Guru Granth Sahib Translation Project

guru granth sahib odia page-588

Page 588

ਤਿਸੁ ਗੁਰ ਕਉ ਸਦ ਬਲਿਹਾਰਣੈ ਜਿਨਿ ਹਰਿ ਸੇਵਾ ਬਣਤ ਬਣਾਈ ॥ ମୁଁ ସେହି ଗୁରୁଙ୍କ ପ୍ରତି ସଦା ସମର୍ପିତ ଅଟେ, ଯିଏ ହରିଙ୍କ ଉପାସନାର ଶୁଭ ଅବସର ଦେଇଛନ୍ତି।
ਸੋ ਸਤਿਗੁਰੁ ਪਿਆਰਾ ਮੇਰੈ ਨਾਲਿ ਹੈ ਜਿਥੈ ਕਿਥੈ ਮੈਨੋ ਲਏ ਛਡਾਈ ॥ ସେହି ପ୍ରିୟ ସଦଗୁର ସର୍ବଦା ମୋ’ ସାଥିରେ ଅଛନ୍ତି ଏବଂ ମୁଁ ଯେଉଁଠି ଥିଲେ ମଧ୍ୟ ମୋତେ ମୁକ୍ତ କରାଇ ଦିଅନ୍ତି।
ਤਿਸੁ ਗੁਰ ਕਉ ਸਾਬਾਸਿ ਹੈ ਜਿਨਿ ਹਰਿ ਸੋਝੀ ਪਾਈ ॥ ସେହି ଗୁରୁଙ୍କୁ ସାବାସ ଅଟେ, ଯିଏ ମୋତେ ହରିଙ୍କ ଜ୍ଞାନ ପ୍ରଦାନ କରିଛନ୍ତି।
ਨਾਨਕੁ ਗੁਰ ਵਿਟਹੁ ਵਾਰਿਆ ਜਿਨਿ ਹਰਿ ਨਾਮੁ ਦੀਆ ਮੇਰੇ ਮਨ ਕੀ ਆਸ ਪੁਰਾਈ ॥੫॥ ହେ ନାନକ! ମୁଁ ସେହି ଗୁରୁଙ୍କ ପ୍ରତି ସଦା ସମର୍ପିତ ଅଟେ, ଯିଏ ମୋତେ ହରିଙ୍କ ନାମ ଦେଇ ମୋର ମନର ଅଭିଳାଷ ପୂର୍ଣ୍ଣ କରିଛନ୍ତି॥5॥
ਸਲੋਕ ਮਃ ੩ ॥ ଶ୍ଳୋକ ମହଲା 3 ॥
ਤ੍ਰਿਸਨਾ ਦਾਧੀ ਜਲਿ ਮੁਈ ਜਲਿ ਜਲਿ ਕਰੇ ਪੁਕਾਰ ॥ ତୃଷ୍ଣାରେ ଦଗ୍ଧ ହୋଇ ସାରା ଦୁନିଆ ଜଳି ମରିଥାଏ ଆଉ ଜଳ ଜଳ କରି ଚିତ୍କାର କରିଥାଏ।
ਸਤਿਗੁਰ ਸੀਤਲ ਜੇ ਮਿਲੈ ਫਿਰਿ ਜਲੈ ਨ ਦੂਜੀ ਵਾਰ ॥ ଯଦି ଶାନ୍ତି ପ୍ରଦାନ କରୁଥିବା ସଦଗୁରୁଙ୍କ ସହିତ ଭେଟ ହୋଇଯାଏ, ତାହାହେଲେ ତାହାକୁ ପୁଣି ଆଉଥରେ ଜଳିବାକୁ ପଡିବ ନାହିଁ।
ਨਾਨਕ ਵਿਣੁ ਨਾਵੈ ਨਿਰਭਉ ਕੋ ਨਹੀ ਜਿਚਰੁ ਸਬਦਿ ਨ ਕਰੇ ਵੀਚਾਰੁ ॥੧॥ ହେ ନାନକ! ଯେ ପର୍ଯ୍ୟନ୍ତ ମନୁଷ୍ୟ ଗୁରୁଙ୍କ ବାଣୀ ବିଷୟରେ ବିଚାର କରେ ନାହିଁ, ସେ ପର୍ଯ୍ୟନ୍ତ ପରମାତ୍ମାଙ୍କ ନାମ ବିନା କେହି ମଧ୍ୟ ଭୟ-ରହିତ ହୋଇପାରେ ନାହିଁ॥1॥
ਮਃ ੩ ॥ ମହଲା 3 ॥
ਭੇਖੀ ਅਗਨਿ ਨ ਬੁਝਈ ਚਿੰਤਾ ਹੈ ਮਨ ਮਾਹਿ ॥ ମିଥ୍ୟା ବେଶ ଧାରଣ କରିଲେ (ପ୍ରବଞ୍ଚକ ହୋଇ) ତୃଷ୍ଣାର ଅଗ୍ନି ଲିଭେ ନାହିଁ ଆଉ ମନରେ ଚିନ୍ତା ହିଁ ରହିଥାଏ।
ਵਰਮੀ ਮਾਰੀ ਸਾਪੁ ਨਾ ਮਰੈ ਤਿਉ ਨਿਗੁਰੇ ਕਰਮ ਕਮਾਹਿ ॥ ଯେପରି ସାପ ବିଳା ଧ୍ଵଂସ କରିଲେ ସାପ ମରେ ନାହିଁ, ସେପରି କର୍ମ ହିଁ ଗୁରୁହୀନ କରିଥାଏ।
ਸਤਿਗੁਰੁ ਦਾਤਾ ਸੇਵੀਐ ਸਬਦੁ ਵਸੈ ਮਨਿ ਆਇ ॥ ଦାତା ସଦଗୁରୁଙ୍କ ସେବା କରିଲେ ମନୁଷ୍ୟ ମନରେ ଶବ୍ଦ ନିବାସ କରିଥାଏ।
ਮਨੁ ਤਨੁ ਸੀਤਲੁ ਸਾਂਤਿ ਹੋਇ ਤ੍ਰਿਸਨਾ ਅਗਨਿ ਬੁਝਾਇ ॥ ଏହା ଦ୍ଵାରା ମନ-ତନ ଶୀତଳ ଓ ହୋଇଯାଏ ଏବଂ ତୃଷ୍ଣାର ଅଗ୍ନି ଲିଭିଯାଏ।
ਸੁਖਾ ਸਿਰਿ ਸਦਾ ਸੁਖੁ ਹੋਇ ਜਾ ਵਿਚਹੁ ਆਪੁ ਗਵਾਇ ॥ ଯେବେ ମନୁଷ୍ୟ ନିଜ ହୃଦୟରୁ ଅହଂକାରକୁ କାଢି ଦେଇଥାଏ, ସେତେବେଳେ ତାହାକୁ ସର୍ବ ସୁଖର ପରମ ସୁଖ ମିଳିଯାଏ।
ਗੁਰਮੁਖਿ ਉਦਾਸੀ ਸੋ ਕਰੇ ਜਿ ਸਚਿ ਰਹੈ ਲਿਵ ਲਾਇ ॥ ସେହି ଗୁରୁମୁଖୀ ତ୍ୟାଗୀ ହୋଇଥାଏ ଯିଏ ନିଜ ବୃତ୍ତି ସତ୍ୟରେ ଲଗାଇ ଥାଏ।
ਚਿੰਤਾ ਮੂਲਿ ਨ ਹੋਵਈ ਹਰਿ ਨਾਮਿ ਰਜਾ ਆਘਾਇ ॥ ତାହାକୁ ଆଦୌ ଚିନ୍ତା ହୋଇ ନଥାଏ ଏବଂ ହରିଙ୍କ ନାମରେ ସେ ତୃପ୍ତ ଏବଂ ସନ୍ତୁଷ୍ଟ ରହିଥାଏ।
ਨਾਨਕ ਨਾਮ ਬਿਨਾ ਨਹ ਛੂਟੀਐ ਹਉਮੈ ਪਚਹਿ ਪਚਾਇ ॥੨॥ େ ନାନକ! ଭଗବାନଙ୍କ ନାମ ବିନା ମନୁଷ୍ୟକୁ ରକ୍ଷା ମିଳେନାହିଁ ଆଉ ଅହଂକାର କାରଣରୁ ସେ ସଂପୂର୍ଣ୍ଣ ନଷ୍ଟ ହୋଇଯାଏ॥2॥
ਪਉੜੀ ॥ ପଉଡି ॥
ਜਿਨੀ ਹਰਿ ਹਰਿ ਨਾਮੁ ਧਿਆਇਆ ਤਿਨੀ ਪਾਇਅੜੇ ਸਰਬ ਸੁਖਾ ॥ ଯିଏ ହରିଙ୍କ ନାମର ଧ୍ୟାନ କରିଛି, ତାହାକୁ ସର୍ବ ସୁଖ ପ୍ରାପ୍ତ ହୋଇ ଯାଇଛି।
ਸਭੁ ਜਨਮੁ ਤਿਨਾ ਕਾ ਸਫਲੁ ਹੈ ਜਿਨ ਹਰਿ ਕੇ ਨਾਮ ਕੀ ਮਨਿ ਲਾਗੀ ਭੁਖਾ ॥ ସେହି ଲୋକର ସଂପୂର୍ଣ୍ଣ ଜୀବନ ସଫଳ ଅଟେ, ଯାହାର ମନରେ ହରିଙ୍କ ନାମର ତୀବ୍ର ଲାଳସା ଲାଗିଥାଏ।
ਜਿਨੀ ਗੁਰ ਕੈ ਬਚਨਿ ਆਰਾਧਿਆ ਤਿਨ ਵਿਸਰਿ ਗਏ ਸਭਿ ਦੁਖਾ ॥ ିଏ ଗୁରୁଙ୍କ ବଚନ ଦ୍ଵାରା ହରିଙ୍କ ଆରାଧନା କରିଥାଏ, ତାହାର ସବୁ ଦୁଃଖ-କ୍ଲେଶ ଦୂର ହୋଇଯାଏ।
ਤੇ ਸੰਤ ਭਲੇ ਗੁਰਸਿਖ ਹੈ ਜਿਨ ਨਾਹੀ ਚਿੰਤ ਪਰਾਈ ਚੁਖਾ ॥ ସେହି ସନ୍ଥଜନ, ଗୁରୁଙ୍କ ଶିଷ୍ୟ ଉତ୍ତମ ଅଟେ ଯିଏ ଭଗବାନଙ୍କ ବ୍ୟତୀତ ଅନ୍ୟ କିଛି ଚିନ୍ତା ନଥାଏ।
ਧਨੁ ਧੰਨੁ ਤਿਨਾ ਕਾ ਗੁਰੂ ਹੈ ਜਿਸੁ ਅੰਮ੍ਰਿਤ ਫਲ ਹਰਿ ਲਾਗੇ ਮੁਖਾ ॥੬॥ ତାହାର ଗୁରୁ ଧନ୍ୟ ଧନ୍ୟ ଅଟନ୍ତି, ଯାହାଙ୍କ ମୁଖ ଅରବିନ୍ଦ ଉପରେ ହରିଙ୍କ ନାମର ଅମୃତ ଫଳ ଲାଗିଥାଏ॥6॥
ਸਲੋਕ ਮਃ ੩ ॥ ଶ୍ଳୋକ ମହଲା 3 ॥
ਕਲਿ ਮਹਿ ਜਮੁ ਜੰਦਾਰੁ ਹੈ ਹੁਕਮੇ ਕਾਰ ਕਮਾਇ ॥ ଏହି କଳିଯୁଗରେ ଯମରାଜ ପ୍ରାଣୀଙ୍କ ଶତ୍ରୁ ଅଟନ୍ତି, କିନ୍ତୁ ସେ ମଧ୍ୟ ଈଶ୍ବରଙ୍କ ଇଚ୍ଛା ଅନୁସାରେ କାର୍ଯ୍ୟ କରିଥାଏ।
ਗੁਰਿ ਰਾਖੇ ਸੇ ਉਬਰੇ ਮਨਮੁਖਾ ਦੇਇ ਸਜਾਇ ॥ ଗୁରୁ ଯେଉଁ ଲୋକଙ୍କୁ ରକ୍ଷା କରିଛନ୍ତି, ତାହାଙ୍କ ଉଦ୍ଧାର ହୋଇ ଯାଇଥାଏ, କିନ୍ତୁ ସ୍ଵେଚ୍ଛାଚାରୀ ଜୀବଙ୍କୁ ସେ ଦଣ୍ଡ ଦେଇଥାନ୍ତି।
ਜਮਕਾਲੈ ਵਸਿ ਜਗੁ ਬਾਂਧਿਆ ਤਿਸ ਦਾ ਫਰੂ ਨ ਕੋਇ ॥ ସାରା ଦୁନିଆ ଯମକାଳର ବଶରେ ବନ୍ଦୀ ହୋଇଛି ଆଉ ତାହାକୁ କେହି ଧରି ପାରନ୍ତି ନାହିଁ।
ਜਿਨਿ ਜਮੁ ਕੀਤਾ ਸੋ ਸੇਵੀਐ ਗੁਰਮੁਖਿ ਦੁਖੁ ਨ ਹੋਇ ॥ ଯେଉଁ ପରମେଶ୍ଵର ଯମରାଯଙ୍କୁ ଜାତ କରିଛନ୍ତି, ଗୁରୁମୁଖୀ ବନି ତାହାଙ୍କ ଆରାଧନା କରିବା ଉଚିତ, ପୁଣି ଦୁଃଖ-କ୍ଲେଶ ତାହାକୁ ପୀଡିତ କରିପାରେ ନାହିଁ।
ਨਾਨਕ ਗੁਰਮੁਖਿ ਜਮੁ ਸੇਵਾ ਕਰੇ ਜਿਨ ਮਨਿ ਸਚਾ ਹੋਇ ॥੧॥ ହେ ନାନକ! ଯାହାର ମନରେ ସଚ୍ଚା ପରମେଶ୍ଵର ଥାଆନ୍ତି, ସେହି ଗୁରୁମୁଖୀଙ୍କ ସେବା ଯମରାଜ ମଧ୍ୟ କରିଥାନ୍ତି॥1॥
ਮਃ ੩ ॥ ମହଲା 3 ॥
ਏਹਾ ਕਾਇਆ ਰੋਗਿ ਭਰੀ ਬਿਨੁ ਸਬਦੈ ਦੁਖੁ ਹਉਮੈ ਰੋਗੁ ਨ ਜਾਇ ॥ ଏହି କୋମଳ କାୟା ଅହଙ୍କାରର ରୋଗରେ ଭରି ରହିଛି ଏବଂ ଶବ୍ଦ-ବ୍ରହ୍ମାଙ୍କ ବିନା ତାହାର ଅହଙ୍କାରର ରୋଗ ଏବଂ ଦୁଃଖ ନାଶ ହୁଏନାହିଁ।
ਸਤਿਗੁਰੁ ਮਿਲੈ ਤਾ ਨਿਰਮਲ ਹੋਵੈ ਹਰਿ ਨਾਮੋ ਮੰਨਿ ਵਸਾਇ ॥ ଯଦି ସଦଗୁରୁଙ୍କ ସହିତ ଭେଟ ହୋଇଯାଏ, ତାହାହେଲେ ଏହି କାୟା ନିର୍ମଳ ହୋଇଯାଏ ଏବଂ ହରିଙ୍କ ନାମକୁ ନିଜ ନାମରେ ସ୍ଥାପନ କରିଥାଏ।
ਨਾਨਕ ਨਾਮੁ ਧਿਆਇਆ ਸੁਖਦਾਤਾ ਦੁਖੁ ਵਿਸਰਿਆ ਸਹਜਿ ਸੁਭਾਇ ॥੨॥ ହେ ନାନକ! ସୁଖ ଦାତା ପରମାତ୍ମାଙ୍କ ନାମର ଧ୍ୟାନ କରିଲେ ସ୍ଵାଭାବିକ ସ୍ଵଭାବରେ ହିଁ ଦୁଃଖ-କ୍ଲେଶ ସମାପ୍ତ ହୋଇଯାଏ।
ਪਉੜੀ ॥ ପଉଡି ॥
ਜਿਨਿ ਜਗਜੀਵਨੁ ਉਪਦੇਸਿਆ ਤਿਸੁ ਗੁਰ ਕਉ ਹਉ ਸਦਾ ਘੁਮਾਇਆ ॥ ମୁଁ ସେହି ଗୁରୁଙ୍କ ଠାରେ ସର୍ବଦା ସମର୍ପିତ ଅଟେ, ଯିଏ ମୋତେ ଜଗତର ଜୀବନଦାତା ପ୍ରଭୁଙ୍କ ଭକ୍ତିର ଉପଦେଶ ପ୍ରଦାନ କରିଛନ୍ତି।
ਤਿਸੁ ਗੁਰ ਕਉ ਹਉ ਖੰਨੀਐ ਜਿਨਿ ਮਧੁਸੂਦਨੁ ਹਰਿ ਨਾਮੁ ਸੁਣਾਇਆ ॥ ମୁଁ ସେହି ଗୁରୁଙ୍କ ପ୍ରତି ଟୁକୁଡା ଟୁକୁଡା ହୋଇ ସମର୍ପିତ ହୋଇଥାଏ, ଯିଏ ମଧୁସୂଦନ ହରିଙ୍କ ନାମ ଶୁଣାଇଛନ୍ତି।
ਤਿਸੁ ਗੁਰ ਕਉ ਹਉ ਵਾਰਣੈ ਜਿਨਿ ਹਉਮੈ ਬਿਖੁ ਸਭੁ ਰੋਗੁ ਗਵਾਇਆ ॥ ମୁଁ ସେହି ଗୁରୁଙ୍କ ପ୍ରତି ସମର୍ପିତ ଅଟେ, ଯିଏ ଅହଂକାର ରୂପୀ ବିଷ ଏବଂ ସବୁ ରୋଗକୁ ଦୂର କରି ଦେଇଛନ୍ତି।
ਤਿਸੁ ਸਤਿਗੁਰ ਕਉ ਵਡ ਪੁੰਨੁ ਹੈ ਜਿਨਿ ਅਵਗਣ ਕਟਿ ਗੁਣੀ ਸਮਝਾਇਆ ॥ ମୋ’ ପ୍ରତି ସେହି ଗୁରୁ ବଡ ଉପକାର କରିଛନ୍ତି, ଯିଏ ଅବଗୁଣ ଦୂର କରି ଗୁଣର ଭଣ୍ଡାର ପରମାତ୍ମାଙ୍କ ଜ୍ଞାନ ପ୍ରଦାନ କରିଛନ୍ତି।


© 2017 SGGS ONLINE
error: Content is protected !!
Scroll to Top