Page 187
ਕਵਨ ਗੁਨੁ ਜੋ ਤੁਝੁ ਲੈ ਗਾਵਉ ॥
ହେ ଇଶ୍ଵର! ତାହା କେଉଁ ଗୁଣ ଅଟେ ମୁଁ ଯାହାର ସ୍ତୁତି କରିବି,”
ਕਵਨ ਬੋਲ ਪਾਰਬ੍ਰਹਮ ਰੀਝਾਵਉ ॥੧॥ ਰਹਾਉ ॥
ହେ ପରଂବ୍ରହ୍ମ ପ୍ରଭୁ! ମୁଁ କଣ ବୋଲିବି ଯାହା ଦ୍ଵାରା ତୋତେ ପ୍ରସନ୍ନ କରିବି ॥1॥ରୁହ॥
ਕਵਨ ਸੁ ਪੂਜਾ ਤੇਰੀ ਕਰਉ ॥
ହେ ନାଥ! ତାହା କେଉଁ ପୂଜା-ଅର୍ଚ୍ଚନା ଅଟେ, ଯାହା ମୁଁ ତୋର କରିବି।
ਕਵਨ ਸੁ ਬਿਧਿ ਜਿਤੁ ਭਵਜਲ ਤਰਉ ॥੨॥
ହେ ଦିନଦୟାଳୁ! ତାହା କେଉଁ ବିଧି ଅଟେ ଯାହାଦ୍ୱାରା ମୁଁ ଭୟାନକ ସାଗରରୁ ପାର ହୋଇଯିବି? ॥2॥
ਕਵਨ ਤਪੁ ਜਿਤੁ ਤਪੀਆ ਹੋਇ ॥
ହେ ପ୍ରଭୁ! ତାହା କେଉଁ ତପସ୍ୟା ଅଟେ, ଯାହାଦ୍ୱାରା ମୁଁ ତପସ୍ଵୀ ହେବି?
ਕਵਨੁ ਸੁ ਨਾਮੁ ਹਉਮੈ ਮਲੁ ਖੋਇ ॥੩॥
ହେ ପରମାତ୍ମା! ତାହା କେଉଁ ନାମ ଅଟେ, ଯାହାଦ୍ୱାରା ମୁଁ ଅହଙ୍କାରର ମାଇଲଦୁର କରିପାରିବି॥3॥
ਗੁਣ ਪੂਜਾ ਗਿਆਨ ਧਿਆਨ ਨਾਨਕ ਸਗਲ ਘਾਲ ॥
ହେ ନାନକ! ତାହାଙ୍କ ସବୁ ସାଧନା, ଗୁଣାନୁବାଦ, ପୂଜା, ଜ୍ଞାନ ଏବଂ ଧ୍ୟାନ ସଫଳ ହୋଇଯାଏ
ਜਿਸੁ ਕਰਿ ਕਿਰਪਾ ਸਤਿਗੁਰੁ ਮਿਲੈ ਦਇਆਲ ॥੪॥
ଯାହା ସହିତ ଦୟାଳୁ ସଦଗୁରୁ ନିଜ କୃପା କରି ମିଳିଥାନ୍ତି ॥4॥
ਤਿਸ ਹੀ ਗੁਨੁ ਤਿਨ ਹੀ ਪ੍ਰਭੁ ਜਾਤਾ ॥
କେବଳ ସେ ହିଁ ଗୁଣ-ଫଳ ପ୍ରାପ୍ତ କରିଥାଏ ଆଉ କେବଳ ସେ ହିଁ ପ୍ରଭୁଙ୍କୁ ବୁଝିଥାଏ,
ਜਿਸ ਕੀ ਮਾਨਿ ਲੇਇ ਸੁਖਦਾਤਾ ॥੧॥ ਰਹਾਉ ਦੂਜਾ ॥੩੬॥੧੦੫॥
ଯାହାଙ୍କ ଭକ୍ତି ସୁଖଦାତା ସ୍ଵୀକାର କରିନିଅନ୍ତି ॥1॥ରୁହ ଦ୍ଵିତୀୟ॥36॥105॥
ਗਉੜੀ ਮਹਲਾ ੫ ॥
ଗଉଡି ମହଲା 5 ॥
ਆਪਨ ਤਨੁ ਨਹੀ ਜਾ ਕੋ ਗਰਬਾ ॥
ହେ ପ୍ରାଣୀ! ଯେଉଁ ଶାରୀର ପାଇଁ ତୋର ଅଭିମାନ ଅଛି, ତାହା ତୋର ନିଜର ନୁହେଁ।
ਰਾਜ ਮਿਲਖ ਨਹੀ ਆਪਨ ਦਰਬਾ ॥੧॥
ଶାସନ, ସମ୍ପତ୍ତି, ଧନ (ସବୁଦିନ ପାଇଁ) ତୋର ନାହିଁ ॥1॥
ਆਪਨ ਨਹੀ ਕਾ ਕਉ ਲਪਟਾਇਓ ॥
ହେ ପ୍ରାଣୀ! ଯେବେ ଏହା ତୋର ନୁହେଁ, ତାହାହେଲେ ପୁଣି ତାହାକୁ ମୋହ କରୁଅଛୁ?
ਆਪਨ ਨਾਮੁ ਸਤਿਗੁਰ ਤੇ ਪਾਇਓ ॥੧॥ ਰਹਾਉ ॥
କେବଳ ନାମ ହିଁ ତୋର ଅଟେ ଯାହା ସଦଗୁରୁଙ୍କ ଦ୍ଵାରା ତୋତେ ପ୍ରାପ୍ତି ହେବ। ॥1॥ରୁହ॥
ਸੁਤ ਬਨਿਤਾ ਆਪਨ ਨਹੀ ਭਾਈ ॥
ହେ ପ୍ରାଣୀ! ପୁତ୍ର, ପତ୍ନୀ ଭାଇ ତୋର ନୁହନ୍ତି।
ਇਸਟ ਮੀਤ ਆਪ ਬਾਪੁ ਨ ਮਾਈ ॥੨॥
ଇଷ୍ଟ, ମିତ୍ର, ପିତା ଏବଂ ମାତା ତୋର ନିଜର ନୁହନ୍ତି ॥2॥
ਸੁਇਨਾ ਰੂਪਾ ਫੁਨਿ ਨਹੀ ਦਾਮ ॥
ସୁନା, ରୂପା ଏବଂ ଧନ-ଦୌଲତ ମଧ୍ୟ ତୋର ନୁହେଁ।
ਹੈਵਰ ਗੈਵਰ ਆਪਨ ਨਹੀ ਕਾਮ ॥੩॥
କୁଶଳ ଘୋଡା ଏବଂ ସୁନ୍ଦର ହାତୀ ତୋର କିଛି କାମରେ ନାହିଁ ॥3॥
ਕਹੁ ਨਾਨਕ ਜੋ ਗੁਰਿ ਬਖਸਿ ਮਿਲਾਇਆ ॥
ହେ ନାନକ! ଯାହାକୁ ଗୁରୁଜୀ କ୍ଷମା କରିଦିଅନ୍ତି, ତାହାକୁ ସେ ପ୍ରଭୁଙ୍କ ସହିତ ମିଳାଇଦିଅନ୍ତି।
ਤਿਸ ਕਾ ਸਭੁ ਕਿਛੁ ਜਿਸ ਕਾ ਹਰਿ ਰਾਇਆ ॥੪॥੩੭॥੧੦੬॥
ଯାହା ପାଖରେ ପ୍ରଭୁ-ପରମେଶ୍ଵର ଅଛନ୍ତି, ତାହା ପାଖରେ ସବୁ କିଛି ଅଛି ॥4॥37॥106॥
ਗਉੜੀ ਮਹਲਾ ੫ ॥
ଗଉଡି ମହଲା 5 ॥
ਗੁਰ ਕੇ ਚਰਣ ਊਪਰਿ ਮੇਰੇ ਮਾਥੇ ॥
ଗୁରୁଙ୍କ ଚରଣ ମୋର ମସ୍ତକ ଉପରେ ବିଦ୍ୟମାନ ଅଛି।
ਤਾ ਤੇ ਦੁਖ ਮੇਰੇ ਸਗਲੇ ਲਾਥੇ ॥੧॥
ଏଥିଦ୍ଵାରା ମୋର ସମସ୍ତ ଦୁଃଖ ଦୂର ହୋଇଯାଇଛି ॥1॥
ਸਤਿਗੁਰ ਅਪੁਨੇ ਕਉ ਕੁਰਬਾਨੀ ॥
ମୁଁ ନିଜ ସଦଗୁରୁଙ୍କ ପ୍ରତି ସମର୍ପିତ।
ਆਤਮ ਚੀਨਿ ਪਰਮ ਰੰਗ ਮਾਨੀ ॥੧॥ ਰਹਾਉ ॥
ଯାହା ଦ୍ଵାରା ମୁଁ ନିଜ ଆତ୍ମିକ ଜୀବନକୁ ବୁଝିଛି ଆଉ ପରମାନନ୍ଦ ପାଇଛି ॥1॥ରୁହ॥
ਚਰਣ ਰੇਣੁ ਗੁਰ ਕੀ ਮੁਖਿ ਲਾਗੀ ॥
ଗୁରୁଙ୍କ ଚରଣ ଧୁଳି ମୋର ଚେହେରାରେ ଲାଗିଛି
ਅਹੰਬੁਧਿ ਤਿਨਿ ਸਗਲ ਤਿਆਗੀ ॥੨॥
ଆଉ ସେ ମୋର ସବୁ ଅହଂ ବୁଦ୍ଧି ନିବୃତ୍ତ କରିଦେଇଛନ୍ତି ॥2॥
ਗੁਰ ਕਾ ਸਬਦੁ ਲਗੋ ਮਨਿ ਮੀਠਾ ॥
ଗୁରୁଙ୍କ ଶବ୍ଦ ମୋର ମନକୁ ମିଠା ଲାଗିଥାଏ।
ਪਾਰਬ੍ਰਹਮੁ ਤਾ ਤੇ ਮੋਹਿ ਡੀਠਾ ॥੩॥
ଗୁରୁଙ୍କ ବାଣୀ ମାଧ୍ୟମରୁ ମୁଁ ପରଂବ୍ରହ୍ମଙ୍କୁ ପାଇଛି,
ਗੁਰੁ ਸੁਖਦਾਤਾ ਗੁਰੁ ਕਰਤਾਰੁ ॥
ଗୁରୁ ହିଁ ସୁଖଦାତା ଆଉ ଗୁରୁ ହିଁ କର୍ତ୍ତା ଅଟନ୍ତି।
ਜੀਅ ਪ੍ਰਾਣ ਨਾਨਕ ਗੁਰੁ ਆਧਾਰੁ ॥੪॥੩੮॥੧੦੭॥
ହେ ନାନକ! ଗୁରୁ ମୋର ଆତ୍ମା ଏବଂ ପ୍ରାଣର ଆଧାର ଅଟନ୍ତି ॥4॥38॥107॥
ਗਉੜੀ ਮਹਲਾ ੫ ॥
ଗଉଡି ମହଲା 5 ॥
ਰੇ ਮਨ ਮੇਰੇ ਤੂੰ ਤਾ ਕਉ ਆਹਿ ॥ ਜਾ ਕੈ ਊਣਾ ਕਛਹੂ ਨਾਹਿ ॥੧॥
ହେ ମୋର ମନ! ତୁ ସେହି ପ୍ରଭୁଙ୍କ ମିଳନର ଲାଳସା କର, ଯାହାର ଘରେ କୌଣସି ପଦାର୍ଥର କିଛି ଅଭାବ ନଥାଏ ॥1॥
ਹਰਿ ਸਾ ਪ੍ਰੀਤਮੁ ਕਰਿ ਮਨ ਮੀਤ ॥
ହେ ମୋର ମନ! ତୁ ସେହି ପ୍ରିୟତମ ହରିଙ୍କ ନିଜ ମିତ୍ର ହୁଅ।
ਪ੍ਰਾਨ ਅਧਾਰੁ ਰਾਖਹੁ ਸਦ ਚੀਤ ॥੧॥ ਰਹਾਉ ॥
ତୁ ସର୍ବଦା ହିଁ ପ୍ରଭୁଙ୍କୁ ନିଜ ହୃଦୟରେ ବସାଇ ରଖ, ଯିଏ ତୋର ପ୍ରାଣର ଆଧାର ଅଟେ ॥1॥ରୁହ॥
ਰੇ ਮਨ ਮੇਰੇ ਤੂੰ ਤਾ ਕਉ ਸੇਵਿ ॥
ହେ ମୋର ମନ! ତୁ ତାହାଙ୍କ ସେବା କର,
ਆਦਿ ਪੁਰਖ ਅਪਰੰਪਰ ਦੇਵ ॥੨॥
ଯିଏ ଆଦି ପୁରୁଷ ଏବଂ ଅପାର ଦେବ ଅଟନ୍ତି ॥2॥
ਤਿਸੁ ਊਪਰਿ ਮਨ ਕਰਿ ਤੂੰ ਆਸਾ ॥
ହେ ମୋର ମନ! ତାହାଙ୍କ ଉପରେ ନିଜ ଆସ୍ଥା ରଖ,
ਆਦਿ ਜੁਗਾਦਿ ਜਾ ਕਾ ਭਰਵਾਸਾ ॥੩॥
ଯିଏ ଆଦି ଏବଂ ଯୁଗର ଆରମ୍ଭରୁ ପ୍ରାଣୀଙ୍କ ସାହାରା ଅଟେ ॥3॥
ਜਾ ਕੀ ਪ੍ਰੀਤਿ ਸਦਾ ਸੁਖੁ ਹੋਇ ॥
ଯାହାର ପ୍ରେମ ଦ୍ଵାରା ସର୍ବଦା ସୁଖ-ଶାନ୍ତି ପ୍ରାପ୍ତ ହୋଇଥାଏ,
ਨਾਨਕੁ ਗਾਵੈ ਗੁਰ ਮਿਲਿ ਸੋਇ ॥੪॥੩੯॥੧੦੮॥
ହେ ନାନକ! ଗୁରୁଙ୍କ ସହିତ ମିଶି ତାହାଙ୍କ ମହିମା ଗାନ କରିଥାଏ ॥4॥39॥108॥
ਗਉੜੀ ਮਹਲਾ ੫ ॥
ଗଉଡି ମହଲା 5 ॥
ਮੀਤੁ ਕਰੈ ਸੋਈ ਹਮ ਮਾਨਾ ॥
ଯାହା କିଛି ମୋର ମିତ୍ର(ପ୍ରଭୁ) କରିଥାଏ, ତାହାଙ୍କୁ ମୁଁ ସହର୍ଷ ସ୍ଵୀକାର କରିଥାଏ।
ਮੀਤ ਕੇ ਕਰਤਬ ਕੁਸਲ ਸਮਾਨਾ ॥੧॥
ମୋର ମିତ୍ର(ପ୍ରଭୁ)ଙ୍କ କାର୍ଯ୍ୟ ମୋତେ ସୁଖ ଭଳି ପ୍ରତୀତ ହେଉଛି ॥1॥
ਏਕਾ ਟੇਕ ਮੇਰੈ ਮਨਿ ਚੀਤ ॥
ମୋର ମନ ଏବଂ ଚିତ୍ତରେ ଏକ ପ୍ରଭୁ ହିଁ ସାହାରା ଅଟନ୍ତି,
ਜਿਸੁ ਕਿਛੁ ਕਰਣਾ ਸੁ ਹਮਰਾ ਮੀਤ ॥੧॥ ਰਹਾਉ ॥
ଏହି ସବୁ ରଚନା ଯାହାର ଅଟେ, ସେ ହିଁ ମୋର ମିତ୍ର ପ୍ରଭୁ ଅଟନ୍ତି ॥1॥ରୁହ॥
ਮੀਤੁ ਹਮਾਰਾ ਵੇਪਰਵਾਹਾ ॥
ମୋର ମିତ୍ର ପ୍ରଭୁ ନିଶ୍ଚିନ୍ତ ଅଟନ୍ତି।
ਗੁਰ ਕਿਰਪਾ ਤੇ ਮੋਹਿ ਅਸਨਾਹਾ ॥੨॥
ଗୁରୁଙ୍କ ଦୟାରୁ ମୋର ତାହାଙ୍କ ସହିତ ପ୍ରେମ ହୋଇଯାଇଛି ॥2॥
ਮੀਤੁ ਹਮਾਰਾ ਅੰਤਰਜਾਮੀ ॥
ମୋର ମିତ୍ର ପ୍ରଭୁ ଅନ୍ତର୍ଯାମୀ ଅଟନ୍ତି।
ਸਮਰਥ ਪੁਰਖੁ ਪਾਰਬ੍ਰਹਮੁ ਸੁਆਮੀ ॥੩॥
ପରଂବ୍ରହ୍ମ ପୁରୁଷ ରୂପ ଏବଂ ସାରା ଜଗତର ସ୍ଵାମୀ ଅଟନ୍ତି ଆଉ ସବୁ କିଛି କରିବାରେ ସମର୍ଥ ଅଟନ୍ତି ॥3॥
ਹਮ ਦਾਸੇ ਤੁਮ ਠਾਕੁਰ ਮੇਰੇ ॥
ହେ ପ୍ରଭୁ! ମୁଁ ତୋର ଦାସ ଅଟେ ଆଉ ତୁ ମୋର ଠାକୁର ଅଟୁ।