Guru Granth Sahib Translation Project

guru granth sahib odia page-235

Page 235

ਆਪਿ ਛਡਾਏ ਛੁਟੀਐ ਸਤਿਗੁਰ ਚਰਣ ਸਮਾਲਿ ॥੪॥ ଯଦି ଇଶ୍ଵର ତୁମକୁ ସ୍ଵୟଂ ମୁକ୍ତ କରନ୍ତି, ତୁମେ ମୁକ୍ତ ହେବ, ସଦଗୁରୁଙ୍କ ଚରଣରେ ଉପାସନା କର ॥4॥
ਮਨ ਕਰਹਲਾ ਮੇਰੇ ਪਿਆਰਿਆ ਵਿਚਿ ਦੇਹੀ ਜੋਤਿ ਸਮਾਲਿ ॥ ହେ ମୋର ପ୍ରିୟ ମନ! ଶରୀରରେ ଥିବା ଜ୍ୟୋତିକୁ ଧ୍ୟାନ ପୂର୍ବକ ରଖ,
ਗੁਰਿ ਨਉ ਨਿਧਿ ਨਾਮੁ ਵਿਖਾਲਿਆ ਹਰਿ ਦਾਤਿ ਕਰੀ ਦਇਆਲਿ ॥੫॥ ଗୁରୁଜୀ ନାମର ଭଣ୍ଡାର ଦେଖାଇଦେଇଛନ୍ତି, ଦୟାଳୁ ଇଶ୍ଵର ଏହି ଦାନ ପ୍ରଦାନ କରିଛନ୍ତି ॥5॥
ਮਨ ਕਰਹਲਾ ਤੂੰ ਚੰਚਲਾ ਚਤੁਰਾਈ ਛਡਿ ਵਿਕਰਾਲਿ ॥ ହେ ମୋର ଚଞ୍ଚଳ ମନ! ନିଜର ବିକରାଳ ଚତୁରତାକୁ ତ୍ୟାଗ କର।
ਹਰਿ ਹਰਿ ਨਾਮੁ ਸਮਾਲਿ ਤੂੰ ਹਰਿ ਮੁਕਤਿ ਕਰੇ ਅੰਤ ਕਾਲਿ ॥੬॥ ପ୍ରଭୁ –ପରମେଶ୍ଵରଙ୍କ ନାମ ତୁ ଭଜନ କର, ଅନ୍ତିମ ସମୟରେ ଈଶ୍ବରଙ୍କ ନାମ ତୋର କଲ୍ୟାଣ କରିବ। ॥6॥
ਮਨ ਕਰਹਲਾ ਵਡਭਾਗੀਆ ਤੂੰ ਗਿਆਨੁ ਰਤਨੁ ਸਮਾਲਿ ॥ ହେ ମୋର ସ୍ଵେଚ୍ଛାଚାରୀ ମନ! ଯଦି ତୁ ଜ୍ଞାନ ରୂପକ ରତ୍ନକୁ ସମ୍ଭାଳି ରଖୁ, ତୁ ବଡ ସୌଭାଗ୍ୟଶାଳୀ ହେବୁ।
ਗੁਰ ਗਿਆਨੁ ਖੜਗੁ ਹਥਿ ਧਾਰਿਆ ਜਮੁ ਮਾਰਿਅੜਾ ਜਮਕਾਲਿ ॥੭॥ ନିଜ ହାତରେ ମୃତ୍ୟୁର ବଧ କରିବା ବାଲା ଗୁରୁଙ୍କ ଜ୍ଞାନର ତଲବାରୀ ଧରି ତୁ ଯମଦୂତକୁ ସଂହାର କର ॥7॥
ਅੰਤਰਿ ਨਿਧਾਨੁ ਮਨ ਕਰਹਲੇ ਭ੍ਰਮਿ ਭਵਹਿ ਬਾਹਰਿ ਭਾਲਿ ॥ ହେ ମୋର ସ୍ଵେଚ୍ଛାଚାରୀ ମନ! ତୋର ଭିତରେ ନାମର ଭଣ୍ଡାର ଅଛି, ତୁ ଏହାକୁ ଖୋଜିବା ଦ୍ଵିଧାରେ ବାହାରେ ବୁଲୁଅଛୁ।
ਗੁਰੁ ਪੁਰਖੁ ਪੂਰਾ ਭੇਟਿਆ ਹਰਿ ਸਜਣੁ ਲਧੜਾ ਨਾਲਿ ॥੮॥ ମହାପୁରୁଷ ଗୁରୁଜୀ ଯେତେବେଳେ ତୋତେ ମିଶିବେ , ସେତେବେଳେ ମିତ୍ର ପ୍ରଭୁଙ୍କୁ ନିଜ ହାତରେ ପାଇବୁ ॥8॥
ਰੰਗਿ ਰਤੜੇ ਮਨ ਕਰਹਲੇ ਹਰਿ ਰੰਗੁ ਸਦਾ ਸਮਾਲਿ ॥ ହେ ମୋର ପଥଭ୍ରଷ୍ଟ ମନ! ତୁ ସାଂସାରିକ ଐଶ୍ଵର୍ଯ୍ୟ-ବୈଭବ୍ୟ ରେ ଲୀନ ଅଛୁ, ପ୍ରଭୁଙ୍କ ପ୍ରେମକୁ ତୁ ସର୍ବଦା ଧାରଣ କର।
ਹਰਿ ਰੰਗੁ ਕਦੇ ਨ ਉਤਰੈ ਗੁਰ ਸੇਵਾ ਸਬਦੁ ਸਮਾਲਿ ॥੯॥ ଗୁରୁଙ୍କ ସେବା କାର୍ଯ୍ୟ ଆଉ ଆଉ ନାମ ସ୍ମରଣ ଦ୍ଵାରା ପ୍ରଭୁଙ୍କ ରଙ୍ଗ ଫିକା ହୁଏନାହିଁ ॥9॥
ਹਮ ਪੰਖੀ ਮਨ ਕਰਹਲੇ ਹਰਿ ਤਰਵਰੁ ਪੁਰਖੁ ਅਕਾਲਿ ॥ ହେ ମୋର ପଥଭ୍ରଷ୍ଟ ମନ! ଆମେ ପକ୍ଷୀ ଅଟୁ ଆଉ ପ୍ରଭୁ ଏକ ଅମର ବୃକ୍ଷ ଅଟନ୍ତି।
ਵਡਭਾਗੀ ਗੁਰਮੁਖਿ ਪਾਇਆ ਜਨ ਨਾਨਕ ਨਾਮੁ ਸਮਾਲਿ ॥੧੦॥੨॥ ହେ ନାନକ! ଗୁରୁଙ୍କ ମାଧ୍ୟମରୁ ସୌଭାଗ୍ୟଶାଳୀ ହିଁ ନାମ ରୂପୀ ବୃକ୍ଷକୁ ପ୍ରାପ୍ତ କରିଥାଏ ଆଉ ନାମର ଚିନ୍ତନ କରିଥାଏ ॥10॥2॥
ਰਾਗੁ ਗਉੜੀ ਗੁਆਰੇਰੀ ਮਹਲਾ ੫ ਅਸਟਪਦੀਆ ରାଗ ଗଉଡି ଗୁଆରେରୀ ମହଲା 5 ଅଷ୍ଟପଦୀ
ੴ ਸਤਿਨਾਮੁ ਕਰਤਾ ਪੁਰਖੁ ਗੁਰ ਪ੍ਰਸਾਦਿ ॥ ଇଶ୍ଵର ଏକ ଅଟନ୍ତି, ଯାହାଙ୍କୁ ସଦଗୁରୁଙ୍କ ରୂପାରୁ ପାଇହୁଏ।
ਜਬ ਇਹੁ ਮਨ ਮਹਿ ਕਰਤ ਗੁਮਾਨਾ ॥ ଯେତେବେଳେ ମନୁଷ୍ୟ ନିଜ ମନରେ ଗର୍ବ କରିଥାଏ,
ਤਬ ਇਹੁ ਬਾਵਰੁ ਫਿਰਤ ਬਿਗਾਨਾ ॥ ସେତେବେଳେ ସେ ପାଗଳ ଓ ପର ହୋଇ ପଥଭ୍ରଷ୍ଟ ରହିଥାଏ।
ਜਬ ਇਹੁ ਹੂਆ ਸਗਲ ਕੀ ਰੀਨਾ ॥ ପରନ୍ତୁ , ଯେତେବେଳେ ସେ ସମସ୍ତଙ୍କ ଚରଣର ଧୁଳି ହୋଇଯାଏ
ਤਾ ਤੇ ਰਮਈਆ ਘਟਿ ਘਟਿ ਚੀਨਾ ॥੧॥ ସେତେବେଳେ ସେ ରାମଙ୍କୁ ପ୍ରତ୍ୟେକଙ୍କ ହୃଦୟରେ ଦର୍ଶନ କରିଥାଏ ॥1॥
ਸਹਜ ਸੁਹੇਲਾ ਫਲੁ ਮਸਕੀਨੀ ॥ ਸਤਿਗੁਰ ਅਪੁਨੈ ਮੋਹਿ ਦਾਨੁ ਦੀਨੀ ॥੧॥ ਰਹਾਉ ॥ ବିନମ୍ରତାର ଫଳ ପ୍ରାକୃତିକ ପରି ସୁନ୍ଦର ଅଟେ। ଏହି ଉପହାର ମୋର ସଦଗୁରୁ ମୋତେ ଦେଇଛନ୍ତି ॥1॥ରୁହ॥
ਜਬ ਕਿਸ ਕਉ ਇਹੁ ਜਾਨਸਿ ਮੰਦਾ ଯେ ପର୍ଯ୍ୟନ୍ତ ମନୁଷ୍ୟ ଅନ୍ୟକୁ ମନ୍ଦ ଭାବିଥାଏ ସେତେବେଳେ
ਤਬ ਸਗਲੇ ਇਸੁ ਮੇਲਹਿ ਫੰਦਾ ॥ ସମସ୍ତେ ତାହାର ଜାଲରେ ଫସିଥାନ୍ତି।
ਮੇਰ ਤੇਰ ਜਬ ਇਨਹਿ ਚੁਕਾਈ ॥ ଯେତେବେଳେ ସେ ଭେଦଭାବ ଅର୍ଥରେ ଭାବିବା ବନ୍ଦ କରିଦିଏ
ਤਾ ਤੇ ਇਸੁ ਸੰਗਿ ਨਹੀ ਬੈਰਾਈ ॥੨॥ ସେତେବେଳେ ତାହାର କେହି ମଧ୍ୟ ଶତ୍ରୁ ରହେ ନାହିଁ ॥2।।
ਜਬ ਇਨਿ ਅਪੁਨੀ ਅਪਨੀ ਧਾਰੀ ॥ ଯେତେବେଳେ ସେ ନିଜର ସ୍ଵାର୍ଥ ରଖିଥାଏ ସେତେବେଳେ
ਤਬ ਇਸ ਕਉ ਹੈ ਮੁਸਕਲੁ ਭਾਰੀ ॥ ତାହା ଉପରେ ଭାରି ବିପଦ ପଡିଥାଏ।
ਜਬ ਇਨਿ ਕਰਣੈਹਾਰੁ ਪਛਾਤਾ ॥ କିନ୍ତୁ, ଯେତେବେଳେ ସେ ନିଜ ପ୍ରଭୁଙ୍କୁ ଜାଣିନିଏ
ਤਬ ਇਸ ਨੋ ਨਾਹੀ ਕਿਛੁ ਤਾਤਾ ॥੩॥ ସେତେବେଳେ କିଛି ମଧ୍ୟ ଜଳନ ହୁଏନାହିଁ ॥3॥
ਜਬ ਇਨਿ ਅਪੁਨੋ ਬਾਧਿਓ ਮੋਹਾ ॥ ଯେତେବେଳେ ମନୁଷ୍ୟ ନିଜକୁ ନିଜେ ସାଂସାରିକ ମୋହରେ ରଖିଥାଏ,
ਆਵੈ ਜਾਇ ਸਦਾ ਜਮਿ ਜੋਹਾ ॥ ସେତେବେଳେ ସେ ଜନ୍ମ ମରଣ ଚକ୍ରରେ ପଡିରହିଥାଏ ଆଉ ସଦା ମୃତ୍ୟୁର ଦୃଷ୍ଟିରେ ଥାଏ।
ਜਬ ਇਸ ਤੇ ਸਭ ਬਿਨਸੇ ਭਰਮਾ ॥ ଯେତେବେଳେ ସମସ୍ତ ଦ୍ଵିଧା ତାହାଠାରୁ ନିବୃତ୍ତ ହୋଇଯାଏ ସେତେବେଳେ
ਭੇਦੁ ਨਾਹੀ ਹੈ ਪਾਰਬ੍ਰਹਮਾ ॥੪॥ ତାହାଠାରେ ପରଂବ୍ରହ୍ମ ପ୍ରଭୁଙ୍କ ମଧ୍ୟରେ କିଛି ଅନ୍ତର ରହେ ନାହିଁ ॥4॥
ਜਬ ਇਨਿ ਕਿਛੁ ਕਰਿ ਮਾਨੇ ਭੇਦਾ ॥ ଯେତେବେଳେ ମନୁଷ୍ୟ କିଛି ଭେଦଭାବ ରଖିଥାଏ,
ਤਬ ਤੇ ਦੂਖ ਡੰਡ ਅਰੁ ਖੇਦਾ ॥ ସେତେବେଳେ ସେ ଦୁଃଖ, ଦଣ୍ଡ ଓ ବିପଦ ସହିଥାଏ।
ਜਬ ਇਨਿ ਏਕੋ ਏਕੀ ਬੂਝਿਆ ॥ ଯେତେବେଳେ ସେ କେବଳ ଏକ ଈଶ୍ଵରଙ୍କୁ ଜାଣିବାରେ ଲାଗିଥାଏ,
ਤਬ ਤੇ ਇਸ ਨੋ ਸਭੁ ਕਿਛੁ ਸੂਝਿਆ ॥੫॥ ସେତେବେଳେ ତାହାକୁ ସର୍ବସ୍ଵ ଜ୍ଞାନ ହୋଇଯାଏ ॥5॥
ਜਬ ਇਹੁ ਧਾਵੈ ਮਾਇਆ ਅਰਥੀ ॥ ଯେତେବେଳେ ସେ ଧନ-ଦୌଲତ ପାଇଁ ଦଉଡୁଥାଏ, ସେତେବେଳେ
ਨਹ ਤ੍ਰਿਪਤਾਵੈ ਨਹ ਤਿਸ ਲਾਥੀ ॥ ସେ ସନ୍ତୁଷ୍ଟ ହୁଏନାହିଁ ଆଉ ତାହାର ତୃଷ୍ଣା ମେଣ୍ଟେ ନାହିଁ।
ਜਬ ਇਸ ਤੇ ਇਹੁ ਹੋਇਓ ਜਉਲਾ ॥ ଯେତେବେଳେ ସେ ଏହା ଠାରୁ ଦୂରେଇଯାଏ, ସେତେବେଳେ
ਪੀਛੈ ਲਾਗਿ ਚਲੀ ਉਠਿ ਕਉਲਾ ॥੬॥ ଲକ୍ଷ୍ମୀ ଉଠି ତାହାର ପଛରେ ଲାଗିଯାନ୍ତି ॥6॥
ਕਰਿ ਕਿਰਪਾ ਜਉ ਸਤਿਗੁਰੁ ਮਿਲਿਓ ॥ ଯେତେବେଳେ ମନୁଷ୍ୟକୁ କୃପା କରି ସଦଗୁରୁଜୀ ମିଳିଯାନ୍ତି
ਮਨ ਮੰਦਰ ਮਹਿ ਦੀਪਕੁ ਜਲਿਓ ॥ ସେତେବେଳେ ମନୁଷ୍ୟର ମନ-ମନ୍ଦିରରେ ଜ୍ଞାନର ଦୀପ ପ୍ରଜ୍ଜ୍ଵଳିତ ହୋଇଯାଏ।
ਜੀਤ ਹਾਰ ਕੀ ਸੋਝੀ ਕਰੀ ॥ ଯେତେବେଳେ ମନୁଷ୍ୟ ବିଜୟ ଏବଂ ପରାଜୟର ଅନୁଭୂତି କରିଥାଏ, ସେତେବେଳେ
ਤਉ ਇਸੁ ਘਰ ਕੀ ਕੀਮਤਿ ਪਰੀ ॥੭॥ ସେ ଏହି ଘରର ମୂଲ୍ୟକୁ ଜାଣି ନେଇଥାଏ ॥7॥


© 2017 SGGS ONLINE
Scroll to Top