਰ ਤਾ ਕਉ ਪੁਨਰਪਿ ਜਨਮੁ ਨਹੀ ਖੇਲਿ ਗਇਓ ਬੈਰਾਗੀ ॥੪॥੨॥੫੩॥ ହେ କବୀର! ପ୍ରଭୁ ପ୍ରୀତି ବାଲା ଯେଉଁ ଯୋଗୀ ଏପରି ଖେଳ ଖେଳିଥାଏ, ସେ ପୁନର୍ବାର ଜନ୍ମ ନିଏ ନାହିଁ ॥4॥2॥53॥
ਗਉੜੀ ॥ ଗଉଡି ॥
ਗਜ ਨਵ ਗਜ ਦਸ ਗਜ ਇਕੀਸ ਪੁਰੀਆ ਏਕ ਤਨਾਈ ॥ ନବ ଗଜ (ଗୋଲକ), ଦଶ ଗଜ (ନାଡି) ଆଉ ଏକୋଇଶ ଗଜର ଏକ ପୁରା ଥାନ ବୁଣ।
ਸਾਠ ਸੂਤ ਨਵ ਖੰਡ ਬਹਤਰਿ ਪਾਟੁ ਲਗੋ ਅਧਿਕਾਈ ॥੧॥ ଷାଠିଏ ସୂତା(ସୂତା) ଏବଂ ବାସ୍ତରି ପେଟେ (ଛୋଟ ନାଡି) ସାଥିରେ ନବ ଜୋଡ (ଭାଗ) ମିଶାଅ। ॥1॥
ਗਈ ਬੁਨਾਵਨ ਮਾਹੋ ॥ ਘਰ ਛੋਡਿਐ ਜਾਇ ਜੁਲਾਹੋ ॥੧॥ ਰਹਾਉ ॥ ସୂତା ବୁଣାଇବା ପାଇଁ ଯାଇଥିବା ଆତ୍ମା କହେ, ନିଜ ପୁରୁଣା ଘର (ଶରୀର)କୁ ଛାଡି ଆତ୍ମା ବାଛିଥିବା ଜାଗାକୁ ଚାଲିଯାଏ ॥1॥ରୁହ॥
ਗਜੀ ਨ ਮਿਨੀਐ ਤੋਲਿ ਨ ਤੁਲੀਐ ਪਾਚਨੁ ਸੇਰ ਅਢਾਈ ॥ ଶରୀର ଗଜରେ ମାପି କିମ୍ବା ଓଜନରେ ତଉଲା ଯାଇ ପାରିବ ନାହିଁ, ତାହାର ଖାଦ୍ୟ ସୂତାକୁ ଧରିଥିବା ପଦାର୍ଥ ଅଟେ।
ਜੌ ਕਰਿ ਪਾਚਨੁ ਬੇਗਿ ਨ ਪਾਵੈ ਝਗਰੁ ਕਰੈ ਘਰਹਾਈ ॥੨॥ ଯଦି ଶରୀରକୁ ଶୀଘ୍ର ଖାଦ୍ୟ ମିଳେନାହିଁ, ତାହାହେଲେ ଆତ୍ମା ଝଗଡା କରିଥାଏ ଆଉ ଶରୀରର ଘର ନଷ୍ଟ ହୋଇଯାଏ ॥2॥
ਦਿਨ ਕੀ ਬੈਠ ਖਸਮ ਕੀ ਬਰਕਸ ਇਹ ਬੇਲਾ ਕਤ ਆਈ ॥ ହେ ପ୍ରଭୁଙ୍କ ପ୍ରତିକୂଳ ଆତ୍ମା! ତୁମକୁ ଏଠାରେ କେତେ ଦିନ ବସିବାକୁ ପଡିବ? ଏହି ଅବସର ତୋତେ ପୁନର୍ବାର କେବେ ମିଳିବ?
ਛੂਟੇ ਕੂੰਡੇ ਭੀਗੈ ਪੁਰੀਆ ਚਲਿਓ ਜੁਲਾਹੋ ਰੀਸਾਈ ॥੩॥ ବରତନ ଓ ଓଦା ବସ୍ତୁ ଛାଡି ପବିତ୍ର ଆତ୍ମା କ୍ରୋଧରେ ଚାଲିଯାଏ ॥3॥
ਛੋਛੀ ਨਲੀ ਤੰਤੁ ਨਹੀ ਨਿਕਸੈ ਨਤਰ ਰਹੀ ਉਰਝਾਈ ॥ ଶ୍ବାସର ସୂତା ଖାଲି ପବନର ନାଳୀରୁ ମିଳିବ ନାହିଁ, ଶ୍ଵାସର ସୂତା ଛିଣ୍ଡିଯାଏ।
ਛੋਡਿ ਪਸਾਰੁ ਈਹਾ ਰਹੁ ਬਪੁਰੀ ਕਹੁ ਕਬੀਰ ਸਮਝਾਈ ॥੪॥੩॥੫੪॥ ହେ ଭାଗ୍ୟହୀନ ଆତ୍ମା! ଏଠାରେ, (ଈହଲୋକରେ0 ରହି ତୁ ସଂସାରକୁ ତ୍ୟାଗ କର, ତୋତେ ଏହି ଜ୍ଞାନ ଦେବା ପାଇଁ କବୀର ଏହା କହିଛନ୍ତି ॥4॥3॥54॥
ਗਉੜੀ ॥ ଗଉଡି ॥
ਏਕ ਜੋਤਿ ਏਕਾ ਮਿਲੀ ਕਿੰਬਾ ਹੋਇ ਮਹੋਇ ॥ ଏକ ଜ୍ୟୋତି ପରମ ଜ୍ୟୋତିରେ ମିଶିଯାଏ, କଣ ଏହ ପୁନର୍ବାର ଅଲଗା ହୋଇପାରିବ ନାହିଁ?
ਜਿਤੁ ਘਟਿ ਨਾਮੁ ਨ ਊਪਜੈ ਫੂਟਿ ਮਰੈ ਜਨੁ ਸੋਇ ॥੧॥ ଯେଉଁ ବ୍ୟକ୍ତିର ହୃଦୟରେ ଈଶ୍ଵରଙ୍କ ନାମ ଅଙ୍କୁରିତ ହୁଏନାହିଁ, ସେ ଦୁଃଖୀ ହୋଇ ମରିଥାଏ ॥1॥
ਸਾਵਲ ਸੁੰਦਰ ਰਾਮਈਆ ॥ ହେ ମୋର ଶ୍ୟାମଳ ଏବଂ ସୁନ୍ଦର ରାମ!
ਮੇਰਾ ਮਨੁ ਲਾਗਾ ਤੋਹਿ ॥੧॥ ਰਹਾਉ ॥ ମୋର ମନ ତୋର ଚରଣରେ ଲାଗିଅଛି ॥1॥ରୁହ॥
ਸਾਧੁ ਮਿਲੈ ਸਿਧਿ ਪਾਈਐ ਕਿ ਏਹੁ ਜੋਗੁ ਕਿ ਭੋਗੁ ॥ ସନ୍ଥଙ୍କ ସହିତ ମିଶିଲେ ସିଦ୍ଧି ପ୍ରାପ୍ତ ହୋଇଥାଏ, ଏହି ଯୋଗ ମାର୍ଗ ଓ ଭୋଗର କଣ ଲାଭ ଅଛି?
ਦੁਹੁ ਮਿਲਿ ਕਾਰਜੁ ਊਪਜੈ ਰਾਮ ਨਾਮ ਸੰਜੋਗੁ ॥੨॥ ଯେବେ ଗୁରୁଙ୍କ ବାଣୀ ଏବଂ ଶିଖଙ୍କ ବୃତ୍ତି ଦୁଇଟି ନିଜ ଭିତରେ ମିଳିଯାନ୍ତି, ତାହାହେଲେ କାର୍ଯ୍ୟ ସଫଳ ହୋଇଯାଏ ଆଉ ରାମଙ୍କ ନାମର ସଂଯୋଗ କାୟମ ହୋଇଯାଏ ॥2॥
ਲੋਗੁ ਜਾਨੈ ਇਹੁ ਗੀਤੁ ਹੈ ਇਹੁ ਤਉ ਬ੍ਰਹਮ ਬੀਚਾਰ ॥ ଲୋକ ଭାବନ୍ତି ଯେ ଏହି ଗୁରୁଙ୍କ ଶବ୍ଦ ଏକ ଗୀତ ଅଟେ, ପରନ୍ତୁ, ଏହା ବ୍ରହ୍ମାଙ୍କ ଚିନ୍ତନ ଅଟେ।
ਜਿਉ ਕਾਸੀ ਉਪਦੇਸੁ ਹੋਇ ਮਾਨਸ ਮਰਤੀ ਬਾਰ ॥੩॥ ଏହା ସେହି ଉପଦେଶ ଭଳି ଅଟେ ଯାହା ବନାରସରେ ମନୁଷ୍ୟକୁ ମରିବା ସମୟରେ ଦିଆଯାଏ ॥3॥
ਕੋਈ ਗਾਵੈ ਕੋ ਸੁਣੈ ਹਰਿ ਨਾਮਾ ਚਿਤੁ ਲਾਇ ॥ ଯେଉଁ ବ୍ୟକ୍ତି ଚିତ୍ତ ଲଗାଇ ଭଗବାନଙ୍କ ନାମକୁ ଗାଁ କରିଥାଏ ଅଥବା ଶୁଣିଥାଏ,
ਕਹੁ ਕਬੀਰ ਸੰਸਾ ਨਹੀ ਅੰਤਿ ਪਰਮ ਗਤਿ ਪਾਇ ॥੪॥੧॥੪॥੫੫॥ ହେ କବୀର! ଏଥିରେ କୌଣସି ସନ୍ଦେହ ନାହିଁ ଯେ ସେ ଅବଶ୍ୟ ପରମ ଗତି ପ୍ରାପ୍ତ କରିଥାଏ ॥4॥1॥4॥55॥
ਗਉੜੀ ॥ ଗଉଡି॥
ਜੇਤੇ ਜਤਨ ਕਰਤ ਤੇ ਡੂਬੇ ਭਵ ਸਾਗਰੁ ਨਹੀ ਤਾਰਿਓ ਰੇ ॥ ଭଗବାନଙ୍କ ସ୍ମରଣ ବିନା ମନୁଷ୍ୟ ଯେତେ ଯତ୍ନ କଲେ ମଧ୍ୟ, ଏହି ଭବସାଗରରେ ଡୁବି ଯାଇଥାଏ ଆଉ ପାର ହୁଏନାହିଁ।
ਕਰਮ ਧਰਮ ਕਰਤੇ ਬਹੁ ਸੰਜਮ ਅਹੰਬੁਧਿ ਮਨੁ ਜਾਰਿਓ ਰੇ ॥੧॥ ଯେଉଁ ବ୍ୟକ୍ତି ଧର୍ମ, କର୍ମ ଏବଂ ବହୁତ ସଂଯମ କରିଥାଏ, ଅହଂ ବୁଦ୍ଧି ତାହାର ମନକୁ ଜଳାଇଦିଏ ॥1॥
ਸਾਸ ਗ੍ਰਾਸ ਕੋ ਦਾਤੋ ਠਾਕੁਰੁ ਸੋ ਕਿਉ ਮਨਹੁ ਬਿਸਾਰਿਓ ਰੇ ॥ ହେ ନଶ୍ଵର ପ୍ରାଣୀ! ତୁ ସେହି ଠାକୁରଙ୍କୁ ନିଜ ହୃଦୟରେ କାହିଁକି ଭୁଲିଯାଇଛୁ, ଯିଏ ତୋତେ ଜୀବନ ଏବଂ ଭୋଜନ ପ୍ରଦାନ କରିଛନ୍ତି?
ਹੀਰਾ ਲਾਲੁ ਅਮੋਲੁ ਜਨਮੁ ਹੈ ਕਉਡੀ ਬਦਲੈ ਹਾਰਿਓ ਰੇ ॥੧॥ ਰਹਾਉ ॥ ଏହି ମନୁଷ୍ୟ ଜନ୍ମ ହୀରା ଏବଂ ଅମୂଲ୍ୟ ରତ୍ନ ଅଟେ, କିନ୍ତୁ ତୁ ଏହାକୁ କଉଡି ଭଳି ହରାଇ ଦେଇଛୁ ॥1॥ରୁହ॥
ਤ੍ਰਿਸਨਾ ਤ੍ਰਿਖਾ ਭੂਖ ਭ੍ਰਮਿ ਲਾਗੀ ਹਿਰਦੈ ਨਾਹਿ ਬੀਚਾਰਿਓ ਰੇ ॥ ହେ ଭାଇ! ତୋତେ ତୃଷ୍ଣା ଏବଂ ଦ୍ଵିଧାର କ୍ଷୁଧା ଲାଗୁଅଛି, କାରଣ ନିଜ ହୃଦୟରେ ତୁମେ ଈଶ୍ଵରଙ୍କ ନାମର ଚିନ୍ତନ କରୁ ନାହଁ।
ਉਨਮਤ ਮਾਨ ਹਿਰਿਓ ਮਨ ਮਾਹੀ ਗੁਰ ਕਾ ਸਬਦੁ ਨ ਧਾਰਿਓ ਰੇ ॥੨॥ ଧର୍ମ-କର୍ମର ନିଶା ତାହାକୁ ଠକି ଦେଇଛି, ଯିଏ ଗୁରୁଙ୍କ ଶବ୍ଦ ନିଜ ହୃଦୟରେ ରଖେ ନାହିଁ। ॥2॥
ਸੁਆਦ ਲੁਭਤ ਇੰਦ੍ਰੀ ਰਸ ਪ੍ਰੇਰਿਓ ਮਦ ਰਸ ਲੈਤ ਬਿਕਾਰਿਓ ਰੇ ॥ ଏପରି ବ୍ୟକ୍ତି ପାପୀ ଅଟେ ଯିଏ ଦୁନିଆର ସ୍ଵାଦରେ ଆକର୍ଷିତ ହୋଇଥାଏ, ଯିଏ ଭୋଗ ରସରେ ଲୀନ ଥାଏ ଆଉ ମଦିରାର ସ୍ଵାଦ ନେଇଥାଏ।
ਕਰਮ ਭਾਗ ਸੰਤਨ ਸੰਗਾਨੇ ਕਾਸਟ ਲੋਹ ਉਧਾਰਿਓ ਰੇ ॥੩॥ ଯିଏ ଉତ୍ତମ ଭାଗ୍ୟ ଦ୍ଵାରା ସନ୍ଥଙ୍କ ସଙ୍ଗତିରେ ଯୋଡି ରହିଥାଏ, କାଠରେ ଲାଗିଥିବା ଲୁହା ଭଳି ଭବସାଗରରୁ ପାର ହୋଇଯାଏ ॥3॥
ਧਾਵਤ ਜੋਨਿ ਜਨਮ ਭ੍ਰਮਿ ਥਾਕੇ ਅਬ ਦੁਖ ਕਰਿ ਹਮ ਹਾਰਿਓ ਰੇ ॥ ଭ୍ରମରେ ଫସି ମୁଁ ଅନେକ ଯୋନିରେ ଜନ୍ମ ନେଇଛି ଆଉ ହାରିଯାଇଛି, ଏବେ ମୁଁ ଏହି ଦୁଃଖରେ ଥକି ଯାଇଛି।
ਕਹਿ ਕਬੀਰ ਗੁਰ ਮਿਲਤ ਮਹਾ ਰਸੁ ਪ੍ਰੇਮ ਭਗਤਿ ਨਿਸਤਾਰਿਓ ਰੇ ॥੪॥੧॥੫॥੫੬॥ ହେ କବୀର! ଗୁରୁଙ୍କ ସହିତ ମିଶିବା ଦ୍ଵାରା ମୋତେ ମହା ରସ ପ୍ରାପ୍ତ ହୋଇଛି ଆଉ ପ୍ରେମ ଭକ୍ତିରେ ମୁଁ ବିକାର ଠାରୁ ବଞ୍ଚି ଯାଇଛି ॥4॥1॥5॥56॥
ਗਉੜੀ ॥ ଗଉଡି॥
ਕਾਲਬੂਤ ਕੀ ਹਸਤਨੀ ਮਨ ਬਉਰਾ ਰੇ ਚਲਤੁ ਰਚਿਓ ਜਗਦੀਸ ॥ ହେ ମୂର୍ଖ ମନ! ଭଗବାନ ଏହି ଦୁନିଆରେ ଏକ ଲୀଳା ରଚିଛନ୍ତି, ଯେପରି ହାତୀକୁ ଧରିବା ପାଇଁ ଲୋକେ କାଳ ଭୁତ ହସ୍ତିନୀ ବନାଇ ଥାନ୍ତି।
ਕਾਮ ਸੁਆਇ ਗਜ ਬਸਿ ਪਰੇ ਮਨ ਬਉਰਾ ਰੇ ਅੰਕਸੁ ਸਹਿਓ ਸੀਸ ॥੧॥ ହେ ମୂର୍ଖ ମନ! କାମବାସନାରେ ବଶୀଭୂତ ହାତୀ ନିୟନ୍ତ୍ରଣକୁ ଆସିଥାଏ ଆଉ ନିଜ ମୁଣ୍ଡ ଉପରେ ମହାବଳର ଅଙ୍କୁଶ ସହ୍ୟ କରିଥାଏ ॥1॥
Scroll to Top
https://keuangan.usbypkp.ac.id/user_guide/lgacor/ https://learning.poltekkesjogja.ac.id/lib/pear/ https://learning.poltekkesjogja.ac.id/lib/ situs slot gacor slot gacor hari ini https://pelatihan-digital.smesco.go.id/.well-known/sgacor/ https://biropemotda.riau.go.id/wp-content/ngg/modules-demo/ https://jurnal.unpad.ac.id/classes/core/appdemo/ slot gacor
jp1131 https://bobabet-asik.com/ https://sugoi168daftar.com/ https://76vdomino.com/ https://jurnal.unpad.ac.id/help/ez_JP/ https://library.president.ac.id/event/jp-gacor/ https://biropemotda.riau.go.id/menus/1131-gacor/ https://akuntansi.feb.binabangsa.ac.id/beasiswa/sijp/ https://pmursptn.unib.ac.id/wp-content/boba/
https://pti.fkip.binabangsa.ac.id/product/hk/ http://febi.uindatokarama.ac.id/wp-content/hk/
https://keuangan.usbypkp.ac.id/user_guide/lgacor/ https://learning.poltekkesjogja.ac.id/lib/pear/ https://learning.poltekkesjogja.ac.id/lib/ situs slot gacor slot gacor hari ini https://pelatihan-digital.smesco.go.id/.well-known/sgacor/ https://biropemotda.riau.go.id/wp-content/ngg/modules-demo/ https://jurnal.unpad.ac.id/classes/core/appdemo/ slot gacor
jp1131 https://bobabet-asik.com/ https://sugoi168daftar.com/ https://76vdomino.com/ https://jurnal.unpad.ac.id/help/ez_JP/ https://library.president.ac.id/event/jp-gacor/ https://biropemotda.riau.go.id/menus/1131-gacor/ https://akuntansi.feb.binabangsa.ac.id/beasiswa/sijp/ https://pmursptn.unib.ac.id/wp-content/boba/
https://pti.fkip.binabangsa.ac.id/product/hk/ http://febi.uindatokarama.ac.id/wp-content/hk/