Guru Granth Sahib Translation Project

guru granth sahib odia page-1247

Page 1247

ਪਉੜੀ ॥ ପଉଡୀ॥
ਗੜ੍ਹ੍ਹਿ ਕਾਇਆ ਸੀਗਾਰ ਬਹੁ ਭਾਂਤਿ ਬਣਾਈ ॥ ଶରୀର ରୂପୀ ଦୁର୍ଗକୁ ଅନେକ ପ୍ରକାରର ଶୃଙ୍ଗାର କରି ବନା ଯାଇଛି।
ਰੰਗ ਪਰੰਗ ਕਤੀਫਿਆ ਪਹਿਰਹਿ ਧਰਮਾਈ ॥ ଜୀବ ରଙ୍ଗ-ବେରଙ୍ଗ ବସ୍ତ୍ର ଏହା ଉପରେ ପିନ୍ଧିଥାଏ।
ਲਾਲ ਸੁਪੇਦ ਦੁਲੀਚਿਆ ਬਹੁ ਸਭਾ ਬਣਾਈ ॥ ସେ ଲାଲ, ଧଳା ଗଦି, ଶେଯକୁ କୋଠରୀରେ ସଜାଇ ଥାଏ ଏବଂ
ਦੁਖੁ ਖਾਣਾ ਦੁਖੁ ਭੋਗਣਾ ਗਰਬੈ ਗਰਬਾਈ ॥ ଅଭିମାନରେ ଦୁଃଖକୁ ହିଁ ଖାଇଥାଏ ଏବଂ ଭୋଗିଥାଏ।
ਨਾਨਕ ਨਾਮੁ ਨ ਚੇਤਿਓ ਅੰਤਿ ਲਏ ਛਡਾਈ ॥੨੪॥ ହେ ନାନକ! କିନ୍ତୁ ଅନ୍ତିମ ସମୟରେ ମୁକ୍ତ କରାଇବା ବାଲା ହରିନାମକୁ ସ୍ମରଣ କରେନାହିଁ||24||
ਸਲੋਕ ਮਃ ੩ ॥ ଶ୍ଳୋକ ମହଲା 3॥
ਸਹਜੇ ਸੁਖਿ ਸੁਤੀ ਸਬਦਿ ਸਮਾਇ ॥ ଶବ୍ଦରେ ଲୀନ ରହି ସ୍ଵାଭାବିକ ସୁଖରେ ରହିଥାଏ।
ਆਪੇ ਪ੍ਰਭਿ ਮੇਲਿ ਲਈ ਗਲਿ ਲਾਇ ॥ ପ୍ରଭୁ ସ୍ଵୟଂ ଗଳା ଲଗାଇ ମିଳାଇ ନେଇଛନ୍ତି।
ਦੁਬਿਧਾ ਚੂਕੀ ਸਹਜਿ ਸੁਭਾਇ ॥ ସ୍ଵାଭାବିକ ଦ୍ଵିଧା ଦୂର ହୋଇଯାଏ ଏବଂ
ਅੰਤਰਿ ਨਾਮੁ ਵਸਿਆ ਮਨਿ ਆਇ ॥ ମନରେ ହରିନାମ ବାସ କରିଥାଏ।
ਸੇ ਕੰਠਿ ਲਾਏ ਜਿ ਭੰਨਿ ਘੜਾਇ ॥ ଯିଏ ଅନ୍ତର୍ମନର ନବୀକରଣ କରିଥାଏ, ଈଶ୍ଵର ତାହାକୁ ଗଳାରେ ଲଗାଇ ନିଅନ୍ତି।
ਨਾਨਕ ਜੋ ਧੁਰਿ ਮਿਲੇ ਸੇ ਹੁਣਿ ਆਣਿ ਮਿਲਾਇ ॥੧॥ ହେ ନାନକ! ଯାହାର ଭାଗ୍ୟରେ ଆରମ୍ଭରୁ ମିଳନ ଥାଏ, ସେ ବର୍ତ୍ତମାନ ମଧ୍ୟ ମିଳି ଯାଇଛନ୍ତି||1||
ਮਃ ੩ ॥ ମହଲା 3॥
ਜਿਨ੍ਹ੍ਹੀ ਨਾਮੁ ਵਿਸਾਰਿਆ ਕਿਆ ਜਪੁ ਜਾਪਹਿ ਹੋਰਿ ॥ ଯିଏ ହରିନାମକୁ ଭୁଲି ଯାଇଛି, ତାହା ପାଇଁ ଅନ୍ୟ ପାଠ-ପୂଜା ବ୍ୟର୍ଥ ଅଟେ।
ਬਿਸਟਾ ਅੰਦਰਿ ਕੀਟ ਸੇ ਮੁਠੇ ਧੰਧੈ ਚੋਰਿ ॥ ଦୁନିଆର ଧନ୍ଦାରେ ଲିପ୍ତ ଏପରି ଲୋକ ବିଷ୍ଠାରେ କୀଟ ଅଟେ।
ਨਾਨਕ ਨਾਮੁ ਨ ਵੀਸਰੈ ਝੂਠੇ ਲਾਲਚ ਹੋਰਿ ॥੨॥ ହେ ନାନକ! ଆମକୁ ପରମାତ୍ମାଙ୍କ ନାମ ବିସ୍ମୃତ ନ ହେଉ, କାରଣ ଅନ୍ୟ ଲାଳସା ମିଥ୍ୟା ଅଟେ||2||
ਪਉੜੀ ॥ ପଉଡୀ॥
ਨਾਮੁ ਸਲਾਹਨਿ ਨਾਮੁ ਮੰਨਿ ਅਸਥਿਰੁ ਜਗਿ ਸੋਈ ॥ ଯିଏ ହରିନାମର ପ୍ରଶଂସା କରିଥାଏ, ନାମର ମନନ କରିଥାଏ, ସେ ହିଁ ଜଗତରେ ସ୍ଥିର ଅଟେ।
ਹਿਰਦੈ ਹਰਿ ਹਰਿ ਚਿਤਵੈ ਦੂਜਾ ਨਹੀ ਕੋਈ ॥ ତାହାର ହୃଦୟରେ ପରମାତ୍ମାଙ୍କ ସ୍ମରଣ ବନି ରହିଥାଏ ଏବଂ ଅନ୍ୟ କିଛି ହୁଏନାହିଁ।
ਰੋਮਿ ਰੋਮਿ ਹਰਿ ਉਚਰੈ ਖਿਨੁ ਖਿਨੁ ਹਰਿ ਸੋਈ ॥ ସେ ପ୍ରତି ଲୋମରେ ପରମାତ୍ମାଙ୍କ ନାମ ଉଚ୍ଚାରଣ କରିଥାଏ ଏବଂ ପ୍ରତି କ୍ଷଣରେ ଏକ ସେ ହିଁ ବନି ରହିଥାନ୍ତି।
ਗੁਰਮੁਖਿ ਜਨਮੁ ਸਕਾਰਥਾ ਨਿਰਮਲੁ ਮਲੁ ਖੋਈ ॥ ଏପରି ଗୁରୁମୁଖୀର ଜନ୍ମ ସଫଳ ହୋଇଥାଏ ଏବଂ ମନର ମଇଳା ଦୂର କରି ସେ ନିର୍ମଳ ବନି ରହିଥାଏ।
ਨਾਨਕ ਜੀਵਦਾ ਪੁਰਖੁ ਧਿਆਇਆ ਅਮਰਾ ਪਦੁ ਹੋਈ ॥੨੫॥ ହେ ନାନକ! ବଞ୍ଚିଥିବା ପରମେଶ୍ଵରଙ୍କ ଧ୍ୟାନ କରିବା ବାଲା ମୋକ୍ଷର ଅଧିକାରପ୍ରାପ୍ତ ହୋଇଥାଏ||25||
ਸਲੋਕੁ ਮਃ ੩ ॥ ଶ୍ଳୋକ ମହଲା 3॥
ਜਿਨੀ ਨਾਮੁ ਵਿਸਾਰਿਆ ਬਹੁ ਕਰਮ ਕਮਾਵਹਿ ਹੋਰਿ ॥ ଯିଏ ପରମାତ୍ମାଙ୍କ ନାମକୁ ଭୁଲି ଅନ୍ୟ କର୍ମକାଣ୍ଡରେ ଲୀନ ରହିଥାଏ।
ਨਾਨਕ ਜਮ ਪੁਰਿ ਬਧੇ ਮਾਰੀਅਹਿ ਜਿਉ ਸੰਨ੍ਹ੍ਹੀ ਉਪਰਿ ਚੋਰ ॥੧॥ ନାନକ କହନ୍ତି ଯେ ଏପରି ଲୋକଙ୍କ ଯମପୁରୀରେ ଏପରି ମାଡ ହୋଇଥାଏ, ଯେପରି ଚୋରୀ କରିବା ବାଲା ଚୋରର ଅବସ୍ଥା ହୋଇଥାଏ||1||
ਮਃ ੫ ॥ ମହଲା 5॥
ਧਰਤਿ ਸੁਹਾਵੜੀ ਆਕਾਸੁ ਸੁਹੰਦਾ ਜਪੰਦਿਆ ਹਰਿ ਨਾਉ ॥ ପରମାତ୍ମାଙ୍କ ଭଜନ କରିବା ବାଲା ଜିଜ୍ଞାସୁ ପାଇଁ ଧରିତ୍ରୀ ସୁନ୍ଦର ହୋଇଥାଏ ଏବଂ ଆକାଶ ମଧ୍ୟ ସୁନ୍ଦର ଲାଗିଥାଏ।
ਨਾਨਕ ਨਾਮ ਵਿਹੂਣਿਆ ਤਿਨ੍ਹ੍ਹ ਤਨ ਖਾਵਹਿ ਕਾਉ ॥੨॥ ହେ ନାନକ! ନାମ ବିହୀନ ଲୋକର ଶରୀର କାଉ ଖାଇଥାଏ||2||
ਪਉੜੀ ॥ ପଉଡୀ ॥
ਨਾਮੁ ਸਲਾਹਨਿ ਭਾਉ ਕਰਿ ਨਿਜ ਮਹਲੀ ਵਾਸਾ ॥ ଯିଏ ପ୍ରେମପୂର୍ବକ ହରିନାମର ପ୍ରଶଂସା କରିଥାଏ, ସେ ନିଜ ସଚ୍ଚା ଘରେ ରହିଥାଏ।
ਓਇ ਬਾਹੁੜਿ ਜੋਨਿ ਨ ਆਵਨੀ ਫਿਰਿ ਹੋਹਿ ਨ ਬਿਨਾਸਾ ॥ ଏପରି ବ୍ୟକ୍ତି ପୁନଃ ଯୋନିରେ ଆସେ ନାହିଁ ଏବଂ ନା ତାହାର ଅନ୍ତ ଥାଏ।
ਹਰਿ ਸੇਤੀ ਰੰਗਿ ਰਵਿ ਰਹੇ ਸਭ ਸਾਸ ਗਿਰਾਸਾ ॥ ସେ ଶ୍ଵାସ ନେଇଥାଏ, ଭୋଜନ ନେଇଥାଏ, ଈଶ୍ଵରଙ୍କ ରଙ୍ଗରେ ଲୀନ ରହିଥାଏ।
ਹਰਿ ਕਾ ਰੰਗੁ ਕਦੇ ਨ ਉਤਰੈ ਗੁਰਮੁਖਿ ਪਰਗਾਸਾ ॥ ଏହି ଗୁରୁମୁଖୀର ମନରେ ପ୍ରକାଶ ହୋଇଥାଏ ଏବଂ ଈଶ୍ଵର-ଭକ୍ତିର ରଙ୍ଗ କେବେ ବାହାରେ ନାହିଁ।
ਓਇ ਕਿਰਪਾ ਕਰਿ ਕੈ ਮੇਲਿਅਨੁ ਨਾਨਕ ਹਰਿ ਪਾਸਾ ॥੨੬॥ ହେ ନାନକ! ଈଶ୍ଵର କୃପା କରି ତାହାକୁ ସାଥିରେ ମିଳାଇ ନେଇଥାନ୍ତି||26||
ਸਲੋਕ ਮਃ ੩ ॥ ଶ୍ଳୋକ ମହଲା 3॥
ਜਿਚਰੁ ਇਹੁ ਮਨੁ ਲਹਰੀ ਵਿਚਿ ਹੈ ਹਉਮੈ ਬਹੁਤੁ ਅਹੰਕਾਰੁ ॥ ଯେ ପର୍ଯ୍ୟନ୍ତ ଏହି ମନ ସଂସାରର ଲହରୀରେ ପଡି ରହିଥାଏ, ସେତେ ଅହଂକାର ଗ୍ରସ୍ତ ରହିଥାଏ।
ਸਬਦੈ ਸਾਦੁ ਨ ਆਵਈ ਨਾਮਿ ਨ ਲਗੈ ਪਿਆਰੁ ॥ ତାହାକୁ ଶବ୍ଦର ଆନନ୍ଦ ମିଳେନାହିଁ ଏବଂ ନା ହରିନାମ ସହିତ ପ୍ରେମ ଲାଗିଥାଏ।
ਸੇਵਾ ਥਾਇ ਨ ਪਵਈ ਤਿਸ ਕੀ ਖਪਿ ਖਪਿ ਹੋਇ ਖੁਆਰੁ ॥ ତାହାର ସେବା ସଫଳ ହୁଏନାହିଁ ଏବଂ ସେ ଧ୍ଵଂସ ହୋଇଯାଏ।
ਨਾਨਕ ਸੇਵਕੁ ਸੋਈ ਆਖੀਐ ਜੋ ਸਿਰੁ ਧਰੇ ਉਤਾਰਿ ॥ ହେ ନାନକ! ସେବକ ତାହାକୁ କୁହାଯାଇ ଥାଏ, ଯିଏ ସର୍ବସ୍ଵ ଅର୍ପଣ କରି ଦେଇଥାଏ,
ਸਤਿਗੁਰ ਕਾ ਭਾਣਾ ਮੰਨਿ ਲਏ ਸਬਦੁ ਰਖੈ ਉਰ ਧਾਰਿ ॥੧॥ ସେ ସଚ୍ଚା ଗୁରୁଙ୍କ ଇଚ୍ଛାକୁ ମାନି ଶବ୍ଦକୁ ହୃଦୟରେ ସ୍ଥାପନ କରିଥାଏ||1||
ਮਃ ੩ ॥ ମହଲା 3॥
ਸੋ ਜਪੁ ਤਪੁ ਸੇਵਾ ਚਾਕਰੀ ਜੋ ਖਸਮੈ ਭਾਵੈ ॥ ବାସ୍ତବରେ ତାହା ହିଁ ଜପ, ତପସ୍ୟା, ସେବା ଏବଂ ଚାକିରି ଅଟେ, ଯାହା ମାଲିକଙ୍କୁ ଭଲ ଲାଗିଥାଏ।
ਆਪੇ ਬਖਸੇ ਮੇਲਿ ਲਏ ਆਪਤੁ ਗਵਾਵੈ ॥ ନିଜ ଅହଂ ଭାବକୁ ଦୂର କରାଗଲେ, ପ୍ରଭୁ ସ୍ଵୟଂ ହିଁ କୃପା କରି ମିଳାଇ ନେଇଥାନ୍ତି।
ਮਿਲਿਆ ਕਦੇ ਨ ਵੀਛੁੜੈ ਜੋਤੀ ਜੋਤਿ ਮਿਲਾਵੈ ॥ ସେ ମିଳନ କରି କେବେ ବିଚ୍ଛେଦ ହୁଅନ୍ତି ନାହିଁ ଏବଂ ତାହାର ଜ୍ୟୋତି ପରମ ଜ୍ୟୋତିରେ ବିଲୀନ ହୋଇଯାଏ।
ਨਾਨਕ ਗੁਰ ਪਰਸਾਦੀ ਸੋ ਬੁਝਸੀ ਜਿਸੁ ਆਪਿ ਬੁਝਾਵੈ ॥੨॥ ହେ ନାନକ! ଗୁରୁର୍ଙ୍କ କୃପାରୁ ସେ ହିଁ ତଥ୍ୟକୁ ବୁଖିଥାଏ, ଯାହାକୁ ସେ ସ୍ଵୟଂ ବୁଝାଇ ଥାଆନ୍ତି||2||
ਪਉੜੀ ॥ ପଉଡୀ॥
ਸਭੁ ਕੋ ਲੇਖੇ ਵਿਚਿ ਹੈ ਮਨਮੁਖੁ ਅਹੰਕਾਰੀ ॥ ଅଭିମାନୀ ମନମୁଖୀ ବ୍ୟକ୍ତିର ପ୍ରତ୍ୟେକ କର୍ମର ହିସାବ ହୋଇଥାଏ।
ਹਰਿ ਨਾਮੁ ਕਦੇ ਨ ਚੇਤਈ ਜਮਕਾਲੁ ਸਿਰਿ ਮਾਰੀ ॥ ସେ କେବେ ପରମାତ୍ମାଙ୍କ ଚିନ୍ତନ କରେନାହିଁ ଏବଂ ଯମଦୂତ ଦ୍ଵାରା ଦଣ୍ଡ ଭୋଗିଥାଏ।


© 2017 SGGS ONLINE
error: Content is protected !!
Scroll to Top