Guru Granth Sahib Translation Project

guru granth sahib odia page-393

Page 393

ਜਿਸੁ ਭੇਟਤ ਲਾਗੈ ਪ੍ਰਭ ਰੰਗੁ ॥੧॥ ଯାହାଙ୍କୁ ମିଶିଲେ ପ୍ରଭୁଙ୍କ ସହିତ ପ୍ରେମ ହୋଇଯାଏ ॥1॥
ਗੁਰ ਪ੍ਰਸਾਦਿ ਓਇ ਆਨੰਦ ਪਾਵੈ ॥ ଗୁରୁଙ୍କ କୃପାରୁ ସେ ସୁଖ ପାଇନିଏ।
ਜਿਸੁ ਸਿਮਰਤ ਮਨਿ ਹੋਇ ਪ੍ਰਗਾਸਾ ਤਾ ਕੀ ਗਤਿ ਮਿਤਿ ਕਹਨੁ ਨ ਜਾਵੈ ॥੧॥ ਰਹਾਉ ॥ ଯାହାର ସ୍ମରଣ କରିଲେ ମନ ପ୍ରକାଶ ହୋଇଯାଏ, ତାହାଙ୍କ ଗତି ଏବଂ ଅନୁମାନ ବର୍ଣ୍ଣନା କରାଯାଇ ପାରିବ ନାହିଁ ॥1॥ରୁହ॥
ਵਰਤ ਨੇਮ ਮਜਨ ਤਿਸੁ ਪੂਜਾ ॥ ତାହାଙ୍କ ପୂଜା କରିଲେ ବ୍ରତ, ନିୟମ, ତୀର୍ଥ-ସ୍ନାନ,
ਬੇਦ ਪੁਰਾਨ ਤਿਨਿ ਸਿੰਮ੍ਰਿਤਿ ਸੁਨੀਜਾ ॥ ବେଦ, ପୁରାଣ ଏବଂ ସ୍ମୃତି ଶୁଣିବା ଫଳ ମିଳିଯାଏ।
ਮਹਾ ਪੁਨੀਤ ਜਾ ਕਾ ਨਿਰਮਲ ਥਾਨੁ ॥ ତାହାଙ୍କ ହୃଦୟ ରୂପୀ ସ୍ଥାନ ମଧ୍ୟ ମହାପବିତ୍ର ଏବଂ ନିର୍ମଳ ହୋଇଯାଏ,
ਸਾਧਸੰਗਤਿ ਜਾ ਕੈ ਹਰਿ ਹਰਿ ਨਾਮੁ ॥੨॥ ଯେଉଁ ବ୍ୟକ୍ତି ସାଧୁଙ୍କ ସଂଗତି କରିଥାଏ, ତାହାଙ୍କ ହୃଦୟରେ ପରମାତ୍ମାଙ୍କ ହରି-ନାମ ବାସ କରିଥାଏ ॥2॥
ਪ੍ਰਗਟਿਓ ਸੋ ਜਨੁ ਸਗਲੇ ਭਵਨ ॥ ଏପରି ଭକ୍ତ ସାରା ବିଶ୍ଵରେ ଲୋକପ୍ରିୟ ହୋଇଯାଏ।
ਪਤਿਤ ਪੁਨੀਤ ਤਾ ਕੀ ਪਗ ਰੇਨ ॥ ତାହାଙ୍କ ଚରଣ ଧୂଳି ଦ୍ଵାରା ପାପୀ ମଧ୍ୟ ପବିତ୍ର ହୋଇଯାଏ।
ਜਾ ਕਉ ਭੇਟਿਓ ਹਰਿ ਹਰਿ ਰਾਇ ॥ ଯେଉଁ ମନୁଷ୍ୟକୁ ହରି-ପରମେଶ୍ଵର ବାଦଶାହ ମିଳି ଯାଇଛନ୍ତି,
ਤਾ ਕੀ ਗਤਿ ਮਿਤਿ ਕਥਨੁ ਨ ਜਾਇ ॥੩॥ ତାହାଙ୍କ ଗତି ଏବଂ ମହତ୍ତ୍ଵ ବର୍ଣ୍ଣନା କରାଯାଇ ପାରିବ ନାହିଁ ॥3॥
ਆਠ ਪਹਰ ਕਰ ਜੋੜਿ ਧਿਆਵਉ ॥ ମୁଁ ଦିନ ରାତି ହାତ ଯୋଡି ପ୍ରଭୁଙ୍କ ଧ୍ୟାନ କରିଥାଏ ଆଉ
ਉਨ ਸਾਧਾ ਕਾ ਦਰਸਨੁ ਪਾਵਉ ॥ ସେହି ସନ୍ଥଙ୍କ ଦର୍ଶନ ପ୍ରାପ୍ତ କରିଥାଏ।
ਮੋਹਿ ਗਰੀਬ ਕਉ ਲੇਹੁ ਰਲਾਇ ॥ ହେ ପ୍ରଭୁ! ମୁଁ ଗରିବକୁ ନିଜ ସାଥିରେ ମିଳନ କରାଅ।
ਨਾਨਕ ਆਇ ਪਏ ਸਰਣਾਇ ॥੪॥੩੮॥੮੯॥ ନାନକ ଆସି ତୋର ଶରଣ ନେଇଛନ୍ତି ॥4॥38॥89॥
ਆਸਾ ਮਹਲਾ ੫ ॥ ଆଶା ମହଲା 5 ॥
ਆਠ ਪਹਰ ਉਦਕ ਇਸਨਾਨੀ ॥ ହେ ପଣ୍ଡିତ! ତୁମେ ନିଜ ଶାଳଗ୍ରାମକୁ କେବେ କେବେ ସ୍ନାନ କରାଉଛ, କିନ୍ତୁ ଆମର ଶାଳଗ୍ରାମ ଆଠ ପହର ସ୍ନାନ କରିବା ବାଲା ଅଟେ।
ਸਦ ਹੀ ਭੋਗੁ ਲਗਾਇ ਸੁਗਿਆਨੀ ॥ ମନକୁ ଲୋଭାୟିତ କରିବା ବାଲା ଜ୍ଞାନୀ ହରି-ଶାଳଗ୍ରାମ ସର୍ବଦା ଭୋଗ ଲଗାଇଥାଏ।
ਬਿਰਥਾ ਕਾਹੂ ਛੋਡੈ ਨਾਹੀ ॥ କୌଣସି ଦୁଃଖ ଯନ୍ତ୍ରଣାକୁ ସେ ରହିବାକୁ ଦିଅନ୍ତି ନାହିଁ।
ਬਹੁਰਿ ਬਹੁਰਿ ਤਿਸੁ ਲਾਗਹ ਪਾਈ ॥੧॥ ଆମେ ସେହି ହରି-ଶାଳଗ୍ରାମକୁ ବାରମ୍ବାର ଚରଣ ସ୍ପର୍ଶ କରିଥାଉ ॥1॥
ਸਾਲਗਿਰਾਮੁ ਹਮਾਰੈ ਸੇਵਾ ॥ ଆମର ହୃଦୟରେ ପ୍ରଭୁଙ୍କ ସେବା ହିଁ ହରି-ଶାଳଗ୍ରାମ ପୂଜା ଅଟେ।
ਪੂਜਾ ਅਰਚਾ ਬੰਦਨ ਦੇਵਾ ॥੧॥ ਰਹਾਉ ॥ ପ୍ରଭୁଙ୍କ ନାମ ସ୍ମରଣ ହିଁ ପୂଜା ଅର୍ଚ୍ଚନା ଏବଂ ବନ୍ଦନା ଅଟେ ॥1॥ରୁହ॥
ਘੰਟਾ ਜਾ ਕਾ ਸੁਨੀਐ ਚਹੁ ਕੁੰਟ ॥ ମୋର ଶାଳଗ୍ରାମ ହରିଙ୍କ ଇଚ୍ଛାର ଘଣ୍ଟା ଚାରି ଦିଗରେ ସାରା ବିଶ୍ଵରେ ଶୁଣା ଯାଉଛି।
ਆਸਨੁ ਜਾ ਕਾ ਸਦਾ ਬੈਕੁੰਠ ॥ ତାହାଙ୍କ ଆସନ ସର୍ବଦା ବୈକୁଣ୍ଠରେ ଅଟେ।
ਜਾ ਕਾ ਚਵਰੁ ਸਭ ਊਪਰਿ ਝੂਲੈ ॥ ତାହାଙ୍କ ପ୍ରଭାବ ସମସ୍ତ ଜୀବ ଉପରେ ଝୁଲୁଅଛି ଆଉ
ਤਾ ਕਾ ਧੂਪੁ ਸਦਾ ਪਰਫੁਲੈ ॥੨॥ ଯାହାର ହୋମ-ସାମଗ୍ରୀ(ଧୂପ) ସର୍ବଦା ମହକୁ ଅଛି ॥2॥
ਘਟਿ ਘਟਿ ਸੰਪਟੁ ਹੈ ਰੇ ਜਾ ਕਾ ॥ ହେ ପଣ୍ଡିତ! ତୁ ନିଜ ଶାଳଗ୍ରାମକୁ ଡବାରେ ରଖୁଅଛୁ, କିନ୍ତୁ ଆମ ଶାଳଗ୍ରାମର ଡବା ପ୍ରତି ଜୀବର ହୃଦୟରେ ଅଛି।
ਅਭਗ ਸਭਾ ਸੰਗਿ ਹੈ ਸਾਧਾ ॥ ସନ୍ଥଙ୍କ ସଂଗତି ତାହାଙ୍କ ଅଟଳ ସଭା ଅଟେ।
ਆਰਤੀ ਕੀਰਤਨੁ ਸਦਾ ਅਨੰਦ ॥ ସର୍ବଦା ଆନନ୍ଦ ପ୍ରଦାନ କରୁଥିବା ତାହାଙ୍କ କୀର୍ତ୍ତନ ହିଁ ତାହାଙ୍କ ଆରତୀ ଅଟେ।
ਮਹਿਮਾ ਸੁੰਦਰ ਸਦਾ ਬੇਅੰਤ ॥੩॥ ତାହାଙ୍କ ମହିମା ବହୁତ ସୁନ୍ଦର ଏବଂ ସର୍ବଦା ହିଁ ଅନନ୍ତ ଅଟେ ॥3॥
ਜਿਸਹਿ ਪਰਾਪਤਿ ਤਿਸ ਹੀ ਲਹਨਾ ॥ ଯାହାର ଭାଗ୍ୟରେ ତାହାଙ୍କୁ ପ୍ରାପ୍ତିର ଲେଖା ଥାଏ, କେବଳ ସେ ଶାଳଗ୍ରାମ ପ୍ରଭୁଙ୍କୁ ପାଇଥାଏ।
ਸੰਤ ਚਰਨ ਓਹੁ ਆਇਓ ਸਰਨਾ ॥ ସେହି ମନୁଷ୍ୟ ସନ୍ଥଙ୍କ ଚରଣର ଶରଣକୁ ଆସିଥାଏ।
ਹਾਥਿ ਚੜਿਓ ਹਰਿ ਸਾਲਗਿਰਾਮੁ ॥ ହରି-ଶାଳଗ୍ରାମ ମୋର ହାତରେ ଆସିଛନ୍ତି, ଅର୍ଥାତ ମୋତେ ମିଳିଛନ୍ତି।
ਕਹੁ ਨਾਨਕ ਗੁਰਿ ਕੀਨੋ ਦਾਨੁ ॥੪॥੩੯॥੯੦॥ ହେ ନାନକ! ମୋତେ ଗୁରୁ ଏହି ଦାନ ଦେଇଛନ୍ତି ॥4॥39॥90॥
ਆਸਾ ਮਹਲਾ ੫ ਪੰਚਪਦਾ ॥ ଆଶା ମହଲା 5 ପଞ୍ଚପଦା ॥
ਜਿਹ ਪੈਡੈ ਲੂਟੀ ਪਨਿਹਾਰੀ ॥ ଯେଉଁ ପଥରେ ବିକାରରେ ଫସିଥାଏ,
ਸੋ ਮਾਰਗੁ ਸੰਤਨ ਦੂਰਾਰੀ ॥੧॥ ସେହି ମାର୍ଗ ସନ୍ଥଜନ ଠାରୁ ଦୂର ଅଟେ ॥1॥
ਸਤਿਗੁਰ ਪੂਰੈ ਸਾਚੁ ਕਹਿਆ ॥ ପୂର୍ଣ୍ଣ ସଦଗୁରୁ ସତ୍ୟ କହିଛନ୍ତି।
ਨਾਮ ਤੇਰੇ ਕੀ ਮੁਕਤੇ ਬੀਥੀ ਜਮ ਕਾ ਮਾਰਗੁ ਦੂਰਿ ਰਹਿਆ ॥੧॥ ਰਹਾਉ ॥ ହେ ପ୍ରଭୁ! ତୋର ନାମ ମୋକ୍ଷର ମାର୍ଗ ଅଟେ ଆଉ ଯମଦୂତର ମାର୍ଗ ଏହା ଠାରୁ ବହୁତ ଦୂର ଅଟେ ॥1॥ରୁହ॥
ਜਹ ਲਾਲਚ ਜਾਗਾਤੀ ਘਾਟ ॥ ଯେଉଁଠି ଲାଳସା କରି ନେବାର ଘାଟ ଅଛି,
ਦੂਰਿ ਰਹੀ ਉਹ ਜਨ ਤੇ ਬਾਟ ॥੨॥ ସେହି ପଥ ଭକ୍ତଙ୍କ ଠାରୁ ଦୂରରେ ରହିଯାଏ ॥2॥
ਜਹ ਆਵਟੇ ਬਹੁਤ ਘਨ ਸਾਥ ॥ ଯେଉଁ ଜୀବନ ଯାତ୍ରାରେ ଅନେକ ପଣ୍ଡିତ ରହିଥାନ୍ତି,
ਪਾਰਬ੍ਰਹਮ ਕੇ ਸੰਗੀ ਸਾਧ ॥੩॥ ସେହି ଯାତ୍ରାରେ ସାଧୁଜନ ପରଂବ୍ରହ୍ମଙ୍କ ସତସଙ୍ଗତିରେ ବନି ରହିଥାଏ ॥3॥
ਚਿਤ੍ਰ ਗੁਪਤੁ ਸਭ ਲਿਖਤੇ ਲੇਖਾ ॥ ଚିତ୍ରଗୁପ୍ତ ସମସ୍ତ ଜୀବଙ୍କ କର୍ମ ଲେଖା ଅନୁସାରେ ଲେଖିଥାଏ, ପରନ୍ତୁ
ਭਗਤ ਜਨਾ ਕਉ ਦ੍ਰਿਸਟਿ ਨ ਪੇਖਾ ॥੪॥ ଭକ୍ତଙ୍କୁ ଦୃଷ୍ଟି ଉଠାଇ ମଧ୍ୟ ଦେଖେ ନାହିଁ।
ਕਹੁ ਨਾਨਕ ਜਿਸੁ ਸਤਿਗੁਰੁ ਪੂਰਾ ॥ ହେ ନାନକ! ଯାହାର ସଦଗୁରୁ ପୂର୍ଣ୍ଣ ଅଟନ୍ତି,
ਵਾਜੇ ਤਾ ਕੈ ਅਨਹਦ ਤੂਰਾ ॥੫॥੪੦॥੯੧॥ ତାହାଙ୍କ ପାଇଁ ଭଗବାନଙ୍କ ଗୁଣାନୁବାଦ ନିରନ୍ତର ବାଜିଥାଏ ॥5॥40॥91॥
ਆਸਾ ਮਹਲਾ ੫ ਦੁਪਦਾ ੧ ॥ ଆଶା ମହଲା 5 ଦୁପଦା 1 ॥
ਸਾਧੂ ਸੰਗਿ ਸਿਖਾਇਓ ਨਾਮੁ ॥ ସାଧୁଙ୍କ ସଙ୍ଗତି ମୋତେ ଭଗବାନଙ୍କ ନାମ-ସ୍ମରଣ ଶିଖାଇ ଦେଇଛି,
ਸਰਬ ਮਨੋਰਥ ਪੂਰਨ ਕਾਮ ॥ ଯାହାର ଫଳସ୍ଵରୂପ ସାରା ମନୋରଥ ଏବଂ କାର୍ଯ୍ୟ ପୁରା ହୋଇଯାଇଛି।
ਬੁਝਿ ਗਈ ਤ੍ਰਿਸਨਾ ਹਰਿ ਜਸਹਿ ਅਘਾਨੇ ॥ ହରି ଯଶ ଗାନ ଦ୍ଵାରା ମୋର ତୃଷ୍ଣା ମେଣ୍ଟିଯାଇଛି ଆଉ ମୁଁ ତୃପ୍ତ ହୋଇଯାଇଛି।
ਜਪਿ ਜਪਿ ਜੀਵਾ ਸਾਰਿਗਪਾਨੇ ॥੧॥ ଭଗବାନଙ୍କ ନାମ ଜପ କରି ମୁଁ ଆତ୍ମିକ ଜୀବନ ବଞ୍ଚିଅଛି ॥1॥
ਕਰਨ ਕਰਾਵਨ ਸਰਨਿ ਪਰਿਆ ॥ ସବୁକିଛି କରିବା ଏବଂ କରାଇବା ପାଇଁ ସମର୍ଥ ପ୍ରଭୁଙ୍କ ଶରଣ ମୁଁ ନେଇଛି।
ਗੁਰ ਪਰਸਾਦਿ ਸਹਜ ਘਰੁ ਪਾਇਆ ਮਿਟਿਆ ਅੰਧੇਰਾ ਚੰਦੁ ਚੜਿਆ ॥੧॥ ਰਹਾਉ ॥ ଗୁରୁଙ୍କ କୃପାରୁ ମୋତେ ସ୍ଵାଭାବିକ ଘର ମିଳିଯାଇଛି, ଅନ୍ଧକାର ଦୂର ହୋଇଯାଇଛି ଆଉ ଜ୍ଞାନର ଚନ୍ଦ୍ରମା ଉଦୟ ହୋଇଯାଇଛି ॥1॥ରୁହ॥
Scroll to Top
https://keuangan.usbypkp.ac.id/user_guide/lgacor/ https://learning.poltekkesjogja.ac.id/lib/pear/ https://learning.poltekkesjogja.ac.id/lib/ situs slot gacor slot gacor hari ini https://pelatihan-digital.smesco.go.id/.well-known/sgacor/ https://biropemotda.riau.go.id/wp-content/ngg/modules-demo/ https://jurnal.unpad.ac.id/classes/core/appdemo/ slot gacor
jp1131 https://bobabet-asik.com/ https://sugoi168daftar.com/ https://76vdomino.com/ https://jurnal.unpad.ac.id/help/ez_JP/ https://library.president.ac.id/event/jp-gacor/ https://biropemotda.riau.go.id/menus/1131-gacor/ https://akuntansi.feb.binabangsa.ac.id/beasiswa/sijp/ https://pmursptn.unib.ac.id/wp-content/boba/
https://pti.fkip.binabangsa.ac.id/product/hk/ http://febi.uindatokarama.ac.id/wp-content/hk/
https://keuangan.usbypkp.ac.id/user_guide/lgacor/ https://learning.poltekkesjogja.ac.id/lib/pear/ https://learning.poltekkesjogja.ac.id/lib/ situs slot gacor slot gacor hari ini https://pelatihan-digital.smesco.go.id/.well-known/sgacor/ https://biropemotda.riau.go.id/wp-content/ngg/modules-demo/ https://jurnal.unpad.ac.id/classes/core/appdemo/ slot gacor
jp1131 https://bobabet-asik.com/ https://sugoi168daftar.com/ https://76vdomino.com/ https://jurnal.unpad.ac.id/help/ez_JP/ https://library.president.ac.id/event/jp-gacor/ https://biropemotda.riau.go.id/menus/1131-gacor/ https://akuntansi.feb.binabangsa.ac.id/beasiswa/sijp/ https://pmursptn.unib.ac.id/wp-content/boba/
https://pti.fkip.binabangsa.ac.id/product/hk/ http://febi.uindatokarama.ac.id/wp-content/hk/