Guru Granth Sahib Translation Project

guru granth sahib odia page-1282

Page 1282

ਪਉੜੀ ॥ ପଉଡୀ॥
ਅਤੁਲੁ ਕਿਉ ਤੋਲੀਐ ਵਿਣੁ ਤੋਲੇ ਪਾਇਆ ਨ ਜਾਇ ॥ ଈଶ୍ଵର ଅତୁଳନୀୟ ଅଟନ୍ତି, ତାହାଙ୍କୁ କିପରି ତଉଲା ଯାଇ ପାରିବ, ତାହାଙ୍କ ଗୁଣକୁ ବିନା ମୂଲ୍ୟାଙ୍କନରେ ପ୍ରାପ୍ତ କରାଯାଇ ପାରିବ ନାହିଁ।
ਗੁਰ ਕੈ ਸਬਦਿ ਵੀਚਾਰੀਐ ਗੁਣ ਮਹਿ ਰਹੈ ਸਮਾਇ ॥ ଗୁରୁଙ୍କ ଉପଦେଶ ଦ୍ଵାରା ଚିନ୍ତନ କରି ତାହାଙ୍କ ଗୁଣରେ ଲୀନ ରହିବା ଉଚିତ।
ਅਪਣਾ ਆਪੁ ਆਪਿ ਤੋਲਸੀ ਆਪੇ ਮਿਲੈ ਮਿਲਾਇ ॥ ସେ ସ୍ଵୟଂ ହିଁ ନିଜ ମହିମାକୁ ତଉଲି ଥାଆନ୍ତି ଏବଂ ନିଜକୁ ନିଜେ ମିଳାଇ ନେଇଥାନ୍ତି।
ਤਿਸ ਕੀ ਕੀਮਤਿ ਨਾ ਪਵੈ ਕਹਣਾ ਕਿਛੂ ਨ ਜਾਇ ॥ ସେ ମହାନ ଅଟନ୍ତି, ତାହାଙ୍କ ମୂଲ୍ୟାଙ୍କନ କରାଯାଇ ପାରିବ ନାହିଁ।
ਹਉ ਬਲਿਹਾਰੀ ਗੁਰ ਆਪਣੇ ਜਿਨਿ ਸਚੀ ਬੂਝ ਦਿਤੀ ਬੁਝਾਇ ॥ ମୁଁ ନିଜ ଗୁରୁଙ୍କ ପ୍ରତି ସମର୍ପିତ ଯାଇଥାଏ, ଯିଏ ସଚ୍ଚା କଥା କହିଥାନ୍ତି।
ਜਗਤੁ ਮੁਸੈ ਅੰਮ੍ਰਿਤੁ ਲੁਟੀਐ ਮਨਮੁਖ ਬੂਝ ਨ ਪਾਇ ॥ ସଂସାର ଧୋକା ଖାଉଅଛି, ନାମାମୃତ ଲୁଟିବା ଉଚିତ, ପରନ୍ତୁ ସ୍ଵେଚ୍ଛାଚାରୀ ଏହି ତଥ୍ୟକୁ ବୁଝି ପାରୁନାହିଁ।
ਵਿਣੁ ਨਾਵੈ ਨਾਲਿ ਨ ਚਲਸੀ ਜਾਸੀ ਜਨਮੁ ਗਵਾਇ ॥ ପରମାତ୍ମାଙ୍କ ନାମ ବିନା କିଛି ମଧ୍ୟ ସାଥିରେ ଯାଏ ନାହିଁ ଏବଂ ମନୁଷ୍ୟ ନିଜ ଜୀବନ ହରାଇ ଦେଇଥାଏ।
ਗੁਰਮਤੀ ਜਾਗੇ ਤਿਨ੍ਹ੍ਹੀ ਘਰੁ ਰਖਿਆ ਦੂਤਾ ਕਾ ਕਿਛੁ ਨ ਵਸਾਇ ॥੮॥ ଗୁରୁଙ୍କ ଉପଦେଶାନୁସାରେ ଚାଲିବା ବାଲା ସାବଧାନ ରହିଥାଏ, ନିଜ ଘରକୁ ରକ୍ଷା କରିଥାଏ, ନ ହେଲେ ଯମଦୂତର ଭରସା ନଥାଏ||8||
ਸਲੋਕ ਮਃ ੩ ॥ ଶ୍ଳୋକ ମହଲା 3॥
ਬਾਬੀਹਾ ਨਾ ਬਿਲਲਾਇ ਨਾ ਤਰਸਾਇ ਏਹੁ ਮਨੁ ਖਸਮ ਕਾ ਹੁਕਮੁ ਮੰਨਿ ॥ ହେ ଚାତକ ରୂପୀ ମନ! ଏହି ରୋଦନ କରିବା ଏବଂ ଦୁଃଖୀ ହେବା ତ୍ୟାଗ କରିଦିଅ, ତୁମେ ନିଜ ମାଲିକଙ୍କ ହୁକୁମ ମାନିବାକୁ ପଡିବ।
ਨਾਨਕ ਹੁਕਮਿ ਮੰਨਿਐ ਤਿਖ ਉਤਰੈ ਚੜੈ ਚਵਗਲਿ ਵੰਨੁ ॥੧॥ ନାନକ କହନ୍ତି ଯେ ତାହାଙ୍କ ହୁକୁମ ମାନିବା ଦ୍ଵାରା ସାରା ତୃଷ୍ଣା ଦୂର ହୋଇଯାଏ ଏବଂ ଖୁସିର ରଙ୍ଗ ବହୁଗୁଣ ବଢିଯାଏ||1||
ਮਃ ੩ ॥ ମହଲା 3॥
ਬਾਬੀਹਾ ਜਲ ਮਹਿ ਤੇਰਾ ਵਾਸੁ ਹੈ ਜਲ ਹੀ ਮਾਹਿ ਫਿਰਾਹਿ ॥ ଆରେ ଚାତକ! ଜଳରେ ତୋର ନିବାସ ଅଛି ଏବଂ ଜଳରେ ହିଁ ତୁ ବିଚରଣ କରୁ।
ਜਲ ਕੀ ਸਾਰ ਨ ਜਾਣਹੀ ਤਾਂ ਤੂੰ ਕੂਕਣ ਪਾਹਿ ॥ ତୁ ଜଳର ମୂଲ୍ୟ ଜାଣି ନାହୁଁ, ଯାହାଦ୍ୱାରା ତୁ ରୋଦନ-ବିଳାପ କରୁଅଛୁ।
ਜਲ ਥਲ ਚਹੁ ਦਿਸਿ ਵਰਸਦਾ ਖਾਲੀ ਕੋ ਥਾਉ ਨਾਹਿ ॥ ପରମାତ୍ମା ରୂପୀ ଜଳ ସର୍ବବ୍ୟାପ୍ତ ଅଟେ, ତାହାଙ୍କ ଠାରୁ କୌଣସି ସ୍ଥାନ ଖାଲି ନାହିଁ।
ਏਤੈ ਜਲਿ ਵਰਸਦੈ ਤਿਖ ਮਰਹਿ ਭਾਗ ਤਿਨਾ ਕੇ ਨਾਹਿ ॥ ଏତେ ଜଳ ରହିଥାଇ, ତୃଷ୍ଣାରେ ମରିବା ବାଲା ଲୋକ ବହୁତ ଭାଗ୍ୟହୀନ ଅଟେ।
ਨਾਨਕ ਗੁਰਮੁਖਿ ਤਿਨ ਸੋਝੀ ਪਈ ਜਿਨ ਵਸਿਆ ਮਨ ਮਾਹਿ ॥੨॥ ନାନକ କହନ୍ତି ଯେ ଗୁରୁନ କ ଠାରୁ ଯାହାକୁ ଜ୍ଞାନ ପ୍ରାପ୍ତ ହୋଇଥାଏ, ତାହାର ମନରେ ପ୍ରଭୁ ଅବସ୍ଥିତ ହୋଇଯାନ୍ତି||2||
ਪਉੜੀ ॥ ପଉଡୀ॥
ਨਾਥ ਜਤੀ ਸਿਧ ਪੀਰ ਕਿਨੈ ਅੰਤੁ ਨ ਪਾਇਆ ॥ ବଡ-ବଡ ନାଥ, ସନ୍ନ୍ୟାସୀ, ସିଦ୍ଧଙ୍କ ମଧ୍ୟରୁ କେହି ମଧ୍ୟ ଈଶ୍ଵରଙ୍କ ରହସ୍ୟ ପାଇ ପାରି ନାହାନ୍ତି।
ਗੁਰਮੁਖਿ ਨਾਮੁ ਧਿਆਇ ਤੁਝੈ ਸਮਾਇਆ ॥ ଗୁରୁଙ୍କ ଦ୍ଵାରା ନାମର ଧ୍ୟାନ କରିବା ବାଲା ତୋ' ଠାରେ ହିଁ ସମାହିତ ହୋଇ ଯାଇଛି।
ਜੁਗ ਛਤੀਹ ਗੁਬਾਰੁ ਤਿਸ ਹੀ ਭਾਇਆ ॥ ଛତିଶ ଯୁଗ ପର୍ଯ୍ୟନ୍ତ ଘୋର ଅନ୍ଧକାର ଥିଲା,
ਜਲਾ ਬਿੰਬੁ ਅਸਰਾਲੁ ਤਿਨੈ ਵਰਤਾਇਆ ॥ ଜଗତ ରଚନାର ପୂର୍ବରୁ ଭୟାନକ ଜଳ ବିସ୍ତାର କରିଥିଲା।
ਨੀਲੁ ਅਨੀਲੁ ਅਗੰਮੁ ਸਰਜੀਤੁ ਸਬਾਇਆ ॥ ସେହି ସୃଷ୍ଟିକର୍ତ୍ତା ଶାଶ୍ଵତ ସ୍ୱରୂପ, ଅନାଦି, ଅସୀମ ଏବଂ ଅଗମ୍ୟ ଅଟନ୍ତି।
ਅਗਨਿ ਉਪਾਈ ਵਾਦੁ ਭੁਖ ਤਿਹਾਇਆ ॥ ସେ ଅଗ୍ନି, ଲାଳସା, କ୍ଷୁଧା ଏବଂ ତୃଷ୍ଣା ଉତ୍ପନ୍ନ କରିଛନ୍ତି ଏବଂ
ਦੁਨੀਆ ਕੈ ਸਿਰਿ ਕਾਲੁ ਦੂਜਾ ਭਾਇਆ ॥ ଦୈତ୍ୟଭାବରେ ଦୁନିଆର ମସ୍ତକ ଉପରେ ମୃତ୍ୟୁକୁ ରଖିଛନ୍ତି।
ਰਖੈ ਰਖਣਹਾਰੁ ਜਿਨਿ ਸਬਦੁ ਬੁਝਾਇਆ ॥੯॥ ପରନ୍ତୁ ଯିଏ ଶବ୍ଦ-ଗୁରୁ ଦ୍ଵାରା ବୁଝି ନେଇଛି, ଦୁନିଆର ରଖୁଆଳ ତାହାର ରକ୍ଷା କରିଥାନ୍ତି||9||
ਸਲੋਕ ਮਃ ੩ ॥ ଶ୍ଳୋକ ମହଲା 3॥
ਇਹੁ ਜਲੁ ਸਭ ਤੈ ਵਰਸਦਾ ਵਰਸੈ ਭਾਇ ਸੁਭਾਇ ॥ ଈଶ୍ଵର ରୂପୀ ଜଳ ସର୍ବତ୍ର ବର୍ଷା ହୋଇଥାଏ ଏବଂ ପ୍ରେମ ସ୍ଵଭାବ ବର୍ଷା ହୋଇଥାଏ।
ਸੇ ਬਿਰਖਾ ਹਰੀਆਵਲੇ ਜੋ ਗੁਰਮੁਖਿ ਰਹੇ ਸਮਾਇ ॥ କିନ୍ତୁ ଜୀବ ରୂପୀ ସେହି ବୃକ୍ଷ ସବୁଜ ହୋଇଥାଏ, ଯାହା ଗୁରୁଙ୍କ ଉପଦେଶାନୁସାରେ ଲୀନ ରହିଥାଏ।
ਨਾਨਕ ਨਦਰੀ ਸੁਖੁ ਹੋਇ ਏਨਾ ਜੰਤਾ ਕਾ ਦੁਖੁ ਜਾਇ ॥੧॥ ହେ ନାନକ! ତାହାଙ୍କ କୃପା-ଦୃଷ୍ଟି ହେବା ପରେ ହିଁ ସୁଖ ଉତ୍ପନ୍ନ ହୋଇଥାଏ ଏବଂ ଜୀବର ଦୁଃଖ ଦୂର ହୋଇଯାଏ||1||
ਮਃ ੩ ॥ ମହଲା 3॥
ਭਿੰਨੀ ਰੈਣਿ ਚਮਕਿਆ ਵੁਠਾ ਛਹਬਰ ਲਾਇ ॥ ସୁନ୍ଦର ରାତିରେ ବିଜୁଳି ଚମକି ଥାଏ, ମୁଷଳ ଧାରାରେ ବର୍ଷା ହୋଇଥାଏ।
ਜਿਤੁ ਵੁਠੈ ਅਨੁ ਧਨੁ ਬਹੁਤੁ ਊਪਜੈ ਜਾਂ ਸਹੁ ਕਰੇ ਰਜਾਇ ॥ ଯେତେବେଳେ ମାଲିକଙ୍କ ଇଚ୍ଛା ହୋଇଥାଏ, ଏହି ବର୍ଷା ଦ୍ଵାରା ଅଧିକ ମାତ୍ରାରେ ଅନ୍ନ-ଧନ ଉତ୍ପନ୍ନ ହୋଇଥାଏ।
ਜਿਤੁ ਖਾਧੈ ਮਨੁ ਤ੍ਰਿਪਤੀਐ ਜੀਆਂ ਜੁਗਤਿ ਸਮਾਇ ॥ ଯେଉଁ ନାମର ସେବନ କରିବା ଦ୍ଵାରା ମନ ତୃପ୍ତ ହୋଇଯାଏ ଏବଂ ଜୀବର ଜୀବନ-ଯୁକ୍ତି ସେଥିରେ ଲୀନ ରହିଥାଏ।
ਇਹੁ ਧਨੁ ਕਰਤੇ ਕਾ ਖੇਲੁ ਹੈ ਕਦੇ ਆਵੈ ਕਦੇ ਜਾਇ ॥ ଏହି ଧନ ଈଶ୍ଵରଙ୍କ ଲୀଳା ଅଟେ, କେବେ ଆସିଥାଏ, କେବେ ଯାଇଥାଏ।
ਗਿਆਨੀਆ ਕਾ ਧਨੁ ਨਾਮੁ ਹੈ ਸਦ ਹੀ ਰਹੈ ਸਮਾਇ ॥ ପ୍ରଭୁଙ୍କ ନାମ ଜ୍ଞାନୀ ପୁରୁଷଙ୍କ ସଚ୍ଚା ଧନ ଅଟେ ଏବଂ ସେ ସର୍ବଦା ନାମ ସ୍ମରଣରେ ଲୀନ ରହିଥାଏ।
ਨਾਨਕ ਜਿਨ ਕਉ ਨਦਰਿ ਕਰੇ ਤਾਂ ਇਹੁ ਧਨੁ ਪਲੈ ਪਾਇ ॥੨॥ ହେ ନାନକ! ଯାହା ଉପରେ ନିଜ କୃପା କରିଥାଉ, ସେହି ବ୍ୟକ୍ତି ନାମ-ଧନ ପ୍ରାପ୍ତ କରିଥାଏ||2||
ਪਉੜੀ ॥ ପଉଡୀ ॥
ਆਪਿ ਕਰਾਏ ਕਰੇ ਆਪਿ ਹਉ ਕੈ ਸਿਉ ਕਰੀ ਪੁਕਾਰ ॥ ଯେତେବେଳେ କରିବା କରାଇବା ବାଲା ସ୍ଵୟଂ ଈଶ୍ଵର ଅଟନ୍ତି, ତାହାଙ୍କ ବିନା କାହା ପାଖକୁ ଯିବି?
ਆਪੇ ਲੇਖਾ ਮੰਗਸੀ ਆਪਿ ਕਰਾਏ ਕਾਰ ॥ ତାହାଙ୍କ ଲୀଳା ଅଦ୍ଭୁତ ଅଟେ, ସେ ସ୍ଵୟଂ ହିଁ କର୍ମ କରାଇ ଥାଆନ୍ତି ଏବଂ ସ୍ଵୟଂ ହିଁ କର୍ମର ହିସାବ ମାଗିଥାନ୍ତି।
ਜੋ ਤਿਸੁ ਭਾਵੈ ਸੋ ਥੀਐ ਹੁਕਮੁ ਕਰੇ ਗਾਵਾਰੁ ॥ ମୂର୍ଖ ମନୁଷ୍ୟ ବ୍ୟର୍ଥରେ ହୁକୁମ କରିଥାଏ, ବାସ୍ତବରେ ଯାହା ଈଶ୍ଵରଙ୍କୁ ଉପଯୁକ୍ତ ଲାଗିଥାଏ, ତାହା ହୋଇଥାଏ।
ਆਪਿ ਛਡਾਏ ਛੁਟੀਐ ਆਪੇ ਬਖਸਣਹਾਰੁ ॥ ସେ କ୍ଷମାବାନ ଅଟନ୍ତି, ମୁକ୍ତି ସେତେବେଳେ ହୋଇଥାଏ, ଯେତେବେଳେ ସେ ମୁକ୍ତ କରାଇ ଥାଆନ୍ତି।
ਆਪੇ ਵੇਖੈ ਸੁਣੇ ਆਪਿ ਸਭਸੈ ਦੇ ਆਧਾਰੁ ॥ ସେ ଦେଖିଥାନ୍ତି ଓ ଶୁଣିଥାନ୍ତି ଏବଂ ସବୁଙ୍କୁ ଆଶ୍ରା ଦେଇଥାନ୍ତି।
ਸਭ ਮਹਿ ਏਕੁ ਵਰਤਦਾ ਸਿਰਿ ਸਿਰਿ ਕਰੇ ਬੀਚਾਰੁ ॥ ସବୁ ଜୀବ ଠାରେ ଏକ ପରମେଶ୍ଵର ହିଁ ବିଦ୍ୟମାନ ଅଛନ୍ତି ଏବଂ ସେ ହିଁ ବିଚାର କରିଥାନ୍ତି।


© 2017 SGGS ONLINE
error: Content is protected !!
Scroll to Top