Guru Granth Sahib Translation Project

guru granth sahib odia page-273

Page 273

ਬ੍ਰਹਮ ਗਿਆਨੀ ਕੀ ਦ੍ਰਿਸਟਿ ਅੰਮ੍ਰਿਤੁ ਬਰਸੀ ॥ ବ୍ରହ୍ମଜ୍ଞାନୀଙ୍କ ଦୃଷ୍ଟିରେ ଅମୃତ ବର୍ଷିଥାଏ।
ਬ੍ਰਹਮ ਗਿਆਨੀ ਬੰਧਨ ਤੇ ਮੁਕਤਾ ॥ ବ୍ରହ୍ମଜ୍ଞାନୀ ବନ୍ଧନରୁ ମୁକ୍ତ ରହିଥାଏ।
ਬ੍ਰਹਮ ਗਿਆਨੀ ਕੀ ਨਿਰਮਲ ਜੁਗਤਾ ॥ ବ୍ରହ୍ମଜ୍ଞାନୀଙ୍କ ଜୀବନ ଆଚରଣ ବଡ ପବିତ୍ର ଅଟେ।
ਬ੍ਰਹਮ ਗਿਆਨੀ ਕਾ ਭੋਜਨੁ ਗਿਆਨ ॥ ବ୍ରହ୍ମଜ୍ଞାନୀଙ୍କ ଭୋଜନ ଜ୍ଞାନ ଥାଏ।
ਨਾਨਕ ਬ੍ਰਹਮ ਗਿਆਨੀ ਕਾ ਬ੍ਰਹਮ ਧਿਆਨੁ ॥੩॥ ହେ ନାନକ! ବ୍ରହ୍ମଜ୍ଞାନୀ ଭଗବାନଙ୍କ ଧ୍ୟାନରେ ହିଁ ମଗ୍ନ ରହିଥାଏ ॥2॥
ਬ੍ਰਹਮ ਗਿਆਨੀ ਏਕ ਊਪਰਿ ਆਸ ॥ ବ୍ରହ୍ମଜ୍ଞାନୀଙ୍କ ଏକ ଈଶ୍ଵରଙ୍କ ଉପରେ ହିଁ ଆସ୍ଥା ଥାଏ।
ਬ੍ਰਹਮ ਗਿਆਨੀ ਕਾ ਨਹੀ ਬਿਨਾਸ ॥ ବ୍ରହ୍ମଜ୍ଞାନୀଙ୍କ ବିନାଶ ହୁଏନାହିଁ।
ਬ੍ਰਹਮ ਗਿਆਨੀ ਕੈ ਗਰੀਬੀ ਸਮਾਹਾ ॥ ବ୍ରହ୍ମଜ୍ଞାନୀ ନମ୍ରତାରେ ହିଁ ରହିଥାଏ।
ਬ੍ਰਹਮ ਗਿਆਨੀ ਪਰਉਪਕਾਰ ਉਮਾਹਾ ॥ ବ୍ରହ୍ମଜ୍ଞାନୀଙ୍କୁ ପରୋପକାର କରିବାର ଉତ୍ସାହ ବନିରହିଥାଏ।
ਬ੍ਰਹਮ ਗਿਆਨੀ ਕੈ ਨਾਹੀ ਧੰਧਾ ॥ ବ୍ରହ୍ମଜ୍ଞାନୀ ସାଂସାରିକ ବିବାଦରୁ ଉର୍ଦ୍ଧ୍ଵରେ ଥାଏ।
ਬ੍ਰਹਮ ਗਿਆਨੀ ਲੇ ਧਾਵਤੁ ਬੰਧਾ ॥ ବ୍ରହ୍ମଜ୍ଞାନୀ ନିଜର ପଥଭ୍ରଷ୍ଟ ମନକୁ ନିୟନ୍ତ୍ରଣରେ ରଖିଥାଏ।
ਬ੍ਰਹਮ ਗਿਆਨੀ ਕੈ ਹੋਇ ਸੁ ਭਲਾ ॥ ବ୍ରହ୍ମଜ୍ଞାନୀଙ୍କ କର୍ମ ଶ୍ରେଷ୍ଠ ଅଟେ, ଯାହା ମଧ୍ୟ ସେ କରିଥାଏ, ଭଲ କରିଥାଏ।
ਬ੍ਰਹਮ ਗਿਆਨੀ ਸੁਫਲ ਫਲਾ ॥ ବ୍ରହ୍ମଜ୍ଞାନୀ ଭଲଭାବରେ ସଫଳ ହୋଇଥାଏ।
ਬ੍ਰਹਮ ਗਿਆਨੀ ਸੰਗਿ ਸਗਲ ਉਧਾਰੁ ॥ ବ୍ରହ୍ମଜ୍ଞାନୀଙ୍କ ସଙ୍ଗତିରେ ରହିଲେ ସବୁଙ୍କ ଉଦ୍ଧାର ହୋଇଯାଏ।
ਨਾਨਕ ਬ੍ਰਹਮ ਗਿਆਨੀ ਜਪੈ ਸਗਲ ਸੰਸਾਰੁ ॥੪॥ ହେ ନାନକ! ସାରା ଦୁନିଆ ବ୍ରହ୍ମଜ୍ଞାନୀଙ୍କ ପ୍ରଶଂସା କରିଥାଏ ॥4॥
ਬ੍ਰਹਮ ਗਿਆਨੀ ਕੈ ਏਕੈ ਰੰਗ ॥ ବ୍ରହ୍ମଜ୍ଞାନୀ କେବଳ ଏକ ଈଶ୍ଵରଙ୍କ ସହିତ ହିଁ ପ୍ରେମ କରିଥାଏ।
ਬ੍ਰਹਮ ਗਿਆਨੀ ਕੈ ਬਸੈ ਪ੍ਰਭੁ ਸੰਗ ॥ ଇଶ୍ଵର ବ୍ରହ୍ମଜ୍ଞାନୀଙ୍କ ପାଖେ ପାଖେ ରହିଥାନ୍ତି।
ਬ੍ਰਹਮ ਗਿਆਨੀ ਕੈ ਨਾਮੁ ਆਧਾਰੁ ॥ ଈଶ୍ଵରଙ୍କ ନାମ ହିଁ ବ୍ରହ୍ମଜ୍ଞାନୀଙ୍କ ଆଧାର ଅଟେ।
ਬ੍ਰਹਮ ਗਿਆਨੀ ਕੈ ਨਾਮੁ ਪਰਵਾਰੁ ॥ ଈଶ୍ଵରଙ୍କ ନାମ ହିଁ ବ୍ରହ୍ମଜ୍ଞାନୀଙ୍କ ପରିବାର ଅଟେ।
ਬ੍ਰਹਮ ਗਿਆਨੀ ਸਦਾ ਸਦ ਜਾਗਤ ॥ ବ୍ରହ୍ମଜ୍ଞାନୀ ସର୍ବଦା ଜାଗ୍ରତ ରହିଥାଏ।
ਬ੍ਰਹਮ ਗਿਆਨੀ ਅਹੰਬੁਧਿ ਤਿਆਗਤ ॥ ବ୍ରହ୍ମଜ୍ଞାନୀ ନିଜର ଅହଂ ବୁଦ୍ଧିକୁ ତ୍ୟାଗ କରିଥାଏ।
ਬ੍ਰਹਮ ਗਿਆਨੀ ਕੈ ਮਨਿ ਪਰਮਾਨੰਦ ॥ ବ୍ରହ୍ମଜ୍ଞାନୀଙ୍କ ହୃଦୟରେ ପରମାନନ୍ଦ ବାସ କରିଥାଏ।
ਬ੍ਰਹਮ ਗਿਆਨੀ ਕੈ ਘਰਿ ਸਦਾ ਅਨੰਦ ॥ ବ୍ରହ୍ମଜ୍ଞାନୀଙ୍କ ହୃଦୟ-ରୂପୀ ଘରେ ସଦା ଆନନ୍ଦ ଥାଏ।
ਬ੍ਰਹਮ ਗਿਆਨੀ ਸੁਖ ਸਹਜ ਨਿਵਾਸ ॥ ବ୍ରହ୍ମଜ୍ଞାନୀ ସର୍ବଦା ସ୍ଵାଭାବିକ ସୁଖରେ ନିବାସ କରିଥାଏ।
ਨਾਨਕ ਬ੍ਰਹਮ ਗਿਆਨੀ ਕਾ ਨਹੀ ਬਿਨਾਸ ॥੫॥ ହେ ନାନକ! ବ୍ରହ୍ମଜ୍ଞାନୀଙ୍କ ବିନାଶ ହୁଏନାହିଁ। ॥5॥
ਬ੍ਰਹਮ ਗਿਆਨੀ ਬ੍ਰਹਮ ਕਾ ਬੇਤਾ ॥ ବ୍ରହ୍ମଜ୍ଞାନୀ ବ୍ରହ୍ମ ଜ୍ଞାତା ହୋଇଥାଏ।
ਬ੍ਰਹਮ ਗਿਆਨੀ ਏਕ ਸੰਗਿ ਹੇਤਾ ॥ ବ୍ରହ୍ମଜ୍ଞାନୀଏକ ଈଶ୍ଵରଙ୍କ ସହିତ ପ୍ରେମ କରିଥାଏ।
ਬ੍ਰਹਮ ਗਿਆਨੀ ਕੈ ਹੋਇ ਅਚਿੰਤ ॥ ବ୍ରହ୍ମଜ୍ଞାନୀଙ୍କ ହୃଦୟରେ ସର୍ବଦା ନିଶ୍ଚିନ୍ତତା ରହିଥାଏ।
ਬ੍ਰਹਮ ਗਿਆਨੀ ਕਾ ਨਿਰਮਲ ਮੰਤ ॥ ବ୍ରହ୍ମଜ୍ଞାନୀଙ୍କ ମନ୍ତ୍ର ପବିତ୍ର କରିବା ବାଲା ହୋଇଥାଏ।
ਬ੍ਰਹਮ ਗਿਆਨੀ ਜਿਸੁ ਕਰੈ ਪ੍ਰਭੁ ਆਪਿ ॥ ବ୍ରହ୍ମଜ୍ଞାନୀ ସେ ହିଁ ହୋଇଥାଏ, ଯାହାକୁ ଇଶ୍ଵର ସ୍ଵୟଂ ଲୋକପ୍ରିୟ ବନାଇଥାନ୍ତି।
ਬ੍ਰਹਮ ਗਿਆਨੀ ਕਾ ਬਡ ਪਰਤਾਪ ॥ ବ୍ରହ୍ମଜ୍ଞାନୀଙ୍କ ବଡ ପ୍ରତାପ ଥାଏ।
ਬ੍ਰਹਮ ਗਿਆਨੀ ਕਾ ਦਰਸੁ ਬਡਭਾਗੀ ਪਾਈਐ ॥ ବ୍ରହ୍ମଜ୍ଞାନୀଙ୍କ ଦର୍ଶନ କେହି ଭାଗ୍ୟଶାଳୀଙ୍କୁ ହିଁ ପ୍ରାପ୍ତ ହୋଇଥାଏ।
ਬ੍ਰਹਮ ਗਿਆਨੀ ਕਉ ਬਲਿ ਬਲਿ ਜਾਈਐ ॥ ବ୍ରହ୍ମଜ୍ଞାନୀ ପ୍ରତି ମୁଁ ସଦା ସମର୍ପିତ ହେବା ଉଚିତ।
ਬ੍ਰਹਮ ਗਿਆਨੀ ਕਉ ਖੋਜਹਿ ਮਹੇਸੁਰ ॥ ବ୍ରହ୍ମଜ୍ଞାନୀଙ୍କୁ ଶିବଶଙ୍କର ମଧ୍ୟ ଖୋଜିଥାନ୍ତି।
ਨਾਨਕ ਬ੍ਰਹਮ ਗਿਆਨੀ ਆਪਿ ਪਰਮੇਸੁਰ ॥੬॥ ହେ ନାନକ! ପରମେଶ୍ଵର ସ୍ଵୟଂ ହିଁ ବ୍ରହ୍ମଜ୍ଞାନୀ ଅଟନ୍ତି ॥6॥
ਬ੍ਰਹਮ ਗਿਆਨੀ ਕੀ ਕੀਮਤਿ ਨਾਹਿ ॥ ବ୍ରହ୍ମଜ୍ଞାନୀଙ୍କ ଗୁଣର ମୂଲ୍ୟାଙ୍କନ କରାଯାଇପାରେ ନାହିଁ।
ਬ੍ਰਹਮ ਗਿਆਨੀ ਕੈ ਸਗਲ ਮਨ ਮਾਹਿ ॥ ସବୁ ଗୁଣ ବ୍ରହ୍ମଜ୍ଞାନୀଙ୍କ ହୃଦୟରେ ବିଦ୍ୟାମାନ ଥାଏ।
ਬ੍ਰਹਮ ਗਿਆਨੀ ਕਾ ਕਉਨ ਜਾਨੈ ਭੇਦੁ ॥ ବ୍ରହ୍ମଜ୍ଞାନୀଙ୍କ ଭେଦକୁ କିଏ ଜାଣି ପାରିବ?
ਬ੍ਰਹਮ ਗਿਆਨੀ ਕਉ ਸਦਾ ਅਦੇਸੁ ॥ ବ୍ରହ୍ମଜ୍ଞାନୀଙ୍କୁ ସର୍ବଦା ପ୍ରଣାମ କରିବା ଉଚିତ।
ਬ੍ਰਹਮ ਗਿਆਨੀ ਕਾ ਕਥਿਆ ਨ ਜਾਇ ਅਧਾਖ੍ਯ੍ਯਰੁ ॥ ବ୍ରହ୍ମଜ୍ଞାନୀଙ୍କ ମହିମାର ଏକ ଅଧା ଅକ୍ଷର ମଧ୍ୟ ବର୍ଣ୍ଣନା କରାଯାଇ ପାରିବ ନାହିଁ।
ਬ੍ਰਹਮ ਗਿਆਨੀ ਸਰਬ ਕਾ ਠਾਕੁਰੁ ॥ ବ୍ରହ୍ମଜ୍ଞାନୀ ସମସ୍ତ ଜୀବଙ୍କ ପୂଜ୍ୟ ସ୍ଵାମୀ ଅଟନ୍ତି।
ਬ੍ਰਹਮ ਗਿਆਨੀ ਕੀ ਮਿਤਿ ਕਉਨੁ ਬਖਾਨੈ ॥ ବ୍ରହ୍ମଜ୍ଞାନୀଙ୍କ ଅନୁମାନ କିଏ ଲଗାଇପାରିବ।
ਬ੍ਰਹਮ ਗਿਆਨੀ ਕੀ ਗਤਿ ਬ੍ਰਹਮ ਗਿਆਨੀ ਜਾਨੈ ॥ କେବଳ ବ୍ରହ୍ମଜ୍ଞାନୀ ହିଁ ବ୍ରହ୍ମଜ୍ଞାନୀଙ୍କ ଗତିକୁ ଜାଣିଥାଏ।
ਬ੍ਰਹਮ ਗਿਆਨੀ ਕਾ ਅੰਤੁ ਨ ਪਾਰੁ ॥ ବ୍ରହ୍ମଜ୍ଞାନୀଙ୍କ ଗୁଣର କୌଣସି ସୀମା ନଥାଏ।
ਨਾਨਕ ਬ੍ਰਹਮ ਗਿਆਨੀ ਕਉ ਸਦਾ ਨਮਸਕਾਰੁ ॥੭॥ ହେ ନାନକ! ବ୍ରହ୍ମଜ୍ଞାନୀଙ୍କୁ ହିଁ ସର୍ବଦା ପ୍ରଣାମ କର ॥7॥
ਬ੍ਰਹਮ ਗਿਆਨੀ ਸਭ ਸ੍ਰਿਸਟਿ ਕਾ ਕਰਤਾ ॥ ବ୍ରହ୍ମଜ୍ଞାନୀ ସାରା ଦୁନିଆର କର୍ତ୍ତା ଅଟନ୍ତି।
ਬ੍ਰਹਮ ਗਿਆਨੀ ਸਦ ਜੀਵੈ ਨਹੀ ਮਰਤਾ ॥ ବ୍ରହ୍ମଜ୍ଞାନୀ ସର୍ବଦା ଜୀବିତ ରହିଥାନ୍ତି ଆଉ ମରନ୍ତି ନାହିଁ।
ਬ੍ਰਹਮ ਗਿਆਨੀ ਮੁਕਤਿ ਜੁਗਤਿ ਜੀਅ ਕਾ ਦਾਤਾ ॥ ବ୍ରହ୍ମଜ୍ଞାନୀ ଜୀବଙ୍କୁ ମୁକ୍ତି ଏବଂ ଜୀବନ ଦେବା ବାଲା ଅଟନ୍ତି।
ਬ੍ਰਹਮ ਗਿਆਨੀ ਪੂਰਨ ਪੁਰਖੁ ਬਿਧਾਤਾ ॥ ବ୍ରହ୍ମଜ୍ଞାନୀ ପୂର୍ଣ୍ଣ ପୁରୁଷ ବିଧାତା ଅଟନ୍ତି।
ਬ੍ਰਹਮ ਗਿਆਨੀ ਅਨਾਥ ਕਾ ਨਾਥੁ ॥ ବ୍ରହ୍ମଜ୍ଞାନୀ ଅନନ୍ଥ୍ର ନାଥ ଅଟନ୍ତି।
ਬ੍ਰਹਮ ਗਿਆਨੀ ਕਾ ਸਭ ਊਪਰਿ ਹਾਥੁ ॥ ବ୍ରହ୍ମଜ୍ଞାନୀଙ୍କ ହାତ ସମସ୍ତ ମାନବ ଜାତି ଉପରେ ଅଛି।
ਬ੍ਰਹਮ ਗਿਆਨੀ ਕਾ ਸਗਲ ਅਕਾਰੁ ॥ ଏହି ସାରା ଜଗତ-ପ୍ରସାର ବ୍ରହ୍ମଜ୍ଞାନୀଙ୍କ ହିଁ ଅଟେ ।
Scroll to Top
https://keuangan.usbypkp.ac.id/user_guide/lgacor/ https://learning.poltekkesjogja.ac.id/lib/pear/ https://learning.poltekkesjogja.ac.id/lib/ situs slot gacor slot gacor hari ini https://pelatihan-digital.smesco.go.id/.well-known/sgacor/ https://biropemotda.riau.go.id/wp-content/ngg/modules-demo/ https://jurnal.unpad.ac.id/classes/core/appdemo/ slot gacor
jp1131 https://bobabet-asik.com/ https://sugoi168daftar.com/ https://76vdomino.com/ https://jurnal.unpad.ac.id/help/ez_JP/ https://library.president.ac.id/event/jp-gacor/ https://biropemotda.riau.go.id/menus/1131-gacor/ https://akuntansi.feb.binabangsa.ac.id/beasiswa/sijp/ https://pmursptn.unib.ac.id/wp-content/boba/
https://pti.fkip.binabangsa.ac.id/product/hk/ http://febi.uindatokarama.ac.id/wp-content/hk/
https://keuangan.usbypkp.ac.id/user_guide/lgacor/ https://learning.poltekkesjogja.ac.id/lib/pear/ https://learning.poltekkesjogja.ac.id/lib/ situs slot gacor slot gacor hari ini https://pelatihan-digital.smesco.go.id/.well-known/sgacor/ https://biropemotda.riau.go.id/wp-content/ngg/modules-demo/ https://jurnal.unpad.ac.id/classes/core/appdemo/ slot gacor
jp1131 https://bobabet-asik.com/ https://sugoi168daftar.com/ https://76vdomino.com/ https://jurnal.unpad.ac.id/help/ez_JP/ https://library.president.ac.id/event/jp-gacor/ https://biropemotda.riau.go.id/menus/1131-gacor/ https://akuntansi.feb.binabangsa.ac.id/beasiswa/sijp/ https://pmursptn.unib.ac.id/wp-content/boba/
https://pti.fkip.binabangsa.ac.id/product/hk/ http://febi.uindatokarama.ac.id/wp-content/hk/