Guru Granth Sahib Translation Project

guru granth sahib odia page-379

Page 379

ਪੀੜ ਗਈ ਫਿਰਿ ਨਹੀ ਦੁਹੇਲੀ ॥੧॥ ਰਹਾਉ ॥ ତାହାର ଦୁଃଖ-ଦରଦ ଦୂର ହୋଇଯାଏ ଆଉ ପୁଣି କେବେ ଦୁଃଖୀ ହୁଏନାହିଁ॥1॥ରୁହ॥
ਕਰਿ ਕਿਰਪਾ ਚਰਨ ਸੰਗਿ ਮੇਲੀ ॥ ନିଜ କୃପା କରି ପ୍ରଭୁ ତାହାକୁ ନିଜ ଚରଣରେ ଲୀନ କରାନ୍ତି ଆଉ
ਸੂਖ ਸਹਜ ਆਨੰਦ ਸੁਹੇਲੀ ॥੧॥ ସେ ସ୍ଵାଭାବିକ ସୁଖ ଓ ଆନନ୍ଦ ପ୍ରାପ୍ତ କରିନିଏ ତଥା ସଦା ସୁଖୀ ହୋଇଥାଏ॥1॥
ਸਾਧਸੰਗਿ ਗੁਣ ਗਾਇ ਅਤੋਲੀ ॥ ସାଧୁ ସଙ୍ଗତି ଭିତରେ ସେ ପ୍ରଭୁଙ୍କ ଯଶୋଗାନ କରି ଅତୁଳନୀୟ ହୋଇଯାଏ।
ਹਰਿ ਸਿਮਰਤ ਨਾਨਕ ਭਈ ਅਮੋਲੀ ॥੨॥੩੫॥ ହେ ନାନକ! ହରିଙ୍କ ଧ୍ୟାନ କରି ସେ ମୂଲ୍ୟବାନ ହୋଇଯାଏ॥2॥35॥
ਆਸਾ ਮਹਲਾ ੫ ॥ ଆଶା ମହଲା 5॥
ਕਾਮ ਕ੍ਰੋਧ ਮਾਇਆ ਮਦ ਮਤਸਰ ਏ ਖੇਲਤ ਸਭਿ ਜੂਐ ਹਾਰੇ ॥ ହେ ବନ୍ଧୁ! କାମ, କ୍ରୋଧ, ମୋହ-ମାୟାର ଅଭିମାନ ଏବଂ ଈର୍ଷା ଇତ୍ୟାଦି ବିକାରକୁ ମୁଁ ଜୁଆର ଖେଳରେ ହାରି ଦେଇଛି।
ਸਤੁ ਸੰਤੋਖੁ ਦਇਆ ਧਰਮੁ ਸਚੁ ਇਹ ਅਪੁਨੈ ਗ੍ਰਿਹ ਭੀਤਰਿ ਵਾਰੇ ॥੧॥ ସତ୍ୟ, ସନ୍ତୋଷ, ଦୟା, ଧର୍ମ ଏବଂ ସଚ୍ଚୋଟତାକୁ ମୁଁ ନିଜ ହୃଦୟ ଘରେ ପ୍ରବିଷ୍ଟ କରାଇଛି॥1॥
ਜਨਮ ਮਰਨ ਚੂਕੇ ਸਭਿ ਭਾਰੇ ॥ ଏଥିପାଇଁ, ମୋର ଜନ୍ମ-ମରଣର ସବୁ ବୋଝ ଦୂର ହୋଇଯାଇଛି।
ਮਿਲਤ ਸੰਗਿ ਭਇਓ ਮਨੁ ਨਿਰਮਲੁ ਗੁਰਿ ਪੂਰੈ ਲੈ ਖਿਨ ਮਹਿ ਤਾਰੇ ॥੧॥ ਰਹਾਉ ॥ ସତସଙ୍ଗତିରେ ସାମିଲ ହୋଇ ମୋର ମନ ନିର୍ମଳ ହୋଇଯାଇଛି, ପୂର୍ଣ୍ଣ ଗୁରୁ ଏକ କ୍ଷଣରେ ହିଁ ମୋତେ ସଂସାର ସାଗରରୁ ଉଦ୍ଧାର କରିଛନ୍ତି॥1॥ରୁହ॥
ਸਭ ਕੀ ਰੇਨੁ ਹੋਇ ਰਹੈ ਮਨੂਆ ਸਗਲੇ ਦੀਸਹਿ ਮੀਤ ਪਿਆਰੇ ॥ ମୋର ମନ ସବୁଙ୍କ ଚରଣ ଧୂଳି ହୋଇଯାଇଛି, ଏବେ ସମସ୍ତେ ମୋର ପ୍ରିୟ ମିତ୍ର ଭଳି ଦେଖାଯାଉଛନ୍ତି।
ਸਭ ਮਧੇ ਰਵਿਆ ਮੇਰਾ ਠਾਕੁਰੁ ਦਾਨੁ ਦੇਤ ਸਭਿ ਜੀਅ ਸਮ੍ਹ੍ਹਾਰੇ ॥੨॥ ମୋର ଠାକୁର ପ୍ରଭୁ ସମସ୍ତଙ୍କ ଠାରେ ଅଛନ୍ତି, ସେ ସମସ୍ତ ଜୀବଙ୍କୁ ଦାନ ଦେଇ ତାହାଙ୍କ ପୋଷଣ କରିଥାନ୍ତି॥2॥
ਏਕੋ ਏਕੁ ਆਪਿ ਇਕੁ ਏਕੈ ਏਕੈ ਹੈ ਸਗਲਾ ਪਾਸਾਰੇ ॥ ପ୍ରଭୁ ଏକ ଅଟନ୍ତି ଆଉ ସେ ଏକ ହିଁ ସବୁ ଜୀବଙ୍କ ଠାରେ ବନି ରହିଥାନ୍ତି, ଏହି ସଂପୂର୍ଣ୍ଣ ଜଗତର ବିସ୍ତାର ସେହି ଏକ ଈଶ୍ଵରଙ୍କ ହିଁ ଅଟେ।
ਜਪਿ ਜਪਿ ਹੋਏ ਸਗਲ ਸਾਧ ਜਨ ਏਕੁ ਨਾਮੁ ਧਿਆਇ ਬਹੁਤੁ ਉਧਾਰੇ ॥੩॥ ପ୍ରଭୁଙ୍କ ଜପ ଏବଂ ଧ୍ୟାନ କରି ସମସ୍ତେ ସାଧୁ ବନିଯାଇଛନ୍ତି, ସେହି ଏକ ଈଶ୍ଵରଙ୍କ ନାମର ଆରାଧନା କରି ଅନେକ ଉଦ୍ଧାର ହୋଇଯାଇଛନ୍ତି॥3॥
ਗਹਿਰ ਗੰਭੀਰ ਬਿਅੰਤ ਗੁਸਾਈ ਅੰਤੁ ਨਹੀ ਕਿਛੁ ਪਾਰਾਵਾਰੇ ॥ ସୃଷ୍ଟିର ମାଲିକ ଗଭୀର, ଗମ୍ଭୀର ଏବଂ ଅନନ୍ତ ଅଟନ୍ତି, ପ୍ରଭୁଙ୍କ ଅନ୍ତର ପାରାବାର ପାଇ ପାରିବା ନାହିଁ।
ਤੁਮ੍ਹ੍ਹਰੀ ਕ੍ਰਿਪਾ ਤੇ ਗੁਨ ਗਾਵੈ ਨਾਨਕ ਧਿਆਇ ਧਿਆਇ ਪ੍ਰਭ ਕਉ ਨਮਸਕਾਰੇ ॥੪॥੩੬॥ ହେ ପ୍ରଭୁ! ତୋର କୃପାରୁ ନାନକ ତୋର ଗୁଣଗାନ କରିଥାନ୍ତି ଆଉ ବାରମ୍ବାର ତୋର ଧ୍ୟାନ କରି ସେ ତୋତେ ପ୍ରଣାମ କରିଥାନ୍ତି॥4॥36॥
ਆਸਾ ਮਹਲਾ ੫ ॥ ଆଶା ମହଲା 5॥
ਤੂ ਬਿਅੰਤੁ ਅਵਿਗਤੁ ਅਗੋਚਰੁ ਇਹੁ ਸਭੁ ਤੇਰਾ ਆਕਾਰੁ ॥ ହେ ସମସ୍ତଙ୍କ ମାଲିକ! ତୁ ଅନନ୍ତ, ଅବ୍ୟକ୍ତ ଏବଂ ଅଗୋଚର ଅଟୁ ଆଉ ଏହି ସଂପୂର୍ଣ୍ଣ ଜଗତ ତୋର ଆକାର ଅଟେ।
ਕਿਆ ਹਮ ਜੰਤ ਕਰਹ ਚਤੁਰਾਈ ਜਾਂ ਸਭੁ ਕਿਛੁ ਤੁਝੈ ਮਝਾਰਿ ॥੧॥ ଆମେ ଜୀବ କଣ ଚତୁରତା କରିପାରିବୁ, ଯେତେବେଳେ ସବୁକିଛି ତୁମ ଠାରେ ଅଛି॥1॥
ਮੇਰੇ ਸਤਿਗੁਰ ਅਪਨੇ ਬਾਲਿਕ ਰਾਖਹੁ ਲੀਲਾ ਧਾਰਿ ॥ ହେ ମୋର ସଦଗୁରୁ! ନିଜ ଜଗତ ଲୀଳା ଅନୁସାରେ ନିଜ ବାଳକର ରକ୍ଷା କର।
ਦੇਹੁ ਸੁਮਤਿ ਸਦਾ ਗੁਣ ਗਾਵਾ ਮੇਰੇ ਠਾਕੁਰ ਅਗਮ ਅਪਾਰ ॥੧॥ ਰਹਾਉ ॥ ହେ ମୋର ଅଗମ୍ୟ, ଅପାର ଠାକୁର! ମୋତେ ସୁମତି ପ୍ରଦାନ କର, ଯାହା ଫଳରେ ମୁଁ ସଦା ତୋର ଗୁଣଗାନ କରୁଥିବି॥1॥ରୁହ॥
ਜੈਸੇ ਜਨਨਿ ਜਠਰ ਮਹਿ ਪ੍ਰਾਨੀ ਓਹੁ ਰਹਤਾ ਨਾਮ ਅਧਾਰਿ ॥ ଯେପରି ଜନନୀର ଗର୍ଭରେ ପ୍ରାଣୀ ରହିଥାଏ, କିନ୍ତୁ ପ୍ରଭୁ-ନାମର ସାହାରାରେ ଜୀବିତ ବନି ରହିଥାଏ,
ਅਨਦੁ ਕਰੈ ਸਾਸਿ ਸਾਸਿ ਸਮ੍ਹ੍ਹਾਰੈ ਨਾ ਪੋਹੈ ਅਗਨਾਰਿ ॥੨॥ ସେ ଗର୍ଭରେ ଆନନ୍ଦ କରିଥାଏ ଆଉ ପ୍ରତି ଶ୍ଵାସରେ ପ୍ରଭୁଙ୍କୁ ସ୍ମରଣ କରିଥାଏ ଆଉ ଗର୍ଭ ଅଗ୍ନି ତାହାକୁ ସ୍ପର୍ଶ କରେ ନାହିଁ॥2॥
ਪਰ ਧਨ ਪਰ ਦਾਰਾ ਪਰ ਨਿੰਦਾ ਇਨ ਸਿਉ ਪ੍ਰੀਤਿ ਨਿਵਾਰਿ ॥ ହେ ପ୍ରାଣୀ! ତୁ ପରର ଧନ, ନାରୀ ଏବଂ ପରର ନିନ୍ଦାରେ ଲଗାଇଥିବା ମନକୁ ତ୍ୟାଗ କର।
ਚਰਨ ਕਮਲ ਸੇਵੀ ਰਿਦ ਅੰਤਰਿ ਗੁਰ ਪੂਰੇ ਕੈ ਆਧਾਰਿ ॥੩॥ ପୂର୍ଣ୍ଣ ଗୁରୁଙ୍କ ସାହାରା ନେଇ ନିଜ ଅନ୍ତରରେ ପ୍ରଭୁଙ୍କ ଚରଣ-କମଳର ଉପାସନା କର॥3॥
ਗ੍ਰਿਹੁ ਮੰਦਰ ਮਹਲਾ ਜੋ ਦੀਸਹਿ ਨਾ ਕੋਈ ਸੰਗਾਰਿ ॥ ଘର, ମନ୍ଦିର ମହଲ ଯାହା କିଛି ମଧ୍ୟ ଦେଖାଯାଏ, ସେଥିମଧ୍ୟରୁ କେଉଁଟି ମଧ୍ୟ ତୋର ସାଥିରେ ଯାଏ ନାହିଁ।
ਜਬ ਲਗੁ ਜੀਵਹਿ ਕਲੀ ਕਾਲ ਮਹਿ ਜਨ ਨਾਨਕ ਨਾਮੁ ਸਮ੍ਹ੍ਹਾਰਿ ॥੪॥੩੭॥ ଯେବେ ତୁ ଏହି ଘନଘୋର କଳିଯୁଗରେ ଜୀବିତ ଅଛୁ, ହେ ନାନକ! ତୁ ପ୍ରଭୁଙ୍କ ନାମର ଧ୍ୟାନ କର ॥4॥37॥
ਆਸਾ ਘਰੁ ੩ ਮਹਲਾ ੫ ଆଶା ମହଲା 5॥
ੴ ਸਤਿਗੁਰ ਪ੍ਰਸਾਦਿ ॥ ଇଶ୍ଵର ଏକ ଅଟନ୍ତି ଯାହାଙ୍କୁ ସଦଗୁରୁଙ୍କ କୃପାରୁ ପାଇ ହୁଏ।
ਰਾਜ ਮਿਲਕ ਜੋਬਨ ਗ੍ਰਿਹ ਸੋਭਾ ਰੂਪਵੰਤੁ ਜੋੁਆਨੀ ॥ ରାଜ୍ୟ, ସମ୍ପତ୍ତି, ଯୌବନ, ଘର, ଶୋଭା, ରୁପବନ୍ତ ଯୌବନ,
ਬਹੁਤੁ ਦਰਬੁ ਹਸਤੀ ਅਰੁ ਘੋੜੇ ਲਾਲ ਲਾਖ ਬੈ ਆਨੀ ॥ ଅତ୍ୟଧିକ ଧନ, ହାତୀ, ଘୋଡା ଆଉ ରତ୍ନ ଇତ୍ୟାଦି
ਆਗੈ ਦਰਗਹਿ ਕਾਮਿ ਨ ਆਵੈ ਛੋਡਿ ਚਲੈ ਅਭਿਮਾਨੀ ॥੧॥ ଈଶ୍ବରଙ୍କ ଦରବାରରେ କୌଣସି କାମରେ ଆସେ ନାହିଁ, ଅଭିମାନୀ ମନୁଷ୍ୟ ଏହି ଇହଲୋକ ଛାଡି ଚାଲିଯାଏ॥1॥
ਕਾਹੇ ਏਕ ਬਿਨਾ ਚਿਤੁ ਲਾਈਐ ॥ ଏକ ଇଶ୍ଵର ଅତିରିକ୍ତ ତୁମୀ ଆଉ କାହା ସାଥିରେ କାହିଁକି ମନ ଦେଉଛ?
ਊਠਤ ਬੈਠਤ ਸੋਵਤ ਜਾਗਤ ਸਦਾ ਸਦਾ ਹਰਿ ਧਿਆਈਐ ॥੧॥ ਰਹਾਉ ॥ ବସିବା-ଉଠିବା, ଶୋଇବା-ଜାଗିବା ସଦା ହରିଙ୍କ ଧ୍ୟାନ କରି ରହିବା ଉଚିତ॥1॥ରୁହ॥
ਮਹਾ ਬਚਿਤ੍ਰ ਸੁੰਦਰ ਆਖਾੜੇ ਰਣ ਮਹਿ ਜਿਤੇ ਪਵਾੜੇ ॥ ଯଦି କେହି ମହା ବିଚିତ୍ର ସୁନ୍ଦର ଆଖଡା ଆଉ ରଣଭୂମିରେ ଯୁଦ୍ଧ ଜିତିଥାଏ ଆଉ
Scroll to Top
https://keuangan.usbypkp.ac.id/user_guide/lgacor/ https://learning.poltekkesjogja.ac.id/lib/pear/ https://learning.poltekkesjogja.ac.id/lib/ situs slot gacor slot gacor hari ini https://pelatihan-digital.smesco.go.id/.well-known/sgacor/ https://biropemotda.riau.go.id/wp-content/ngg/modules-demo/ https://jurnal.unpad.ac.id/classes/core/appdemo/ slot gacor
jp1131 https://bobabet-asik.com/ https://sugoi168daftar.com/ https://76vdomino.com/ https://jurnal.unpad.ac.id/help/ez_JP/ https://library.president.ac.id/event/jp-gacor/ https://biropemotda.riau.go.id/menus/1131-gacor/ https://akuntansi.feb.binabangsa.ac.id/beasiswa/sijp/ https://pmursptn.unib.ac.id/wp-content/boba/
https://pti.fkip.binabangsa.ac.id/product/hk/ http://febi.uindatokarama.ac.id/wp-content/hk/
https://keuangan.usbypkp.ac.id/user_guide/lgacor/ https://learning.poltekkesjogja.ac.id/lib/pear/ https://learning.poltekkesjogja.ac.id/lib/ situs slot gacor slot gacor hari ini https://pelatihan-digital.smesco.go.id/.well-known/sgacor/ https://biropemotda.riau.go.id/wp-content/ngg/modules-demo/ https://jurnal.unpad.ac.id/classes/core/appdemo/ slot gacor
jp1131 https://bobabet-asik.com/ https://sugoi168daftar.com/ https://76vdomino.com/ https://jurnal.unpad.ac.id/help/ez_JP/ https://library.president.ac.id/event/jp-gacor/ https://biropemotda.riau.go.id/menus/1131-gacor/ https://akuntansi.feb.binabangsa.ac.id/beasiswa/sijp/ https://pmursptn.unib.ac.id/wp-content/boba/
https://pti.fkip.binabangsa.ac.id/product/hk/ http://febi.uindatokarama.ac.id/wp-content/hk/