Guru Granth Sahib Translation Project

guru granth sahib odia page-1410

Page 1410

ੴ ਸਤਿ ਨਾਮੁ ਕਰਤਾ ਪੁਰਖੁ ਨਿਰਭਉ ਨਿਰਵੈਰੁ ਅਕਾਲ ਮੂਰਤਿ ਅਜੂਨੀ ਸੈਭੰ ਗੁਰ ਪ੍ਰਸਾਦਿ ॥ ସେହି ଅଦ୍ଵିତୀୟ ଈଶ୍ଵର ଯାହାଙ୍କ ବାଚକ ଓଁ ଅଟେ। ଓଁକାର କେବଳ ଏକ ଅଟନ୍ତି, ତାହାଙ୍କ ନାମ ସତ୍ୟ ଅଟେ। ସେ ସୃଷ୍ଟିର ରଚୟିତା ସର୍ବଶକ୍ତିମାନ ଅଟନ୍ତି। ତାହାଙ୍କ ଠାରେ କୌଣସି ଭୟ ବ୍ୟାପ୍ତ ହୁଏନାହିଁ, କାହା ସହିତ ତାହାଙ୍କ ଶତ୍ରୁତା ନାହିଁ, ସେ କାଳାତୀତ, ଅଜନ୍ମା ଏବଂ ସ୍ଵୟଂଭୂ ଅଟନ୍ତି ଆଉ ଗୁରୁ-କୃପା ଦ୍ଵାରା ତାହାଙ୍କୁ ପ୍ରାପ୍ତ କରାଯାଇ ପାରେ।
ਸਲੋਕ ਵਾਰਾਂ ਤੇ ਵਧੀਕ ॥ ୱାର ଅତିରିକ୍ତ ଶ୍ଳୋକ॥
ਮਹਲਾ ੧ ॥ ମହଲା 1॥
ਉਤੰਗੀ ਪੈਓਹਰੀ ਗਹਿਰੀ ਗੰਭੀਰੀ ॥ (ଶାଶୁ ନିଜ ପୁତ୍ର ବଧୂକୁ କହିଥାଏ) ହେ ଉଚ୍ଚ ବକ୍ଷ ବାଲା ଯୌବନରେ ମସ୍ତ ସ୍ତ୍ରୀ! କିଛି ଗମ୍ଭୀରତା ଏବଂ ବୁଝାମଣା କର।
ਸਸੁੜਿ ਸੁਹੀਆ ਕਿਵ ਕਰੀ ਨਿਵਣੁ ਨ ਜਾਇ ਥਣੀ ॥ ପୁତ୍ରବଧୂ ଉତ୍ତର ଦେଇଥାଏ ଯେ ସେ କିପରି ନଇଁ ପ୍ରଣାମ କରିବ, କାରଣ ଉଚ୍ଚ ବକ୍ଷ କାରଣରୁ ନଇଁ ହୋଇ ପାରୁନାହିଁ।
ਗਚੁ ਜਿ ਲਗਾ ਗਿੜਵੜੀ ਸਖੀਏ ਧਉਲਹਰੀ ॥ ହେ ସଖୀ! ପର୍ବତ ଭଳି ଉଚ୍ଚ ମହଲ ମଧ୍ୟ ଧ୍ଵସ୍ତ ହେବାର ଦେଖାଯାଏ,
ਸੇ ਭੀ ਢਹਦੇ ਡਿਠੁ ਮੈ ਮੁੰਧ ਨ ਗਰਬੁ ਥਣੀ ॥੧॥ ଏଥିପାଇଁ ତୁ ବଡ ବକ୍ଷ ଅର୍ଥାତ ଯୌବନର ଅଭିମାନ କରନାହିଁ||1||
ਸੁਣਿ ਮੁੰਧੇ ਹਰਣਾਖੀਏ ਗੂੜਾ ਵੈਣੁ ਅਪਾਰੁ ॥ ହେ ହରିଣ ଆଖି ଭଳି ସୁନ୍ଦର ନୟନ ବାଲୀ ସ୍ତ୍ରୀ! ଏକ ଗଭୀର ଭେଦର କଥା ଶୁଣ;
ਪਹਿਲਾ ਵਸਤੁ ਸਿਞਾਣਿ ਕੈ ਤਾਂ ਕੀਚੈ ਵਾਪਾਰੁ ॥ ପ୍ରଥମେ ବସ୍ତୁକୁ ଭଲ ଭାବରେ ଜାଣି ନିଅ, ତାହାପରେ ହିଁ ବ୍ୟାପାର କରିବା ଉଚିତ।
ਦੋਹੀ ਦਿਚੈ ਦੁਰਜਨਾ ਮਿਤ੍ਰਾਂ ਕੂੰ ਜੈਕਾਰੁ ॥ ଦୁର୍ଜନ ଠାରୁ ଦୂରେଇ ରହିବା ସଂକଳ୍ପ କରିବା ଉଚିତ ଆଉ ମିତ୍ରର ଜୟକାର କର।
ਜਿਤੁ ਦੋਹੀ ਸਜਣ ਮਿਲਨਿ ਲਹੁ ਮੁੰਧੇ ਵੀਚਾਰੁ ॥ ଯେଉଁ ପ୍ରାର୍ଥନା ଦ୍ଵାରା ସଜ୍ଜନ ସହିତ ମିଳନ ହୋଇଯାଏ, ହେ ସ୍ତ୍ରୀ? ତାହା ଚିନ୍ତନ କରିବା ଉଚିତ।
ਤਨੁ ਮਨੁ ਦੀਜੈ ਸਜਣਾ ਐਸਾ ਹਸਣੁ ਸਾਰੁ ॥ ନିଜ ତନ ମନ ସଜ୍ଜନଙ୍କୁ ଅର୍ପଣ କରିବା ଉଚିତ, ଏହାଦ୍ୱାରା ଖୁସି ମିଳିଥାଏ।
ਤਿਸ ਸਉ ਨੇਹੁ ਨ ਕੀਚਈ ਜਿ ਦਿਸੈ ਚਲਣਹਾਰੁ ॥ ଯିଏ ସାଥି ତ୍ୟାଗ କରି ଚାଲିଯିବ, ତାହା ସହିତ କଦାପି ପ୍ରେମ କରନାହିଁ।
ਨਾਨਕ ਜਿਨ੍ਹ੍ਹੀ ਇਵ ਕਰਿ ਬੁਝਿਆ ਤਿਨ੍ਹ੍ਹਾ ਵਿਟਹੁ ਕੁਰਬਾਣੁ ॥੨॥ ଗୁରୁ ନାନକ କହନ୍ତି ଯେ ଯିଏ ଏହି ସତ୍ୟକୁ ମାନି ନୀଇଛି, ସେ ତାହାଙ୍କ ପ୍ରତି ସମର୍ପିତ ଯାଇଥାନ୍ତି||2||
ਜੇ ਤੂੰ ਤਾਰੂ ਪਾਣਿ ਤਾਹੂ ਪੁਛੁ ਤਿੜੰਨ੍ਹ੍ਹ ਕਲ ॥ ହେ ଜୀବ! ଯଦି ତୁ ଜଳରୁ ପାର କରିବା ଚାହୁଁ, ତାହାକୁ ପଚାର ଯାହାକୁ ପାର ହେବା ଆସିଥାଏ।
ਤਾਹੂ ਖਰੇ ਸੁਜਾਣ ਵੰਞਾ ਏਨ੍ਹ੍ਹੀ ਕਪਰੀ ॥੩॥ ସେହି ବ୍ୟକ୍ତି ବୁଝିବା ବାଲା ଅଟେ, ଯାହାକୁ ଲହଡିର ସମ୍ପୂର୍ଣ ଅନୁଭବ ଥାଏ||3||
ਝੜ ਝਖੜ ਓਹਾੜ ਲਹਰੀ ਵਹਨਿ ਲਖੇਸਰੀ ॥ ଅନେକ ଝଡ ତୋଫାନ, ଅନେକ ବନ୍ୟାରେ ଲକ୍ଷ ଲକ୍ଷ ଲହଡି ପ୍ରବାହିତ ହେଉଛି।
ਸਤਿਗੁਰ ਸਿਉ ਆਲਾਇ ਬੇੜੇ ਡੁਬਣਿ ਨਾਹਿ ਭਉ ॥੪॥ ଏହିପରି ପରିସ୍ଥିତିରେ ସଦଗୁରୁଙ୍କୁ ସ୍ମରଣ କର, ଜାହାଜ ବୁଡିବାର ଭୟ ରହିବ ନାହିଁ||4||
ਨਾਨਕ ਦੁਨੀਆ ਕੈਸੀ ਹੋਈ ॥ ଗୁରୁ ନାନକ ଉପଦେଶ ଦିଅନ୍ତି ଯେ ଏହି ଦୁନିଆ କେତେ ସ୍ଵାର୍ଥପର ଅଟେ,
ਸਾਲਕੁ ਮਿਤੁ ਨ ਰਹਿਓ ਕੋਈ ॥ ଏଠାରେ କେହି ସଚ୍ଚା ମିତ୍ର ମିଳନ୍ତି ନାହିଁ,
ਭਾਈ ਬੰਧੀ ਹੇਤੁ ਚੁਕਾਇਆ ॥ ଭାଇ-ବନ୍ଧୁର ପ୍ରେମ ସମାପ୍ତ ହୋଇ ଯାଇଛି।
ਦੁਨੀਆ ਕਾਰਣਿ ਦੀਨੁ ਗਵਾਇਆ ॥੫॥ ଦୁନିଆ ପାଇଁ ମନୁଷ୍ୟ ନିଜର ଧର୍ମ ହରାଇ ଦେଇଛି||5||
ਹੈ ਹੈ ਕਰਿ ਕੈ ਓਹਿ ਕਰੇਨਿ ॥ କେହି ପ୍ରିୟଜନଙ୍କ ମୃତ୍ୟୁ ପରେ ‘ହାୟ-ହାୟ’ କରିବା, କ୍ରନ୍ଦନ କରିବା,
ਗਲ੍ਹ੍ਹਾ ਪਿਟਨਿ ਸਿਰੁ ਖੋਹੇਨਿ ॥ ଗାଲରେ ଚାପୁଡା ମାରିବା ଏବଂ ବାଳ ଝିକିବା ଠିକ ନୁହେଁ।
ਨਾਉ ਲੈਨਿ ਅਰੁ ਕਰਨਿ ਸਮਾਇ ॥ ଯିଏ ପରମେଶ୍ଵରଙ୍କ ନାମ ଜପିଥାଏ ଆଉ ତାହାଙ୍କ ଇଛାକୁ ଖୁସିରେ ମାନିଥାଏ।
ਨਾਨਕ ਤਿਨ ਬਲਿਹਾਰੈ ਜਾਇ ॥੬॥ ଗୁରୁ ନାନକ କହନ୍ତି ଯେ ସେ ତାହାଙ୍କ ପ୍ରତି ସମର୍ପିତ ଅଟନ୍ତି||6||
ਰੇ ਮਨ ਡੀਗਿ ਨ ਡੋਲੀਐ ਸੀਧੈ ਮਾਰਗਿ ਧਾਉ ॥ ହେ ମନ! ବିବ୍ରତ ହେବା ଉଚିତ ନୁହେଁ, ନା ବିଚଳିତ ହେବା ଉଚିତ, ବରଂ ସଚ୍ଚା ଓ ସିଧା ରାସ୍ତାରେ ଚାଲ।
ਪਾਛੈ ਬਾਘੁ ਡਰਾਵਣੋ ਆਗੈ ਅਗਨਿ ਤਲਾਉ ॥ ପଛକୁ ଫେରିବାର ପ୍ରୟାସ ଦ୍ଵାରା ବାଘକୁ ଡର ଲାଗିଥାଏ ଆଉ ଆଗରେ ଅଗ୍ନି ଥାଏ।
ਸਹਸੈ ਜੀਅਰਾ ਪਰਿ ਰਹਿਓ ਮਾ ਕਉ ਅਵਰੁ ਨ ਢੰਗੁ ॥ ମୋର ହୃଦୟ ସଂଶୟରେ ପଡି ରହିଛି, ମୋତେ କୌଣସି ଉପାୟ ଆସେ ନାହିଁ।
ਨਾਨਕ ਗੁਰਮੁਖਿ ਛੁਟੀਐ ਹਰਿ ਪ੍ਰੀਤਮ ਸਿਉ ਸੰਗੁ ॥੭॥ ଗୁରୁ ନାନକ କହନ୍ତି ଯେ ପରମାତ୍ମାଙ୍କ ପ୍ରେମ ଭକ୍ତିରେ ଲୀନ ହେଲେ ମୁକ୍ତି ପ୍ରାପ୍ତ ହୋଇଥାଏ||7||
ਬਾਘੁ ਮਰੈ ਮਨੁ ਮਾਰੀਐ ਜਿਸੁ ਸਤਿਗੁਰ ਦੀਖਿਆ ਹੋਇ ॥ ଯାହାକୁ ସଦଗୁରୁଙ୍କ ଠାରୁ ଉପଦେଶ ପ୍ରାପ୍ତ ହୋଇଥାଏ, ସେ ନିଜ ମନକୁ ନିୟନ୍ତ୍ରଣ କରିଥାଏ ବାଘ(ଦୁନିଆ)ର ଭୟ ସ୍ଵତଃ ଚାଲି ଯାଇଥାଏ।
ਆਪੁ ਪਛਾਣੈ ਹਰਿ ਮਿਲੈ ਬਹੁੜਿ ਨ ਮਰਣਾ ਹੋਇ ॥ ଯିଏ ଆତ୍ମ-ଜ୍ଞାନକୁ ଜାଣି ନେଇଥାଏ, ଈଶ୍ଵରଙ୍କ ସହିତ ତାହାର ମିଳନ ହୋଇଯାଏ ଆଉ ପୁନର୍ବାର ମୃତ୍ୟୁର ଚକ୍ରରେ ପଡେ ନାହିଁ।
error: Content is protected !!
Scroll to Top